*ଭାବନା ର ଉର୍ଦ୍ଧ୍ବରେ– ଲକ୍ଷ୍ମୀପ୍ରିୟା ମହାନ୍ତି*
# ଭାବନା ର ଉର୍ଦ୍ଧ୍ବରେ # ଅନେକ ଥର ଅନେକ କିଛି ସୁଖ ଦୁଃଖ କୁ ମୁଁ ସାମ୍ନା କରିଛି, ଏ ବି କୋଉ ନୁଆ କଥା ଯେ, ମଣିଷ ଜୀବନ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ତ ଲାଖି ରହିବ। ଥରେ ଥରେ ସାମାନ୍ୟ କଥା କୁ ନେଇ କି ବି ଆମ
Odia Story
# ଭାବନା ର ଉର୍ଦ୍ଧ୍ବରେ # ଅନେକ ଥର ଅନେକ କିଛି ସୁଖ ଦୁଃଖ କୁ ମୁଁ ସାମ୍ନା କରିଛି, ଏ ବି କୋଉ ନୁଆ କଥା ଯେ, ମଣିଷ ଜୀବନ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ତ ଲାଖି ରହିବ। ଥରେ ଥରେ ସାମାନ୍ୟ କଥା କୁ ନେଇ କି ବି ଆମ
#ଏକାନ୍ତରେ ମୁଁ # ଟିକେ ଚୂପଚାପ ହେବ କି ସମସ୍ତେ, କାହିଁକି ଏତେ ଜୋରେ ଚି ଲାଉଛ ପୁଣି ହସୁଛ, ଆରେ ତୁମମାନଙ୍କୁ କଣ ଖାଲି ନିଜ ଖୁସିରେ ଖୁସି ହେବାଟା ଦେଖାଯାଏ କେବେ ତ ଅନ୍ୟର ଦୁଃଖରେ ଟିକେ ଭାଗିଦାର ହୁଅ | ଓଃ କହିକି ବି କି ଲାଭ ଏସବୁ ପୁଣି ଏମାନଙ୍କୁ, ଆରେ ଏମାନତ
ପାଷାଣର ଭାଷା ସେ ହଜି ଯାଇଛି ଜନମହାର୍ଣ୍ଣବର କେଉଁ ଏକ ଅଦେଖା ତରଙ୍ଗ ତଳେ କ୍ଷୁଦ୍ର ଏକ ଶାମୁକା ଟିଏ ଭଳି। ତା’ ଉପରେ ଏତେ ବଡ ବିସ୍ତୀର୍ଣ୍ଣ ଆକାଶ, ତା’ ତଳେ ପ୍ରଶସ୍ତ ମାଟିର ବୁକୁରେ ଅଗଣିତ ନଗ୍ର, ଜନ-ପଦ,ସବୁଜ ବନାନୀ ଓ ରୁକ୍ଷ ପ୍ରାନ୍ତର। ତା’ ଭିତରେ କେବଳ ଯେ ସେ ନିଜକୁ ହଜାଇ ଦେଇନି,
ଝୁଲୁଥିବା ଜହ୍ନ ଓ ଆଖି ବୁଜିଥିବା ମଣିଷ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଅବସର ଗ୍ରହଣ କରିବା ପରେ ରଧାରମଣ ବାବୁ ନିଜପାଇଁ ଯେତିକି ଚିନ୍ତିତ ନୁହଁନ୍ତି, ନିଜର ବାଟବଣା ପୁଅ ପାଇଁ ସେତିକି ବ୍ୟତିବ୍ୟସ୍ତ। ନିଜର ଅଭାବିତ ଜୀବନ ଭିତରେ ମଧ୍ୟ ଏକମାତ୍ର ପୁଅ ବିପ୍ଳବର ସୁନେଲୀ ଭବିଷ୍ୟତ ଗଢି ତୋଳିବାକୁ ଯତ୍ ପରୋନାସ୍ତି ଚେଷ୍ଟିତ।
