April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Dec
2020
29

*ଶ୍ରୀମଦ ଭଗବଦ ଗୀତା* — ବାସନ୍ତୀ ଲତା ଜେନା

*ଶ୍ରୀମଦ ଭଗବଦ ଗୀତା* ଗୀତା ଭାଗବତ ତତ୍ତ୍ୱ ଜ୍ଞାନ ସାର ଭକ୍ତି ଯୋଗ କର୍ମ ଜ୍ଞାନ ସବୁ ଶାସ୍ତ୍ର ମଧ୍ୟେ ଶ୍ରେଷ୍ଠ ଶାସ୍ତ୍ର ଅଟେ ମୁକ୍ତି ପଥରେ ନିର୍ବାଣ l୧l ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଏ ବାଣୀ ପରା ମହାଭାରତ ଯେ ଧର୍ମ ଯୁଦ୍ଧ ଥିଲା ଗୁଞ୍ଜରୀ ଉଠିଲା ଧରା l୨l ଅର୍ଜୁନଙ୍କ ରଥେ ସାରଥୀ

Loading

Dec
2020
29

ମା’ ମାଟି କାନ୍ଦୁଛି— ସଂଯୁକ୍ତା ସାହୁ

ମା’ ମାଟି କାନ୍ଦୁଛି ~~~~~~~~~ ଚିରବନ୍ଦିତା ଅଭିନିନ୍ଦିତା ଏଇ ମା’ମାଟି ଛନ୍ଦେ ଛନ୍ଦିତା ମୃଦୁ ମନ୍ଦିତା ଏଇ ମାଆ ସାଗର ତୋ ପାଦ ବନ୍ଦେ ,ମଥା ନୁଆଁଇ ଜନମି କେତେ ଶୁର ବୀର ତୋ କୋଳରେ ରଖିଯାଇଛନ୍ତି ତୋର ନାଆଁ ଯୁଗେ ଯୁଗେ ପୁଣ୍ୟ ଶରୀର ପୀନ ପୟୋଧାରା ବାରି ଦେଇଛୁ ଢ଼ାଳି ,ସେ ପରା ଆମ ସାହା

Loading

Dec
2020
29

*ମଧୁସ୍ମୃତି ମଙ୍ଗୁଆଳ*— ନୀହାରିକା ପଣ୍ଡା

*ମଧୁସ୍ମୃତି ମଙ୍ଗୁଆଳ* ସଂସାର ପାଶରୁ ମୁକୁଳାଇ ପ୍ରଭୁ ବାନ୍ଧିଦିଅ ଭାବ ଡୋରେ ମିଛ ଦୁନିଆକୁ ତୁଚ୍ଛ ମଣୁଥିବି ତବ ଆଶୀର୍ବାଦ ଧାରେ। ଖୁସିର ତରଙ୍ଗ ଫଗୁଣର ରଙ୍ଗ ସପ୍ତରଙ୍ଗ ସୃଜନୀରେ ଫୁଲର ବାସନା ଜହ୍ନର ଜୋଛନା ନିୟତିର ନିର୍ଦ୍ଦେଶରେ । ଜଳ ସହ ପଙ୍କ ଯେପରି ସଂଯୁକ୍ତ ସୁଖ ଦୁଃଖ ଉପସ୍ଥିତି ସୁଖ ପରେ ଦୁଃଖ ଦୁଃଖ ପରେ

Loading

Dec
2020
29

ସ୍ୱାଧୀନତା ଆମ ସ୍ୱପ୍ନ— ଶ୍ରୀମତୀ ବନଲତା ଜାଲି

ସ୍ୱାଧୀନତା ଆମ ସ୍ୱପ୍ନ ସ୍ୱାଧୀନତା ଏକ ଦୁର୍ଲଭ ଏବଂ ବ୍ୟାପକ ଶବ୍ଦ, ଯାହାର ବ୍ୟାଖ୍ୟା ସୀମିତ ପରିସର ମଧ୍ୟରେ କରାଯାଇ ନ ପାରେ|ସ୍ଵ +ଅଧୀନତା =ସ୍ୱାଧୀନତା ହେଉଛି, ନିଜର ଆୟତାଧିନ ଅବସ୍ଥା |ସ୍ୱାଧୀନତା ଶବ୍ଦଟି ପ୍ରତ୍ୟେକ ନାଗରିକ ଓ ଦେଶର ସ୍ୱାଭିମାନଭରା ଦମ୍ଭ ଓ ଅହଂକାର |ଆଜକୁ 73ଵର୍ଷ ପାଳନ କରି ଆସୁଥିବା ସ୍ୱାଧୀନତା ଦିବସ ଆମକୁ ପକାଇଦିଏ,

