May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jun
2022
24

ସଜ ସକାଳ–ହୃଦୟ ରଞ୍ଜନ ପରିଡା

ସଜ ସକାଳ ନୀଳକଣ୍ଠପୁର ଗ୍ରାମ | ସମୟ ପ୍ରାୟ ମଧ୍ୟରାତ୍ରି | ହଠାତ୍ ଶୁଭିଲା ଠାଏ ଠାଏ ଗୁଳି ଫୁଟିବାର ଶବ୍ଦ | ଘର ଭିତରୁ ବାହାରିବାର ସାହସ ତ କାହାର ନଥାଏ, ତଥାପି ଝରକା ଫାଙ୍କରେ ଦେଖନ୍ତି ତ କିଛି ଲୋକ ଆସିଛନ୍ତି, ରବୀନ୍ଦ୍ରର ଘର ଲୋକଙ୍କୁ ମାରିବାକୁ | ଗୁଳିର ସ୍ୱର ଆଗରେ ସେଦିନ ନିସ୍ତେଜ

Loading

Jun
2022
24

ସଜ ସକାଳ–ତପନ କୁମାର ସ୍ୱାଇଁ

🌄”ସଜ ସକାଳ”🌅 ପକେଟ୍ ଖାତାରେ କେବଳ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଲେଖିଛି। କେଉଁ କେଉଁ ପ୍ରଶ୍ନର ଉତ୍ତର ପାଇଛି ହେଲେ.. ଗୋଟିଏ ପ୍ରଶ୍ନ ମୋତେ ଭାରି ଜଟିଳ ଲାଗୁଛି ଉତ୍ତର ଜମା ମିଳୁନି କ’ଣ କରିବି କିଏ ପୁଣି ବୁଝେଇବ ?ଆଉ ଏ ପ୍ରଶ୍ନ କାହାକୁ ବା ପଚାରିବି ??? ସମସ୍ତେ କହିବେ କାଳେ ତପନ ଟା

Loading

May
2022
22

ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା

ଅପରାହ୍ନର ଅବଶୋଷ   ଚାରିପାଖରେ ଖାଲି ଲୋକଙ୍କର ଗହଳି, ସମସ୍ତେ ଛାତି ଫଟା ସ୍ୱରରେ କାନ୍ଦୁଥାନ୍ତି ଘର ବାରଣ୍ଡାରେ ବସି | ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟିଏ ପ୍ରଶ୍ନ, “ଏ ସବୁ ହେଲା କିପରି ?” ଛୋଟରାୟ ବାବୁ ମଧ୍ୟ ଗୋଟିଏ କଣରେ ନିସ୍ତବ୍ଧ ହୋଇ ଭାବୁଥିଲେ ସେଇ ସମାନ କଥା, “ଏ ସବୁ ହେଲା କିପରି ?”

Loading

May
2022
22

ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ

ଅପରାହ୍ନର ଅବଶୋଷ   ସେଦିନ ମନ୍ଦିର ବେଢାରେ ଗୋଡ଼ ଖସି ଯିବାରୁ ବାବୁଙ୍କର ଗୋଡ଼ଟା ମକଚି ହୋଇ ଯାଇଛି ଓ ସେ ତଳେ ପଡି ଯାଇଛନ୍ତି । ଆଉ ସେତେବେଳେ ରାହୁଲ ଆସି ତାଙ୍କ ହାତ ଧରି ଉଠେଇବାକୁ ଚେଷ୍ଟା କରୁଛି , ଆଉ କହୁଛି ଜେଜେବାପା ଟିକିଏ ଦେଖି କି ଚାଲନ୍ତୁ କାହିଁ ତରବରିଆ ହେଉଛନ୍ତି ।

Loading

May
2022
22

ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା

ଅପରାହ୍ନର ଅବଶୋଷ   “ବାବୁ ଗୋ ଆମର ଗାଁକୁ ତୁଇ ବୁଲିବାର ଲାଗି ଆସିଲୁ ନାଇଁ ଯେ,ଏକା ବେଳେ ସରଗ ନରକ ପୁରି ଦେଖିବୁ ତୁଇ, ମୂଇଁ ସତ କହୁଛି ଗୋ ତୁମର୍ ଦୁନିଆ ଟା ଆମର ଦୁନିଆ ସେ ପୁରା ଅଲଗା ଅଛି ଗୋ…”ଶଗଡ଼ ଗାଡ଼ି ଗଡୁ ଥାଏ ଆଉ ନିପଟ ମଫସଲି ରଘୁ,ତା ଶଗଡ଼ରେ ବସିଥିବା

