ପ୍ରକୃତି ର ଛବି — ସବିତା ପଟ୍ଟନାୟକ
ପ୍ରକୃତି ର ଛବି ,,,,,,,,,,,,,,,, ରାତିରେ କୁହୁଡ଼ି ଦିନ ରେ ମରୁଡି , କେବେ ମାରେ ଘଡ଼ଘଡ଼ି , ଚହଲା ପାଣିର ଫୋଟକା ରେ ପୁଣି ଡର ବସି ଯାଏ ମାଡି .. l ଇତଃସ୍ତତ ଆଜି ମୋ ପ୍ରକୃତି ର ରୂପ , କରିକି ସବୁକୁ ଲୋପ , ଜୀବନ ଚର୍ଯ୍ୟା ରେ ଅବହେଳା ନାହିଁ ପ୍ରକୃତି
ପ୍ରକୃତି ର ଛବି ,,,,,,,,,,,,,,,, ରାତିରେ କୁହୁଡ଼ି ଦିନ ରେ ମରୁଡି , କେବେ ମାରେ ଘଡ଼ଘଡ଼ି , ଚହଲା ପାଣିର ଫୋଟକା ରେ ପୁଣି ଡର ବସି ଯାଏ ମାଡି .. l ଇତଃସ୍ତତ ଆଜି ମୋ ପ୍ରକୃତି ର ରୂପ , କରିକି ସବୁକୁ ଲୋପ , ଜୀବନ ଚର୍ଯ୍ୟା ରେ ଅବହେଳା ନାହିଁ ପ୍ରକୃତି
ଆହେ ଜଗଦୀଶ, କପଟ କାହିଁକି ଆହେ ଜଗଦୀଶ, କର ହେ ଆଶିଷ ଡ଼ାକି ନିଅ ତୁମ୍ଭ ପାଶ ଲୋହିତ ଚର୍ମ, ଗଳିତ ଦନ୍ତ କରି କି ପାରିବି ତୁମ ଦିଆ କର୍ମ ଛିଡ଼ା ହେବା ପାଇଁ ଗୋଡେ ବଳ ନାହିଁ ଅଣ୍ଟା ଠାରୁ ଗୋଡ଼ କରେ ଝାଇଁ ଝାଇଁ କଷ୍ଟ କରି କରି ଏତେ ବାଟ ଆସିଲି ତୁମକୁ
**ଭୁଲ ** ×××××××××××××××××××× ଆଜି ମୁଁ ଧୈର୍ଯ୍ୟ ଶକ୍ତି ହରେଇ ବସେ, ଅତୀତ କଥା ଚିନ୍ତା କଲା ବେଳକୁ, ସତେ ଯେମିତି ମୋତେ ଦିଏ କେହି ଦୃଢ଼ ଚେତାବନୀ, ନା ଏମିତି ଭୁଲ ଆଉ କରନି, ତୁ ଏଠି ଯାହାକୁ ଯେତେ ନିଜର ଭାବିଲେ ବି, କେହି ତୋର ନିଜର ହେବେନି। ସବୁ ଭୁଲ ର କ୍ଷମା ଥାଏ,
#ରୋଜା କୁଆଁ ଓ ବଣିର କାହାଣୀ ÷÷÷÷÷÷÷÷÷÷÷÷÷÷÷÷÷÷÷ ନିଦାଘର ଅସହ୍ୟ କୋପରେ ବଳକା ଆୟୁଷର ଶେଷ ନିଃଶ୍ୱାସ କେତୋଟି ଗଣୁଛି ରୋଜା । ଦଶ ଦିନ ହେବ କିଛି ଖାଇନାହିଁ ସେ । ତା’ର ଏଭଳି ଦୁର୍ଦ୍ଦଶା ଦେଖି ପ୍ରିୟ ସଖୀ ମଧ୍ୟ ସମ ଦୁଃଖୀ ହେବାରେ ଲାଗିଲା । କିନ୍ତୁ ସେ ନାଚାର କଣ ବା କରିପାରିବ
