April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jun
2023
8

ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର

ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ   ଆତ୍ମା ନନ୍ଦିଘୋଷ ଅଦୃଶ୍ୟ ଅଟ ଇ ତହିଁ ବିଜେ ଜଗନ୍ନାଥ ଭାବର ଠାକୁର ଭକ୍ତିର ପରୀକ୍ଷା ନେଇଥାନ୍ତି ଅବିରତ। ଭାବ ର ରଜ୍ଜୁ ରେ ଭିଡି ଦ ଉଡ଼ି କୁ ‌ ଆତ୍ମା ରେ ଥାପି ବିଗ୍ରହ କାମନା ବାସନା ଏଡାଇ ଦୂରରେ ଭଜେ ତାଙ୍କୁ ଅହରହ। ଯେହୁ ଗୂଢ ଜ୍ଞାନୀ

Loading

May
2023
30

କବିତା – ନଳିନୀ ପ୍ରଭା ମିଶ୍ର

କବିତା   ଗହନ ବନର ବହଳିଆ ଚାଷ ଉତୁରି ଆସିଲେ ଭାବ କଲମ ମୁନରେ ସାଦା କାଗଜରେ କବିତା ର ଆବିର୍ଭାବ। ଶବ୍ଦକୁ ଶବ୍ଦ ସହିତ ଯୋଡିବା କବି ସିଏ ପଟୁକାର କେତେ ପରକାରେ ସଯତନେ ଦିଏ ରୂପ ତାହାର ସାକାର। କବି ମନ ଗଢା ସୁକୁମାରୀ ଝିଅ ନାଁ ତା’ର ଅପରୂପା ଛନ୍ଦ ଅଳଙ୍କାର ଖଞ୍ଜି ତା

Loading

May
2023
11

ଜୀବନ – ନଳିନୀ ପ୍ରଭା ମିଶ୍ର

ଜୀବନ   ଜୀବନ ଟା ନୁହେଁ ଟୁକୁରା କାଗଜ ଅଶେଷ ପୃଷ୍ଠାର ଲିପି ଜୀବନଟା ନୁହେଁ କ୍ଷଣିକ ସପନ ମୁଦ୍ରିତ ଭରା ଆଖି। ଜୀବନଟା ନୁହେଁ ଅୟସର କ୍ଷେତ୍ର ଖାମଖିଆଲିଆ ଢଙ୍ଗ ଜୀବନଟା ନୁହେଁ ଚିର ଯୌବନ ଭରା ଲାଳିତ୍ୟର ରଙ୍ଗ। ଜୀବନଟା ନୁହେଁ ଖେଳଣା କଣ୍ଢେଇ କାହା ‌ହାତେ କ୍ରୀଡନକ ନିଜ ସ୍ଵାଧୀନତା ଜାହିର୍ ପଣିଆ ଅଭିବ୍ୟକ୍ତି

Loading

May
2023
11

କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର

କାହାକୁ ଚିହ୍ନିବା କେମିତି   ଗାଈକୁ ଚିହ୍ନିବା ଦୁଧରୁ ମଣିଷ ଚିହ୍ନଟ ହୃଦରୁ ଫଳରୁ ଗଛକୁ ଚିହ୍ନିବା ଗୀତିକାର ଗୀତେ ଜାଣିବା। ଚନ୍ଦ୍ର ର ମଣ୍ଡଳେ ନକ୍ଷତ୍ର ମେଘ ଆଗମନ ସୂଚିତ। ଗାଁ ପରିମଳ ତୋଠରୁ ବନ୍ଧୁ ସୌଜନ୍ୟ ଓଠରୁ। ଘରର ଚିହ୍ନଟ ଏକତା ଜାତୀୟତା ଭାବ ମିତ୍ରତା। ଦେଶ ପ୍ରେମୀ ଭାବ ଉତ୍ସର୍ଗ ସନ୍ୟାସୀ ର ଚିହ୍ନ

