🐚ଶାମୁକା ସାଜିଛି ମନର ସାଥୀ 🐌
ସମୁଦ୍ର କୂଳରେ ଏକା ଏକା ବସି
ଭାବୁଥିଲି କେତେ କଥା ,
ସମୁଦ୍ର ଭିତରୁ ସାମୁକାଟେ ଆସି
ଭାଙ୍ଗିଦେଲା ନୀରବତା ।
ଶାମୁକା କହିଲା ମନ ଦେଖି ମୋର
ମନ ଅଛି ତମ କଷ୍ଟ ,
ତମ କଷ୍ଟ ଦେଖି ସହି ମୁଁ ନପାରି
କୂଳକୁ ଆସିଲି ସ୍ପଷ୍ଟ ,
କହିଲି ମୁଁ ଖୋଲି ମନର କଥାକୁ
ଶାମୁକା ର କାନେ କାନେ,
ଶାମୁକା ଆଖିରୁ ଲୁହ ଝରିଗଲା
କଷ୍ଟ ହେଲାକି ତା ମନେ ।
ଭଲ ପାଉଥିଲି ମନ ପ୍ରାଣ ଦେଇ
ହୃଦୟ ଟା ମୋର ନିରୀହ,
ନିରୀହ ମନ ର ଫାଇଦା ସେ ନେଲା
ଦେଇଗଲା ଖାଲି ଜହର ।
✍️ଅନିରୁଦ୍ଧ ତିଆଡିି ✍️
ବାଲେଶ୍ୱର ଅଡ଼ା (ମାଣିତ୍ରିି )
ମୋ – 7735184098