Loading

Dec
2020
29

ଚିଲିକା — ପ୍ରଭାକର ଦାଶ

*****ଚିଲିକା***** ନୀଳାମ୍ବୁ ଚିଲିକା ତୋତେ ସହସ୍ର ପ୍ରଣାମ, କ୍ଷୁଦ୍ର ହ୍ରଦ ହେଲେ ଯଥା ସାଗରର ସମ। ବିଶ୍ବ ମନୋରମା ତୁହି ପ୍ରକୃତିର ପୁର, କୈାମୁଦୀ କି ଘନ ହୋଇ ବହିଛୁ ଶରୀର। ଅହେତୁକ ମନୋରମ ଦୃଶ୍ୟ ତୋର କୋଳେ, ଗ୍ରଥିତ ହୋଇଛି କେତେ ଅଦ୍ଭୁତ କୈାଶଳେ। ତୋ ହୃଦୟ ଦରପଣ ପ୍ରଶସ୍ତ ନିର୍ମଳ, ମନ ମୋହି ଥାଏ ଶୁଣି

Loading

Dec
2020
29

ଧ୍ୱଂସ ହେଉ ମାଁ — ରାଜେନ୍ଦ୍ର କୁମାର ମହାନ୍ତି

ଧ୍ୱଂସ ହେଉ ମା ବିଜୟ ପ୍ରତୀକ ବିଜୟା ଦଶମୀ ଗାଇଯାଏ ବିଜୟ ଧ୍ୱନି ଫରଫର ଉଡେ ବିଜୟର ଧ୍ୱଜା ଯଜ୍ଞସ୍ଥଳେ ଯେହ୍ନେ ବହ୍ନି । ଆଶିଷ ଦିଅମା ମାଆ ଦଶଭୂଜା ଦୂରହେଉ ଭୟ , ଭ୍ରାନ୍ତି ହିଂସା, କପଟତା,ଛଳନା, ବିଦ୍ୱେଷ ଉଡୁ ମାଆ ଶାନ୍ତି ପ୍ରୀତିର କିର୍ତ୍ତୀ । ଦୂରୀଭୂତ ହେଉ କରୋନାର ଛାୟା ନୀରୋଗ ରୁହନ୍ତୁ ସର୍ବେ

Loading

Dec
2020
29

କୁହୁଡି — ଦେବାଶିଷ ମେହେର

କୁହୁଡି ତୁମେ ଆଏସ ପାହାଁତି ସକାଳୁ ଲାଲ ଟହଟହ ଡଙ୍ଗର ତଲୁ ଶିତୁଆ ସକାଳର ଶିତଲ ପବନେ ବୁନ୍ଦା ବୁନ୍ଦା ହେଇ ସବୁଠାନେ ଧାନ ଡୁଲି ଭିତରେ ଉଡି ବୁଲୁଥିସି ଗୀତ ଗାଇ ମନେ ମନେ । ଅନ୍ଧାର ରାତି ବାଟେ ଘାଟେ ତୁମର ରୂପଟା ବଡା ବିକଲ ମୁହୁଁକେ ମୁହୁ ନେଇ ଦିଶୁଥାଏ ଲୁକେ ହେସନ କେଡେ

Loading

Dec
2020
29

“ଯଉବନ ଲହରୀ”— ସୁଷମା ପଣ୍ଡା

“ଯଉବନ ଲହରୀ” ସମୟ ସ୍ରୋତରେ ତରଙ୍ଗାଇତ ହୁଏ ପ୍ରୀତି ଖେଳେ ତନୁମନେ, ବୟସ ତରୁର ଶାଖା ଡାଳେ ପରେ ଗାଏ କାମପିକ ମାନେ ll(1) ଯୁବା ଯଉବନ ବାରୁଣୀ ମିଳନ ମିଳନ ଲଗନ ଖୋଜେ, ବାଞ୍ଛା ପୂରଣର ଭାବନା ଖେଳଇ ସାଥି,ପ୍ରୀତି ସୁଖ ହେଜେ ll(2) ସରାଗ ଭାବନା, ଆକଟ ମାନେନା ସୀମା ସରହଦ ଡେଇଁ ଆତ୍ମୀୟ,ସ୍ୱଜନ, ବନ୍ଧୁ

