May
2022
22
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନ ର ଅବଶୋଷ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଜୁଳି ଟି ବି କଟି ଯାଇଛି । ହାତରେ ହାଡ ପଙ୍ଖା ଟିଏ ଧରି ବାରିପଟ କୁ ଅମ୍ବିକା ଦେବୀ ସେ ଟିକେ ଗଛ ମୂଳ କୁ ଯିବା ସମୟରେ । ପଛ ପାଖରୁ ଡାକ ଆସିଲା ମାଆ…ମାଆ…. ଇନଭଟର ଟା ଅନ କରି ଦେଇଛି , ଆସନ୍ତୁ