ଜୀବନ ଖରାଛାଇ ଖେଳ ଦୁଇଦିନିଆଁ ଏ ମଣିଷ ଜୀବନ ମିଛମାୟା ଭରା ଯେତେକ ସପନ ଧନଜନ ଯଶ କିଛିଦିନ ଲାଗି ମରଣ ବସିଛି ବାଟକୁ ତ ଜଗି ।। ମାନ ଅପମାନ କ୍ଷଣସ୍ଥାୟୀ ଭାଇ ତୁମ ଦୁଃଖ ଲାଗି ତୁମେ ଏକା ଦାୟୀ ଅନ୍ୟାୟ ଅନୀତି କରୁଥାଅ ନିତି ଈଶ୍ୱରଙ୍କ ପ୍ରତି ନାହିଁ ତୁମ ଭୀତି
ମୂଲଚାଲ ବିଶ୍ବେଶ୍ବର ମାଝୀ -ବାବୁରେ ପଇଡ ଗୋଟା କେତେ ? -ଗୋଟା ଚିରିଶ ଟଙ୍କା ଆଜ୍ଞା। ପୁଣି ଗ୍ରାହକଙ୍କର ଚଢା ପ୍ରଶ୍ନ, “ପଚିଶ ଟଙ୍କାରେ ଗୋଟାଏ ଦେ।” ପଇଡ ବାଲାଟି ନମ୍ର ଭାବରେ କହିଲା, “ଏଭଳି ଟାଣ ଖରାରେ ଛିଡା ହୋଇ ବେପାର କରୁଛୁ ପେଟ ପାଇଁ ସାର୍। ତିରିଶରୁ କମ୍ ହେବ ନାହିଁ।
ମନ ଗହନର କଥା ଜୟ କୁମାର ମିଶ୍ର କିଏ ବା ବୁଝିଲା, ମନର କଥାକୁ ମନ ବେଦନାକୁ ଅବା,?? ଯିଏ ଯାହାବାଟ, ବାଟୋଇ ହୋଇଲେ ନିତ୍ୟ ଆସିବା ଯିବା ll ମନକୁ କନ୍ଦାଇ, ଲୋତକ ଝରାଇ ସୁଭିଧା ନେବାକୁ ଆଗ, ନେବାର ସରାଗ, ଅବା ଅନୁରାଗ ଦେବାରେ ନଥାଏ ବେଗ ll ଦୁଃଖ ଦରିଆରେ, ଭାସି
ସମୟର ଚକ୍ର ଭାସ୍କର ରାଉତ ସମୟର ଚକ୍ର ଘୁରେ ଅବିରତ ଖାଲ ଖମା ନମାନଇ ସେ ଗତି ବଳରେ ଏଇ ସଂସାରରେ ଦିନ ରାତି ହେଉଥାଇ। ସୁଖ ସମ୍ଭୋଗରେ କ୍ଷଣିକ ମଧ୍ୟରେ ସମୟଟା ସରିଯାଇ ଦୁଃଖର ସମୟ ଲାଗଇ ମନ୍ଥର ଗତି ତା’ର କମେନାହିଁ। ସୁଖରେ ଦୁଃଖରେ ଏକଇ ଗତିରେ ସଦା ସର୍ବଦା ଘୁରଇ କାହାକୁ
ଶେଷକୃତ୍ୟ ସଂଘମିତ୍ରା କବି କାଳିଅ ଦଳନ ଆହେ ଜଗଦିଶ ଗୁହାରି ସୁଣ ମୋ ବାରେ ! ଶେଷକୃତ୍ୟ ମୋର ହେଉ ପୁରିଠାରେ କାଳିଅ ସର୍ପ ମୁଖରେ !! ସଭିଙ୍କର ବଞ୍ଚା ସ୍ୱର୍ଗଦ୍ୱାର ଯିବା ଶେଷଦାହ ସେହିଠାରେ ! ପରନ୍ତୁ ମୋ ଇଛା ଶୀରୀକ୍ଷେତ୍ର ଯିବି ମୃତ୍ୟୁ ସାଗର ମଧ୍ୟରେ !! ସଭିଏଁ
ଅନୁଭୂତିରେ ସଂପର୍କର ସଂଜ୍ଞା ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ସଂପର୍କ ମଧୁଝରା ମିଠା କଥାରେ. .. କବିତା ବନିତା ଲତାଟିଏ ପରି ବିନାଶ୍ରୟେ ବଞ୍ଚିବା ଅସମ୍ଭବ…. ବିଶ୍ୱାସର ବନ୍ଧନରେ….. ତାରାଫୁଲ ସମ ହୃଦୟ ଆକାଶରେ ନିଃସର୍ତ୍ତରେ ଫୁଟି ପାରେ……। ମମତାର ମଧୁର ମହକ ଢାଳି ଚିରସ୍ରୋତା ନଦୀସମ ଆର୍ଦ୍ର କରେ ହୃଦୟ କେଦାର….. ଚିରସ୍ଥାୟୀ ସାଜିବାକୁ
