March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Apr
2022
23

*ଏକା ତୁମ ଅଧିକାର–ଦୀପଶିଖା ପ୍ରଧାନ*

❤️ ଏକା ତୁମ ଅଧିକାର ❤️ ———————————— ଆସ ପ୍ରିୟ ଫେରି ତୁମ ପ୍ରୀତି କୁ ସୁମରି ତନ୍ୱୀ ହେଲାଣି ମୋ ତନ, ଅରୁଚି କରୁଚି ଅଶନେ ବସନେ ଲାଗୁନାହିଁ ଆଉ ମନ | ଆଜି ତ ପୁନେଇଁ ଜହ୍ନ ଗଲା ଉଇଁ ଢାଳି ଶୀତଳ ଜୋଛନା, ତୁମେ କାହିଁ ସାଥୀ ବୁଝ ନାହିଁ କିଛି ମୋ ପାଖେ

Loading

Apr
2022
23

*ମେଘ ହାତେ ସନ୍ଦେଶ–ଦୀପଶିଖା ପ୍ରଧାନ*

🌧️ ମେଘ ହାତେ ସନ୍ଦେଶ 🌧️ ==================== ମେଘ ମୋର ଦୂତ ହୋଇ ଆଖିରୁ ମୋ ଲୁହ ନେଇ ଅଙ୍ଗେ ଅଙ୍ଗେ ଭରି ଦେଇ ତୋର, ବରଷି ଯା’ ବର୍ଷା ହୋଇ ପ୍ରିୟ ଦେହକୁ ଭିଜାଇ ପହଞ୍ଚାଇଦେ ସନ୍ଦେଶ ମୋର ll ଭରିଦେ ମନରେ ପୁଣି ପ୍ରେମ ବୀଜ ହୃଦେ ବୁଣି ବିଗତ ଦିନର ସବୁ ସ୍ମୃତି, ପ୍ରଥମ

Loading

Apr
2022
23

*ପରାଧୀନ ଆମେ ନାରୀ–ଦୀପଶିଖା ପ୍ରଧାନ*

🕯️ ପରାଧୀନ ଆମେ ନାରୀ 🕯️ —————————————-   ( ଛନ୍ଦ – ବଙ୍ଗଳାଶ୍ରୀ ) ସ୍ୱାଧୀନ ଭାରତ ମାଆ ର ମାଟିରେ ପରାଧୀନ ଆମେ ନାରୀ, ଆଜି ବି ଭୋଗୁଛୁ ନାନା ଦୁଃଖ,କଷ୍ଟ ବଞ୍ଚିଅଛୁ ମରି ମରି | ଶ୍ୱେତାଙ୍ଗ ଇଂରେଜ ସର୍କାର ଙ୍କ ଠାରୁ ପାଇଗଲୁ ସିନା ମୁକ୍ତି, ଅଣ୍ଟି ଛୁରୀ ଯଦି ତଣ୍ଟି କୁ

Loading

Apr
2022
23

*ଲୋକ ସାହିତ୍ୟ– ଦୀପଶିଖା ପ୍ରଧାନ*

🌼 *ଲୋକ ସାହିତ୍ୟ* 🌼 ================= ଅଳଙ୍କାରମୟ ଶବ୍ଦର ଜୁଆର ଉଠେ ନାହିଁ ତା’ର କୋଳେ, ତୁଣ୍ଡରୁ କାନକୁ, କାନରୁ ତୁଣ୍ଡକୁ ଖେଳେ ସେ ଲୋକଙ୍କ ମେଳେ ll ଆଭୂଷଣହୀନା ହେଲେବି ସୁନ୍ଦର ଗାଁ ର ରମଣୀ ପରି, ମୁକୁଳା ମନର ପରିପ୍ରକାଶ ସେ ମଧୁର ଲାଗଇ ଭାରି ll ମାପଚୁପା ସିଏ ପ୍ରାସାଦ ଟେ ନୁହେଁ ରଙ୍ଗମଖା

Loading

Apr
2022
22

*ଚଇତି ପବନ — ଦୀପଶିଖା ପ୍ରଧାନ*

ଚଇତି ପବନ *********** ଚଇତି ପବନ ସଞ୍ଜୁଆ ଲଗନେ ଛୁଇଁଦେଇ ଗଲା ପରେ, ଲାଗିଲା ଯେମିତି ତୁମେ ଛୁଇଁଗଲ ଦେହକୁ ମୋ ଧିରେଧିରେ | ସୁବାସିତ ମଲ୍ଲୀ ବାସକୁ ଚୋରାଇ ଅଙ୍ଗେ ଅଙ୍ଗେ ମୋର ଭରି, ଚପଳ ଅତସ ମହକାଇ ଦେଲା ତନୁ,ମନ ଫୁଲ ପରି | ଭ୍ରମରେ ଭ୍ରମର ମୁଖ ଆସି ଚୁମେ ପ୍ରୀତି ରଙ୍ଗେ ହୃଦ