Loading

Dec
2020
29

ଗଳ୍ପ – ଭାଗ୍ୟ ହାତେ ଡୋରି—@ଶ୍ରୀ.ଡମ୍ବରୁଧର ବେହେରା

ଭାଗ୍ୟ ହାତେ ଡୋରି ଜୀବନ ନାଟକର ରଙ୍ଗ ମଞ୍ଚରେ କେବେ କାହାକୁ କେତେବେଳେ କେଉଁ ରୂପରେ ଅଭିନୟ କରିବାକୁ ହୁଏ କହିବା ଅସମ୍ଭବ।କେତେବେଳେ ଆମେ କାହାର ପୁଅ ରୂପେ ଜନ୍ମ ହୋଇ ପୁଅର ଅଭିନୟ କରୁ ତ କେତେବେଳେ ଆମର ପୁଅଟିଏ ହୋଇ ସାରିବା ପରେ ଆମେ କାହା ଠାରେ ବାପାର ଅଭିନୟ କରୁ।ସମୟର ଗତି ଚଳ ଚଞ୍ଚଳ

Loading

Dec
2020
29

ଗଳ୍ପ – ଅଧାଗଢା ସ୍ବପ୍ନ —କଳ୍ପନା ରାୟ

ଗଳ୍ପ – ଅଧାଗଢା ସ୍ବପ୍ନ ସନ୍ଦେହରେ ସ୍ବାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ଦାଗ ଲାଗିବାକୁ ବସିଥିଲା । ଶାଶୁ ସବୁବେଳେ ବୁଝାଉଥିଲେ ଉଭୟ ପୁଅବୋହୁଙ୍କୁ । ଆମର ଗୋଟିଏ ପରିବାର । ରାନୀ କେବେ ତାକୁ ଭଲ ପାଉଥିଲା । ତା ବୋଲି ଏବେ ଛୁଆପିଲାର ମାଆ ହୋଇ ସେମିତି କରିବ । ମୋ ଶ୍ବଶୁର ଅମଳରୁ

Loading

Dec
2020
29

ପୁରୀ ବେଳାଭୂମି — _ଅନିତା ବିଶ୍ଵାଳ

🌹ପୁରୀ ବେଳାଭୂମି🌹 ✍️ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଜଗନ୍ନାଥ।ପୁରୀ ଧାମରେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ପ୍ରତଷ୍ଠିତ ସତରେ ପୁରୀ ବେଳାଭୂମି ର ଅପରୂପ ସୌନ୍ଦର୍ଯ୍ୟ ମନକୁ ବିସ୍ମିତ ଚକିତ କରିପକାଏ ଲୋକେ ବେଳାଭୂମି ର ଅପୂର୍ବ ସୁନ୍ଦରତା କୁ ଅନୁଭବ କରନ୍ତି ଓ ତାର ମଜା ଲାଭ କରିନ୍ତି ।ସମୁଦ୍ର ର ଗଭୀରତା କୁ କିଏ କେବେ

Loading

Dec
2020
29

ମୁଁ ପରୀ କହୁଛି — ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ

-: ମୁଁ ପରୀ କହୁଛି :- ***************** ଧରଣୀ ବକ୍ଷ ରେ ହସି ଖେଳୁଥିଲି ଜନ୍ମିବା ଦିନରୁ ମୁହିଁ ପିତା ମାତା ଙ୍କ ର ଅଲିଅଳ କନ୍ୟା ବଞ୍ଚିଥିଲେ ମୁଖ ଚାହିଁ ଜୀବନ, ମରଣ, ଦୁନିଆଁ ବିଷୟେ ନଥିଲା ମୋହର ଜ୍ଞାନ ଦୁଷ୍କର୍ମ କି ହତ୍ୟା ଜାଣିବ କେମିତି ନିଷ୍ପାପ ଶିଶୁ ର ମନ ହେଲି ଅପହୃତା, କଲେ

