ସ୍ମୃତି ଅପାସୋରା ଗୋସେଇଁ ଧାରା କେଉଁ ଗୋସେଇଁର କରାଶିଷ ତୋର ମଥା ପରେ ଅଛି ରହି କଳକଳ ନାଦେ ଗୋସେଇଁ ଧାରା ଲୋ ଯାଉଅଛୁ ସଦା ବହି ସୁନ୍ଦରୀ ପାହାଡ଼ିକନ୍ୟା ତୋ ଶୀତଳ ସ୍ପର୍ଶେ ଘଞ୍ଚ ବନଭୂମି ହୋଇଅଛି ଚିରଧନ୍ୟା।। ନବରଙ୍ଗପୁର ଝରିଗାଁ ବ୍ଲକ୍ ର କୋଳ ମଣ୍ଡି ନେଲୁ ଜନ୍ମ ଭୂଗୋଳ ପୋଥିରେ ଅଲିଭା
Read More
ହସିଲେ ଆମେ ଦୁନିଆଁ ହସେ ହସିଲେ ଆମେ ଦୁନିଆଁ ହସେ ଆହା କି ଅନୁପମ ଦରୋଟି ଭାଷା ମଧୁର ଆମ ମୋହିତ କରେ ପ୍ରାଣ।। ହୃଦୟ ଆମ ଶାନ୍ତ ସରଳ ହିଂସା ନ ଥାଏ ମନେ ଛନ୍ଦ କପଟ ହୃଦୟ ଶୂନ୍ୟ ସଭିଙ୍କ ମନ ଜିଣେ।। ଘର ଟି ହସେ ଆମରି ପାଇଁ ହସେ
Read More
ଭାରି ଭଲ ଲାଗେ ଗ୍ରୀଷମ କାଳରେ ଭାରି ଭଲ ଲାଗେ ମିଳିଗଲେ ଦହି ପଖାଳ ବଡ଼ିଚୁରା ସାଥେ ଶାଗ ଓ ପଖାଳ ଖାଇବାକୁ ପ୍ରାଣ ବିକଳ।। ବୈଶାଖ ଖରାରେ ଭାରି ଭଲ ଲାଗେ ନଦୀ ପୋଖରୀରେ ସିନାନ ଆମ୍ବ ପଣସ ର ମହ ମହ ବାସ ପୁଲକିତ କରେ ପରାଣ।। ଅସହ୍ୟ ଖରାରେ ଭାରି
Read More
**ସ୍ଵାଭିମାନୀ ଓଡ଼ିଆ** ଓଡ଼ିଶା ମାଟିରେ ଜନମ ମୋହର ଓଡ଼ିଆ ମୋ ପରିଚୟ ଭାରି ସ୍ଵାଭିମାନୀ ମୋ ଓଡ଼ିଆ ଜାତି ନାଥ ମୋ କାଳିଆ ଦିଅଁ।। ଐର ଖାରବେଳ, ଅଶୋକ, ଅନଙ୍ଗ ଯଯାତି ବୀର ପୁଙ୍ଗବ ହିମାଳୟ ଠାରୁ କୁମାରିକା ଯାଏ ବିରାଜେ ଯାର ଗୌରବ।। ବାଜିଆ,ଧରମା, ଫକିର ମୋହନ ଗଙ୍ଗାଧର, ରାଧାନାଥ ଉତ୍କଳ ଗୌରବ ମଧୁସୂଦନ ଯା ଅଙ୍କ
Read More
**ଝୁଲା** ଝୁଲା ମଧ୍ୟେ ରଖି ବାଳ ଶ୍ରୀ କୃଷ୍ଣ ଙ୍କୁ ଯଶୋମତୀ ମାତା ଥିଲେ ଝୁଲାଇ କୁଞ୍ଜ ବନେ ରାଧାକୃଷ୍ଣ ଙ୍କର ଝୁଲା ଗୋପୀ ଚିତ୍ତ ନେଉଥିଲା ଚୋରାଇ।। ପୁରା କାଳେ ଶିଷ୍ୟ ଗୁରୁଙ୍କ ଆଜ୍ଞା ରେ ଦ୍ଵାର ଦ୍ଵାର ମାଗି ଭରଇ ଝୁଲା ନମ୍ର ବିନୟ ଭାବ ଉଦେ ହୁଏ ମନୁ ଅହଂ ଭାବ ଦୂରଉ ଥିଲା।।
Read More
**ଭସାମେଘ** ମେଘାଗମେ ନୀଳନଭେ ଭସା ମେଘ ସମ ମୋ ଜୀବନେ ଆସିଥିଲ ଆହେ ପ୍ରିୟତମ ପୁଲକିତ କରିଥିଲ ତନୁ ମନ ମୋର ଆଜି କିମ୍ପା ଦୂରେଇଲ ଦେବ କି ଉତ୍ତର? ସାଗରବେଳା ରେ କେତେ ବିନିଦ୍ର ରଜନୀ ସାଥୀ ହୋଇ କାଟିଥିଲେ ଭୁଲି କି ଗଲଣି ଜ୍ୟୋତ୍ସ୍ନା ବିଧୌତ ରଜନୀ କେଡ଼େ ମନୋହର ଭସାମେଘ ସାକ୍ଷୀ ଆମ ପ୍ରେମ
Read More
**ଗାନ୍ଧି ଜୟନ୍ତୀ** (ସନ୍ଧ୍ୟାରାଣୀ ହୋତା) **************************** ଗା__ଗାର୍ହସ୍ଥ୍ୟ ଜୀଵନ ନ ପାରିଲା ବାନ୍ଧି ପ୍ରାଣେ ଗୁଞ୍ଜିତ ଭାରତ ମା’ ବନ୍ଦୀ ଗୁଣବନ୍ତ ବାପୁ ଗୁମୁରି କାନ୍ଦିଲ ମା’ ବନ୍ଧନ ଛିନ୍ନ ହୃଦେ ସୁମରିଲ।। ନ୍ଧି__ଧୀର ପ୍ରଶାନ୍ତ ହେ ବାପୁ କର୍ମବୀର ଧୈର୍ଯ୍ୟବାନ ଗୁଣେ କିଏ ତବ ତୁଲ ଅହିଂସା ମନ୍ତ୍ରର ବୀଜ ବୁଣି ଦେଲ କହିବା
Read More