March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

ମିଠା କାହାଣୀ— ସୂର୍ଯ୍ୟ ନାରାୟଣ ସାବତ

ମିଠା କାହାଣୀ

 

ସବୁ କାହାଣୀ ମିଠା କାହାଣୀ ନୁହେଁ,
ସବୁ ଚାହାଣୀ ବାଙ୍କ ଚାହାଣୀ ନୁହେଁ,
ସବୁ ଚଳଣୀ ଆମ ଚଳଣୀ ନୁହେଁ,
ସବୁ ବାଣୀ ମନ ମୋହିନୀ ନୁହେଁ ।

ସବୁ କାଠେ ନାହିଁ ଚନ୍ଦନ ବାସ,
ସବୁ ଫୁଲେ ନାହିଁ ଗୋଲାପ ରସ,
ସବୁଠି ମିଳେନି ରଙ୍ଗ ପଳାସ,
ସବୁଠି ମିଳେନି ଆତ୍ମୀୟ ହସ ।

ସବୁଠାରୁ ପ୍ରିୟ କଥା ଦିପଦ,
ସବୁଠାରୁ ମିଠା ହସର ସ୍ୱାଦ,
ସବୁଠାରୁ ମଜା ସହାସ୍ୟ ମୁଖ,
ସବୁଠାରୁ ବଡ଼ ଶ୍ରୀଜଗନ୍ନାଥ ।

ସବୁଠି ଆଦର ସ୍ମିତ ହସର,
ସବୁଠି ଆଦର ମିଠା କଥାର,
ପର ଉପକାର ପରମ ବ୍ରତ,
ସବୁଠି ପୂଜିତ ଶ୍ରୀଜଗନ୍ନାଥ ।

ମିଥ୍ୟା ଠାରୁ ନାହିଁ ବଳିକି ପାପ,
ସତ୍ୟ ଠାରୁ ନାହିଁ ପୁଣ୍ୟ ସଂଳାପ,
କି କହିବି ଆଉ ମିଠା କାହାଣୀ,
ପ୍ରେମ ସୁଧାମୟ ଏହି ଧରଣୀ ।

**************

ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁମ୍ମା(ବୈପାରିଗୁଡା)-୭୬୪୦୪୩
କୋରାପୁଟ ଜିଲ୍ଲା(ଓଡ଼ିଶା)
ଯୋଗାଯୋଗ -9777592002

 228 total views,  1 views today

Leave a Reply

Your email address will not be published. Required fields are marked *