ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ପ୍ରିୟା ତୁମେ.. ତୁମେ.. _ମୁକ ପାଲଟି ଯାଅ ତୁମେ_ _ମୁକ ପାଲଟି ଯାଅ.._ _ଆଖିରେ ଈଶାରା ଦିଅ ତୁମେ_ _ଆଖିରେ ଈଶାରା ଦିଅ।_ _ଓଠକୁ ଚୁପ୍ କରି ହସି ଚାହଁ ତୁମେ_ _ଓଠକୁ ଚୁପ୍ କରି ହସି ଚାହଁ.._ _ସବୁ କଥାକୁ ମୋର କର ହଁ ତୁମେ_ _ସବୁ କଥାକୁ ମୋର କର ହଁ।_
ପ୍ରିୟା ତୁମେ.. ତୁମେ.. _ମୁକ ପାଲଟି ଯାଅ ତୁମେ_ _ମୁକ ପାଲଟି ଯାଅ.._ _ଆଖିରେ ଈଶାରା ଦିଅ ତୁମେ_ _ଆଖିରେ ଈଶାରା ଦିଅ।_ _ଓଠକୁ ଚୁପ୍ କରି ହସି ଚାହଁ ତୁମେ_ _ଓଠକୁ ଚୁପ୍ କରି ହସି ଚାହଁ.._ _ସବୁ କଥାକୁ ମୋର କର ହଁ ତୁମେ_ _ସବୁ କଥାକୁ ମୋର କର ହଁ।_
ଶିଶୁ ଟିଏ ତପନ କୁମାର ସ୍ୱାଇଁ ସଂସାର ଉଦ୍ୟାନେ ଦର କଳ କଢ଼ୀ ଶିଶୁଟିଏ ହୋଇଥାଏ, ଫୁଟିବ ଫୁଟିବ ହୋଇ ମହକି ସେ ଚଳ ଚଞ୍ଚଳ ଯେ ହୁଏ । ମିଠା ହସ ତାର ମୋହିତ କରଇ ସଂସାର ଆକର୍ଷି ହୁଏ, ଠକ ଠକ କହେ କଥା ଯେ ଠାଣିରେ ଭାରି ଚଗଲା ଟେ
ହୃଦ ଦେଶେ ଦୁଃଖର ସୈନିକ ହୃଦ ଦେଶେ ଦୁଃଖର ସୈନିକ ପଶି ସୁଖର ହତ୍ୟା କଲେଣି, ଅର୍ଦ୍ଧ ମୃତ ହୋଇ ବିକଳେ ମାଗନ୍ତି ସୁଖ ସବୁ ବୁନ୍ଦେ ପାଣି। ଦୁଃଖ ଯେତେ ଆଜି କଳା ମୁଖା ପିନ୍ଧି ଘେରାଉ ଯେ କରିଗଲେ, ଅନ୍ୟ ସୁଖ ଯେତେ ଫେରିଗଲେ ଦୂରୁ ଆଉ ପୁଣି ନ ଆସିଲେ।
ନିଃସ୍ଵାର୍ଥପର ପ୍ରେମ ପ୍ରତିକ୍ ଭଲପାଏ ପ୍ରତିକ୍ଷା ବୋଲି ଗୋଟିଏ ଝିଅକୁ .. ଅନେକ ଦିନର ତାଙ୍କ ପ୍ରେମ ସମ୍ପର୍କ ହେଲେ ପ୍ରତିକ୍ ଗୋଟିଏ ବହୁତ ସାନ୍ତ ଓ ସରଳ ପିଲାଟିଏ ତା’ର ମନରେ ନଥିଲା ପ୍ରତିକ୍ଷା ପ୍ରତି କିଛି କାମନା ବାସ୍ନା ନିଃସ୍ଵାର୍ଥପର ପ୍ରେମିକ ଟିଏ ଥିଲା ପ୍ରତିକ୍ଷା ପାଇଁ ହେଲେ ଦିନେ ପ୍ରତିକ୍ଷାର ଫୋନ୍ ଆସିଲା
