କାମୁକ — ଗୌରୀ ବେହେରା
କାମୁକ ଭିକ୍ଷୁକ ପ୍ରାୟେ ହୁଏ କାମୁକ ସ୍ତିର ନ ଥାଏ ତାର ମସ୍ତକ କେବେ ସାଜେ ପ୍ରାଣ ଘାତକ ଆଉ କେବେ ହୁଏ ବଡ଼ ନିନ୍ଦୁକ । ପାଗଳ ପ୍ରାୟ ହେଉଥାଏ ସେ ହିତାହିତ ଜ୍ଞାନ ଭୁଲିଯାଏ ସେ ଶିକାରୀ ସାଜି ଛକି ବସିଥାଏ କାହାକୁ କରିବ ବୋଲି ଶିକାର । ଶିକାର ଯେବେ ଫାନ୍ଦରେ
କାମୁକ ଭିକ୍ଷୁକ ପ୍ରାୟେ ହୁଏ କାମୁକ ସ୍ତିର ନ ଥାଏ ତାର ମସ୍ତକ କେବେ ସାଜେ ପ୍ରାଣ ଘାତକ ଆଉ କେବେ ହୁଏ ବଡ଼ ନିନ୍ଦୁକ । ପାଗଳ ପ୍ରାୟ ହେଉଥାଏ ସେ ହିତାହିତ ଜ୍ଞାନ ଭୁଲିଯାଏ ସେ ଶିକାରୀ ସାଜି ଛକି ବସିଥାଏ କାହାକୁ କରିବ ବୋଲି ଶିକାର । ଶିକାର ଯେବେ ଫାନ୍ଦରେ
ମାଆ ଓ ମମତା ପରିବା ସଜାଡି ଫ୍ରିଜରେ ସୋନାଲି ରଖିବାକୁ ଯାଇ ଦେଖେ, ଆଜି ବି ଅରୁଣ ଆଣିଛନ୍ତି ଜହ୍ନି ବିରକ୍ତି ଭାବ ତା ମୁଖେ । ପ୍ରତିଦିନ ଏହି ଜହ୍ନି ତରକାରୀ କେମିତି ଲାଗୁଛି ଭଲ, ଅରୁଣଙ୍କୁ ଯାଇ ପଚାରେ ରାଗରେ କାହିଁକି ଜହ୍ନି ଆଣିଲ ? ଶାନ୍ତ ଓ ଉଦାର ଭାବରେ
ଚାଷୀ ପୁଅ ମୁହିଁ (ଶିଶୁ କବିତା) ଓଡ଼ିଆ ଜାତିର ପୁଅରେ ମାଟିର ମଣିଷ ମୁହିଁ ରେ ଓଡ଼ିଆ ଜାତିର ମାନରେ ଓଡ଼ିଆ ମାଟିର ଗର୍ଵରେ ଚାଷୀ ପୁଅ ମୁହିଁ ଭାଇରେ ଚାଷୀ ପୁଅ ମୁହିଁ ଭାଇରେ । ଏ ମାଟିରେ ଜନମ ମୋର ଏ ମାଟି ପିତାମାତା ମୋର ତାହାରି ସେବା ଧର୍ମ ମୋର
*ଉତ୍କଳ ଗୌରବ* ————————– ଉତ୍କଳ ଗୌରବ ହେ ମଧୁସୂଦନ ଓଡ଼ିଆ ଜାତିର ମାନ କୋଟି ଓଡ଼ିଆର ହେ ମଉଡମଣୀ ଓଡ଼ିଆଙ୍କ ସ୍ୱାଭିମାନ ll ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର ଉତ୍କଳର ଶ୍ରେଷ୍ଠ ବିନ୍ଧାଣୀ ଯୁଗେ ଯୁଗେ ତଵ ତ୍ୟାଗ ଭକ୍ତି ରହୁ ଅମର ତୁମକୁ ସ୍ମରଣି ll ରଖିବାକୁ ଏ ଜାତି ଗୌରବ ବିପ୍ଲବେ ଦେଲ ଆହ୍ୱାନ
