ଅଲିଅଳି ତଅପୋଇ — କୁଞ୍ଜବିହାରୀ ଦଳାଇ
ଅଲିଅଳି ତଅପୋଇ ବହୁ ବର୍ଷ ପୂର୍ବେ ଧନେଶ୍ଵର ନାମେ ଥିଲେ ଜଣେ ସୌଦାଗର , ସାତ ପୁଅ ପରେ ତଅପୋଇ ବୋଲି କନ୍ୟାଟେ ଥିଲା ତାଙ୍କର । ଅତି ଅଲିଅଳି ସଭିଙ୍କର ପ୍ରିୟ ଏକମାତ୍ର ତଅପୋଇ , ସାଙ୍ଗ ମେଳେ ଖେଳେ ଅଗଣାରେ ହାତେ ଧରି ବାଉଁଶ କୁଲେଇ । ବ୍ରାହ୍ମଣୀ ବୁଢୀଟେ କହେ
ଅଲିଅଳି ତଅପୋଇ ବହୁ ବର୍ଷ ପୂର୍ବେ ଧନେଶ୍ଵର ନାମେ ଥିଲେ ଜଣେ ସୌଦାଗର , ସାତ ପୁଅ ପରେ ତଅପୋଇ ବୋଲି କନ୍ୟାଟେ ଥିଲା ତାଙ୍କର । ଅତି ଅଲିଅଳି ସଭିଙ୍କର ପ୍ରିୟ ଏକମାତ୍ର ତଅପୋଇ , ସାଙ୍ଗ ମେଳେ ଖେଳେ ଅଗଣାରେ ହାତେ ଧରି ବାଉଁଶ କୁଲେଇ । ବ୍ରାହ୍ମଣୀ ବୁଢୀଟେ କହେ
ଶୀର୍ଷକ #ସବୁଜ_ହୀରା ବାଲେଶ୍ଵର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ କୂଳରେ କାହିଁ କେଉଁ ଆଦିମ କାଳରୁ ଦଣ୍ଡାୟମାନ ପାଟପୁର ଗାଆଁ। ଏହି ଗାଆଁ ରେ ରୁଦ୍ରମାଧବ ବାବୁଙ୍କ ଘର। ଦୀର୍ଘ ୩୦ ବର୍ଷର ଚାକିରୀ ଜୀବନ କଟିଲା କଟକରେ । ଅବସର ଗ୍ରହଣ ପରେ ଏବେ ସସ୍ତ୍ରୀକ ଗାଆଁ ରେ ରହୁଛନ୍ତି। ଏକମାତ୍ର ପୁତ୍ର ଦିଗନ୍ତ
ମାଟିର ମଣିଷ ଟ୍ରେନରୁ ଓହ୍ଲାଇ ରିକ୍ସାରେ ବସିବା ପରେ ସୁଦର୍ଶନ ବାବୁ ଲକ୍ଷ୍ୟ କଲେ , ରିକ୍ସାବାଲା ର ବୟସ ୩୫ରୁ ୪୦ ଭିତରେ ହେବ। ଦୁର୍ବଳ ଶରୀର , ଆଖି ଡୋଳା ଦୁଇଟି ଯେମିତି ଗୋଟିଏ ଗର୍ତ୍ତ ଭିତରେ ଜୁଳୁଜୁଳୁ କରୁଛି। ଶକ୍ତିହୀନ ଶରୀର ବୋଲି ,ତା ରିକ୍ସା ଚାଳନା ରୁ ସ୍ପଷ୍ଟ ବାରି ହେଉଛି।ଖରାରୁ
