May
2022
22
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ ସେଦିନ ମନ୍ଦିର ବେଢାରେ ଗୋଡ଼ ଖସି ଯିବାରୁ ବାବୁଙ୍କର ଗୋଡ଼ଟା ମକଚି ହୋଇ ଯାଇଛି ଓ ସେ ତଳେ ପଡି ଯାଇଛନ୍ତି । ଆଉ ସେତେବେଳେ ରାହୁଲ ଆସି ତାଙ୍କ ହାତ ଧରି ଉଠେଇବାକୁ ଚେଷ୍ଟା କରୁଛି , ଆଉ କହୁଛି ଜେଜେବାପା ଟିକିଏ ଦେଖି କି ଚାଲନ୍ତୁ କାହିଁ ତରବରିଆ ହେଉଛନ୍ତି ।