Loading

Apr
2023
12

ଅସତ୍ୟ ସହରେ ସତ୍ୟ ବନ୍ଧା ପଡ଼ିଛି – ନଳିନୀ ପ୍ରଭା ମିଶ୍ର

ଅସତ୍ୟ ସହରେ ସତ୍ୟ ବନ୍ଧା ପଡ଼ିଛି   ଅସତ୍ୟ ସହର ପୂରିଛି ଜହର ସତ୍ୟ ଆସିବ କାହୁଁ ସତ୍ୟ ଚନ୍ଦ୍ରମା ର ସୁନ୍ଦର ଲପନେ ଢାଙ୍କିଛି ଅସତ୍ୟ ରାହୁ। ମଣିଷ ବୁଣିଛି ଛଳନାର ଜାଲ ଫସୁଛି ସରଳ ଜନ ଏକତା ବଦଳେ ଗୋଷ୍ଠୀ କନ୍ଦଳ ଦଳ ଗତ ବିଭାଜନ। ବିଶ୍ବାସ ଭରସା ସବୁ ଏଠି ମିଛ ସ୍ଵାର୍ଥର ଦୀପ

Loading

Jan
2023
13

ତୁମେ ମୋ ଆଖିର ଶତ ସପନ – ନଳିନୀ ପ୍ରଭା ମିଶ୍ର 

ତୁମେ ମୋ ଆଖିର ଶତ ସପନ   ତୁମେ! ମୋ ଆଖି ର ଶତ ସପନ ଚିନ୍ତନ ର ଚିନ୍ତା ମଣି ସକାଳେ ସଞ୍ଜରେ ତୁମ ନାମ ‌ଧରି ହେଉ ଥାଏ ସଦା ଗୁଣି। ଜୀବନ ପଥରେ ତୁମେ ପ୍ରଦର୍ଶକ ନିଅ ମୋର ଧରି ହାତ ଅଦୃଶ୍ୟ ସତ୍ତାର ପରଶ ରେ ନିତ୍ୟ ହୁଏ ମୁହିଁ ଆତଯାତ। ତୁମରି

Loading

Jan
2023
12

ଲୁହ ରେ ଲେଖୁଛି ଚିଠି – ନଳିନୀ ପ୍ରଭା ମିଶ୍ର

ଲୁହ ରେ ଲେଖୁଛି ଚିଠି   ହେ! ବସନ୍ତ ତୁମେ ଫେରିଗଲା ପରେ ବିଷର୍ଣ୍ଣ ଧରଣୀ ଏଠି କାରୁଣ୍ୟତା ଭରି ଭିଜା କାଗଜରେ ଲୁହରେ ଲେଖୁଛି ଚିଠି ଲୁହରେ ଲେଖୁଛି ଚିଠି। ନାହିଁ ଏଠି ସେହି ମଳୟର ଗନ୍ଧ ଗୁଳିର ବିଷାକ୍ତ ବାଷ୍ପ ପରାହତ ଶାନ୍ତି ଯୁଦ୍ଧ ଆଣେ ଭୀତି ବଢୁଛି ମନର ତ୍ରାସ ନାହିଁ ଫୁଲ ହାଟ

Loading

Jan
2023
11

କବି — ନଳିନୀ ପ୍ରଭା ମିଶ୍ର

କବି   ତୃତୀୟ ନୟନେ କବି ତୁମେ! ହୋଇ ସ୍ରଷ୍ଟା ଦ୍ବିତୀୟ ଈଶ୍ବର ସୃଷ୍ଟି କରି ଥାଅ କାବ୍ୟ, ଗଳପ କବିତାର ସମାହାର। ପ୍ରକୃତି ଚିତ୍ର ଣେ ହୋଇ ଅଦ୍ୱିତୀୟ ବିଭୁଙ୍କ ଦତ୍ତ ପ୍ରତିଭା ଲେଖନୀ ମୁନରେ ଚିତ୍ରଣ କର ପ୍ରକୃତି ଅପୂର୍ବ ଶୋଭା। ତୁମେ ଆଣିପାର ଦୂର ଆକାଶରୁ ତୋଳି ଲକ୍ଷେ ତାରା ଫୁଲ ଶବ୍ଦ ସମ୍ଭାର