Results of Suryodaya Sambhranta Saraswat Samman Contest-2022 ସତୀର୍ଥ ସାହିତ୍ୟିକ ବନ୍ଧୁଗଣ! ଚଳିତ ବର୍ଷ Suryodaya Sambhranta Saraswat Samman Contest-2022 ପାଇଁ ଆମେ ଯେଉଁ ୩୦ ଜଣ ପ୍ରାଜ୍ଞ ବିଜ୍ଞ ସାହିତ୍ୟିକ ବନ୍ଧୁ ମାନଙ୍କ ଠାରୁ ଲିଖିତ ସାକ୍ଷାତକାର ପାଇଥିଲୁ ସେମାନଙ୍କ ନାମ , ତାଙ୍କର ସାକ୍ଷାତକାର ସମ୍ବନ୍ଧୀୟ ଜରୁରୀ ସୂଚନା ସହିତ ଅନ୍ୟାନ୍ୟ ଏହି
ବନ୍ଧୁ ତୁମେ ବିକାଶ ଓ ପ୍ରକାଶ ଗାଆଁ ବିଦ୍ୟାଳୟର ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି । ପିଲାଟି ଦିନରୁ ଦୁଇ ଜଣଙ୍କ ମଧ୍ୟରେ ଅଭେଦ୍ୟ ବନ୍ଧୁତ୍ବ। ସେମାନଙ୍କ ମିଳାମିଶା କୁ ଅନ୍ୟ ସାଙ୍ଗମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ।ଏକତ୍ର ପାଠ ପଢିବା,ଖେଳିବା, ବୁଲିବା ସାଥି ହୋଇ ଖାଇବା ଏମାନଙ୍କର ନିତିଦିନିଆ କଥା। ବିକାଶ ବାପାଙ୍କର ଅଚଳାଚଳ ସମ୍ପତ୍ତି।
ବୁନ୍ଦାଏ ଲୁହ ଅନ୍ଧୁଣୀ ମାଆଟିର ଏକମାତ୍ର ପୁତ୍ର ବ୍ୟତୀତ ସଂସାରରେ ଆଉ କେହି ନିଜର ନଥାଏ। ବୁଢ଼ୀ ପ୍ରତିଦିନ ପୁଅକୁ ବିଦ୍ୟାଳୟ କୁ ସାଥିରେ ଧରି ଯାଏ, ପୁଣି ପାଠ ପଢା ଶେଷ ହେଲେ ସାଥିରେ ଧରି ଘରକୁ ଫେରେ। ଦିନକର ଘଟଣା ବିଦ୍ୟାଳୟରୁ ଫେରିବା ଉତ୍ତାରୁ ପୁଅଟି ମାଆକୁ କହେ, କାଲିଠାରୁ ତୁ ଆଉ ମୋ
ବାପା ବାୟୁ ଓ ପାଣିର ସମଷ୍ଟି ବୁଝାଏ “ବାପା” ଶବଦର ଅର୍ଥ , ବାପାଙ୍କ ବିହୁନେ ଜୀବନ ଅଧୁରା ଜିଇଁବାଟା ଲାଗେ ବ୍ୟର୍ଥ । କେବେ ସାଜନ୍ତି ସେ ପାଦର ଚପଲ କଣ୍ଟକିତ ପଥ ପାଇଁ , ରକ୍ଷା କରିଥାନ୍ତି ଝଡ଼ ଝଞ୍ଜା ଠାରୁ ମୁଣ୍ଡପରେ ଛତା ହୋଇ । ଉପରକୁ ଟାଣ ଦେଖାଇ