Loading

May
2022
22

ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର

ଅପରାହ୍ନର ଅବଶୋଷ    କଡ ଲେଉଟାଇବାକୁ ଚେଷ୍ଟା କରୁଥିଲେ ପ୍ରିତୀମଞ୍ଜରୀ l ଧୀରେ ଧୀରେ ଶରୀରକୁ ଘୁଞ୍ଚାଇ ଘୁଞ୍ଚାଇ ବାମ କଡ଼ ଲେଉଟାଇବାକୁ ଚାହିଁଲେ, କିନ୍ତୁ ନା, ହେଉନି… ଭାରି କଷ୍ଟ ଲାଗୁଛି l କଣ କରିବେ ଚିନ୍ତା କରିପାରୁନଥିଲେ, ଆଖିରୁ ଲୁହ ବାହାରି କାନରେ ପଶିଗଲାଣି l ଦୁର୍ବଳ ହାତ କାନରୁ ଲୁହ ପୋଛିବାକୁ ମଧ୍ୟ ଅକ୍ଷମ

Loading

May
2022
22

ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ

ଅପରାହ୍ନର ଅବଶୋଷ   ଜୁନ ବାର ତାରିଖ ସନ୍ଧ୍ୟା ୬ ଟା ହୋଇଥିଲା ବୋଧେ | ଲାଲ ଶାଢ଼ୀ ପରିଧାନ କରି ମୁଣ୍ଡରେ ସିନ୍ଦୁର ଓ ହାତରେ ନାଲି ନେଲି ରଙ୍ଗବେରଙ୍ଗର ଚୁଡ଼ି ପିନ୍ଧି ଦୁଇ ତିନି ଜଣ ସାଥୀଙ୍କ ସହ ଚାଲି ଚାଲି ଆସୁଥିଲା କନକ | ବାହାଘର ପରେ ପ୍ରଥମ କରି ବାପଘରକୁ ଆସିଛି |

Loading

May
2022
22

ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍

ଅପରାହ୍ନ ର ଅବଶୋଷ   ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଜୁଳି ଟି ବି କଟି ଯାଇଛି । ହାତରେ ହାଡ ପଙ୍ଖା ଟିଏ ଧରି ବାରିପଟ କୁ ଅମ୍ବିକା ଦେବୀ ସେ ଟିକେ ଗଛ ମୂଳ କୁ ଯିବା ସମୟରେ । ପଛ ପାଖରୁ ଡାକ ଆସିଲା ମାଆ…ମାଆ…. ଇନଭଟର ଟା ଅନ କରି ଦେଇଛି , ଆସନ୍ତୁ

Loading

May
2022
22

ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା

  ଅପରାହ୍ନର ଅବଶୋଷ   ରାଜ ଉଆସ ପରି ଘର। ଦାସୀ ପରିବାରୀ ଙ୍କ ଗହଳ ଚହଳ ରେ ପୁରି ଉଠୁଥିଲା ସାରା ପରିବେଶ। ବଗିଚାର ରଙ୍ଗ ବେରଙ୍ଗ ଫୁଲ ପରେ ଆଖି ବୁଲେଇ ଆଣୁ ଆଣୁ ଦୀର୍ଘଶ୍ଵାସ ଛାଡୁଥାନ୍ତି, ସେ ଅଞ୍ଚଳର ବିଶିଷ୍ଟ ସଂଭ୍ରାନ୍ତ ବ୍ଯକ୍ତି ଅଜୟ ସାମନ୍ତରାୟ। ଏଇତ ଏଇ ଫୁଲ ଗଛ।ଧର୍ମ ପତ୍ନୀ ଅରୁଣାଙ୍କ

Loading

May
2022
22

ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ

ଅପରାହ୍ନର ଅବଶୋଷ   ନୂଆ ନୂଆ ଚାକିରୀ କରିଥାଏ ମୁଁ।ସରକାରୀ ଚାକିରୀ। ପଡି ଉଠି ଆଣ୍ଠୁ ଛିଣ୍ଡେଇ ଖଣ୍ଡେ ସରକାରୀ ଚାକିରୀ ପାଇବା ଯେ କେତେ କଷ୍ଟ ତାହା ଚାକିରୀ ଖଣ୍ଡେ ପାଇଁ ଲଢ଼ୁଥିବା ଅଶାୟୀଙ୍କୁ ଜଣା।ପ୍ରଥମ ପୋଷ୍ଟିଂ ଦୂରରେ ପଡ଼ିବା ନଜିର ଅଛି।ସେଦିନ ଥାଏ ରବିବାର। ସଂଜ ହୋଇ ନଥାଏ କିନ୍ତୁ ଅପରାହ୍ନର ଶେଷ ଛାପ ଅର୍ଥାତ୍