Loading

Jan
2023
10

ମିଛ ପ୍ରତିଶ୍ରୁତି — ନଳିନୀ ପ୍ରଭା ମିଶ୍ର

ମିଛ ପ୍ରତିଶ୍ରୁତି   ପ୍ରତିଶ୍ରୁତି ଆଜି ନେଇଛି କବର ପ୍ରତାରଣା ରୂପ ଦେଇ କଳଙ୍କ ର ଟୀକା ନାହିଁଛି ନାୟିକା ପ୍ରତୀକ୍ଷାରେ ପଥ ଚାହିଁ। ଟୋପାଏ ସିନ୍ଦୂର ଦୁଇ ପଟ ଶଙ୍ଖା ଥିଲା ମନ୍ଦିର ଟି ସାକ୍ଷୀ ମନ ଦିଆନିଆ ପ୍ରେମର ଅକ୍ଷର ହୃଦୟ ରେ ଦେଇ ଲେଖି। ପ୍ରେମିକ ପ୍ରବର ଦେଇଥିଲା କଥା ବିବାହ କରିବି ବୋଲି

Loading

Jan
2023
10

ଲୁହ ରେ ଲେଖୁଛି ଚିଠି-ନଳିନୀ ପ୍ରଭା ମିଶ୍ର

ଲୁହ ରେ ଲେଖୁଛି ଚିଠି ହେ! ବସନ୍ତ ତୁମେ ଫେରିଗଲା ପରେ ବିଷର୍ଣ୍ଣ ଧରଣୀ ଏଠି କାରୁଣ୍ୟତା ଭରି ଭିଜା କାଗଜରେ ଲୁହରେ ଲେଖୁଛି ଚିଠି ଲୁହରେ ଲେଖୁଛି ଚିଠି। ନାହିଁ ଏଠି ସେହି ମଳୟର ଗନ୍ଧ ଗୁଳିର ବିଷାକ୍ତ ବାଷ୍ପ ପରାହତ ଶାନ୍ତି ଯୁଦ୍ଧ ଆଣେ ଭୀତି ବଢୁଛି ମନର ତ୍ରାସ ନାହିଁ ଫୁଲ ହାଟ ନାହିଁ

Loading

Jan
2023
10

ଦେଇଛ କି ଟିକେ ମମତା ସିଞ୍ଚି-ନଳିନୀ ପ୍ରଭା ମିଶ୍ର

ଦେଇଛ କି ଟିକେ ମମତା ସିଞ୍ଚି କରିଛ କି !କେବେ କାଣିଚେ ମମତା ସିଞ୍ଚି ଏ ମନ ପରେ ଢାଳିଛ କି! କେବେ ସାନ୍ତ୍ଵନା ପୀୟୂଷ ବିଦଗ୍ଧ ହୃଦୟରେ। ଦେଖିଛି କି! କେବେ ନୟନରେ ନିଜ ଧୂସର ଧରଣୀ ଦେହ ପୋଛିଛ କି! କେବେ ଦରଦୀ ପଣତେ ଆଖିର ନିଗିଡା ଲୁହ। ହୋଇଛ କି ଠିଆ ବନ୍ଧୁ ଦୁଆରେ

Loading

Dec
2022
3

ଶୀତୁଆ ସଞ୍ଜ — ନଳିନୀ ପ୍ରଭା ମିଶ୍ର

ଶୀତୁଆ ସଞ୍ଜ   ଶୀତୁଆ ସଞ୍ଜ ଟା ମାଡି ମାଡ଼ି ଆସେ କୋହଲା ପବନ ସାଥେ ଦିବା ଅବସାନ ହୋଇଥାଏ ‌ ଆଶୁ ସବିତା ବିଦାୟ ପଥେ। କ୍ଳାନ୍ତ ଗୋଧୂଳି ଉଦାସ ମୂହୁର୍ତ୍ତ ଧରି ଆସେ ସଞ୍ଜ ନ ଇ୰ କାକର ଟୋପା ରେ ଭିଜାଇ ‌ଦିହକୁ ଥ଼ରି ଉଠେ ଗାଁ ଭୂଇଁ। ପାରଦ ଖସୁଛି ବାୟୁ ମଣ୍ଡଳ

