April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
17

ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା

‘ଶାନ୍ତିର ସୂର୍ଯ୍ୟ’   ସକାଳୁ ସକାଳୁ ଖୋଲା ବାତାୟନରେ ସୂର୍ଯ୍ୟଙ୍କର ଶୀତଳ ଅରୁଣିମା ଘରର ସମଗ୍ର ପରିବେଶ କୁ ସଂଗୀତମୟ କରି ଦେଉଥିଲା। ଆରାମି ଚେୟାର୍ ରେ ବସି ଚା କପରେ ଚୁଷ୍କି ନେଉ ନେଉ ଅମିତ ବାବୁ ଘରଣୀ ଙ୍କୁ ସମ୍ବୋଧନ କରି କହୁଥିଲେ, ହେଇ ଶୁଣୁଛ ସୀମା, ଖୁବ୍ ଶୀଘ୍ର କୁଆଡେ ଯୁଦ୍ଧ ହେବ। ହେଲେ,

Loading

Sep
2022
13

ଶାନ୍ତି – ବିଶ୍ବର ସ୍ପନ୍ଦନ — ଭାରତୀ ପଣ୍ଡା

ଶାନ୍ତି – ବିଶ୍ବର ସ୍ପନ୍ଦନ   ପରିବର୍ତ୍ତିତ ଆଜି ବିଶ୍ବ ଚିତ୍ରପଟ୍ଟ ଭୀତତ୍ରସ୍ତ ଆଜି ମାନବ ଜୀବନ, ପ୍ରତିଟି ମୁହୂର୍ତ୍ତ ବଞ୍ଚି ରହିବାର ପ୍ରତିଯୋଗିତାରେ ଧାବମାନ ଆଜିର ମଣିଷ ।   ସୂତାଖିଅରେ ଦୁର୍ଲଭ ଜୀବନ ଚାରିଆଡେ ଦେଖ ଭୟ ଆଉ ଭୟ ପଦ୍ମ ପତ୍ରରେ ଢଳ ଢଳ ଜୀବନ ମରୀଚିକା ମୟ ଏ ସାରା ସଂସାର ।

Loading

Aug
2022
23

ସବୁଜ ହୀରା — ଭାରତୀ ପଣ୍ଡା

‘ସବୁଜ ହୀରା’   ଗ୍ରୀଷ୍ମ ର ଝାଞ୍ଜି ରେ ଦେହଟା କେମିତି ଲାଗୁ ଥିଲା। ଚାରିଆଡ଼େ ଖାଲି ପ୍ରଚଣ୍ଡ ଖରାର ରାଜତ୍ବ। ବଗିଚା ର ଗଛ ଗୁଡାକ ଡାଳ ପତ୍ର ମେଲି ମୁଣ୍ଡ ଟେକି ଛନ୍ତି। ସଞ୍ଜ ନଇଁ ନଇଁ ଆସୁଛି। ଗରମ ଦେହରେ ଥଣ୍ଡା ପବନ ବାଜି କେତେ ଆରାମ ଲାଗୁଛି ସତେ। ପିଜୁଳି ଗଛର ବଡ

Loading

Aug
2022
5

ମାଟି ର ମଣିଷ — ଭାରତୀ ପଣ୍ଡା

ମାଟିର ମଣିଷ   ଦାନ ମାଝୀ ରାସ୍ତାରେ ବୁଲୁଛି। କେବେ ତା ନୁଖୁରା ମୁଣ୍ତ ରେ ତେଲ ଲାଗିଥିଲା ତା’ ମନେ ନାଇଁ। ଅନାବନା ମୁଣ୍ତ ର କେଶ ସବୁ କାନ୍ଧ ପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି। ମୁହଁ ରେ ଘଞ୍ଚ ଦାଢ଼ି ଓ ନିଶ ଯୋଗୁଁ ଚିହ୍ନିବା କଷ୍ଟ ହେଇ ଯାଉଛି। ଦେହରେ ଚାରି ପାଞ୍ଚ ହଳ ପୋଷାକ।