ପ୍ରାତଃ ଚିତ୍ରଭାନୁ ଆସିଲେ ପ୍ରାଚୀରେ ପ୍ରାତଃ ଚିତ୍ରଭାନୁ ଆସିଲେ ପ୍ରାଚୀରେ ଅଚଳ ଚୁଳ ପାର୍ଶ୍ଵରେ, ରଜନୀ ଯାଇଛି ସାରି ପରମାୟୁ ଦିବାକୁ ଡାକି ସାଦରେ। ସ୍ବପ୍ନର ସ୍ବାଦିଷ୍ଟ ସ୍ମୃତିର ରୂପକ ଦେଇଗଲା ଉପହାର, ଏ ନୂତନ ଦିବା କି ଖୁସି ଆଣିଛି ରହିଛି ପ୍ରତିକ୍ଷା ତାର। ସଜ ଏ ସକାଳ ସର୍ବ ମୁଖେ ଦିଏ
ନେତ୍ର ତୋ ମଧୁଶାଳା ନେତ୍ର ତୋ ମଧୁଶାଳା ମୁହିଁ କବିତା କିମ୍ବା ଗୀତଟେ ଲେଖିବି, ଓଠରୁ ମିଷ୍ଟଭାଷା ଝରାଉ କହ ମୁଁ କେମିତି ଯେ ଭୁଲିବି ? ମନ ଡାଏରୀରେ ଲେଖିଦେଲି ସବୁ ଆଜୀବନ ସାଇତିବି, ମନ ଦର୍ପଣେ ତୋ ନେତ୍ର ପ୍ରତିବିମ୍ବ ମୁଁ ସର୍ବଦା ଦେଖୁଥିବି। ଖୋଜିବି କାହିଁକି ସୁବର୍ଣ୍ଣର ଧନ ହୀରା
“ସପନର ପରୀ” *********** କୁଞ୍ଚୁ କୁଞ୍ଚିଆ ତା କଳାମେଘି କେଶ ଅଣ୍ଟା ଯାଏଁ ଲମ୍ବି ଅଛି, ଥିରି ଥିରି ଯେବେ ସମୀର ବହୁଛି କେଶ ତା ପଛେ ଉଡ଼ୁଛି। ଦେଖି ମନ ହୁଏ ହାତରେ ଛୁଅନ୍ତି ଖେଳନ୍ତି କେଶ ସହିତ, ଯାନୁରେ ବସେଇ କୋଳେଇ ନିଅନ୍ତି ହେବ କି ପରାଣ ମିତ। ଦେବୀ ପରି ମ୍ମୁଖମଣ୍ଡଳ ତାହାର ସତେ
🌄”ସଜ ସକାଳ”🌅 ପକେଟ୍ ଖାତାରେ କେବଳ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଲେଖିଛି। କେଉଁ କେଉଁ ପ୍ରଶ୍ନର ଉତ୍ତର ପାଇଛି ହେଲେ.. ଗୋଟିଏ ପ୍ରଶ୍ନ ମୋତେ ଭାରି ଜଟିଳ ଲାଗୁଛି ଉତ୍ତର ଜମା ମିଳୁନି କ’ଣ କରିବି କିଏ ପୁଣି ବୁଝେଇବ ?ଆଉ ଏ ପ୍ରଶ୍ନ କାହାକୁ ବା ପଚାରିବି ??? ସମସ୍ତେ କହିବେ କାଳେ ତପନ ଟା
ମୁକ୍ତିର ପଥ ଆତ୍ମା ପ୍ରାଣ ପକ୍ଷୀ ନୟନେ ଅଦୃଶ୍ୟ ଅଚାନକ ଉଡିଯାଏ, ଶରୀର ଟି ପୁଣି ଅଲୋଡା ହୁଏ ଯେ ଅଗ୍ନି କୁଣ୍ଡେ ପୋଡା ହୁଏ। ଗର୍ବରେ ହସି ତୁ ମାରୁ କର ତାଳି ଶୂନ୍ୟ ହସ୍ତେ ଯିବୁ ଚାଲି, ଆତ୍ମୀୟ ସୋଦର ହୋଇଯିବେ ପର ପ୍ରାଣ ଛାଡିଗଲେ କାଲି। ସଂସାର ନିତି