Loading

Nov
2022
21

ପ୍ରାଚୁର୍ଯ୍ୟର ଋତୁ — ନଳିନୀ ପ୍ରଭା ମିଶ୍ର

ପ୍ରାଚୁର୍ଯ୍ୟର ଋତୁ   ଶିଶିର ମୁକୁତା ଖଞ୍ଜି ଦୂର୍ବାଦଳ ଦେହେ ପତିତ ରବି କିରଣ ମନ ମୋହି ନିଏ ସେ ଯେ ଶୀତ ରାଣୀ ଥିରି ଥିରି ପାଦ ଥାପି ମରତେ ଆସିଲାଣି। ଦିବସର କ୍ଷୀଣ ଆୟୁ ରାତ୍ରି ଯାମ ବଢେ ରଜନୀରେ ଆକାଶରୁ ହିମ ଟୋପା ପଡେ ଜାଡ ଶୀତର କଷ୍ଟରେ ଅତିଷ୍ଠ ହୁଅନ୍ତି ସର୍ବେ ପଶୁ

Loading

Nov
2022
18

*ଶିଶିର – ନଳିନୀ ପ୍ରଭା ମିଶ୍ର *

ଶିଶିର ******** ନଳିନୀ ପ୍ରଭା ମିଶ୍ର ********** କ ଅ୰ଳ ଖରାରେ ଚିକିମିକି କରି ଘାସର ଦେହରେ ମାଖି ସକାଳର ଶୋଭା ଦେଇଛି ସଜାଇ ପ୍ରକୃତି କୁ ମନ ଲାଖି। ଅଳସେଇ ତନୁ କାକର ଭିଜେଇ ଶିଶିର ସ୍ନାତା ଏ ମହୀ ଗେଣ୍ଡୁଫୁଲ ହାର ସଜାଇ ଗଳାରେ ଆବାହନୀ ଉଠେ ଗାଇ। ପହିଲି ଶୀତଟା ଯାଉଅଛି ଛୁଇଁ ନିଆରା

Loading

Nov
2022
9

ଭାଷା — ନଳିନୀ ପ୍ରଭା ମିଶ୍ର

ଭାଷା   ଭାଷା ତୁମେ ! ମନ ଭାବନା ର ‌ ବ୍ୟକ୍ତ ର ହୋଇ ମାଧ୍ୟମ ଜୀବନ ପ୍ରବାହେ ନିତ୍ୟ ବ୍ୟବହାର୍ଯ୍ୟ ଆବେଗ ର ଅନୁକ୍ରମ। ତୁମେ! ଝରି ଯାଅ ଓଷ୍ଠରୁ ଯେବେ ‌ ହୋଇ ଶ୍ରୃତ ଅଭିରାମ ମାନସ ମୋହିତ ଶ୍ରୂତି ସୁମଧୁର ବ୍ୟଥାର ହୁଏ ମୋଚନ। କାଗଜ ଉପରେ ତୁମ! ଆବିର୍ଭାବ କବି ମାନସ

Loading

Oct
2022
11

ଶରତ — ନଳିନୀ ପ୍ରଭା ମିଶ୍ର

ଶରତ ବରଷା ଶେଷରେ ଯେବେ ଆସ ଇ ଶରତ ଶୋଭା ବିପଣି ରେ ହସି ‌ ଉଠେ ଏ ମରତ। ନାହିଁ ବର୍ଷାର ଦାଉ କାଦୁଅର କଷ୍ଟ ନିରିମଳ ଦିଶେ ଆଜି ଗାଁ ବାଟ ଘାଟ। ପାଟେ ପାଟେ କାଶତଣ୍ଡି ଦୋଳାଏ ଚ ଅ୰ର ଫୁଲେ ଫୁଲେ ଉଡ଼ି ଗୀତ ଗାଉଛି ଭ ଅ୰ର। ବନେ,ଉପବନେ ଫୁଟେ ଫୁଲ