Loading

Mar
2022
3

*ଝରକା ସେପାଖ–ଦୀପଶିଖା ପ୍ରଧାନ*

ଝରକା ସେପାଖ —————- ମୁଁ ଆଉ ମୁଁ ଭିତରେ ତଫାତ୍ ଏତିକି, ଯେତିକି ବୁଝିଲା ଯିଏ ତା’ ପାଇଁ ସେତିକି ।୧। ମୋ ଠାରୁ ମୋ ପାଖକୁ ରାସ୍ତା ଅଳ୍ପ ଦୂର, ଚାଲିବା ପାଇଁକି ଲୋଡ଼ା କିଛିଟା ପ୍ରହର ।୨। ତୁମେ ମୋର,ମୁଁ ତୁମର ନୁହେଁ ଏକା କଥା, ମସ୍ତକ ପରେ ପୟର ଅବା ପାଦେ ମଥା ।୩।

Loading

Oct
2021
2

*ନିଦାଘ ସଙ୍ଗୀତ–ଦୀପଶିଖା ପ୍ରଧାନ*

ନିଦାଘ ସଙ୍ଗୀତ ************ ବସୁମତୀ ଅଙ୍କ ତେଜିଣ ଗଲା ପରେ ବସନ୍ତ ପ୍ରବେଶି ନିଦାଘ ଶୁଣାଏ କର୍ଣ୍ଣେ ନବ ସଙ୍ଗୀତ || ବରଷେ ତପନ ଅମ୍ବରେ ଗାତ୍ର କରେ ଦହନ ଜଳାଏ ମେଦିନୀ ନିଃଶ୍ୱାସେ ଦଗ୍ଧ କରେ ଜୀବନ || ଶୁଖିଯାଏ ସର , ତଟିନୀ ଶୁଖିଯାଏ ପରାଣ ବହେ ଯେବେ ଝାଞ୍ଜି ପବନ ପୋଡ଼ିଦିଏ ଭୁବନ।। ||

Loading

Mar
2021
24

*ହୋଲି– ଦୀପଶିଖା ପ୍ରଧାନ*

😍 *ହୋଲି* 😍 ~~~~~~~~~~ ଆସରେ ଆସ ରଙ୍ଗ ଖେଳିବା ଆସିଛି ପରା ହୋଲି, ଖୁସି ମନରେ ଗୀତ ଗାଇବା ନାଚିବା ଝୁଲିଝୁଲି || ରଙ୍ଗବେରଙ୍ଗର ଫଗୁ ସବୁକୁ ଦେହରେ ଦେବା ବୋଳି, ଶୁଣିବାନି କାହା କଥାକୁ ଯିଏ ଦେଉ ପଛକେ ଗାଳି || ବରଷେ ପରେ ହୋଲି ଆସିଛି ଆଣିଛି କେତେ ଖୁସି, ରଙ୍ଗ ଖେଳିବା,ମଜ୍ଜା କରିବା

Loading

Mar
2021
20

*ଭାଗ୍ୟ– ଦୀପଶିଖା ପ୍ରଧାନ*

✨ *ଭାଗ୍ୟ* ✨( ଆକୃତି ଶୈଳୀ ) ============= ମୁଁ, ଏକ, ଦୀପର, ସଳିତା ଟେ, ଜଳିବା ପରା, ମୋ ଭାଗ୍ୟରେଲେଖା, ଦୋଷ କାହିଁକି ଦେବି , ଯିଏ ମୋତେ ଜଳାଇଲା, ସେ ତ ନିଜର କର୍ମ କଲା, ତା’ ଉପରେ ରାଗି ଲାଭ କ’ଣ ? ମୁଁ, ଏକ, ଜଳର, ମୀନଟିଏ, କେଉଟ ଯଦି, ଜାଲ ପକାଇଲା,

Loading

Feb
2021
24

*ସ୍ୱାର୍ଥପର* — ଦୀପଶିଖା ପ୍ରଧାନ

🍃 *ସ୍ୱାର୍ଥପର* 🍃 =============== ନାଲି ଗୋଡ଼ି ପକା ସଡ଼କରେ ତତାଣିଆ ଖରାବେଳଟାରେ ପଦଯାତ୍ରା କରି ଥକି ଯାଇ ଅବଶ ଦେହଟି ମୋର, ଖୋଜୁଥିଲା ଟିକେ ଛାଇ || କିନ୍ତୁ, ଯେ’ଠି ବିଚରା ପଥର ଏକେଲାପଣ ଦୂର କରିବାକୁ ନାହିଁ ଛୋଟ ଗୋଟେ ତୃଣ ସେଠି ମୋର ଛାଇ ଖୋଜିବା, ମୁର୍ଖାମି ନୁହେଁ ତ ଆଉ କ’ଣ ?