🌹“କିଛି ଦୃଦୟର ଭାବନା”🌹 ମୁଁ ପ୍ରଶ୍ନ ତ ପଚାରିନି ….. ହେଲେ କାହିଁକି ଉତ୍ତର ଅପେକ୍ଷାରେ ଅଛି ??? ତୁମେ କିଛି କହୁନ କେବଳ ନେତ୍ରରେ ଫୁଟୁଛି ଫୁଲ ମୋର ହୃଦୟର କୋଣ ଅନୁକୋଣରେ ତୁମର ସେଇ ଚିତ୍ର ଛବି ନୀଳ ଉର୍ମି ପରି ଭାସମାନ ହେଉଛି।ଯେତେ ବେଳେ ପଲକ ଆରାମ କରିଥାଏ।ମୁଁ ପଲକ ଉଠାଏ ଯେବେ ତୁମେ
ମୋର ପ୍ରଥମ କବିତା “ସ୍ବପ୍ନ” ******************** ❤️❤️❤️❤️❤️❤️❤️ ସୂର୍ଯ୍ୟ ଚାଲିଯାଏ ପଶ୍ଚିମ ଆକାଶେ ସଞ୍ଜ ଆସେ ନଇଁ ନଇଁ, ଆଖି ସାଜିଥାଏ ସତେକି ଚାତକ ଚାହିଁ ରହେ ସ୍ବପ୍ନ ପାଇଁ। ରଜନୀ ଗ୍ରାସିଲା ସାରା ସଂସାରକୁ ତାରା ମେଳେ ଚାନ୍ଦ ହସେ, ସ୍ବପ୍ନ ଚାଲିଆସେ ନିଦ ପାଲିଙ୍କିରେ ଆଖି ପାଶେ ହସି ବସେ। ଆଖି କହିଦିଏ ସ୍ୱପ୍ନକୁ ଅନାଇ
🧒❤️ପୁଅ ଓ ବାପା❤️🧔 ମଦ୍ୟ ପାନ ମୁହିଁ କରେ ନାହିଁ ହେଲେ ସେଦିନ କିଆଁ କହିଲି, ଆଗକୁ ପଢ଼ନ୍ତୁ ଆଶା ରଖି ଅଛି ସମସ୍ତେ ବୁଝିବେ ବୋଲି। ଶହେ ଟଙ୍କା ଦିଅ ମାଗେ ବାପାଙ୍କୁ ମୁଁ ବାପା ପିଇବି ମଦିରା, କେମିତି ଲାଗୁଛି ଯେ ଚାଖି ଦେଖିବି ସତେ ମଧୁର କି ଖାରା। ବାପା କହନ୍ତି ଆରେ ବାତେରା
🌹ନଈ ପରି ହୁଅନ୍ତେ କି ?🌹 ନଈ କୁଳେ ବସି ନଈକୁ ପଚାରେ ଏତେ ଖୁସି ତୁ କେମିତି, ସଦା ସର୍ବଦା ଭାରି ଉଲ୍ଲାସ ମନେ ବହି ଯାଉ ତୁ ଏମିତି। ପାପି,ତପି ସର୍ବ ସାଧାରଣ ଙ୍କର ପାଦକୁ ପଖାଳି ଥାଉ, ଟିକେ ଗର୍ବ, ଅହଂକାର କରୁ ନାହୁଁ ସୁଖେ ସବୁ ସହି ଯାଉ। ମନୁଷ୍ୟ ଜାତୀ କେତେ
