April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Aug
2021
9

*କରିବ ନାହିଁ ଅଭାବ – ମୃତ୍ୟୁଞ୍ଜୟ ସାହୁ*

କରିବ ନାହିଁ ଅଭାବ   ମୃତ୍ୟୁଞ୍ଜୟ ସାହୁ ****************************** ଏ ଧରା ଶ୍ରାବଣେ ଆଖି ଶ୍ରାବଣୀରେ ଧୋଇ ମୁଁ ତୁମ ପୟର, ଆହେ ଭୋଳାନାଥ ହୋଇ ମଥାନତ କରୁଛି ଗୁହାରି ମୋର | ତୁମେ ପରା ପ୍ରଭୁ ଶ୍ମଶାନରେ ରହି ବିଭୁତିକୁ ଅଙ୍ଗେ ଲେପ, ସେଥିପାଇଁ ତୁମେ ମହାକାଳ ନାମେ ଦେଖାଅ ତୁମ ପ୍ରକୋପ | ମୋ ଦେହ

Loading

Mar
2021
2

*ମୁଁ ଏକ ଜୀଅନ୍ତା ଶବ — ମୃତ୍ୟୁଞ୍ଜୟ ସାହୁ*

*ମୁଁ ଏକ ଜୀଅନ୍ତା ଶବ* ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଏକ ଯନ୍ତ୍ର ମାନବ ମୁଁ….. କାରଣ ଏଠି ଗଧ ଭଳି କଳଙ୍କର ଭାରକୁ ବୋହି ବୋହି ପାଲଟି ଯାଇଛି ଏକ ବାଲୁକା ରାଶିର ବାଲିକଣା ପରିବାର, ସାଙ୍ଗ, ସାଥି, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଠାରୁ ଆରମ୍ଭ କରି ସମାଜ ଓ ପ୍ରତିବେଶୀ ମାନଙ୍କ ପାଦର ଚାପରେ ମୁଁ

Loading

Feb
2021
28

ସ୍ମୁତିର ସ୍ୱାଦ — ମୃତ୍ୟୁଞ୍ଜୟ ସାହୁ

*ସ୍ମୁତିର ସ୍ୱାଦ* ସ୍ମୁତି ତୁମେ ଅତୀତରେ ଯନ୍ତ୍ରଣାର ଫର୍ଦ୍ଦ ହୋଇ କେବେ ଦେଇଥାଅ ଆଗକୁ ବଢିବାର ପ୍ରେରଣା ତ କେବେ ମିଠା ମିଶା ଆବେଗଟେ ହୋଇ ମନରେ ଭରିଥାଅ ନୂତନ ସମ୍ଭାବନା ସେଥିପାଇଁ ତ ତୁମର ସ୍ୱାଦକୁ ଖଟା କହିବି ନା ମିଠା କ’ଣ ତୁମର ସ୍ୱାଦ ତୁମକୁ ହସର ଜୁଆର କହିବି ନା ଦୁଃଖର ସାଗର ପ୍ରୀତିର

Loading

Dec
2020
28

ଜାଣିନଥିଲି— ମୃତ୍ୟୁଞ୍ଜୟ ସାହୁ

**ଜାଣିନଥିଲି** ଦୁନିଆର ସବୁ ଝଡଝଞ୍ଜାକୁ ସହି ତୁମରି ହାତକୁ ଧରିଥିଲି ହେଲେ ତୁମେ ସେଇ ଝଡ଼ ବୋଲି ଜାଣିନଥିଲି, ଭାବିଥିଲି ଆକାଶର ଛାତିରୁ ମୃଦୁ ମଳୟ ହୋଇ ମୋ ଉଷ୍ମତାରେ ଶୀତଳତାର ସ୍ପର୍ଶ ଦେବ ବୋଲି ହେଲେ ଜାଣିନଥିଲି ତୁମେ ବୈଶାଖର ଗରମ ବାଆ ବୋଲି, ଭାବିଥିଲି ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନାରେ ବିମୋହିତ କରିବ ବୋଲି ହେଲେ ଜାଣିନଥିଲି

Loading

Dec
2020
8

ସାହିତ୍ୟ — ମୃତ୍ୟୁଞ୍ଜୟ ସାହୁ

**ସାହିତ୍ୟ** କେବେ ତୁମେ ସୃଜନର ସୃଷ୍ଟିଧାରାରୁ ସୃଷ୍ଟି ହୋଇଥିବା ଅଦ୍ୱିତୀୟ ମନ୍ଦିର, କେବେ ପୁଣି ପରାଜୟରେ ଆଖିଲୁହରୁ ବହିଯାଉଥିବା ସୂକ୍ଷ୍ମ ଏକ ଗଙ୍ଗାଧାର | କେବେ ତୁମେ ପାରିଜାତ ଫୁଲରେ ଗୁନ୍ଥି ହୋଇଥିବା ଫୁଲହାର, କେବେ ପୁଣି ଗଙ୍ଗଶିଉଳି ପରି ଝରିପଡ଼ ପାଇ ସ୍ପର୍ଶ ଅନ୍ଧାରର | କେବେ ତୁମେ ପୁଲ୍ଲକିତ ହୋଇଉଠ ପାଇ ହାତେ ଚାନ୍ଦ ଆକାଶର,

Loading

Nov
2020
8

ପ୍ରଶ୍ନରେ ଜୀବନ — ମୃତ୍ୟୁଞ୍ଜୟ ସାହୁ

ପ୍ରଶ୍ନରେ ଜୀବନ ଏ ମେଘୁଆ ଆକାଶକୁ ଦେଖି ମୋ ମନରେ ସୃଷ୍ଟି ହେଉଛି ଅନେକ ପ୍ରଶ୍ନ, ଅନେକ କାହାଣୀ ଏ ଜୀବନକୁ ନେଇ | କେବେ ଯେ ଏ ଜୀବନରେ ଘନ ଅନ୍ଧକାର ଘନେଇ ଆସିବ କିଏ ଜାଣିଛି ? କିଏ ଜାଣିଛି ଏ ଜୀବନ ବି ହେଇଯିବ ଏକ ନିଃସଙ୍ଗ ବାଟୋଇ ଠିକ ଏଇ ତାରା ବିହୀନ

Loading