Loading

Jan
2021
24

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ କଟକ ଜିଲ୍ଲାର ଯୁବପ୍ରତିଭା ଦୀପଶିଖା ପ୍ରଧାନ ଙ୍କୁ

ନାମ- ଦୀପଶିଖା ପ୍ରଧାନ ମାତାଙ୍କ ନାମ-: ପ୍ରତିମା ପ୍ରଧାନ ପିତାଙ୍କ ନାମ-: ଜୟାନନ୍ଦ ପ୍ରଧାନ ଜନ୍ମମାଟି/ଠିକଣା-: ଗ୍ରାମ- ଗଉଡ଼ପଦା ପାଟଣା ପୋଷ୍ଟ – ଗଦାଧରପୁର ଜିଲ୍ଲା – କଟକ ପିନ୍ – 754030 ଜନ୍ମ ତାରିଖ -: 12/02/1999 ଶିକ୍ଷା ଗତ ଯୋଗ୍ୟତା -: M.A (Odia) ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:- ମୋ

Loading

Jan
2021
20

ଜଙ୍ଗଲ ସେ ତ ପ୍ରକୃତି କନ୍ୟା — ଦୀପଶିଖା ପ୍ରଧାନ

  🌳 *ଜଙ୍ଗଲ ସେ ତ ପ୍ରକୃତି କନ୍ୟା* 🌳 🌱🌱🌱🌱🌱🌱🌱🌱🌱 ପ୍ରକୃତି କୋଳରେ ଜନ୍ମିଲା ଯେବେ ରାଜକୁମାରୀ, ଚତୁର୍ଦ୍ଦିଗେ ଖେଳି ଉଠିଲା ହସ,ଖୁସି ଲହରୀ | ଖିଲିଖିଲି ହସ ଝରିଲା ତା’ର ନାଲି ଅଧରୁ, ପାସୋରିଲେ ଦୁଃଖ ଆଦିତ୍ୟ ତାକୁ ଦେଖି ନଭରୁ | ଆଶିଷ କିରଣ ଢାଳିଲେ ତା’ର କୁନି ମଥାରେ, ଖୁସି ହୋଇ ନାଚି

Loading

Dec
2020
28

✨ *ପୁରୁଣା କୁ ଦେଇ ବିଦାୟ* ✨–ଦୀପଶିଖା ପ୍ରଧାନ

✨ *ପୁରୁଣା କୁ ଦେଇ ବିଦାୟ* ✨ ହସ,ଲୁହ ଅବା ସୁଖ,ଦୁଃଖ ହେଉ ଦେଇଗଲା ଯାହା ଆମକୁ, ଭୁଲିଯାଇ ନୂଆ ଆରମ୍ଭ କରିବା ଦୋଷ ଦେବାନାହିଁ କାହାକୁ || ଭଲ ଅବା ମନ୍ଦ ଚାଲିଗଲା ଯାହା ଫେରିବନି ଆଉ ଏବେ, ଭଲ ପାଇଁ ଖୁସି ମନ୍ଦ ପାଇଁ ଦୁଃଖ କରିବାନି ତେଣୁ କେବେ || ମନୁ ପୋଛି ଦେଇ

Loading

Nov
2020
7

ଅନୁମତି ଦିଅ ପ୍ରଭୂ– ଦୀପଶିଖା ପ୍ରଧାନ

ଅନୁମତି ଦିଅ ପ୍ରଭୂ ଏଡ଼େ ଇଚ୍ଚାସନେ ବସି କିବା ଲାଭ ନ ଶୁଣି ପାରୁଛ ଯଦି ଦୁଃଖୀର କ୍ରନ୍ଦନ, ଓହ୍ଲାଇ ଆସ ହେ ପ୍ରଭୂ ତବ ଆସନରୁ ଛାଡ଼ିଦିଅ ତୁମ ରତ୍ନ ସିଂହାସନ। ମାଟି ମଣିଷ ମୁଁ ଜନମ ନେଇଛି ଜାଣିଛି ମରଣ ଆସିବ ଦିନେ, ତଥାପି ନ ଡରି ମରଣ ଭୂତକୁ ତୁମ ନାମ ସଦା ଜପୁଛି

Loading