March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ଶୀତ—ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର

ଶୀତ

ଦଲ୍ କାଏ ଶିତଳ ପବନ
ଆଜି ସଞ୍ଜରେ ସଞ୍ଜରେ
ଅତୀତର ଇତିବୃତ୍ତ
ଦୋହଲାଇ ଦେଲା—-
ପିଲାଟି ବେଳରୁ ଆଜିଯାଏଁ
ଶୀତରେ କାଙ୍କୁଡି ହେବାର ଗୁଣ ଗୋଟି ଗୋଟି ବଖାଣୁ ଥିଲା–
ଗଉଡଘର ଖୁଡୀ–
କେମିତି ଗଳିଗଳି ଶୀତ ଆସେ
ଉମେଇ ଫାଙ୍କରୁ–
ଧାନ ବେଙ୍ଗଳା ମେରୀରୁ –
ପାଳଧୂନୀ,କାଠଧୂନୀ,ଚୂଲିମୁଣ୍ଡରୁ-
ସକାଳର ବାସିପାଇଟିରୁ
ଶୀତ ଆସେ, ହାଡ଼ ଥରାଇ—-
ମଗୁଶୀରର ଝୋଟିଚିତାରେ ବି ଶୀତ ଆସେ——
ସକାଳର କଅଁଳ ଖରାରେ-
ପୋଖରୀ ହୁଡ଼ାରେ,
ନଇପଠାକେନାଲ ବନ୍ଧରେ
ଅତି ସନ୍ତର୍ପଣରେ ଶୀତ ଆସେ—
ସକାଳୁ ସକାଳୁ ପିଲାଙ୍କ
ବହି ବସ୍ତାନିରେ ଶୀତଆସେ ଥୁଡୁଥୁଡୁ ଦରୋଟି ଭାଷାରେ—
ସ୍କୁଲ ବାରଣ୍ଡାରେ ଶୋଇଥିବା
ବାସହରା ଦାଦନ ଦେହରେ
ଶୀତଆସେ-
ଚିହ୍ନାଚିହ୍ନା ଲାଗେତାକୁ
ଛୁଇଁ ଦେଇ ଚାଲିଯାଏ ବସ୍ତିଆଡେ
ପଶିଯାଏ କବାଟ ଫାଙ୍କରେ—
ସଚିବାଳୟରେ ବି ଶୀତ ଆସେ
ଶୀତ ପାଇଁ ଅଙ୍କକଷା ହୁଏ–
କମ୍ବଳ, ରେଜେଇ ବଣ୍ଟା ହୁଏ
ଗଉଡଘର ଖୂଡୀ ଖୁସି ହୁଏ
ଶୀତ ଗିତ ଗାଏ—-
ଶୀତ କଥା ଆଉ ବଖାଣୀ ହୁଏନି,
ମାଘ ମକରକୁ ଚାହିଁ ବସେ
ଶୀତକୁ ବିଦାୟ ଦେବାକୁ—-!
*********
(ସଭାପତି)
” ଘୁମୁସର ର ସ୍ବର”
ବାଲିପଦର- ଗଞ୍ଜାମ-୭୬୧୧୧୭
@ ୮୮୯୫୯୬୧୭୫୭

 554 total views,  1 views today

23 thoughts on “ଶୀତ—ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର

  1. No people require maxims so much as the American. The reason is obvious the country is so vast the people always going somewhere from Oregon apple valley to boreal New England that we do not know whether to be temperate orchards or sterile climate.

  2. I don’t even know how I ended up here, but I thought thispost was good. I don’t know who you are but certainly you’re going to a famousblogger if you are not already Cheers!Feel free to visit my blog :: Semzia Brain

Leave a Reply

Your email address will not be published. Required fields are marked *