ଜଣେ ବେକାର ସମ୍ପର୍କରେ (ସୌଜନ୍ୟ – ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର) ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଶେଷ ଶ୍ରାବଣର ଆକାଶକୁ ଚାହିଁ କିଛି ଲାଭନାହିଁ। ଭରା ବଦଳରେ ଭର୍ତ୍ତି ଆକାଶ। ଝିପି ଝିପି ଝୁଳନ୍ତ ବର୍ଷା ଦୋଳି ଖେଳୁଛି ଏପଟରୁ ସେପଟକୁ। ଚାରିଆଡେ ଖାଲି ବର୍ଷା ଆଉ ବର୍ଷାର ପ୍ରାବଲ୍ୟ। ସବୁଠି ଯେମିତି ଅନିଚ୍ଛାକୃତ ନିସ୍ତବ୍ଧତାର ଗାଢ଼
ପ୍ରତୀକ୍ଷା ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ସମ୍ମୁଖରେ ଗୋପାଳପୁରସ୍ଥ ଉର୍ମିଅଧୀରା ରୂପସୀ ବଙ୍ଗୋପସାଗର। ଦିଗନ୍ତପ୍ରସାରୀ ଘନନୀଳ ଜଳ ଅପରାହ୍ନର ସୁନେଲୀ ବାଲୁକା ଶଯ୍ୟାରେ କ୍ରୀଡାରତା। ସେପଟେ କାଜୁ ଆଉ ଝାଉଁ ବଣ।ଏପଟେ ନୋଳିଆ ବସ୍ତି। ବଡ଼ ବଡ଼ ମାଛ ଧାରା ଡ଼ଙ୍ଗା ଆଉ ଜାଲରେ ଭର୍ତ୍ତି। ପର୍ଯ୍ୟଟକଙ୍କ କୋଳାହଳରେ ଶବ୍ଦମୟ ହୋଇ ଉଠୁଛି ସାମୁଦ୍ରିକ ପରିବେଶ। ପୁଣି
ସ୍ମୃତିଝରା ଜହ୍ନ ରାତି ଓ ଇଛାମତୀ ରାଜକନ୍ୟା ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଆକାଶରେ ତୋଫା ଜହ୍ନ, ଜ୍ୟୋତ୍ସ୍ନା ଝରା ରାତ୍ରି। ମୋ’ ସ୍ମୃତି – ସାଗରର ଶାନ୍ତ ସଲୀଳ – ମୁକୁରରେ ଆଶାର ହସ ହସ ବିସ୍ମୃତ ଚିତ୍ରପଟ ଆକାଶର ସଫେଦ ମାର୍ବଲ ଜହ୍ନ ଭଳି ଖିଲ୍ ଖିଲ ହସୁଛି। ଅନେକ ଦିନ ପରେ ଆଶା
#ଇନ୍ଦ୍ରଫାଶ- ଏକ ପ୍ରେମ କାହାଣୀ ଯେବେ ବନ ଉପବନରେ ମଳୟ ର ଧାରା ବହେ, ପ୍ରକୃତି ରାଣୀ ନୂଆ ବୋହୂ ପରି ସଜେଇ ହୋଇଯାଏ। ନବ ପଲ୍ଲବରେ ପଲ୍ଲବିତ କୁସୁମର ଶୋଭା ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ। ଆଉ ଯେବେ ମନ ଉପବନରେ ବସନ୍ତ ବହେ, ସେ ମାଧୁରୀର ଶ୍ରାବଣରେ ଭିଜି ଯିବା ପାଇଁ ଇଚ୍ଛା ହୁଏ। ଅନୁଭବର ମୂର୍ଚ୍ଛନା
ମିଠା କାଞ୍ଜି କେତେଦିନୁ କହିଲେଣି କାଞ୍ଜି ଟିକେ କରିବାକୁ ।ସୁଷମା ଙ୍କ ଦେହ ଖରାପ ରହୁଛି କରି ପାରୁନାହାଁନ୍ତି।ସୁଷମା ଙ୍କ ହାତରନ୍ଧା କାଞ୍ଜି ବହୁତ ଭଲ ପାଆନ୍ତି ଶିବ ବାବୁ।ଶିବ ପ୍ରସାଦ ଅଧିକାରୀ ।ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଜଳ ଯୋଗାଣ ବିଭାଗ ରେ।ସୁଷମା ଦେବୀ ତାଙ୍କ ଧର୍ମ ପତ୍ନୀ।ଶିବବାବୁଙ୍କ ବାପା ସୁଷମା ଙ୍କ କାଞ୍ଜି ଖାଇ ହିଁ