ଋଷିକୂଲ୍ୟାରେ ସନ୍ଧ୍ଯା ଶୀତ ସନ୍ଧ୍ୟାରେ ଟିକିଏ ହସ ପାଇବା ପାଇଁ ସୁନ୍ଦରୀ ଋଷିକୂଲ୍ୟା ତଟେ ପରିଭ୍ରମଣ କରେ। ଅସ୍ତଗାମୀ ସୂର୍ଯ୍ୟ ର ଅପୂର୍ବ ଆୟୋଜନ ବାଲି ର ଶେଯରେ ବିଛେଇ ହୋଇଛି ଗୋଲାପ ବର୍ଣ୍ଣେ। ଋଷିକୂଲ୍ୟା ନଦୀ ଗଭୀରତା ମଧ୍ୟରେ କୋଣାର୍କ କାରୁକାର୍ଯ୍ୟ ସୂର୍ଯ୍ୟ ବୁଡ଼ି ଯାଉଥାଏ। ଚିକ୍ ଚିକ୍ କରୁଥିବା ଚିଳିକା ବିହଙ୍ଗମାଳ
କଳାବତୀ କଜଲ ପୂରିତ ନୟନ ଯୁଗଳ ଷୋଳହାତୀ ଶାଢ଼ୀ ବିସ୍ତୃତ କୁଞ୍ଚ ନଦୀ ଠୁ ଅଳସୀ ଷୋଳବୟସୀ କରିନ୍ଦ୍ର ଗତି ଡାଲିମ୍ବ ଦନ୍ତୀ । ସଂକୀର୍ଣ୍ଣ ଉଦରୀ ରୂପ ମୋହିନୀ ଷୋଡ଼ବୟସୀ ପ୍ରେମ ମଦାଳସୀ । ରକ୍ତଜବା ଦରଫୁଟା ଓଠେ କୁଞ୍ଚିତ କେଶ ଶୋଭା ବଡାଏ । କୁରଙ୍ଗନାଭି ତନୁ ରସନାଙ୍ଗୀ ସ୍ଵଳ୍ପ ମେଦ
ଅଶୋକ ସମ୍ରାଟ ଭାସ୍କର ରାଉତ ମଗଧ ସମ୍ରାଟ ଥିଲେଟି ଅଶୋକ ସାମ୍ରାଜ୍ୟ ବିସ୍ତାର ପାଇଁ କଳିଙ୍ଗ ବିଜୟେ ଆରମ୍ଭିଲେ ଯୁଦ୍ଧ ରକ୍ତ ନଦୀ ଗଲା ବହି। ଲକ୍ଷ ଲକ୍ଷ ବୀର ଜୀବନ ତାଙ୍କର ଉତ୍ସର୍ଗି ଦେଲେ ଯୁଦ୍ଧରେ ଆହତ କ୍ଷତାକ୍ତ ହୋଇଲେ ଅନେକ ଦୟା ନଦୀର କୂଳରେ। ଶେଷରେ କଳିଙ୍ଗ ପରାସ୍ତ ଲଭିଲା ମଗଧ ସେନା ପାଶରେ
ହସିଲେ ଆମେ ଦୁନିଆଁ ହସେ ହସିଲେ ଆମେ ଦୁନିଆଁ ହସେ ଆହା କି ଅନୁପମ ଦରୋଟି ଭାଷା ମଧୁର ଆମ ମୋହିତ କରେ ପ୍ରାଣ।। ହୃଦୟ ଆମ ଶାନ୍ତ ସରଳ ହିଂସା ନ ଥାଏ ମନେ ଛନ୍ଦ କପଟ ହୃଦୟ ଶୂନ୍ୟ ସଭିଙ୍କ ମନ ଜିଣେ।। ଘର ଟି ହସେ ଆମରି ପାଇଁ ହସେ
ନର୍କ କବାଟ ଖୋଲିଦିଅ ଡମ୍ବରୁ।ବାବୁ ଆସିଗଲେ ପରା।ପଚାରିବ ଖାଇଛି କି ନାହିଁ।ନ ଖାଇଥିଲେ କିଚେନରୁ ଦେଇଦେବ ଖାଇବା ଆଉ ମନା କଲେ ଧରି ଧରି ରୁମ୍ କୁ ନେଇଯିବ।ଟଳୁଥିବ ସେଟା, ଯେମିତି ନିଇତି ଟଳେ। ଆଗରୁ ତ ରାତିରେ ଏବେ ତ ଦିନରେ ବି ଟଳୁଛି। ମୋ ବେକରେ ବାନ୍ଧିଦେଇ ମା’ ଟା ଚାଲିଗଲା। କ’ଣ ନାହିଁ
