April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ — ପ୍ରସନ୍ନ କୁମାର ମେହେର

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ

ସୃଷ୍ଟି ନିୟନ୍ତାଙ୍କ କି ମହନୀୟ ମାନବ ଜାତିର ସର୍ଜନା!
ଆହାର,ନିଦ୍ରା ଓ ମୈଥୁନ ଏଇ ତିନୋଟି ସମଗ୍ର ପ୍ରାଣୀ ଜଗତ ନିତ୍ଯ କର୍ମମୟ କାଳ ଜୀବନଯାପନ ପାଇଁ ଏକାନ୍ତ ଅପରିହାର୍ଯ୍ୟ।ପ୍ରତ୍ୟେକ ପ୍ରାଣୀଙ୍କର ଅନ୍ତରାତ୍ମା କାମୁକ ପ୍ରବୃତ୍ତିରେ ସନ୍ନିବେଶିତ।ମସ୍ତିଷ୍କରେ ଜ୍ଞାନର ଅଭାବ ଯୋଗୁଁ ପାଶବିକ ଆଚରଣରେ ପ୍ରମତ୍ତ।କିନ୍ତୁ ମାନବ ସେହି ପ୍ରାଣୀ ଜଗତ ମଧ୍ୟରେ ଶ୍ରେଷ୍ଠ ଜୀବ।ତାର ହୃଦୟରେ ବିବେକ ବିଦ୍ୟମାନ।ତାର ଭଲମନ୍ଦ,ଲାଜ,ଅପମାନ ଆଦି ମାନସିକ ଚିନ୍ତନର ବିଚାର ଶକ୍ତି ପ୍ରଭୁ ପ୍ରଦାନ କରିଛନ୍ତି।ଏଣୁ ଭାଗବତରେ କଥିତ
“ମଣିଷ ଦେହେ ଦିବ୍ୟଜ୍ଞାନ
ଦେଖି ସନ୍ତୋଷ ଭଗବାନ”
ମଣିଷ ଏକ ସାମାଜିକ ପ୍ରାଣୀ ।ସମାଜରେ ତା’ର ଜୀବନଧାରଣ ପାଇଁ ସାମାଜିକ କାର୍ଯ୍ଯକଳାପର
ଆତ୍ମବିଶ୍ବାସର ସହ ପ୍ରତିଟି ହୃଦୟାରବିନ୍ଦରେ ପରସ୍ପର ସ୍ନେହ ସହାନୁଭୂତି ରେ ବଞ୍ଚିବାର
ଆଶା ଅଭିପ୍ରେରିତ ।ମାନବ ଜନ୍ମ ସର୍ବ ପ୍ରାଣୀଙ୍କ ମଧ୍ଯରେ ଶ୍ରେଷ୍ଠ।ତାର ମସ୍ତକରେ ଜ୍ଞାନ ଚକ୍ଷୁ ବିରାଜମାନ।ତାର ପ୍ରାଣରେ ମାତୃସ୍ନେହମମତା,ପିତୃଭକ୍ତି,ଭାତୃପ୍ରୀତି ତଥା ଭଗିନୀଶ୍ରଦ୍ଧା ଆଦି ମହନୀୟ ସମ୍ଭାର ଅର୍ନ୍ତନିହିତ।ପରନ୍ତୁ କି ଅପୂର୍ବ ସର୍ଜନା ସେଇ ପରମାତ୍ମା ଙ୍କ ମାନବର ସୃଷ୍ଟି!
ଏକ ପୁରୁଷ ଜାତି,ଅନ୍ୟ ନାରୀ ଜାତି ପରସ୍ପର ପରିପୂରକ।ପୁରୁଷ ଓ ନାରୀ ର ଅପୂର୍ବ ମିଳନରେ ଏଇ ସୃଷ୍ଟିର ସର୍ଜନା କି ବୈଚିତ୍ରମୟ!
ଏଇ ଧରା ପୃଷ୍ଠରେ ମାନବ ଜନ୍ମ ହେବା ମାତ୍ରେ କାଳଚକ୍ର ଗତିରେ ବୟସର ଗତି ବୃଦ୍ଧି ହେବା ଏଇ ନିୟତିର ନିୟମ।
ମାନବ ତାର ଜୀବନରେ ଚାରୋଟି ଆଶ୍ରମ ଦେଇ କାଳ ଅତିବାହିତ କରିବାକୁ ପଡ଼ିଥାଏ।
ବାଲ୍ୟାବସ୍ଥା ରେ ବାଲ୍ଯାଶ୍ରମ,କୈଶୋର ଅବସ୍ଥାରେ ଯୌବନାଶ୍ରମ,ବିବାହିତ ହୋଇ ଘର ସଂସାର କଲାପରେ ଗୃହସ୍ଥାଶ୍ରମରେ ସଂସାରୀ ଜୀବନ ତଥା ବୃଦ୍ଧକାଳରେ ସନ୍ନ୍ଯାସ ଆଶ୍ରମର ପରିବେଷ୍ଟନୀରେ ଆବଦ୍ଧ ହେବାକୁ ପଡ଼େ।
ଏଇ ଚତୁରାଶ୍ରମ ମଧ୍ୟରୁ ଗୃହସ୍ଥାଶ୍ରମର ଗୁରୁତ୍ତ ସର୍ବୋପରି ମହତ୍ତ୍ବପୂର୍ଣ୍ଣ ବୋଲି ଅଭିହିତ।କାହିଁକି ନା ଏଇ ଆଶ୍ରମରେ ମାନବ‌ଜୀବନର ପୂର୍ଣ୍ଣାଙ୍ଗ ବିକାଶ ସାଧନ ହେବାର ପରିଲକ୍ଷିତ ହୁଏ।ଘର ସଂସାର କରି ସାମାଜିକ ରୀତିନୀତି ତଥା ସଂସ୍କାର ସଂସ୍କୃତି ସହିତ ଜଡିତ ହୋଇ ବିଭୂ ପ୍ରତି ଆତ୍ମବିଶ୍ବାସ ରଖି ପ୍ରାଣରେ ଆତ୍ମଚେତନା ଉପଲବ୍ଧି କରିବାର ଉଦ୍ରେକ ହୁଏ।ସମାଜ ତଥା ପରିବାରରେ ବଞ୍ଚିରହିବାର ନିଆରା ଉଲ୍ଲାସ ତାର ପ୍ରାଣରେ ଆସେ ନବ ଉନ୍ମାଦନା।ପିତାମାତା ଭାଇ ଭଗିନୀର ସ୍ନେହ ମମତାରେ ରହିବା ସ୍ବର୍ଗ ସୁଖ ମଣିଥାଏ।
ସାଂସାରିକ ପରିବେଷ୍ଟନୀରେ ବାସକରି ପ୍ରଭୁ ପ୍ରତି ଗଭୀର ବିଶ୍ୱାସ ତଥା ଅନୁରକ୍ତି ମାନବ ପ୍ରାଣରେ ସଞ୍ଚାର ହେଲେ ଜୀବନ ସାର୍ଥକ ହୁଏ।
