May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Dec
2020
28

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ — ପ୍ରସନ୍ନ କୁମାର ମେହେର

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ ସୃଷ୍ଟି ନିୟନ୍ତାଙ୍କ କି ମହନୀୟ ମାନବ ଜାତିର ସର୍ଜନା! ଆହାର,ନିଦ୍ରା ଓ ମୈଥୁନ ଏଇ ତିନୋଟି ସମଗ୍ର ପ୍ରାଣୀ ଜଗତ ନିତ୍ଯ କର୍ମମୟ କାଳ ଜୀବନଯାପନ ପାଇଁ ଏକାନ୍ତ ଅପରିହାର୍ଯ୍ୟ।ପ୍ରତ୍ୟେକ ପ୍ରାଣୀଙ୍କର ଅନ୍ତରାତ୍ମା କାମୁକ ପ୍ରବୃତ୍ତିରେ ସନ୍ନିବେଶିତ।ମସ୍ତିଷ୍କରେ ଜ୍ଞାନର ଅଭାବ ଯୋଗୁଁ ପାଶବିକ ଆଚରଣରେ ପ୍ରମତ୍ତ।କିନ୍ତୁ ମାନବ ସେହି ପ୍ରାଣୀ ଜଗତ

Loading

Dec
2020
28

*ଡାକି ଡାକି ଚକାଆଖି ପଡିଲିଣି ଥକି*— ସୀମାଞ୍ଚଳ ପଣ୍ଡା

*ଡାକି ଡାକି ଚକାଆଖି ପଡିଲିଣି ଥକି* *************************** ଡାକି  ଡାକି ଚକାଆଖି  ପଡ଼ି ଲିଣି ଥକି ଆଉକେତେ ଡାକିବିମୁଁ ନପାରକିଦେଖି, ଜଗତର ବନ୍ଧୁବୋଲି ମନକଥା କହିଦେଲି କେତେଜଣାଇବିଆଉ ହୋଇନିରିମାଖି। ସବୁତ  ରହିଛି  ଭରି ଏହି  ଧରା ଧାମେ ଦରକାର ଜାଣି  ରଖି ଦେଇଛ ଯତନେ, ବିପଦପଡ଼ିବା କାଳେ ଡାକନ୍ତି ପ୍ରଭୁ ସକଳେ ବିପତ୍ତିରୁ  ରଖ ତୁମେ ଅବେଳର ସାଥୀ।

Loading

Dec
2020
28

ଶୀତ ଓ ପ୍ରିୟା — ନବ କୁମାର ଦାସ

ଶୀତ ଓ ପ୍ରିୟା ଏଇତ ଶୀତ ଛୁଇଁଛି ଗାଁ ନଈ ପଠାରୁ ସମୁଦ୍ର ଭୂଇଁ ଯାଏ ମାଟିରୁ ଆକାଶ ଯାଏ ଦୁବ ଘାସର କଅଁଳ ପତ୍ରରୁ ଚଞ୍ଚଳତା ନେଇ ଲାଜକୁଳି ଲତାରୁ ଲାଜ ଟିକେ ନେଇ ପ୍ରିୟା ମୁଁହରେ ବୋଳିଛି ଅସଜଡ଼ା ହସ ….ll ପ୍ରିୟା ,ଚହଲା ପାଣିରେ ପାଦ ଥାପୁ ଥାପୁ ଟିକେ ଅଟକି ଯାଏ ଅଟକି

Loading

Dec
2020
28

ଜାଣିନଥିଲି— ମୃତ୍ୟୁଞ୍ଜୟ ସାହୁ

**ଜାଣିନଥିଲି** ଦୁନିଆର ସବୁ ଝଡଝଞ୍ଜାକୁ ସହି ତୁମରି ହାତକୁ ଧରିଥିଲି ହେଲେ ତୁମେ ସେଇ ଝଡ଼ ବୋଲି ଜାଣିନଥିଲି, ଭାବିଥିଲି ଆକାଶର ଛାତିରୁ ମୃଦୁ ମଳୟ ହୋଇ ମୋ ଉଷ୍ମତାରେ ଶୀତଳତାର ସ୍ପର୍ଶ ଦେବ ବୋଲି ହେଲେ ଜାଣିନଥିଲି ତୁମେ ବୈଶାଖର ଗରମ ବାଆ ବୋଲି, ଭାବିଥିଲି ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନାରେ ବିମୋହିତ କରିବ ବୋଲି ହେଲେ ଜାଣିନଥିଲି