ଅକୁହା ପ୍ରେମ.. ଖରାଦିନ ଛୁଟିରେ ମାମୁଁ ଘରକୁ ଆସିଥାନ୍ତି, ମାମୁଁ ଫେରିବା ଦିନ ଜିତୁ ମାମୁଁଙ୍କ ଘରକୁ ଯିବା ପାଇଁ ଜିଦ୍ ଧରି ବସିଲା, ତେଣୁ ମାମୁଁ ତାକୁ ସାଙ୍ଗରେ ନେବାପାଇଁ ରାଜିହୋଇଗଲେ । ଜିତୁର ଘରଠାରୁ ତା ମାମୁଁଙ୍କ ଘର ପାଖାପାଖି ତିନି ମାଇଲ୍ ହେବ । ସେମାନେ ଦୁହେଁ ସାଇକେଲରେ ବାହାରି ପଡିଲେ । ଜଙ୍ଗଲ
`ଆଶା‘ ସେଦିନ ବିଦ୍ୟାଳୟ ରେ ସଅଳ ସଅଳ ଗଣେଶଙ୍କ ପୂଜା ସାରି ,ଆରତୀ ଫେରି ଆସିଥିଲା ଘରକୁ।ସ୍ବାମୀଙ୍କ ସାଥେ କୁନି କୁନି ଦୁଇ ପିଲାଙ୍କୁ ସାଥିରେ ନେଇ,ନବାନ୍ନ ଉପଲକ୍ଷ୍ୟେ ସପରିବାର ଚାଲୁଥିଲେ ସମ୍ବଲପୁର ସହର ଅଭିମୁଖେ।ଶାଶୁ,ନଣନ୍ଦ,ଜା,ଦେଢଶୁର,ଦିଅର,ପୁତୁରା,ଝିଆରୀଙ୍କ ଗହଣରେ ପୁରି ଉଠୁଥିଲା ସାରା ଘର।ବଡ ଜା ଓ ସାନ ଜା ଅପୂର୍ବ ରୂପ ଲାବଣ୍ୟବତୀ।ସେମାନଙ୍କ ସମ୍ମୁଖରେ ଆରତୀ ଯେମିତି କିଛି
*ଗଳ୍ପ : ମୋ ପରିବାର* *ବାସନ୍ତୀ ଲତା ଜେନା* ପରିବାର ସମାଜର ଏକ ସାମାଜିକ ଅନୁଷ୍ଠାନ l ମନୁଷ୍ୟ ଏକ ସାମାଜିକ ପ୍ରାଣୀ l ଏହା ପରିବାରର ରକ୍ତଗତ ସମ୍ପର୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ନିବିଡ଼ ଘନିଷ୍ଠତା ସୃଷ୍ଟି କରି ଥାଏ l ମାନବ ଶିଶୁ ଜନ୍ମରେ ଖୁବ ଅସହାୟ ଥାଏ l ଶିଶୁଟି ପରିବାରର ପିତା ମାତା
💧ଆଖି💧 🖌️🖌️🖌️🖌️ ସୋମା ଆଖି ଉପରୁ ଡାକ୍ତର ପଟ୍ଟନାୟକ ଧୀରେ ଧୀରେ ବ୍ୟାଣ୍ଡେଜ୍ ଖୋଲିଲେ।ଆଖି ଉପରୁ ତୁଳା ବାହାର କରିଦେଲେ।”ମା, ଏବେ ଧୀରେ ଧୀରେ ଆଖି ଖୋଲ।ତୁମର ସମସ୍ତ ପ୍ରିୟଜନ ମାନେ ଏଇଠି ଅଛନ୍ତି।କାହାକୁ ପ୍ରଥମେ ଦେଖବାକୁ ଚାହୁଁଛ?” ଡାକ୍ତର ପଟ୍ଟନାୟକଙ୍କ କଣ୍ଠରୁ ମା ଡାକ ଶୁଣୁ ଣୁଣୁ ସୋମାର ତା ବାପାଙ୍କ କଥା ମନେ ପଡିଗଲା।ସେ ସ୍ବପ୍ନରେ
ଝରା ପଦ୍ମ ବୋଉ ତୋ ଦେହ କେମିତି ଲାଗୁଛି?ତୁ ଶୀଘ୍ର ଭଲ ହୋଇ ଯା।ଆମେ ଘରକୁ ଚାଲିଯିବା।ଏ ଡାକ୍ତରଖାନାରେ ରହିବାକୁ ଭାରି ବ୍ୟସ୍ତ ଲାଗୁଛି। ତୁ ସବୁବେଳେ ଆଖି ବୁଜି ଶୋଇ ରହୁଛୁ।ସେ ଝିଅଟି କିନ୍ତୁ ମୋତେ ସବୁବେଳେ ଚାହିଁ ରହିଛି। ତା’ର ପଦ୍ମ ପାଖୁଡ଼ା ଭଳି ଆଖି ତଳେ ଅନେକ ଯନ୍ତ୍ରଣା ଭରି ରହିଛି ଯେପରି। କଥା