ଆତ୍ମ ସ୍ୱାଭିମାନ ଜାନକୀ ମହାନ୍ତ ଆତ୍ମ ସ୍ୱାଭିମାନ ଅଟଇ ମହାନ ପ୍ରତ୍ୟେକ ନର ଜୀବନେ, ସ୍ୱାଭିମାନ ଯହିଁ ଆଘାତ ଲାଗଇ ରହିବନି ସେହି ସ୍ଥାନେ ।। ରଖି ସ୍ୱାଭିମାନ ତେଜି ଅଭିମାନ ନିଜ ସମ୍ପର୍କ ବଞ୍ଚାଅ, ସଦା ବିନା ଦୋଷେ ନତ ନ ହୁଅ ହେ ନିଜ ମାନ ନ ହରାଅ ।।
କିଛି ସ୍ମୃତି ଅନେକ ଦିନ ପରେ ଗାଁ କୁ ଫେରିଛି ମାଟିର ମହକ ପାଇଁ, କେତେ ସ୍ନେହ ଶ୍ରଦ୍ଧା ଏ ଗାଁରେ ରହିଛି ସାଥିରେ ଯିବି ମୁଁ ନେଇ। କାହିଁ କେତେ କାଳୁ ଏ ଗାଁ ପାଖ ଦେଇ ବହି ଯାଉଛି ଏ ନଈ, ତା ପାଖରେ ଅଛି ଛୋଟ ଘର ଟିଏ କେତେ ସ୍ମୃତି ଅଛି
ବିବର୍ତ୍ତନ କ୍ରାନ୍ତି ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେ ଓଡ଼ିଶା ପଡ଼ିବ ଥରି ହେବ ପୁନର୍ବାର ସତ୍ୟର ବିଜୟ ଫେରିବ ଅଯୋଧ୍ୟା ପୁରୀ ଆସ ଧର୍ମପଦ ଫେରି କର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତି ଶାନ୍ତି ଯାଉ ପୁଣି ଭରି ଖୋରଧା ମାଟିରୁ ପୁଣି ଶୁଭିବ ତାନ୍ତ୍ରିକର ମନ୍ତ୍ର ଡାକ ନିଆଁଖୁଣ୍ଟା ନିଆଁ ପୁଣି ଜଳିବ ଉଠ
Train a child in a good way The blessing of the lord The most precious fruit The joy of the couple What worth giving everything for In order to have one The most virtuous gift from God The child is
ସନ୍ଧ୍ୟାଗୋ ତୁମେ ଯେବେ ଆସ ଜୟ କୁମାର ମିଶ୍ର ସନ୍ଧ୍ୟାଗୋ ତୁମେ, ଆସ ଯେବେ ପ୍ରେମେ ଜଳେ ସଞ୍ଜବତୀ ଘରେ, ଦେବାଆଳୟ ରେ, ଘଣ୍ଟ ବାଜି ଉଠେ ଶୁଭେ ମନ୍ତ୍ରଧ୍ଵନି ବାରେ ll ଗୋ ଗୋଷ୍ଠ ଆସଇ, ଧୂଳିକୁ ଉଡ଼ାଇ ହମ୍ବାରଡି କେତେ କରି, ଗୋ ଧନ ଆକୁଳ, ହୁଅନ୍ତି ବିକଳ ସ୍ତନରେ ଅମୃତ ଭରି
