May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ପୁସ୍ତକ — ନଳିନୀ ପ୍ରଭା ମିଶ୍ର

ପୁସ୍ତକ

ପୁସ୍ତକ ଆମର ଚିର ସହଚର
ବିତରେ ଆମକୁ ଜ୍ଞାନ
ଦେଶ ଦେଶାନ୍ତରେ ଭାଷା ବିନିମୟ
ରଖ ଇ ବନ୍ଧୁତା ମାନ।
ପୁସ୍ତକ ଭିତରେ ନିହିତ ଯା ଜ୍ଞାନ
ଅଗାଧ ସାଗର ସିନ୍ଧୁ
ପଠନ ପିପାସା ନୁହେଁ କେବେ
‌ ଅନ୍ତ ପାଠକ ଜ୍ଞାନର ବିନ୍ଦୁ।
ପୁସ୍ତକ ଗୃହରେ ଥିଲେ ବିଦ୍ୟମାନ
ତାହାର ଶୋଭା ବଢ଼ାଏ
ପୁସ୍ତକ ବିହୀନ ଆଳୟର ଶୋଭା
ବର୍ଦ୍ଧିତ ହୋଇ ‌ନଥାଏ।
ସୃଜନୀ ଶକ୍ତି ର କରି ବିନିଯୋଗ
ନିଜ ଲେଖନୀ ଶକ୍ତି ର ବଳେ
ର ତ ଇ ପୁସ୍ତକ ଲଭ ଇ ଅମର
ନର ଏହି ଧରା ତଳେ।
ଏ ଜୀବନ ଭରା ରୋଗ,ଶୋକ
ଦୁଃଖ ନୈରାଶ୍ୟ ରେ ପରି ପୂର୍ଣ୍ଣ
ବହି ପଢି ଲୋକ ହରଷ ହୃଦୟ
ଜୀବନ କୁ କରେ ଧନ୍ୟ।
ନ ଥିଲାଟି ଯେବେ ଅତୀତରେ ଆମ
ମୁଦ୍ରଣ ଲାଗି ବ୍ୟବସ୍ଥା
ତାଳ ପତ୍ରେ‌ ଲେଖି କେତେ‌ ମୁନି
ଋଷି ରଚି ଯାଇଛନ୍ତି ଗାଥା।
ବହି ଦିଏ ବାର୍ତ୍ତା ବହି କହେ କଥା
‌‌ ଗଢି ଭାଷା କୋଣାର୍କ
ବହିର ମହତ୍ତ୍ଵ ଜାଣ ଇ ଲେଖକ
ରଖେ ସମାଜ ର‌ ଟେକ।
ଲେଖକ ପାଠକ ପୁସ୍ତକ ମାଧ୍ୟମେ
ସମତାର ଏକ ଧାରା
ପିଢୀ ପରେ ପୀଢ଼ି କରେ ଅତି କ୍ରମ
ମୁକ୍ତ କରେ ଅନ୍ଧ କାରା।
ପୁସ୍ତକ ର ସଂଖ୍ୟା ଅଭିବୃଦ୍ଧି ଲାଗି
ପାଠକ ସଂଖ୍ୟା କୁ ବୃଦ୍ଧି
ଆଜି ଦିନେ‌ ସର୍ବେ କରିବା ଶପଥ
ଧ୍ୟାନ ଦେଇ ଯଥାବିଧି।

 

ନଳିନୀ ପ୍ରଭା ମିଶ୍ର

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ମୋ-୯୭୭୭୮୮୭୯୪୨

 119 total views,  1 views today

Leave a Reply

Your email address will not be published. Required fields are marked *