July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

ପୁସ୍ତକ — ନଳିନୀ ପ୍ରଭା ମିଶ୍ର

ପୁସ୍ତକ

ପୁସ୍ତକ ଆମର ଚିର ସହଚର
ବିତରେ ଆମକୁ ଜ୍ଞାନ
ଦେଶ ଦେଶାନ୍ତରେ ଭାଷା ବିନିମୟ
ରଖ ଇ ବନ୍ଧୁତା ମାନ।
ପୁସ୍ତକ ଭିତରେ ନିହିତ ଯା ଜ୍ଞାନ
ଅଗାଧ ସାଗର ସିନ୍ଧୁ
ପଠନ ପିପାସା ନୁହେଁ କେବେ
‌ ଅନ୍ତ ପାଠକ ଜ୍ଞାନର ବିନ୍ଦୁ।
ପୁସ୍ତକ ଗୃହରେ ଥିଲେ ବିଦ୍ୟମାନ
ତାହାର ଶୋଭା ବଢ଼ାଏ
ପୁସ୍ତକ ବିହୀନ ଆଳୟର ଶୋଭା
ବର୍ଦ୍ଧିତ ହୋଇ ‌ନଥାଏ।
ସୃଜନୀ ଶକ୍ତି ର କରି ବିନିଯୋଗ
ନିଜ ଲେଖନୀ ଶକ୍ତି ର ବଳେ
ର ତ ଇ ପୁସ୍ତକ ଲଭ ଇ ଅମର
ନର ଏହି ଧରା ତଳେ।
ଏ ଜୀବନ ଭରା ରୋଗ,ଶୋକ
ଦୁଃଖ ନୈରାଶ୍ୟ ରେ ପରି ପୂର୍ଣ୍ଣ
ବହି ପଢି ଲୋକ ହରଷ ହୃଦୟ
ଜୀବନ କୁ କରେ ଧନ୍ୟ।
ନ ଥିଲାଟି ଯେବେ ଅତୀତରେ ଆମ
ମୁଦ୍ରଣ ଲାଗି ବ୍ୟବସ୍ଥା
ତାଳ ପତ୍ରେ‌ ଲେଖି କେତେ‌ ମୁନି
ଋଷି ରଚି ଯାଇଛନ୍ତି ଗାଥା।
ବହି ଦିଏ ବାର୍ତ୍ତା ବହି କହେ କଥା
‌‌ ଗଢି ଭାଷା କୋଣାର୍କ
ବହିର ମହତ୍ତ୍ଵ ଜାଣ ଇ ଲେଖକ
ରଖେ ସମାଜ ର‌ ଟେକ।
ଲେଖକ ପାଠକ ପୁସ୍ତକ ମାଧ୍ୟମେ
ସମତାର ଏକ ଧାରା
ପିଢୀ ପରେ ପୀଢ଼ି କରେ ଅତି କ୍ରମ
ମୁକ୍ତ କରେ ଅନ୍ଧ କାରା।
ପୁସ୍ତକ ର ସଂଖ୍ୟା ଅଭିବୃଦ୍ଧି ଲାଗି
ପାଠକ ସଂଖ୍ୟା କୁ ବୃଦ୍ଧି
ଆଜି ଦିନେ‌ ସର୍ବେ କରିବା ଶପଥ
ଧ୍ୟାନ ଦେଇ ଯଥାବିଧି।

 

ନଳିନୀ ପ୍ରଭା ମିଶ୍ର

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ମୋ-୯୭୭୭୮୮୭୯୪୨

 22 total views,  1 views today

Leave a Reply

Your email address will not be published.

thirty one + = thirty nine