Loading

Dec
2020
28

ମିଠା କାହାଣୀ— ସୂର୍ଯ୍ୟ ନାରାୟଣ ସାବତ

ମିଠା କାହାଣୀ   ସବୁ କାହାଣୀ ମିଠା କାହାଣୀ ନୁହେଁ, ସବୁ ଚାହାଣୀ ବାଙ୍କ ଚାହାଣୀ ନୁହେଁ, ସବୁ ଚଳଣୀ ଆମ ଚଳଣୀ ନୁହେଁ, ସବୁ ବାଣୀ ମନ ମୋହିନୀ ନୁହେଁ । ସବୁ କାଠେ ନାହିଁ ଚନ୍ଦନ ବାସ, ସବୁ ଫୁଲେ ନାହିଁ ଗୋଲାପ ରସ, ସବୁଠି ମିଳେନି ରଙ୍ଗ ପଳାସ, ସବୁଠି ମିଳେନି ଆତ୍ମୀୟ ହସ

Loading

Dec
2020
28

ଜଣେ ନାରୀର କାହାଣୀ— କଳ୍ପନା ରାୟ

କବିତା – ଜଣେ ନାରୀର କାହାଣୀ ଆସିଥିଲି ମୁହିଁ ଅନାଥାଶ୍ରମକୁ ଜଣେ ସହୃଦୟ ବ୍ୟକ୍ତି ବଳେ ନ ହେଲେ ଡଷ୍ଟବିନରେ ମରିଥାନ୍ତି ମୁଁ ପୂତିଗନ୍ଧମୟ ସେ ଅଳିଆରେ ପାଠ ମୁଁ ପଢିଲି ସାବାଳିକା ହେଲି ଚାକିରୀ କଲି ମୁଁ ଦୂରେ କାଷ୍ଟିଂକାଉଚ୍ ର ମୁହିଁ ଫସିଗଲି ନାଲିସି କଲି ତ ଫାଣ୍ଡିରେ ଅଫିସର ମୋର ଛାଡିଲେନି ପିଛା ମିଶିଲେ

Loading

Dec
2020
28

ବୁଢ଼ୀ— ଜୁମର ନାଥ ପାତ୍ର

ବୁଢ଼ୀ… ପୁଷ ମାସର ସକାଳ ଆଖିରୁ ଲେଞ୍ଜେରା ବାହାରୁଥିବ ଗାଢ଼ ଲେଞ୍ଜେରା ବୁଢ଼ୀ ମା’ ଟିର ଧୋଇଧାଇ ନାଲି ଚା’ ବସେଇବ ପତର ଜାଳି ବାରି ଚୁଲିରେ ପୁଅ ପାଇଁ … ଅଧ ଗିଲାସେ ନାଲି ଚା’ କୁ ମୁଢ଼ି ..ବାସ୍ ବ୍ରେକଫାଷ୍ଟ କରି ପୁଅ ଯିବ କାମକୁ ଖାଲି ପୁଅ ନୁହେଁ ବ୍ରେକଫାଷ୍ଟ ଚଳେ ନାତିଆ ବୋହୁ

Loading

Dec
2020
28

ଈଶ୍ୱର ଦର୍ଶନ—ସବିତା ଶୁକ୍ଳା

ଈଶ୍ୱର ଦର୍ଶନ ଈଶ୍ୱର ଦର୍ଶନ ପାଇଁ ପ୍ରଥମେ ଆମର ହୃଦୟ ମନ୍ଦିର କୁ ସଫା କରିବା ଆବଶ୍ୟକ। ଆମେ ଚିନ୍ତନ କରିବା…ଯେଥରେ ଜଣେ ଶେଠ୍ ରାଜ୍ୟର ରାଜାଙ୍କୁ ନିଜ ଘରେ ଭୋଜନ ପାଇଁ ନିମନ୍ତ୍ରଣ ଜଣାଇଲେ।ରାଜା ନିମନ୍ତ୍ରଣ ସ୍ବୀକାର କଲେ।ସେଠ୍ ନିଜ ଘରକୁ ପ୍ରଥମେ ରାଜାଙ୍କ ଯୋଗ୍ୟ କରାଇଲେ ।ଅଳିଆ ଆବର୍ଜନାକୁ ସଫା କଲେ,ଘର ଭିତର ବାହାର ସଫା