ଆଦର୍ଶ ଜୀବନ ଜନୈକ ମହିଳା ଆଶ୍ରମକୁ ଯାଇ ଗୁରୁଙ୍କୁ ପଚାରୁଛନ୍ତି , କହି ପାରିବେକି ଆଦର୍ଶ ଜୀବନ କାହାକୁ ଆମେ କହନ୍ତି । ଗୁରୁଦେବ ଜଣେ ବୃଦ୍ଧାଙ୍କୁ ଡାକିଲେ ଯେ’କି ସେଠି କାମ କରେ , ଆଦର୍ଶ ଜୀବନ କେମିତି ଲଭିଛ କୁହ ଏହାଙ୍କ ଆଗରେ । ବୃଦ୍ଧା କହୁଛନ୍ତି ମ୍ୟାଲେରିଆ ଜ୍ୱରେ ସ୍ବାମୀ
ଅହଲ୍ୟା ଉଦ୍ଧାର ରାଗ – (ଆହାରୀ) କୁଞ୍ଜବିହାରୀ ଦଳାଇ ତ୍ରେତୟା ଯୁଗରେ ଅଯୋଦ୍ଧା ରାଜ୍ୟରେ ସରଜୁର ତଟ ଦେଶରେ , କୁଟୀର ନିର୍ମାଣ କରି ରହୁଥିଲେ ଗଉତମ ଋଷି ଶାନ୍ତିରେ , ଅହଲ୍ୟା— ନାମ ତାଙ୍କ ଧର୍ମ ପତ୍ନୀର , କୋଟି ମନଜିଣା ଲାବଣ୍ୟ ପ୍ରତିମା ତୁଳନା ନଥିଲା ରୂପର । ଦେବରାଜ ଇନ୍ଦ୍ର ବିମୋହିତ
ଗ୍ରୀଷ୍ମ ଗୋଧୂଳି ଗ୍ରୀଷମ ଗୋଧୂଳି ଦେହକୁ ଲାଗଇ ଚନ୍ଦନ ପ୍ରଲେପ ପ୍ରାୟ , ସୂର୍ଯ୍ୟଙ୍କ ଉତ୍ତାପ ପଡଇ ମଳିନ ନଥାଏ ସ୍ବେଦର ଭୟ । ରୌଦ୍ର ତାପେ ଜୀବ ହୁଅଇ ଅଥୟ ପୂର୍ଣ୍ଣ ମାତ୍ରାରେ ଦିବସେ , ଶୁଷ୍କ ବୃକ୍ଷ ଲତା ସତେଜ ଦିଶନ୍ତି ଯେମିତି ଗୋଧୂଳି ଆସେ । କ୍ଷେତ କାମ ଶେଷେ
ମାଆ ଓ ମମତା ପରିବା ସଜାଡି ଫ୍ରିଜରେ ସୋନାଲି ରଖିବାକୁ ଯାଇ ଦେଖେ, ଆଜି ବି ଅରୁଣ ଆଣିଛନ୍ତି ଜହ୍ନି ବିରକ୍ତି ଭାବ ତା ମୁଖେ । ପ୍ରତିଦିନ ଏହି ଜହ୍ନି ତରକାରୀ କେମିତି ଲାଗୁଛି ଭଲ, ଅରୁଣଙ୍କୁ ଯାଇ ପଚାରେ ରାଗରେ କାହିଁକି ଜହ୍ନି ଆଣିଲ ? ଶାନ୍ତ ଓ ଉଦାର ଭାବରେ
ଅମଳ ସମୟ ପରୀକ୍ଷା ଛାତ୍ର ଛାତ୍ରୀଙ୍କର ପାଠର ଅମଳ ସମୟ ଆଗତ ପ୍ରାୟ , କିଏ କେତେ ଜ୍ଞାନ କରିଛି ଅର୍ଜନ ହୋଇବ ତା’ର ନିର୍ଣ୍ଣୟ । ଆସୁଛି ପରୀକ୍ଷା ହେବ ନିର୍ଦ୍ଧାରଣ କେତେ କା’ର ପାଠ ଚାଷ , ପାଠରେ କାହାର କେତେ ଥିଲା ଧ୍ୟାନ ଚଳିତ ଶିକ୍ଷା ବରଷ ? ଗୁରୁଜୀ