Loading

Dec
2020
28

ନାରୀ– ଶ୍ରୀ କେ. ତ୍ରିମୁଲ୍ଲା ଆଚାରୀ

ନାରୀ ++++++++++++ ନାରୀ ଅଟେ ବ୍ରହ୍ମଚାରିଣୀ ପୁଣି ସଂସାରୀ ପ୍ରକୃତି କୋଳେ ଅତି ସୁନ୍ଦରୀ, ଅତି ମନୋହରୀ ll ପ୍ରସବ ବେଦନା ସହଇ, ସୃଷ୍ଟି ସଂରଚନା କରଇ ll ସେଇଠୁ ଆରମ୍ଭ ସେଇଠି ଶେଷ, ବାକି ରହିଯାଏ ଅବଶେଷ ll ତୁମେ ହୋଇଥିଲ ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ ll ସଂସାରେ ରଚିଲ ଇତିହାସ ତୁମେ, ତୁମ

Loading

Dec
2020
28

ନଖି ନାନୀ ଘର ବିଲେଇ “—*ଅମରନାଥ ବାରିକ୍*

. *🐈😾” ନଖି ନାନୀ ଘର ବିଲେଇ “😾🐈* ନଖି ନାନୀ ଘର ବିଲେଇ ଆସୁଥିଲା ଲାଞ୍ଜ ହଲେଇ । ମାଆ ରଖିଥିବା କ୍ଷୀରକୁ ଚାହୁଁଥିଲା ସେ ଖାଇବାକୁ । କ୍ଷୀର ସର ଛେନା ଲବଣୀ ସିକାରୁ ଛିଡ଼େଇ ସେ ପୁଣି । ଆଗରୁ କେତେ ଯେ ଖାଇଛି ମାଆ ମୋତେ ଗାଳି କରିଛି । ଦହି ମାଠିଆକୁ

Loading

Dec
2020
28

*ନିର୍ଣ୍ଣୟ*— ନବ କୁମାର ଦାସ

*ନିର୍ଣ୍ଣୟ* 🌷🌷🌷🌷🌷🌷🌷🌷🌷 ଏଇ ଆମ ଜୀବନ ତ ମୃତ୍ୟୁ ପର୍ଯ୍ୟନ୍ତ ଏକ ଅସରନ୍ତି ପଥ ଚାଲୁ ଚାଲୁ ହଠାତ ଭେଟ ହୁଏ କିନ୍ତୁର ଖଣ୍ଡିଆ ଭୂତ ଯାହା ତୁମ ମାନସିକତାର ମନ୍ତ୍ର ସୂତ୍ର ସବୁ ଭାଙ୍ଗି ଦିଏ ଭାଙ୍ଗି ଦିଏ ଜୀବନ ଅର୍ଥର ଗୋଟି ଗୋଟି ବାକ୍ୟ ବ୍ୟବହାରକୁ …..ll ତାପରେ ତୁମେ ଦିଗହରା ହେଇ ବାଟରୁ ଅବାଟକୁ

Loading

Dec
2020
28

ଭାରତୀୟ ବୀର ଜବାନ୍—ମମତା ବାରିକ

ଭାରତୀୟ ବୀର ଜବାନ୍ ଦେଶ ପାଇଁ ପ୍ରାଣ ଦେଇଥିଲେ କେତେ ବୀର ଜବାନ ତାଙ୍କରି ଶାହାସ ଶକ୍ତିରେ ଠିଆ ହୋଇଛି ଦେଶ।। ଭାଇ ଭାଇ କହି ଦେଉଥିଲେ ଡାକ ସେହି ଡାକରେ ଦେଶ ହୋଇଥିଲା ମୁକ୍ତ।। ନୀଳ ଆକାଶରେ ଉଡିଥିଲା ବିହଙ୍ଗ ମାନ ପିଞ୍ଝରାରୁ ମୁକ୍ତି ହେଇଥିଲେ ଶୁଆ ପକ୍ଷୀମାନ।। ଆଉ ନାହିଁ ସେ ଏକତ୍ୱ ଭାତୃତ୍ୱ ଭାବ