ତୁମେ…. ମୋ ପାଇଁ କେବେ ତୁମେ ପର୍ବତ ପରି ଗମ୍ଭୀର ତ କେବେ ନିଷ୍ପାପ ଶିଶୁ ପରି ଚଞ୍ଚଳ କେବେ ତୁମେ କଳକଳ ନଦୀଟିଏ ତ କେବେ ଶାନ୍ତ ମଉନ ସାଗର ଟିଏ…! କେବେ ତୁମେ ଆଣିଛ ମୋ ପାଇଁ ହସ ର ଫଗୁଣ ତ କେବେ ଲୁହ ର ଶ୍ରାବଣ…! ଦେଖିଛି…. କେବେ ତୁମେ ଆସିଛ
ଜୀବନ ଇଚ୍ଛା କରେ ହେବାକୁ କବି ହସୁ ହସୁ ଟୋପେ ଲୁହ , ଚାଲୁ ଚାଲୁ ବଢେ ମୋହ , ପୂର୍ଣ୍ଣଚ୍ଛେଦ ର ଠିକଣା ନଜାଣି କାଇଁ ବଢ଼ାଉଛୁ କୋହ ରେ ଜୀବନ କାଇଁ ବଢାଉଛୁ କୋହ..l ଖେଳୁ ଖେଳୁ ହୁଏ ବଣା , ଆଖିଥାଇ ହୁଏ କଣା , ଅନ୍ଧାର ଭିତରେ ବାଡ଼ି ବୁଲାଇ ତୁ
ମୋ ଅନୁଭୂତିରେ ମାନବିକତା ସାମ୍ପ୍ରତିକ ସମାଜରେ ବ୍ଯସ୍ତ ବହୁଳ ଜୀବନ ଭିତରେ ବୁଡି ରହି ମଣିଷ ତାହାର ମୂଲ୍ୟବୋଧ ହରାଇ ଚାଲିଛି।ମାନବିକତା ଭଳି ଏକ ଦୁର୍ଲଭ ଶବ୍ଦ ତା’ର ସ୍ବାର୍ଥନ୍ବେଷୀ ମନ ମଧ୍ୟରୁ କେଉଁଆଡେ ଉଭେଇ ଯାଇଛି।ନିଜର ଆକାଂକ୍ଷା ଓ ଉଚ୍ଚ ଅଭିଳାଷକୁ ଚରିତାର୍ଥ କରିବା ଲକ୍ଷରେ ସେ ଅନ୍ଧ ହୋଇ ନିଜ ବ୍ଯତୀତ ଅନ୍ୟ
ପ୍ରକୃତ ପ୍ରେମ ବିଷମ ଗ୍ରୀଷ ମ ଅତିକ୍ରମ କରି ଯାଉଥିଲି ପଥପରେ ପ୍ରକୃତି ପ୍ରେମିକ ନୟନ ଯୁଗଳ ଖୋଜୁଥିଲା କିଛି ଦୂରେ।1। ନାନା କଳ୍ପନା ମୋ ଚଳଚ୍ଚିତ୍ର ପରି ଆସି ଯାଉଥିଲା ଚାଲି ଆଶ୍ଚର୍ଯ୍ୟ ମଣିଲି ଘଟଣା ଟି ଦେଖି ହଠାତ ଚାହିଁଲି ବୁଲି।2। ରହିଗଲି ଦଣ୍ଡେ ସ୍ତବ୍ଧ ହୋଇ ମୁହିଁ ଆଖିରେ ଆସିଲା
ପୁସ୍ତକ ପୁସ୍ତକ ଆମର ଚିର ସହଚର ବିତରେ ଆମକୁ ଜ୍ଞାନ ଦେଶ ଦେଶାନ୍ତରେ ଭାଷା ବିନିମୟ ରଖ ଇ ବନ୍ଧୁତା ମାନ। ପୁସ୍ତକ ଭିତରେ ନିହିତ ଯା ଜ୍ଞାନ ଅଗାଧ ସାଗର ସିନ୍ଧୁ ପଠନ ପିପାସା ନୁହେଁ କେବେ ଅନ୍ତ ପାଠକ ଜ୍ଞାନର ବିନ୍ଦୁ। ପୁସ୍ତକ ଗୃହରେ ଥିଲେ ବିଦ୍ୟମାନ ତାହାର ଶୋଭା ବଢ଼ାଏ ପୁସ୍ତକ ବିହୀନ
ଜରା ଯୌବନ ଶରତ ଚନ୍ଦ୍ର ପଣ୍ଡା ଯାଜପୁର ବଳ ଥିବା ବେଳେ ହରିଣୀର ଗୋଡ଼ ପଙ୍କରେ କୁଆଡେ ଲlଖଇ ନାହିଁ,, ଡାଳ ଭଙ୍ଗା କୋଷ ବାଟ ଚାଲିଯାଏ ଖରା କି ବରଷା ବାଧଇ ନାହିଁ ll 1 ଆଜି ନଇଁ ନଇଁ ହଜିଲା ଦିନର ପାଦ ଚିହ୍ନ ଯାହା ଯାଇଛି ମିଶି,, ମା’ମାଟି ବକ୍ଷରେ
