February 05, 2023
11 11 11 AM
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
Latest Post
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ 

ସ୍ମୁତିର ସ୍ୱାଦ — ମୃତ୍ୟୁଞ୍ଜୟ ସାହୁ

*ସ୍ମୁତିର ସ୍ୱାଦ*

ସ୍ମୁତି
ତୁମେ ଅତୀତରେ ଯନ୍ତ୍ରଣାର ଫର୍ଦ୍ଦ
ହୋଇ କେବେ ଦେଇଥାଅ
ଆଗକୁ ବଢିବାର ପ୍ରେରଣା
ତ କେବେ
ମିଠା ମିଶା ଆବେଗଟେ ହୋଇ
ମନରେ ଭରିଥାଅ
ନୂତନ ସମ୍ଭାବନା
ସେଥିପାଇଁ ତ
ତୁମର ସ୍ୱାଦକୁ ଖଟା କହିବି
ନା ମିଠା
କ’ଣ ତୁମର ସ୍ୱାଦ
ତୁମକୁ ହସର ଜୁଆର କହିବି
ନା ଦୁଃଖର ସାଗର
ପ୍ରୀତିର ଝରଣା କହିବି
ନା ପ୍ରତାରଣାର ପାହାଡ଼
ଚାନ୍ଦର କିରଣ କହିବି
ନା ସୂର୍ଯ୍ୟର ଆଲୋକ
କିନ୍ତୁ ଏତିକି ତ ନିଶ୍ଚୟ କହିବି
ତୁମ ବିନା ଜୀବନ ଅସମ୍ଭବ,
ତୁମେ,
ଜୀବନକୁ ଜାଣିବାର ମାଧ୍ୟମ
ଇତିହାସ ପୃଷ୍ଠାର ଏକ ଅବର୍ଣ୍ଣନୀୟ ପୃଷ୍ଠା
ନିଜକୁ ଗଢି ତୋଳିବାର
ଏକ ସରଳତମ ପ୍ରକ୍ରିୟା |

*ମୃତ୍ୟୁଞ୍ଜୟ ସାହୁ*
*ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ*
*କବିତା ମିନାର ସାହିତ୍ୟ ଘର*
*ବଡମ୍ବା, କଟକ*
*ମୋ :- 9090700601*

 2,707 total views,  1 views today

35 thoughts on “ସ୍ମୁତିର ସ୍ୱାଦ — ମୃତ୍ୟୁଞ୍ଜୟ ସାହୁ

  1. Very great post. I simply stumbled upon your weblog and wanted to mention that I have truly enjoyed browsing your weblog posts. In any case I抣l be subscribing to your feed and I’m hoping you write once more very soon!

  2. Hi there! This is my 1st comment here so I just wanted to give a quick shout out and tell you I really enjoy reading through your posts. Can you recommend any other blogs/websites/forums that deal with the same topics? Many thanks!

  3. Nice post. I wass checking continuously this blog and I’m impressed!
    Very useful information specially the last part 🙂 I care
    for such info a lot. I was looking for this particular information for
    a ong time. Than you and est oof luck.

  4. I’m very happy to disfover this page. I need to to thank you for oness time just for
    this fantastic read! I definitely really liked every little bit of it and I have you bookmarked
    to chehk out new things in your blog.

  5. Howdy! I could have sworn I’ve beewn tto this blog
    before but after browsing through some of the post I realized it’s new to
    me. Nonetheless, I’m definitely delighted I
    foud it and I’ll be bookmarking and checking back frequently!

  6. Howdy! I could have sworn I’ve been to this blog before
    but after browsing through some of the post I reralized it’s new to me.
    Nonetheless, I’m definitely delibhted I found it
    and I’ll be bkokmarking and checking back frequently!

  7. I’m very happy to discover this page. I need to to thank yyou foor ones
    time juyst for this fantastic read! I definitely really
    likled every little bit of it and I have you bookmarked to check out
    new things in your blog.

Leave a Reply

Your email address will not be published. Required fields are marked *