April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବଖରରାଏ ଘର ର ଇତିହାସ — ଜିନାତମାମ୍ ଦର୍ଜୀ

ବଖରରାଏ ଘର ର ଇତିହାସ

 

ଗଛ କରତି କରତି ଜୀବନ ପଛେ କରତି ହେଇଯାଏ , ହେଲେ ଏ ବଢ଼େଇ କାମ ରେ ୟାଠୁ ଅଧିକ କିଛି ହେଇ ପାରେନା ?? ନିଜ ଭିଟା ମାଟିର ଏ ଗୋଟିଏ ବଖରାଏ ଚାଳ ଘର କୁ ଯାହା ସିମେଣ୍ଟ କରି ପାରିଛନ୍ତି ନିଜର ଜୀବନ କାଳରେ l କିଛି ଜଣ ବଡ଼ ବଡ଼ ଅଫିସର ଙ୍କ ଘର ଓ ଅଫିସ ତିଆରି ବେଳେ କୋଠା ଗୁଡିକର ସମଗ୍ର କାଠ କାମ କରିବାର ସୁଯୋଗ ମିଳିଥିଲା ବୋଲି ପୁଅ କୁ କିଛି ଦୂର ପଢ଼େଇ ପାରିଲେ ଚତୁର୍ଭୁଜ l ପୁଅ କେତବ ଭଲ ପଢୁଥିଲା ବୋଲି ସରକାରଙ୍କ ଠୁ ସ୍କୋଲାର ପାଇଁ ଆଗକୁ ଖୁବ ପାଠ ପଢି ପାରିଲା ସିନା, ନହେଲେ ବାପା ସହ କାଠ କରତିବା ହିଁ ସାର ହୋଇ ଥାନ୍ତା l ଏବେ ସେ ଭିଲେଇରେ ବଡ଼ ପଦବୀରେ କାମ କରେ l

ଚତୁର୍ଭୁଜ ମରିବାର 7 ଦିନ ହେଲାଣି କେଶବ ଏଯାଏଁ ଆସିନି l ଚତୁର୍ଭୁଜ ଙ୍କ ଭାଇ -ପୁତୁରା ସବୁ କଥା ବାର୍ତ୍ତା ହଉଥିଲେ ଆଜି ସପ୍ତମ ଦିନ ବି ସରିଲା କେଶବ କିନ୍ତୁ ଆସିଲାଣି l ସେ ଆସିବନି ସମସ୍ତେ ଜାଣିଛନ୍ତି କେବଳ ଯାହା ଦଶାହ, କାର୍ଯ୍ୟ ଯାଏଁ ଅପେକ୍ଷା କରିବା କଥା l ହୁଏତ ସେ ଆସିଯିବ କି ୟା ଭିତରେ ବୋଲି ସମସ୍ତଙ୍କ ମନରେ ସଂଙ୍କା l ସେ ନ ଆସିଲେ ସେଇ ଏକ ବଖୁରା ଘର ଟା ତାଙ୍କୁ ମିଳିଯିବ ସେଇ ଲୋଭରେ ସମସ୍ତେ l ସବୁଦିନ ସନ୍ଧ୍ୟା ବେଳେ ସବୁ ଭାଇ ନିଜ ନିଜ ସ୍ତ୍ରୀ ମାନଙ୍କ ସହ ସେଇ ଉପରେ କଥା ବାର୍ତ୍ତା ହୁଅନ୍ତି l କେଶବ ବଡ଼ ହାକିମ ହେଇଛି ସେ କାହିଁକି ଆଉ ତୁଚ୍ଛା ବଖରାଏ ଘର ପାଇଁ ଆସିବ? ସେଠି କାଳେ ସିଏ ଏପାରମେଣ୍ଟ କିଣିଲାନି ଏ ତୁଚ୍ଛା ବଖରାଏ ଘର ତାର କଣ ହେବ?? ଯିଏ ବାପା ର ଅନ୍ତିମ ଦର୍ଶନ ପାଇଁ ଆସିଲାଣି ସିଏ ଆଉ ତୁଚ୍ଛାକୁ କାଇଁ ଆସିବ!!! ଘର ଟା କିନ୍ତୁ ତୁମେ ପାଇବା ଦରକାର l ଅମୁକ ଭାଇ ଔଷଧ କିଣି ଆଣୁଥିଲେ ଯେ କଣ ହେବ ଡାକ୍ତରଖାନା ତ ତମେ ନେଉଥିଲ l

ପୁଣି ଜଣକ ସ୍ତ୍ରୀ କହିବ ସେ ଡାକ୍ତରଖାନା ନେଲେ କଣ ହେବ ଶେଷ ସମୟରେ ତ ତୁମେ ସେବା ଯତ୍ନ କରିଛ l ତୁମେ ପାଇବାକୁ ହକଦାର l

ସୁଦ୍ଧି କ୍ରିୟା ବି ସରିଗଲା, ତେର ଦିନ ବି କେଶବ କିନ୍ତୁ ଆସିନାନି l ଆସିଲେ ଚତୁର୍ଭୁଜ ଙ୍କ ଓକିଲ କହିଗଲେ -ମରିବା ଆଗରୁ ମଉସା ତାଙ୍କ ବଖରାଏ ଘର ର ଦଲିଲ କରିଦେଇ ଯାଇଛନ୍ତି l ଯଦି ତାଙ୍କ ଶୁଦ୍ଧି କ୍ରିୟା ରେ କେଶବ ନ ଉପସ୍ଥିତ ରହେ ତାହେଲେ ତାଙ୍କ ବଖୁରେ ଘର ଗାଁ ମନ୍ଦିର ଟ୍ରଷ୍ଟ କୁ ଚାଲିଯିବ l

ସବୁ ଭାଇ-ପୁତୁରା ଏକ ଧକ୍କା ଖାଇ ନିରବ ରେ ଆଶା ଧୂଳିସାତ ହେବାର ଦୁଃଖ ପାଳିଲେ l

 

ଜିନାତମାମ୍ ଦର୍ଜୀ, ବରଗଡ

Loading

Leave a Reply

Your email address will not be published. Required fields are marked *