April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2022
14

ଯଦି ମୁଁ କହି ପାରନ୍ତି — ହୃଦୟ ରଞ୍ଜନ ପରିଡ଼ା

ଯଦି ମୁଁ କହି ପାରନ୍ତି   ହେ ଈଶ୍ବର, କାହିଁ ଦେଲ ନାହିଁ ମୋତେ ଜିଭଟିଏ ଶୁଆ ପରି ହରି ନାମ ଭଜି କଟୁରୀ ଚୋଟରୁ ଯାଇଥାନ୍ତି ମୁଁ ତରି କାହିଁ ଦେଲ ନାହିଁ ମୋତେ ସୌନ୍ଦର୍ଯ୍ୟ ମୟୁର ପରି ନ୍ୟାୟ ପାଳିକାର ସୁରକ୍ଷା ବଳୟୁ ପାରନ୍ତା କିଏ ମାରି କାହିଁ କଲ ନାହିଁ ତନୁ ବିଶାଳ ଗରୁଡ଼

Loading

Nov
2022
14

ବିବର୍ତ୍ତନ କ୍ରାନ୍ତି — ହୃଦୟ ରଞ୍ଜନ ପରିଡ଼ା

ବିବର୍ତ୍ତନ କ୍ରାନ୍ତି   ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେ ଓଡ଼ିଶା ପଡ଼ିବ ଥରି ହେବ ପୁନର୍ବାର ସତ୍ୟର ବିଜୟ ଫେରିବ ଅଯୋଧ୍ୟା ପୁରୀ ଆସ ଧର୍ମପଦ ଫେରି କର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତି ଶାନ୍ତି ଯାଉ ପୁଣି ଭରି   ଖୋରଧା ମାଟିରୁ ପୁଣି ଶୁଭିବ ତାନ୍ତ୍ରିକର ମନ୍ତ୍ର ଡାକ ନିଆଁଖୁଣ୍ଟା ନିଆଁ ପୁଣି ଜଳିବ ଉଠ

Loading

Nov
2022
14

ଦେଖ ହେ ଓଡ଼ିଆ ଦେଖ ଥରେ — ହୃଦୟ ରଞ୍ଜନ ପରିଡ଼ା 

ଦେଖ ହେ ଓଡ଼ିଆ ଦେଖ ଥରେ   ଯଦି ହୃଦୟ ଅଛି ତୁମ ଛାତିରେ ଯଦି ଭାବନା ଅଛି ସେ ହୃଦୟରେ ସବୁ ଦରଜାକୁ ଖୋଲି ଦେଖ ଥରେ…. ଦେଖ ହେ ଓଡ଼ିଆ ଦେଖ ଥରେ… ଓଡ଼ିଆ ଭାଷାର ଅସ୍ତିତ୍ବ ପାଇଁ ଯିଏ ସ୍ୱାର୍ଥ ଭୁଲିଥିଲେ ବିନା ଦ୍ବିଧାରେ….. ଦେଖ ହେ ଓଡ଼ିଆ ଦେଖ ଥରେ……   କେତେ

Loading

Jul
2022
2

*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*

#ଈଶ୍ବରଙ୍କୁ_ପ୍ରଶ୍ନ ରାମ ତୁମେ ଥରେ ତୁଣ୍ଡରୁ ଓଲ୍ହାଇ ଏ ମାନବ ଚରିତ୍ରରେ ବସିଯାଅ, ଚରିତ୍ରେ ବସି ନିର୍ଦୋଷ ଯୁବତୀଙ୍କୁ ଧର୍ଷିତା ଆକ୍ଷାରୁ ମୁକ୍ତି ଦେଇ ଯାଅ | ଆଜି ନୀରବତା ତୁମ ଭୁଲିଯାଅ ପାପର ବିନାଶ ନିମିତ୍ତ, ପୁଣି ଧନୁର୍ବାଣ ଧରି, ନୂଆ ରାମାୟଣ ଲେଖିଯାଅ || ମହାଦେବ ତୁମେ ମୋହରୁ ବାହାରି ଥରେ ଆସି ସତ୍ୟତାକୁ ଦେଖିଯାଅ,

Loading

May
2022
22

ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା

ଅପରାହ୍ନର ଅବଶୋଷ   ଚାରିପାଖରେ ଖାଲି ଲୋକଙ୍କର ଗହଳି, ସମସ୍ତେ ଛାତି ଫଟା ସ୍ୱରରେ କାନ୍ଦୁଥାନ୍ତି ଘର ବାରଣ୍ଡାରେ ବସି | ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟିଏ ପ୍ରଶ୍ନ, “ଏ ସବୁ ହେଲା କିପରି ?” ଛୋଟରାୟ ବାବୁ ମଧ୍ୟ ଗୋଟିଏ କଣରେ ନିସ୍ତବ୍ଧ ହୋଇ ଭାବୁଥିଲେ ସେଇ ସମାନ କଥା, “ଏ ସବୁ ହେଲା କିପରି ?”