Loading

May
2022
22

ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର

ଅପରାହ୍ନର_ଅବଶୋଷ   ମୁଁ ପତଳା ନିଦରେ । ଦେହ ଉପରେ ଭାଲୁ ଭଳି ରୁମୁରୁମିଆ କମ୍ବଳ । ମୁଣ୍ଡ ଉପରେ ଘୁରୁଥିବା ପଙ୍ଖା ସହ ଘୁରି ଚାଲିଥାଏ ମୋ ସ୍ମୃତି ସବୁ । ହଠାତ୍ ମଧ୍ୟମ ଗତିରେ ଘୁରୁଥିବା ପଙ୍ଖାଟି ତୀବ୍ର ଗତିରେ ଘୁରିବାକୁ ଲାଗିଲା । କମି ଯାଇଥିବା ଭୋଲ୍ଟେଜ୍ ପୁଣି ସାଧାରଣ ହୋଇଗଲା ବୋଧେ ।

Loading

May
2022
14

ବଖରାଏ ଘର — ସସ୍ମିତା ସାହୁ

ବଖରାଏ ଘର   ଇଟା ସିମେଣ୍ଟ ଘରେ ରହିବାକୁ ଏତେ ଲୋଭ ଯେ,ମଣିଷ କୁ ଟିକିଏ ଶାନ୍ତିରେ ଉଠେଇ ବସେଇ ଦେଲେ ନାହିଁ ।ପଂଚାୟତ ଅଫିସକୁ ଦଉଡି ଦଉଡି ଚପଲ ଘୋରି ହେଇଗଲା ଯେ ଏବେ ଯାଏ ନୂଆ କିଣିହେଲା ନାହିଁ । ମଣିଷ ଏତେ କଷ୍ଟ ରେ ବଖରାଏ ଘର କଲାଯେ , ତଥାପି ମହାରାଣୀ ଙ୍କ

Loading

May
2022
14

ବଖରାଏ ଘର — ରିନା ପରିଡା

ଅଣୁଗଳ୍ପ – “ବଖରାଏ ଘର ”   ମନେପଡେ,ସେଇ ଅତୀତ.. ସେଇ ଅବିବେକୀ ମଣିଷର ତାତ୍ସଲ୍ୟ ଭରା ହସ ଏବଂ ମୁଁ ଗରୀବ ବୋଲି ସେ କରୁଥିବା ପରିହାସ ! ସତରେ ଯେମିତି ଗରୀବଙ୍କ ସାମ୍ରାଜ୍ୟ ଆଉ ଧନୀର ସାମ୍ରାଜ୍ୟ ଭିନ୍ନ..! ଭିନ୍ନ ରକ୍ତ ବିନ୍ଦୁ ଆଉ ଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ | ସେଥିପାଇଁ ବୋଧେ ସେ କରେ

Loading

May
2022
14

ବଖରାଏ ଘର — ପ୍ରୀତିରଞ୍ଜନ ନାୟକ

ବଖରାଏ ଘର   ଆକାଶ ନିର୍ମଳ।ବାତ୍ୟା ପରର ସକାଳ ବେଶୀ ନିର୍ମଳ ଆଉ ସଫା ଦିଶେ।ଆଜି ବି ଠିକ୍ ସେମିତି ସକାଳର ସୂର୍ଯ୍ୟ ସିନ୍ଦୂରା ଫଟେଇ ବାହାରକୁ ଆସିଥାନ୍ତି।ଗଛ ସବୁ ଡାଳ ପତ୍ର ହରେଇ ଶାନ୍ତ ହୋଇ ଯାଇଥାନ୍ତି। କୋଳାହଳ ଶବ୍ଦ ଭାସି ଆସୁଥାଏ ଗାଁ ଶେଷ ମୁଣ୍ଡରୁ।   ସୁଲୋଚନା, ଅନ୍ତଫାଡ଼ି ରମେଶ ଆଉ ସୁରେଶ ନାମ୍ନୀ

Loading

May
2022
14

ବଖରାଏ ଘର — ଚୁନିଲ କୁମାର ଗଙ୍ଗ ଦେଵ

ବଖରାଏ ଘର   ଗାଁ ମଝିରେ ପୂର୍ବ ପଶ୍ଚିମ ହୋଇ ଲମ୍ବି ଯାଇଛି ଏକ ରାସ୍ତା । ଆଉ ସେଇ ରାସ୍ତାର ଗୋଟିଏ କଡରେ ରହିଛି ଡାଳ ପତ୍ର ରେ ତିଆରି ହୋଇଥିବା ଚାରି ଛ ହାତର ଗୋଟିଏ କୁଡ଼ିଆ । ସେହି କୁଡ଼ିଆ ଭିତରେ ରହିଛି ଗୋଟିଏ ଜୀବନ ଦୀପ । ଜରାଜୀର୍ଣ୍ଣ ଶୁଷ୍କ ଶରୀର ସାଙ୍ଗକୁ