ଏ ମଣିଷ ଜନ୍ମ ହୋଇଛି କାହିଁକି, ମୁଁ କିଏ? ଏପ୍ରଶ୍ନ ଆତ୍ମଚେତନାର
ଆବେଗିକ ମନରେ ଜାଗ୍ରତ କରାଏ ଏକ ନୂତନ ଆତ୍ମବିଶ୍ବାସ ନବ ଚେତନା।ଏ ପ୍ରଶ୍ନର ପ୍ରକୃତ ଉତ୍ତର ଯିଏ ମର୍ମେ ମର୍ମେ ଉପଲବ୍ଧି କରିପାରିବ ସେ ହିଁ ମାନବ ଜନ୍ମର ଗୂଢ ରହସ୍ୟକୁ ଉନ୍ମୋଚନ କରିବାରେ ସଫଳ ହୋଇପାରିବ।
ମାନବ ଜନମ ନୁହଁ ଇ କେବଳ
ଭୋଗ ବିଳାସ ରେ ମତ୍ତ,
ଵିଭୂ କୃପା ସାନିଧ୍ୟ ଲଭି ମୁକ୍ତିକାମୀ ହେବା ଯୁକ୍ତ।
ଏ ହିଁ ହେଉଛି ମାନବ ଜନ୍ମର ସାର୍ଥକତା।ଭଗବତ ପ୍ରେମ ମାନବ ପ୍ରାଣରେ ଆଣେ
ପବିତ୍ରତା ଉତ୍ତମ ମାନସିକତାର ପରିଚୟ।ପ୍ରଭୁ ପ୍ରତି ମନୋନିବେଶ ମଣିଷ ହୃଦୟରେ ସଞ୍ଚରିତ ହୁଏ ଦୃଢ଼ ଭକ୍ତିଭାବ,ଆତ୍ମଚେତନା ତଥା ଅନାବିଳ ପ୍ରେମ ରସାମୃତ ଅନୁରକ୍ତି।ଏସବୁ ଜାଗ୍ରତ ହୁଏ ସେଇ ପରମାନନ୍ଦ ଶଚିଦାନନ୍ଦଙ୍କ ପରମ ଦିବ୍ଯଗୁଣ ବାଣୀ ଶ୍ରବଣ ରୁ ମୁକ୍ତିର ପଥ ପରିସ୍କୃତ ହୁଏ।ମୋକ୍ଷ ପ୍ରାପ୍ତିର ମାର୍ଗ ଲଭିବାର ଅହୋଭାଗ୍ଯ ପ୍ରଦର୍ଶିତ ହୁଏ।

ଦିଗଶିରା,ଡୁଙ୍ଗୁରିପାଲି,ସୁବର୍ଣ୍ଣପୁର
ଦୂର ଭାଷା ୯୭୭୭୯୭୧୩୭୬

Loading

5 thoughts on “ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ — ପ୍ରସନ୍ନ କୁମାର ମେହେର

  1. It’s truly an incredible and helpful piece of knowledge. I’m glad that you simply shared this handy facts with us. Make sure you remain us updated such as this. Many thanks for sharing. toyba.munhea.se/map6.php cykelh??llare f?¶r bil utan dragkrok

  2. Its such as you read my thoughts! You appear to understand
    so much approximately this, such as you wrote the ebook in it or something.
    I believe that you could do with a few p.c.
    to drive the message home a little bit, but instead of that,
    that is fantastic blog. An excellent read.
    I’ll certainly be back.

  3. An impressive share! I have just forwarded this onto a coworker who were conducting somewhat research on this. And he in truth bought me dinner resulting from the fact that I stumbled on it for him… lol. So allow me to reword this…. Thank YOU for the food!! But yeah, thanks for shelling out some time to talk about this issue right here on your internet site.

Leave a Reply

Your email address will not be published. Required fields are marked *