Loading

Dec
2020
28

ଗଳ୍ପ – ମେରୁଦଣ୍ଡ— *ଉମାକାନ୍ତ ଦାସ*

ଗଳ୍ପ – ମେରୁଦଣ୍ଡ ଗାଁ ଦାଣ୍ଡ ଠାକୁର ଘର ଅଗଣା ।ଖେଳୁଥିଲେ ଦୁଇ ଜଣ ଭାଇ ଭଉଣୀ ହଠାତ ରାମୁର ଗୋଡ ଖସି ଗଲା । ତଳେ ପଡୁ ପଡୁ ଚିତ୍କାର କରି ଉଠିଲା ହେ..ମାଆ…ମରିଗଲି ।ରିଙ୍କି ଖରତରେ ଯାଇ ଭାଇ ରାମୁଙ୍କୁ ଉଠାଇ ଝାଡି ଝୁଡି ଦେଇ ଲୁହ ପୋଛି ଦେଲା ବେଳେ ହଠାତ ଯେମିତି ରାମୁର

Loading

Dec
2020
28

ନେତ୍ର ଯୁଦ୍ଧ— ନବ କୁମାର ଦାସ

*ନେତ୍ର ଯୁଦ୍ଧ* ଭାବନାର ଏ ଉଦ୍ଦୀପନା ନିରାକାର ମନକୁ ଛୁଇଁଲେ ଛୁଇଁ ଯାଏ ହୃଦୟକୁ ଟିକିଏ ଲାଜ , ଲୁଚା ଛପାର ହସ ଭିତରେ ଲାଖି ଯାଏ ପ୍ରେମର ପିଆଲା ମହୁ ଆଖିର ରଣ କ୍ଷେତ୍ର ମଧ୍ୟରେ ଆଉ କାହା ଆଖି ସହ କରିଚାଲେ ପ୍ରୀତିର ସମର ଶଯ୍ୟା ll ଏଠି ପ୍ରେମରେ ନେତ୍ର ଯୁଦ୍ଧ ବୋଲି ଯାହା

Loading

Dec
2020
28

ଆଶା— ସ୍ନିଗ୍ଧା ରାଉତ

ଆଶା କର୍ମମୟ ଜୀବନର ବ୍ୟସ୍ତତା ହେତୁ କିଛି କରିବା ସମ୍ଭବ ହୁଏନି ସାଙ୍ଗ କୁ ଛୋଟ ଛୁଆ । ଘର, ଅଫିସ ସବୁଠି ସମୟ ଦିଅ ସେ ବି ଟାଇମ ହିସାବରେ । ଚାକିରୀ କରୁଥିବା ମହିଳାଙ୍କୁ ଅନ୍ୟ ମାନେ ଭାଗ୍ୟବତୀ ଭାବନ୍ତି ହେଲେ ସତ କଥାଟି ଅନ୍ୟ ପ୍ରକାର । ଗୃହିଣୀ ମାନେ ଘର କାମସାରି ବସା

Loading

Dec
2020
28

ସମୟ ସ୍ରୋତ— ସୌମ୍ୟାଶ୍ରୀ ନାୟକ

ସମୟ ସ୍ରୋତ ଆଶା ଅନେକ ଆଜି ସ୍ଵପ୍ନ ଅନେକ, କିଏ ଯେ ବୁଝିବ ଏ ମନର କୁହୁକ, ଭବିଷ୍ୟତ ପାଇଁ ଅଛି କେତେ ଆଶା, ସ୍ଵପ୍ନ ସାକାର ନିମନ୍ତେ ଆପ୍ରାଣ ଚେଷ୍ଟା । ବଢିଲାଣି ସମାଜ ଅଗ୍ରଗତି ପଥରେ, ଚାଲିବାକୁ ହେବ ସମୟ ସ୍ରୋତରେ, ଜୀବନ ଏଠି ମାଟି କଣ୍ଢେଇଟେ ପରି, ଭରି ରହିଛି ମାନେ ଆଶା ଅସୁମାରୀ