ଲଲାଟ ଲିଖନ ଲଲାଟ ଲିଖନ ହୁଏନା ଖଣ୍ଡନ ଯାହା ଲେଖିଥାନ୍ତି ବିହି , ଭୋଗିବାକୁ ହୁଏ ଜୀବଦ୍ଦଶା ମଧ୍ୟେ ବିଧିର ବିଧାନ ଏହି । ଶିବ ଭକ୍ତ ଜଣେ ଥିଲା ଏକ ଗାଁରେ ନାଆଁ ତା’ର ନଟବର , ଅତ୍ୟନ୍ତ ଦରିଦ୍ର ଚଳଇ ବିଚରା ଭିକ୍ଷା ମାଗି ବାରଦ୍ଵାର । ନଟ ଦୁଃଖ ଦେଖି
।ଭଂଗା ପଥୁରି। ************ ପୁଅ ବୋହୂ ନାତି ଛୋଟିଆ ସଂସାର ରହନ୍ତି ଗୋଟିଏ ଘରେ, ପତ୍ନୀ ସ୍ବର୍ଗ ବାସୀ ହେବା ଦିନୁ ବୁଢ଼ା ଦୁଃଖ କହିଲେ ନସରେ। ଖାଇବାକୁ ମିଳେ ଦୁଇଥର ଯାହା ନକହିବା ହେବ ଭଲ, ପୋଡ଼ା ରୁଟି ସାଥେ ଗୁଡ଼ ଟିକେ, ଜନ୍ଦା ହେଉଥିବେ ସଲସଲ। ଭଂଗା ପଥୁରିଟେ ଅଛି ବୁଢ଼ା ପାଶେ ଦିଅନ୍ତି ଖାଦ୍ୟ
ଶୀର୍ଷକ – ଦେବୀ ବାସନ୍ତୀ ରାଗ – କେଦାର କାମୋଦୀ ( ଖଣ୍ଡିଯେ ଖଣ୍ଡି ତୋର – ବୃତ୍ତେ ) ତ୍ରେତୟା ଯୁଗ ସେତ ବସନ୍ତ କାଳ ଶ୍ୟାମଳ ବର୍ଣ୍ଣେ ଶୋଭା ଧରଣୀ କୋଳ ଯେ।।୧ ପିତୃସତ୍ୟ ପାଳନେ ପ୍ରଭୁ ଶ୍ରୀରାମ ପଞ୍ଚବଟୀରେ ଥାନ୍ତି ସନ୍ୟାସୀ ସମ ଯେ ।।୨ ରାବଣ କଲା ସେଠୁ ସୀତା ହରଣ ବିକଳେ
ସ୍ମୃତି ନଡା ଛପରର ମାଟିଘରେ ଜନ୍ମ ଆମେ ବୋଧେ ଶେଷ ପିଢି଼, କାନ୍ଧରେ ବସ୍ତାନି ସିଲଟ ଓ ଖଡି ଧରି ଯାଉ ପାଠପଢି଼ ।💁♀️ ଜେଜେ ଜେଜିମାଙ୍କ କୋଳେ ଶୋଇ ଶୁଣୁ ପରୀ ରାଇଜର କଥା, କାକା ଖୁଡ଼ି ବଡବାପା ବଡମାଆ ପରିବାର ଥିଲା ଯୌଥା ।👪 ଡିବିରି ଲଣ୍ଠନ ଚେମିନି ଓ ଦୀପ ଅନ୍ଧାରେ ଆସଇ କାମ,
ରାଜନୀତି ର ଖଡ଼ି ଛୁଆଁ ଆମରି ଦେଶର ଜଣେ ରାଜନେତା ପୁଅ ଅନୁରୋଧ କ୍ରମେ, ଶିଖାନ୍ତି ପୁତ୍ରକୁ ରାଜନୀତି ପାଠ ନିଷ୍ଠା ନୀତି ଓ ସମ୍ଭ୍ରମେ । ପୁଅ କହେ ବାପା ଶିକ୍ଷା ଦିଅ ତୁମେ ମୋତେ ରାଜନୀତି ପାଠ, ବାପା କୁହେ ପୁଅ ନୁହଇ ସହଜ ଶିଖିବା ଅପଢ଼ା ଶାଠ । ପୁଅ ବାଧ୍ୟ କରେ, ବାପା