Loading

May
2022
14

ବଖରାଏ ଘର — ହୃଦୟ ରଞ୍ଜନ ପରିଡ଼ା

ବଖରାଏ ଘର   କଳା ଶାଢ଼ୀ ପିନ୍ଧି ପ୍ରକୃତି ଘନ ଅନ୍ଧାର, ଜନଶୁନ୍ୟ ରାତି, ତାରକା ଶୁନ୍ୟ ଆକାଶ କଳା ବାଦଲରେ ଥିଲା ଆଚ୍ଛନ୍ନ | ଧୀରେ ଧୀରେ ଖସିଲା ଆକାଶରୁ ବର୍ଷାର ବିନ୍ଦୁ | ବର୍ଷାରୁ ବଂଚିବାକୁ ଯାଇ ପାଖରେ ଥିବା ବଖରାଏ ଘର ଭିତରକୁ ଆମେ ଚାଲିଗଲୁ | ଘରଟି ଥିଲା ବହୁତ ପୁରୁଣା, ପୋଡ଼ା

Loading

Apr
2022
21

*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡା*

ଈଶ୍ବରଙ୍କୁ ପ୍ରଶ୍ନ ରାମ ତୁମେ ଥରେ ତୁଣ୍ଡରୁ ଓଲ୍ହାଇ ଏ ମାନବ ଚରିତ୍ରରେ ବସିଯାଅ, ଚରିତ୍ରେ ବସି ନିର୍ଦୋଷ ଯୁବତୀଙ୍କୁ ଧର୍ଷିତା ଆକ୍ଷାରୁ ମୁକ୍ତି ଦେଇ ଯାଅ | ଆଜି ନୀରବତା ତୁମ ଭୁଲିଯାଅ ପାପର ବିନାଶ ନିମିତ୍ତ, ପୁଣି ଧନୁର୍ବାଣ ଧରି, ନୂଆ ରାମାୟଣ ଲେଖିଯାଅ || ମହାଦେବ ତୁମେ ମୋହରୁ ବାହାରି ଥରେ ଆସି ସତ୍ୟତାକୁ

Loading

Apr
2022
6

*ଅନୁଭୂତିରେ ସୂର୍ଯ୍ୟୋଦୟ–ହୃଦୟ ରଞ୍ଜନ ପରିଡ଼ା*

*: ଅନୁଭୂତିରେ ସୂର୍ଯ୍ୟୋଦୟ :* *ହୃଦୟ ରଞ୍ଜନ ପରିଡ଼ା, ଯାଜପୁର* ଜୀବନର କାଳ ଚକ୍ରରେ ପ୍ରତିଦିନ ଘଟିଥାଏ ଅନେକ ଘଟଣା, ଜୀବନର ଅଙ୍କା ବଙ୍କା ରାସ୍ତାରେ ପ୍ରତିଦିନ ମିଳଥାନ୍ତି ଅନେକ ସାଥୀ| ସେଥିରୁ କିଛି ମନର ସିଲଟରୁ ଲିଭିଯାଏ ତ କିଛି ଆଙ୍କି ହୋଇ ରହିଯାଏ ସ୍ମୃତିର କାନଭାସ୍ ଉପରେ | କିଛି ଏମିତି ସ୍ମୃତି ଆଜି ଆଙ୍କି

Loading

Mar
2022
26

*ମଲାନଈ–ହୃଦୟ ରଞ୍ଜନ ପରିଡ଼ା*

ମଲାନଈ ଶାନ୍ତ ଶୀତଳ କାନ୍ତ କୋମଳ ଯାର କୋଳ ଚିର ଚିନ୍ମୟ ଦେଶ ଅଟେ ସଦା ନିର୍ମଳ ସାଗର ଧୁଅଇ ପଦ ପଙ୍କଜ ଯାହାର ବକ୍ଷରେ ସ୍ଥିତ ବିଶାଳ ଗିରି ପ୍ରାଚୀର କୋଳରେ ତାହାର ଦେଇଛି ଜନମ ଅସଂଖ୍ୟ ବୀର ସନ୍ତାନ ଶତ ସିଂହ ସମ ଆଜିବି ଏଠାରେ ଅସଂଖ୍ୟ ଶକ୍ତି ନିଶାରେ ମରନ୍ତି ଦେଶର ଭାରକୁ ବୋହିବା

Loading