Loading

Dec
2020
28

*ପଖାଳ*— ସନାତନ ଦାସ

*ପଖାଳ* ଓଡ଼ିଆ ମାଟିର ଦେଶୀ ମହକଟା ପଖାଳ ଭାତରୁ ଆସେ, ଓଡ଼ିଆ ମନଟା ଖୁସି ହୋଇଯାଏ ଯେବେ ପଖାଳରେ ଦହି ମିଶେ!! ଆଳୁ ଚକଟା ଶାଗ ଖରଡ଼ା ସାଥେ ମାଛ ଭଜା ବଡ଼ି ଚୁରା, ତୋରାଣି ଟିକେ ପିଇ ଦେଲେ ଲାଗେ ସତେ କି ଅମୃତ ଧାରା..!! ଦୀନ ଜନର ନୀତିଦିନ ଖାଦ୍ୟ ମାଟି ହାଣ୍ଡିରେ ଭାସି ଥାଏ,

Loading

Dec
2020
28

ଡଙ୍ଗା—- ପ୍ରସନ୍ନ କୁମାର ମେହେର

ଡଙ୍ଗା ତଟିନୀରକୂଳେ ପାରିହେବା ପାଇଁ ନଉକା ହୁଅଇ ସରି କାଠ ନାବ ସାଥେ ମଙ୍ଗ ଧରି ହାତେ ନାଉରିଆ କରେ ପାରି । ଧୀବର ଭାଇନା ମୀନ ଧରିବାକୁ ଜାଲ ବୁଣେ ନାବ ସାଥେ ଧିରେଧିରେ ବାହି କ୍ଷୁଦ୍ର ଡଙ୍ଗା ଧରି ଜୀବିକା ଅର୍ଜନ ମତେ। ବୋଇତ ବନ୍ଦାଣ କରି ଆଗମନ ଦୂର ଦେଶୁ କାରବାର ଧନରତ୍ନ ଧରି

Loading

Dec
2020
28

ଶୀତ—ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର

ଶୀତ ଦଲ୍ କାଏ ଶିତଳ ପବନ ଆଜି ସଞ୍ଜରେ ସଞ୍ଜରେ ଅତୀତର ଇତିବୃତ୍ତ ଦୋହଲାଇ ଦେଲା—- ପିଲାଟି ବେଳରୁ ଆଜିଯାଏଁ ଶୀତରେ କାଙ୍କୁଡି ହେବାର ଗୁଣ ଗୋଟି ଗୋଟି ବଖାଣୁ ଥିଲା– ଗଉଡଘର ଖୁଡୀ– କେମିତି ଗଳିଗଳି ଶୀତ ଆସେ ଉମେଇ ଫାଙ୍କରୁ– ଧାନ ବେଙ୍ଗଳା ମେରୀରୁ – ପାଳଧୂନୀ,କାଠଧୂନୀ,ଚୂଲିମୁଣ୍ଡରୁ- ସକାଳର ବାସିପାଇଟିରୁ ଶୀତ ଆସେ, ହାଡ଼ ଥରାଇ—-

Loading

Dec
2020
28

ମୋ ଗାଁ ନଈ– ସନାତନ ଦାସ

*ମୋ ଗାଁ ନଈ* ମୋ ଗାଁ ନଈ ତୁମ ଗାଁ ଛୁଇଁ ବହିଯାଏ ଗୀତ ଗାଇ, କୁଳୁ କୁଳୁ ନାଦେ ସଙ୍ଗୀତ ସୁରରେ ତୁମକୁ ଦେଇ ଅନାଇ..!! ତୁମ ପାଦ ସ୍ପର୍ଶ ନଈ ର ପାଣିରେ ଲହରୀତ ଯେବେ ହୁଏ, ତରଙ୍ଗାୟିତ ହୋଇ ସେଇ ପାଦ ଛୁଆଁ ମନକୁ ମୋ ଛୁଇଁଯାଏ..!! ମୋ ଗାଁର ସେଇ ହଂସୁଆ ନଈ