Loading

May
2022
30

ସତ୍ୟ– ନଳିନୀ ପ୍ରଭା ମିଶ୍ର

ସତ୍ୟ ସତ୍ୟର ପଥ ବହୁତ ମଧୁର ହେଲେ ହେଁ କଣ୍ଟକମୟ ଜୟ ଜୟ ଧ୍ୱନି କରେ ବିଘୋଷିତ ଅସତ୍ୟ କୁ କରି କ୍ଷୟ। ସତ୍ୟର ପୂଜାରୀ ସତ୍ୟ ଆଚରି ସତ୍ୟର ପଥେ ଚାଲେ ଫାଶୀ ଦଣ୍ଡ ଅବା କାରାଗାର ସଜା ଲେଖା ଥାଉ ତା’ର ଭାଲେ। ସମାଜକୁ ଦିଏ ନୂତନ ତଥ୍ୟ ନୂତନ ଚିନ୍ତା ଶକ୍ତି କବି ରଚି

Loading

May
2022
12

ମୃଗ ତୃଷ୍ଣା — ନଳିନୀ ପ୍ରଭା ମିଶ୍ର

ମୃଗ ତୃଷ୍ଣା   ଛଳନା ନାୟିକା ମୃଗ ତୃଷ୍ଣା ମୁଁ ଯେ ଭ୍ରାନ୍ତ ସ୍ଵରୂପ ଧରି ଦୃଶ୍ୟ ରେ ମୋର କରେ ଆଶାୟିତ ବାସ୍ତବ ଜଳ ପରି। ରୂପ ପସରା ମୋ ତାପିତ ଖରାରେ କଳା ଭ୍ରମର କୁ ଜିଣି ତୃଷିତ ପଥିକେ ସଲିଳ ଲୋଭରେ ପାଶେ ନେଇ ଥାଏ ଟାଣି। ଉଦ୍ ଭ୍ରାନ୍ତ ମାନସେ ତୁମେ ଧାଇଁ

Loading

May
2022
2

‌ପ୍ରଥମ ପ୍ରେମ — ନଳିନୀ ପ୍ରଭା ମିଶ୍ର

‌ପ୍ରଥମ ପ୍ରେମ     ପ୍ରଥମ ପ୍ରେମ ଟି ସିଏ‌ ‌‌ ‌ ‌ ପହିଲି ପୁଲକ ପ୍ରଥମ ପ୍ରେମ ଟି ସିଏ ଆଶାର ଆଲୋକ। ପ୍ରଥମ ପ୍ରେମ ଟି ସିଏ ‌ ‌ନବ ଉଦ୍ଦୀପନା ପ୍ରଥମ ପ୍ରେମ ଟି ସିଏ ଆଦ୍ୟ ଶିରୋନାମା। ପ୍ରଥମ ପ୍ରେମଟି ସିଏ ଶୈବାଳର‌ ପଥ ପଦ ଖସିଯିବା ଭୟ ଥାଏ ଅବିରତ।

Loading

May
2022
1

‌ପ୍ରଥମ ପ୍ରେମ– ନଳିନୀ ପ୍ରଭା ମିଶ୍ର

‌ପ୍ରଥମ ପ୍ରେମ ପ୍ରଥମ ପ୍ରେମ ଟି ସିଏ‌ ‌‌ ‌ ‌ ପହିଲି ପୁଲକ ପ୍ରଥମ ପ୍ରେମ ଟି ସିଏ ଆଶାର ଆଲୋକ। ପ୍ରଥମ ପ୍ରେମ ଟି ସିଏ ‌ ‌ନବ ଉଦ୍ଦୀପନା ପ୍ରଥମ ପ୍ରେମ ଟି ସିଏ ଆଦ୍ୟ ଶିରୋନାମା। ପ୍ରଥମ ପ୍ରେମଟି ସିଏ ଶୈବାଳର‌ ପଥ ପଦ ଖସିଯିବା ଭୟ ଥାଏ ଅବିରତ। ପ୍ରଥମ ପ୍ରେମ

Loading