ଚାରିଧାମ ଜାନକୀ ମହାନ୍ତ ସନାତନ ଧର୍ମେ ମୋକ୍ଷ ପ୍ରାପ୍ତ ହୁଏ ଗସ୍ତକଲେ ଚାରି ଧାମ, ସତ୍ୟେ ବଦ୍ରିନାଥ ଦ୍ୱ।ପରେ ଦ୍ୱାରିକା ତ୍ରେତୟା’ ରାମେଶ୍ବରମ୍ ।। ପ୍ରଭୁ କଳିଯୁଗେ ଜଗନ୍ନାଥ ଧାମେ ଶ୍ରୀକ୍ଷେତ୍ରରେ ବିରାଜିତ, ଚତୁର୍ଥ ଧାମଟି ଓଡ଼ିଶାର ମାଟି ସନାତନ ଧର୍ମେ ଖ୍ୟାତ।। ଚାରୋଟି ଯୁଗରେ ଚାରୋଟି ଧାମରେ ପ୍ରଭୁ ହରି ଅବତରୀ,
ପ୍ରକୃତି ଶ୍ରୀକାନ୍ତ ବେହେରା ହେ ପ୍ରକୃତି କେବେ ତୁମେ ଶୀତଳର ଛାୟା, କେବେ ତୁମେ କୋହ ଭରା କଣ୍ଠରେ କୋଇଲି ର କୁହୁକୁହୁ, ଆଉ କେବେ ତମେ ହଜି ଯାଅ ବାଟୋଇର ହୃଦୟ ରେ |1 ହେ ପ୍ରକୃତି କେବେ ତୁମେ ନଈର ସୁଅରେ, କେବେ ତୁମେ ଝରଣାର କୋଳେ ପାହାଡ଼ରୁ ଚିରି ବାହାରିଅଛ,
ଅତି ଆପଣାର ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ପକ୍ଷୀର କାକଳି ନଦୀ କୁଳୁକୁଳୁ ଆପଣାର ସାଥୀମେଳ ଖରାବେଳ ଛାଇ କୋକିଳର କୁହୁ ପିଲାବେଳ ଧୂଳିଖେଳ। ଆକାଶରେ ତାରାଫୁଲ ମନୋହର ଚାନ୍ଦିନୀ ରଜନୀ ଚାନ୍ଦ ଅନେକ ସ୍ମୃତିରେ ଦିନରାତି ବିତେ ହସକାନ୍ଦ ଭଲମନ୍ଦ। ତୁଳସୀ ମୂଳରେ ସଞ୍ଜବତୀ ଜାଳେ ଓଡିଆଣୀ କୁଳବଧୂ ଜେଜେ ମାଆ ଗପ ବୁଢୀଅସୁରୁଣୀ ଜଳରାଶି
ଗ୍ରୀଷ୍ମ ଗୋଧୂଳି ଗ୍ରୀଷମ ଗୋଧୂଳି ଦେହକୁ ଲାଗଇ ଚନ୍ଦନ ପ୍ରଲେପ ପ୍ରାୟ , ସୂର୍ଯ୍ୟଙ୍କ ଉତ୍ତାପ ପଡଇ ମଳିନ ନଥାଏ ସ୍ବେଦର ଭୟ । ରୌଦ୍ର ତାପେ ଜୀବ ହୁଅଇ ଅଥୟ ପୂର୍ଣ୍ଣ ମାତ୍ରାରେ ଦିବସେ , ଶୁଷ୍କ ବୃକ୍ଷ ଲତା ସତେଜ ଦିଶନ୍ତି ଯେମିତି ଗୋଧୂଳି ଆସେ । କ୍ଷେତ କାମ ଶେଷେ
ହେ ମଧୁସୁଦନ: ଉତ୍କଳର ମାନ ମାଆ କହୁଥିଲା ପାଠ ପଢିବି ମୁଁ କାଳିଆ ଘୋଡା ଚଢିବି ଓକାଲାତି କରି ମଧୁବାବୁ ସଙ୍ଗେ କଚେରୀରେ ମୁଁ ଲଢିବି।୧। ଅଠେଇଶ ଅପ୍ରେଲ୍ ଅଠର ଶତାବ୍ଦୀ ଅଠଚାଳିଶରେ ଜନ୍ମ ରଘୁନାଥ ପିତା ପାରବତୀ ମାତା ସତ୍ୟଭାମାପୁର ଗ୍ରାମ।୨। ତୁଳସୀ ବାସଇ ଦୁଇ ପତରରୁ ଗାଆଁ ରାସ୍ତା ମରାମତି