Loading

Dec
2020
28

🐚ଶାମୁକା ସାଜିଛି ମନର ସାଥୀ 🐌– ଅନିରୁଦ୍ଧ ତିଆଡିି

🐚ଶାମୁକା ସାଜିଛି ମନର ସାଥୀ 🐌 ସମୁଦ୍ର କୂଳରେ ଏକା ଏକା ବସି ଭାବୁଥିଲି କେତେ କଥା , ସମୁଦ୍ର ଭିତରୁ ସାମୁକାଟେ ଆସି ଭାଙ୍ଗିଦେଲା ନୀରବତା । ଶାମୁକା କହିଲା ମନ ଦେଖି ମୋର ମନ ଅଛି ତମ କଷ୍ଟ , ତମ କଷ୍ଟ ଦେଖି ସହି ମୁଁ ନପାରି କୂଳକୁ ଆସିଲି ସ୍ପଷ୍ଟ , କହିଲି

Loading

Dec
2020
28

✨ *ପୁରୁଣା କୁ ଦେଇ ବିଦାୟ* ✨–ଦୀପଶିଖା ପ୍ରଧାନ

✨ *ପୁରୁଣା କୁ ଦେଇ ବିଦାୟ* ✨ ହସ,ଲୁହ ଅବା ସୁଖ,ଦୁଃଖ ହେଉ ଦେଇଗଲା ଯାହା ଆମକୁ, ଭୁଲିଯାଇ ନୂଆ ଆରମ୍ଭ କରିବା ଦୋଷ ଦେବାନାହିଁ କାହାକୁ || ଭଲ ଅବା ମନ୍ଦ ଚାଲିଗଲା ଯାହା ଫେରିବନି ଆଉ ଏବେ, ଭଲ ପାଇଁ ଖୁସି ମନ୍ଦ ପାଇଁ ଦୁଃଖ କରିବାନି ତେଣୁ କେବେ || ମନୁ ପୋଛି ଦେଇ

Loading

Dec
2020
28

ଗାଏ ଆମର୍ ମାତା — ନମିତା ଦୀପ ଯାଦବ

ଗାଏ ଆମର୍ ମାତା ତେତିସ୍ କୋଟି ଦେବୀ ଦେବତା ଜାର୍ ଦିହେଁ କରିଛନ୍ ବସା ଗାଏ ର୍ ଦିହେଁ ସ୍ୱଂୟ ନାରାୟଣ ରହି ଭୁଗୁଛନ୍ ଦେଖ ଦସା ଟୁଁଣ୍ ନାଇଁ ଫୁଟେ ବଲି କାହାକେ ସେ ନାଇଁ କହିପାରେ ଦୁଖ୍ ତାର୍ ଛୁଆର୍ ଗୁରସ୍ ବିକି ଖାଏସ ଜେ ଦେଖୁଥିସି ଡୁଗ୍ ଡୁଗ୍ ଅତି ରୁ ଇତି ଦୁଖ୍

Loading

Dec
2020
28

ଅଜଣା ପ୍ରେମିକା

ଅଜଣା ପ୍ରେମିକା ,,,,,,,,,,,,, ଖୋଜିବୁଲୁଥିଲି ମନ ଅଗଣାରେ ମନର ସେହି ମଣିଷ ଅଜଣା ବାଟରେ ଦେଖାହେଲା ସିଏ ନାହିଁ ତାର ପରିଚୟ ।। ଆପଣାର ଭାବି କରିଲି ନିଜର ଦେଲି ତା ଉଠେ ହସ ସୁଖ ଦୁଃଖ ମୁଁ ଭାଗିଦାର ହେଲି ଜାଣେନା କଣ ସେ କଷ୍ଟ ।। ଦିନପରେ ଦିନ ବିତିଯାଏ ସତେ ସମ୍ପର୍କ ହେଲା କଠିନ

Loading