ନିମଜ୍ଜିତ ଚେତାବନୀ ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ସଂପତ୍ତି ବିଦ୍ୱାନ ବ୍ୟକ୍ତିର ବିଦ୍ୟା ହିଁ ସଂପତ୍ତି ପୂଜା ଦେଶ ବିଦେଶରେ ସଂପତ୍ତିର ମୋହ ସଂପର୍କକୁ ଆହା ସର୍ବୋକ୍ତୃଷ୍ଟ ସୃଜିପାରେ! ଆୟୁଷ ଅଗ୍ନିର ସମାନ ଆୟୁ ତେଜୀୟାନ୍ ବାୟୁସମ ଗତିଶୀଳ ପୃଥିବୀପରିକା ସୁଦୃଢ ଛାତିରେ ପୁଣ୍ୟତୋୟା ଗଙ୍ଗା ଜଳ। ପ୍ରତାପ ସଞ୍ଜ ନଇଁଗଲେ ବେଳ ବୁଡିଯାଏ ସୁରୂଜ ପ୍ରତାପ ହ୍ରାସ
ପ୍ରକୃତି ଶ୍ରୀକାନ୍ତ ବେହେରା ହେ ପ୍ରକୃତି କେବେ ତୁମେ ଶୀତଳର ଛାୟା, କେବେ ତୁମେ କୋହ ଭରା କଣ୍ଠରେ କୋଇଲି ର କୁହୁକୁହୁ, ଆଉ କେବେ ତମେ ହଜି ଯାଅ ବାଟୋଇର ହୃଦୟ ରେ |1 ହେ ପ୍ରକୃତି କେବେ ତୁମେ ନଈର ସୁଅରେ, କେବେ ତୁମେ ଝରଣାର କୋଳେ ପାହାଡ଼ରୁ ଚିରି ବାହାରିଅଛ,
ଦେଲେ ଭଲ ଦବାଟି ଯେବେ, ଭଲ ହୋଇବ ନାହିଁ ବିରତି ଯେବେ ଲଭିବା ଆଶା, ମନରେ ବସା ବୃଥା ପ୍ରଶଂସା ଦେବେ ll ତୁପରା ଭଲ, ତୋହର ଭଲ ସାତ ପୁରୁଷ ଜନ, ଚାଟର ଗୀତ, ଭାଟଟି ମିତ ବଢିବ ଦିନୁଦିନ ll ଗୁଡ଼କୁ ଜନ୍ଦା, ଧାଡିର ଧନ୍ଦା ଦିବସ ରାତ୍ର ଯାଏ, କେତେ କଳ୍ପନା, କେତେ
ଷୋଡ଼ଶା ଶବର = ଶୁଣ ସାଧୁଜନେ ଡେରି ବେନିକର୍ଣ୍ଣ ଶୁଣ ଲୋ ମୋ ଶବରୀ – ୨ଥର ଷୋଡ଼ଶା ହେଉଛି ଏକ ଗୀତି କାବ୍ୟ ଅଷ୍ଟାଦଶ ଶତାବ୍ଦୀରେ ପାଦୁର୍ଭାବ ଶବରୀ ଲୋ ଅଷ୍ଟାଦଶେ ପାଦୁର୍ଭାବ । ଶବରୀ – କିପରି ଷୋଡ଼ଶା ର ଲେଖା ଶଇଳୀ ପୁଣି କିଏ ଏ ଲେଖାର
ଅମଳ ସମୟ ପରୀକ୍ଷା ଛାତ୍ର ଛାତ୍ରୀଙ୍କର ପାଠର ଅମଳ ସମୟ ଆଗତ ପ୍ରାୟ , କିଏ କେତେ ଜ୍ଞାନ କରିଛି ଅର୍ଜନ ହୋଇବ ତା’ର ନିର୍ଣ୍ଣୟ । ଆସୁଛି ପରୀକ୍ଷା ହେବ ନିର୍ଦ୍ଧାରଣ କେତେ କା’ର ପାଠ ଚାଷ , ପାଠରେ କାହାର କେତେ ଥିଲା ଧ୍ୟାନ ଚଳିତ ଶିକ୍ଷା ବରଷ ? ଗୁରୁଜୀ