ବିଷୟ – କିଛି କଥା ଥିଲା କିଛି କଥା ଥିଲା ତୁମ ସାଥେ ପ୍ରିୟା ରହିଗଲା ସବୁ ବାକି, ଭାବେ କହିଦେବି ହେଲେ ନିରବ ମୁଁ ତୁମ ଚିତ୍ର ଛବି ଆଙ୍କି। ମନ ଖୋଜୁଥିଲା ତୁମ ପରି ଝିଅ ପାଇ ଥିଲି ନିକଟରେ, କିନ୍ତୁ ବିବାହିତ ଆଉ ଜଣେ ପତ୍ନୀ ଅଛି ମୋର ଜୀବନରେ। କେତେ ପ୍ରେମଭାବ,ଉଛୁଳା ପ୍ରତି
“ସୂର୍ଯ୍ୟୋଦୟ ପରିବାର ପାଇଁ ହୃଦୟରୁ ପଦେ।” ପ୍ରତ୍ୟେକ ମନୁଷ୍ୟକୁ ଭଗବାନ କିଛି ନାଁ କିଛି କଳା, କୌଶଳ କୁ ଆଶୀର୍ବାଦ ସ୍ଵରୁପ ଦେଇ ମର୍ତ୍ତ୍ୟଲୋକକୁ ପଠାଇ ଦେଇଛନ୍ତି।କେବଳ ମନୁଷ୍ୟ ନିଜର କଳା, କୌଶଳ କୁ ଚେଷ୍ଟା କରି ସମସ୍ତ ଜଗତରେ ପ୍ରଦର୍ଶନ କରିପାରିଲେ ହେଲା। କିନ୍ତୁ ଆଳସ୍ୟ ପଣ ଦ୍ଵାରା ନିଜର ଥିବା ସେହି ପ୍ରତିଭା ନିଜ ପାଖରେ
“ସ୍ବପ୍ନର ନାଇକା” ************ ସ୍ବପ୍ନ ଇଲାକାରେ ତୁମ ଚିତ୍ର ଛବି ଦେଖୁଥାଏ ନେତ୍ର ଦୁଇ, ଭାବନା ପ୍ରଦେଶେ ସତେ ହଜି ଯାଇ ରହୁଛି ମଉନ ହୋଇ। ହାତରେ ଧରୁଛି କାଠି ଖଣ୍ଡିଏ ଯେ ଭୁଇଁ ପରେ କାଟେ ଗାର, ସତ ଚେଷ୍ଟା କଲେ ଆଙ୍କି ହେଉ ନାହିଁ ଛବିଟି ପୁଣି ତୁମର। ଈଶ୍ଵର ଗଢିଲେ ଯେଉଁ
“❤️ଆରେ ମୋ ଛଳିଆ ❤️” ମନ କିଣି ନିଏ ସେ କଳା ଠାକୁର, ଭାରି କପଟିଆ ତା’ କଥା ମଧୁର। ବଡ଼ ଦାଣ୍ଡେ ଘର କେବଳ ନାଆଁ କୁ, ଚାହିଁଲେ ଖେଳିବ ଏ ପୃଥିବି ଟିକୁ। ମିଠା ମିଠା ରାଗେ, ବଇଁଶୀ ବଜାଏ, ସବୁ ପ୍ରାଣୀ ହୃଦେ ସେ ପ୍ରେମ ଜଗାଏ। ଶ୍ୟାମଳ ବର୍ଣ୍ଣର ସେ କଳା କହ୍ନେଇ,
❤️“ଝିଅଟି ତୁ ଉଡା ଚଢେଇ”❤️ ସେଇ ବାଟେ ଏକା ଚାଲୁ ଚାଲୁ ତୋତେଲୋ ପାଇଲି ଭଲ। କହିଥିଲୁ ଯେତେ ଦୁଃଖ ଆସୁ ମୋ ହାତକୁ ଧରି ଚାଲ। ଆଜି ମୁଁ ଏକା ବସି କାନ୍ଦୁଛି ତୋକଥା ମନେ ପକାଇ, ଦେଇଥିବା କଥା ଭୁଲିଯାଇ ଚାଲି ଗଲୁ ଧୋଖା ଦେଇ। ପ୍ରେମ ପ୍ରରିଭାଷା ନବୁଝି ତୁ ସବୁ ସୀମା ଗଲୁ