Loading

Jul
2022
30

ବନ୍ଧୁ ତୁମେ – ଭାରତୀ ପଣ୍ଡା

ବନ୍ଧୁ ତୁମେ   ଅମାବାସ୍ଯାର ଘନ ଅନ୍ଧାର ରାତି। ତୁହାକୁ ତୁହା ବର୍ଷା ସମଗ୍ର ପରିବେଶ କୁ ଜଳରେ ଆଚ୍ଛାଦନ କରି ନେଇଛି। ଆକାଶ ରେ ଥରକୁ ଥର ବିଜୁଳିର ଚମକ ସାଥେ ଅଶନୀର ଭୀମ ଗର୍ଜନ ମନରେ ଶଙ୍କା ଜାତ କରୁଛି। ବେଙ୍ଗ ମାନଙ୍କର କେଁ କଟର ଶବ୍ଦ ସାଙ୍ଗକୁ ଝିଙ୍କାରୀ ର ଝିଁ ଝିଁ ଶବ୍ଦ

Loading

Jun
2022
30

ବୁନ୍ଦାଏ ଲୁହ — ଭାରତୀ ପଣ୍ଡା

ବୁନ୍ଦାଏ ଲୁହ   ତୁମେ ଗଲା ଦିନୁ ମାଁ ର କପାଳ ଶୂନ୍ୟ ସେ ଆଉ ପାଣିକାଚ ପିନ୍ଧୁନି। ତା’ ଆଖିର ଗଭୀରତାକୁ ମୁଁ ମାପି ପାରୁନି ବାପା।   ମାଁ ର ସାତସିଆଁ ଲୁଗାରେ ହଜାରେ ଟାଙ୍କ। ମୋ ଚୁମୁକି ଲଗା ଫ୍ରକରେ ବହଳେ ମଳି। କହରା ମୋ ମୁଣ୍ଡ ବାଳ ଭୋକରେ ଛଟପଟ ହେଲେବି ମୁଁ

Loading

Jun
2022
29

ବୁନ୍ଦାଏ ଲୁହ — ଭାରତୀ ପଣ୍ଡା

ବୁନ୍ଦାଏ ଲୁହ   ହସ୍ପିଟାଲ ର ଲେବର୍ ରୁମ୍ ରେ ଗାୟତ୍ରୀ ଦେବୀ ପ୍ରସବ ବେଦନା ଭୋଗୁ ଛନ୍ତି। ବାହାରେ ସ୍ବାମୀ ଅଜୟ, ଶାଶୁ ଦାମିନୀ ଦେବୀ ଅପେକ୍ଷାରତ। ଆସନ୍ନ ପ୍ରସବା ବୋହୂ ର ମଙ୍ଗଳ କାମନା କରି ଦିଅଁ ଦେବତାଙ୍କୁ ହାତ ଯୋଡିବାରେ ବ୍ୟସ୍ତ। ଗାୟତ୍ରୀ ଦେବୀ ପ୍ରସବ ବେଦନା ରେ ଛଟପଟ ହୋଇ ମନେ ମନେ

Loading

Jun
2022
24

ସଜସକାଳ — ଭାରତୀ ପଣ୍ଡା

‘ସୂର୍ଯ୍ୟୋଦୟ ପାକ୍ଷିକ ଗଳ୍ପ ପ୍ରତିଯୋଗିତା’    ‘ସଜସକାଳ’   ମାଁ…. ମାଁ… ମାଁ ଲୋ, ଦେଖିଲୁ ମୁଁ କେମିତି ଦେଖା ଯାଉଛି??? ଜୋର୍ ରେ ସୌଭାଗ୍ଯ ଦେବୀଙ୍କୁ ହଲାଇ ଦେଲା ଲିଲି। ଝିଅ ର ଡାକରେ ଭାବନା ରାଜ୍ଯ ରେ ପୂର୍ଣ୍ଣଚ୍ଛେଦ ଟାଣି ପ୍ରକୃତିସ୍ଥ ହୋଇଗଲେ ସେ। ସମ୍ମୁଖ ରେ ପୋଲିସ୍ SI ପୋଷାକ ରେ ଲିଲିକୁ ଦେଖି

