Dec
2020
28
ମିଠା କାହାଣୀ— ସୂର୍ଯ୍ୟ ନାରାୟଣ ସାବତ
ମିଠା କାହାଣୀ ସବୁ କାହାଣୀ ମିଠା କାହାଣୀ ନୁହେଁ, ସବୁ ଚାହାଣୀ ବାଙ୍କ ଚାହାଣୀ ନୁହେଁ, ସବୁ ଚଳଣୀ ଆମ ଚଳଣୀ ନୁହେଁ, ସବୁ ବାଣୀ ମନ ମୋହିନୀ ନୁହେଁ । ସବୁ କାଠେ ନାହିଁ ଚନ୍ଦନ ବାସ, ସବୁ ଫୁଲେ ନାହିଁ ଗୋଲାପ ରସ, ସବୁଠି ମିଳେନି ରଙ୍ଗ ପଳାସ, ସବୁଠି ମିଳେନି ଆତ୍ମୀୟ ହସ