Loading

May
2022
14

ବଖରାଏ ଘର — ହୃଦୟ ରଞ୍ଜନ ପରିଡ଼ା

ବଖରାଏ ଘର   କଳା ଶାଢ଼ୀ ପିନ୍ଧି ପ୍ରକୃତି ଘନ ଅନ୍ଧାର, ଜନଶୁନ୍ୟ ରାତି, ତାରକା ଶୁନ୍ୟ ଆକାଶ କଳା ବାଦଲରେ ଥିଲା ଆଚ୍ଛନ୍ନ | ଧୀରେ ଧୀରେ ଖସିଲା ଆକାଶରୁ ବର୍ଷାର ବିନ୍ଦୁ | ବର୍ଷାରୁ ବଂଚିବାକୁ ଯାଇ ପାଖରେ ଥିବା ବଖରାଏ ଘର ଭିତରକୁ ଆମେ ଚାଲିଗଲୁ | ଘରଟି ଥିଲା ବହୁତ ପୁରୁଣା, ପୋଡ଼ା

Loading

May
2022
14

ବଖରାଏ ଘର — ସ୍ୱାଗତିକା ବେହେରା

ବଖରାଏ ଘର   କିଏ କହୁଥିଲା ତାକୁ ରୁମ୍ ନମ୍ବର ୨୨ ତ ପୁଣି କିଏ ଆସର ଘର ହେଲେ ସେ ମୋ ପାଇଁ ଥିଲା ଖାଲି ବଖରାଏ ଘର ,ଯେତେବେଳେ ମୁଁ ପ୍ରଥମ କରି ସେଠାକୁ ଯାଇଥିଲି।   ମୁଁ ଆପଣା ପଣ ହରେଇଥିଲି,ହଜାଇଥିଲି ଠିକଣା।ଧେତ୍, ଏ ବୟସ ପାଇଁ ସବୁ ନାଟ।ପିଲାଦିନଟା ବୋଉ କୋଳରେ, ଯୁବା

Loading

May
2022
14

ବଖରରାଏ ଘର ର ଇତିହାସ — ଜିନାତମାମ୍ ଦର୍ଜୀ

ବଖରରାଏ ଘର ର ଇତିହାସ   ଗଛ କରତି କରତି ଜୀବନ ପଛେ କରତି ହେଇଯାଏ , ହେଲେ ଏ ବଢ଼େଇ କାମ ରେ ୟାଠୁ ଅଧିକ କିଛି ହେଇ ପାରେନା ?? ନିଜ ଭିଟା ମାଟିର ଏ ଗୋଟିଏ ବଖରାଏ ଚାଳ ଘର କୁ ଯାହା ସିମେଣ୍ଟ କରି ପାରିଛନ୍ତି ନିଜର ଜୀବନ କାଳରେ l କିଛି

Loading

May
2022
14

ବଖରାଏ ଘର — ସୌଦାମିନୀ ତ୍ରିପାଠୀ

ବଖରାଏ ଘର    ଘର ବାହାରେ ଭିଡ଼ ଜମି ଗଲାଣି l ଗାଆଁ ଲୋକେ ଏକାଠି ହୋଇ ଫୁସଫୁସ ହେଉଛନ୍ତି l ଆଜି ସୁରେଶ ଆସିଛି ଘରକୁ ତାର ଶଳାକୁ ଧରି ସାଙ୍ଗରେ l ଭଉଣୀ ଭିଣୋଇ ବି ଆସିଛନ୍ତି l ସରପଞ୍ଚ ଆଉ ତିନି ଚାରିଜଣ ଭଦ୍ର ଲୋକେ ବସିଛନ୍ତି ଘର ଦୁଆର ମୁହଁରେ ବସିଛନ୍ତି l

Loading

May
2022
14

ବଖରାଏ ଘର — ସୁଭଦ୍ରା ସିଂହ 

ବଖରାଏ ଘର    ବିଦ୍ୟାଳୟ ସମୟର ପରିସମାପ୍ତି ପରେ ପରେ ଷୋଡଶୀ ଚୁଲ୍ ବୁଲି ରାଜ୍ ନୂଆ ନୂଆ ମହାବିଦ୍ୟାଳୟ କୁ ଯାଉଥାଏ। ମଠକରଗୋଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ ତା’ର ନାମ ଲେଖାଇ ଦେଇଥା’ନ୍ତି ତା ବାପା। ସେଠାରେ ସେ ଲେକ୍ଚରର ପଦବୀ ରେ କାର୍ଯ୍ୟରତ। ରାଜ୍ କୁ ନେଇ ସେଠାରେ ସେ ଏକ ମେସ୍

Loading