Loading

May
2022
22

ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା

  ଅପରାହ୍ନର ଅବଶୋଷ   ରାଜ ଉଆସ ପରି ଘର। ଦାସୀ ପରିବାରୀ ଙ୍କ ଗହଳ ଚହଳ ରେ ପୁରି ଉଠୁଥିଲା ସାରା ପରିବେଶ। ବଗିଚାର ରଙ୍ଗ ବେରଙ୍ଗ ଫୁଲ ପରେ ଆଖି ବୁଲେଇ ଆଣୁ ଆଣୁ ଦୀର୍ଘଶ୍ଵାସ ଛାଡୁଥାନ୍ତି, ସେ ଅଞ୍ଚଳର ବିଶିଷ୍ଟ ସଂଭ୍ରାନ୍ତ ବ୍ଯକ୍ତି ଅଜୟ ସାମନ୍ତରାୟ। ଏଇତ ଏଇ ଫୁଲ ଗଛ।ଧର୍ମ ପତ୍ନୀ ଅରୁଣାଙ୍କ

Loading

Mar
2022
8

*ରଫଖାତା–ଭାରତୀ ପଣ୍ଡା*

ରଫଖାତା‘ ମାନସିକ ହସ୍ପିଟାଲର ଏକ ନଂ ୱାର୍ଡ ୧୪ ନଂ ବେଡରେ ପଡି ଛଟପଟ ହେଉଥାନ୍ତି ସୁମତୀ ଦେବୀ। ବିକ୍ରୁତ ମସ୍ତିଷ୍କ ରେ ଏଣୁ ତେଣୁ ଗୀତ ଗୁଡିକ ବାହାରି ପଡୁଥାଏ ତାଙ୍କ ପାଟିରୁ। ଚାରିଜଣ ୱାର୍ଡ ବଏ ତାଙ୍କୁ ଜୋର୍ କରି ଟାଣି ନେଉଥିଲେ ଗୋଟିଏ ରୁମ୍ କୁ। ଖଟରେ ସମଗ୍ର ଶରୀରକୁ ବାନ୍ଧି ଦେଇ କରେଣ୍ଟ

Loading

Jul
2021
21

*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*

    // ଆତ୍ମା ଯେବେ ଗାଏ ଗୀତ // ଭାରତୀ ପଣ୍ଡା ***************************** ଶରୀର ପଞ୍ଜୁରୀ ହେଲେହେଁ ନଶ୍ୱର ଆତ୍ମା ରହେ ସୁରକ୍ଷିତ, ମନ ଆଉ ଆତ୍ମା ବିଭୋର ହୁଅନ୍ତି ଆତ୍ମା ଯେବେ ଗାଏ ଗୀତ ।।   ଧନହୀନ ଲଭେ ସ୍ୱର୍ଗୀୟ ଆନନ୍ଦ କାମନାରୁ ହେଲେ ମୁକ୍ତ, ନାହିଁ ନାହିଁ ମଧ୍ୟେ ଐଶ୍ୱର୍ଯ୍ୟ ଆନନ୍ଦ ଆତ୍ମା

Loading

Jun
2021
18

*ସମୁଦ୍ର କାନ୍ଦୁଛି–ଭାରତୀ ପଣ୍ଡା*

– ସମୁଦ୍ର କାନ୍ଦୁଛି ଶାନ୍ତ,ଗମ୍ଭୀର ଓ ନିଷ୍କପଟ ମୁଁ ବଇରୀ ସାଜିନି କାହାର କେବେ ପାଦ ପ୍ରକ୍ଷାଳଇ ଧରିତ୍ରୀ ମାତାର ନୀଳ ଉର୍ମିମାଳା କେତେ ସରାଗେ ।। ବିପଣି ମାଳାରେ ତଟ ସୁଶୋଭିତ ପ୍ରେମୀ ଯୁଗଳଙ୍କ ସ୍ଵପ୍ନ ବାଲିଘର ଚୁମି ଦେଉଥାଏ ତରଙ୍ଗ ମାଳାରେ ଦୃଢ଼ତା ବଢାଏ ପ୍ରେମ ପାରାବାର। ମାନବ ରଚିଛି ମୋହରି ଦେହରେ ବାଣିଜ୍ୟର ପାଇଁ