Loading

Dec
2020
28

ନୂଆ ବର୍ଷର ନୁଆ ପ୍ରେମିକା —ଅନିରୁଦ୍ଧ ତିଆଡ଼ି

🌹🌹ନୂଆ ବର୍ଷର ନୁଆ ପ୍ରେମିକା 🌹🌹 ଷଷ୍ଠ ରୁ ବିଦ୍ୟାୟ ନେଇ ଆସିଲି ସପ୍ତମ, ଅଡ଼ା ଉପ୍ରା ବିଦ୍ୟାଳୟ ସ୍କୁଲ ମୋର ନାମ । ଆରମ୍ଭ ହେଲାଯେ ମୋର ଟିକେ ପାଠ ପଢା, ଟିକେ ଟିକେ ଦୁଷ୍ଟ ପୁଣୀ ଟିକେ ମିଠା ଖଟା। ଆସିଲା ଗୋଟାଏ ଝିଅ ନାମ ଲେଖାଇଲା, ତାକୁ ଦେଖି ସେଇଟି ମୋ ହୁସ୍ ଉଡ଼ିଗଲା।

Loading

Dec
2020
28

ଭାବେ ମୁଁ ଭାବୁକ ଟିଏ— ଚୁମ୍କି ଦାଶ (ମିଶ୍ର)

ଭାବେ ମୁଁ ଭାବୁକ ଟିଏ ଭାବିନି ମୁଁ କେବେ ସ୍ରଷ୍ଟା ବୋଲି ନିଜେ। ଭାବେ ମୁଁ ଭାବୁକ ଟିଏ, ଭାବିଭାବି ଲେଖେ କେତେ ଯେ ସୃଜନୀ। ଭାଷାରେ ହଜି ମୁଁ ଯାଏ ।। ଭଟ୍ଟା କି ଜୁଆର ଯା’ ଆସୁ ଜୀବନେ ଭାବିବାର କିଛି ନାହିଁ, ଭବିଷ୍ୟ ମୋହର ଭଲ ଅବା ମନ୍ଦ ଭାଗ୍ୟବାନ ନୁହେଁ କେହି।। ଭଲ

Loading

Dec
2020
28

ମା’ମାଟି କାନ୍ଦୁଛି—ଭାସ୍କର ରାଉତ।

(ମା’ମାଟି କାନ୍ଦୁଛି)- ମୋ ଜନମ ଭୁଇଁ ପବିତ୍ର ଅଟଇ ଏଇ ସାରା ଜଗତରେ ବିଶ୍ଵ ଗୁରୁ ହୋଇ ଆଜି ସେ କାନ୍ଦଇ ଶକୁନି ପଶାପାଲିରେ। କପଟ ପଶାରେ ପଣକରି ତା’ରେ ବିବସନା ତା’କୁ କରେ ଅଖଣ୍ଡ ଶରୀର ଖଣ୍ଡଖଣ୍ଡ ତା’ର କରଇ ନିଜ ସ୍ଵାର୍ଥରେ। ସ୍ଵାର୍ଥେ ହୋଇ ଅନ୍ଧ କରିଯାଅ ମନ୍ଦ କର୍ମ ଯେତେକ ତୁମର ତା’ସନ୍ତାନ ଗଣ

Loading

Dec
2020
28

“ଯେମିତି ସାଙ୍ଗ, ସେମିତି ରଙ୍ଗ”– ଜୟ କୁମାର ମିଶ୍ର,ଗଜପତି

“ଯେମିତି ସାଙ୍ଗ, ସେମିତି ରଙ୍ଗ” ଗୁଣମଣୀ ଧନ ଗୁଣରତନରେ ଗୁଣ ସମ୍ପାଦକୁ ଘେନ, ଜୀବନ ପଥର ପଥିକ ହୋଇ ତୁ ଗାରିମାରେ ରଖ ଧ୍ୟାନ ll(1) ପାଦ ତଳ ମାଟି, ସଦା ଟଳମଳ ଜଗିରଖି ଚଳୁଥିବୁ, ହୋଇଲେ ସରଳ, ଭରିବେ ଗରଳ ସୁବିଧାବାଦୀଏଁ ସବୁ ll(2) ଯେମିତିକା ସାଙ୍ଗ, ସେମିତିକା ରଙ୍ଗ ସଂକ୍ରମିତ ରୋଗ ସେହି, ହାତେମାପି ଯେବେ,

Loading