Loading

Mar
2021
20

*”ପାଳଭୂତ” — ଭାରତୀ ପଣ୍ଡା*

*”ପାଳଭୂତ” କ୍ଲାନ୍ତ ଅବସାଦ ତିମିରିତ ଜୀବନେ ଆଶାର ଆଲୋକ ବର୍ତ୍ତିକା ଟିଏ। ମାନବ ଭଳି ହୁଅଇ ପ୍ରତୀତ ନିର୍ଜୀବ ମୁଁତ କୁଶ ପୁତ୍ତଳିକା ଟିଏ। ମାଟି ହାଣ୍ଡିରେ ମୁଣ୍ଡଟି ଗଢା ହସ୍ତ ପଦ ମୋର ବାଉଁଶ ନଡା। ପୁରୁଣା ଅଲୋଡା ପୋଷାକ ପିନ୍ଧି କ୍ଷେତ ମଝିରେ ମୁଁ ହୁଅଇ ଛିଡା। ସାରା ସଂସାରେ ଦେଶ ବିଦେଶରେ ଚାଷୀର ମୁଁ

Loading

Mar
2021
2

ଆଶା — ଭାରତୀ ପଣ୍ଡା

`ଆଶା‘ ସେଦିନ ବିଦ୍ୟାଳୟ ରେ ସଅଳ ସଅଳ ଗଣେଶଙ୍କ ପୂଜା ସାରି ,ଆରତୀ ଫେରି ଆସିଥିଲା ଘରକୁ।ସ୍ବାମୀଙ୍କ ସାଥେ କୁନି କୁନି ଦୁଇ ପିଲାଙ୍କୁ ସାଥିରେ ନେଇ,ନବାନ୍ନ ଉପଲକ୍ଷ୍ୟେ ସପରିବାର ଚାଲୁଥିଲେ ସମ୍ବଲପୁର ସହର ଅଭିମୁଖେ।ଶାଶୁ,ନଣନ୍ଦ,ଜା,ଦେଢଶୁର,ଦିଅର,ପୁତୁରା,ଝିଆରୀଙ୍କ ଗହଣରେ ପୁରି ଉଠୁଥିଲା ସାରା ଘର।ବଡ ଜା ଓ ସାନ ଜା ଅପୂର୍ବ ରୂପ ଲାବଣ୍ୟବତୀ।ସେମାନଙ୍କ ସମ୍ମୁଖରେ ଆରତୀ ଯେମିତି କିଛି

Loading

Mar
2021
2

*ତୁମେ ମୋର କୃଷ୍ନଚୂଡା” — ଭାରତୀ ପଣ୍ଡା*

“ତୁମେ ମୋର କୃଷ୍ନଚୂଡା” ଦୂର ଦିଗ୍ ବଳୟରେ ହସୁଥିବା ଜହ୍ନଟିଏ ତୁମେ ମୋ ପ୍ରେମ ପ୍ରଣୟର ମୂକସାକ୍ଷୀ। ମୋ ପ୍ରୀତିର କୃଷ୍ନଚୁଡା। ମୋ ପ୍ରାଣର ପ୍ରାଣ। ମୋ ବିଦଗ୍ଧ ପ୍ରାଣର ତୁମେ ପ୍ରେମ ଫଲ୍ଗୁ। ନାଲି କୃଷ୍ନଚୁଡା ପରି ପ୍ରତିଭାତ ତୁମେ ମୋ ଜୀବନେ। ତୁମ ଆଖିର ଗଭୀରତାରେ ଉଙ୍କି ମାରନ୍ତି ମୋର ସ୍ବପ୍ନସବୁ। ତୁମ ଓଠର ଧାରେ

Loading