ସଂଘର୍ଷମୟ ଜୀବନ ଧୁଁ ଧୁଁ ଖରାବେଳ ନିଛାଟିଆ ରାସ୍ତାରେ ମୁନୁ ଗୁଣୁ ଗୁଣୁ ହୋଇ ଯାଉଥାଏ । ପାଖରେ ଗୋଟିଏ ବିରାଟ ଗଛ ଟିଏ ଥାଏ । ଓ ଗଛ ଚାରିପାଖରେ ବୁଲି ବୁଲି ମୁନୁ ହାଲିଆ ହୋଇ ବସିଯାଏ । କିଛି ଦୂରରେ ଗୋଟିଏ ଚା ଦୋକାନ ଟିଏ ଥାଏ ମୁନୁ ସେଠାରେ କାମ କରି ନିଜ
ବୋଉ ହାତର ପଖାଳ.. 💖 ******💖****** ବୋଉ ହାତ ରନ୍ଧା ଭାତ ର ଦହି ପଖାଳ ସହ ବାଡ଼ି ବରକୋଳି ର ଆଚାର, ବଡ଼ିଚୁରା, ଶାଗ ଭଜା ର ତୁଳନା ବିଶ୍ୱ ର ବଡ ବଡ ହୋଟେଲ୍ ରେ ବି ଦୁର୍ଲଭ | ଛୋଟ ଦିନୁ ବୋଉ ତିଆରି କରିଥିବା ଭିନ୍ନ ରକମ ର ସୁଆଦିଆ ଭଜା, ତରକାରୀ
# ରୁଟି # ଯଦିଓ ବବୁଲ ଏତେ ଚଗଲା ନଥିଲା, ତଥାପି ବି ସବୁଦିନ ଗାଳି ଶୁଣେ ତା’ ମା’ ଙ୍କ ଠୁ l ଆଉ ସବୁଦିନ ଗାଳି ଶୁଣିବା ର କାରଣ ଗୋଟିଏ ହିଁ ଥିଲା l ସେ କାରଣ ଟା ହେଲା,ବବୁଲ କୁଆଡେ ନିତି ନିତି ଖାଦ୍ୟ ନଷ୍ଟ କରେ l ମାନେ, ସିଧା କହିବାକୁ
ଦୀନା ମାଷ୍ଟ୍ରେ ବାଣୀ ବିହାର ଅଟୋ ଷ୍ଟାଣ୍ଡ, ନଟ ଶୋଇଥିଲା ତା’ ଅଟୋ ଭିତରେ l କିଏ ଜଣେ ଆସି ଡାକ ପକେଇଲେ “ଏ ଅଟୋଵାଲା, ବରମୁଣ୍ଡା ଯିବୁ? ” ନଟ ଆଖି ବି ନ ଖୋଲି ସଫା ସଫା କହିଲା ” ହୋଇ ହୋ ବାବୁ, ମୁଁ ପରା ଶୋଇଛି l ତମ ଆଖିକୁ ଦିଶୁନି କି?
ଶିଶିର ବୁନ୍ଦା ସନ୍ଧ୍ୟାରେ ଛାତ ଉପରେ ବସି ଜହ୍ନ କୁ ମନ ଭରି ଦେଖୁଥିଲି। ହଠାତ୍ ଦେହ ଟା ଓଦା ଓଦା ଲାଗିଲା। ହାତ ମାରି ଦେଖିଲି କାକର ବିନ୍ଦୁ। ମନେ ପଡିଗଲା, କୁମାର ପୂର୍ଣ୍ଣିମା ସରିଲା, ହେମନ୍ତ ଋତୁ ଆରମ୍ଭ ହେଲା ପରା। ତଳକୁ ଆସି ଖାଇ ସାରି ଶୋଇଲି। ଜହ୍ନ ଟା କାନ୍ଦୁଥିଲା। ନହେଲେ ଏଡେ
ଯୁଦ୍ଧ… ଏଇ ତ ଭିଡ଼ି ମୋଡ଼ି ଉଠିଲାଣି ଡମ୍ବରୁ। ଯେମିତି ଯୁଦ୍ଧକୁ ଯିବ… ତୟାର୍।କୋଉ ଯୁଦ୍ଧ ଭଲା,କାହା ସହ ଯୁଦ୍ଧ ସେ ଜାଣିଥିବ।ଇଏ କ’ଣ ଲୁଚିକି ବାଡ଼ି ପଟ ଦୁଆର ଦେଇ ହାଜର ବିଦେଇ ଭାରିଜା ଚା’ ଦୋକାନରେ,ଠିଏ ଠିଏ ଚା’ ଢକଢକ ପିଇ ବିଡ଼ି ଲଗେଇ ହଜିଯାଇଛି ଯୁଦ୍ଧରେ।କି ଯୁଦ୍ଧ ହେଇଥିବ।ହେଇଥିବ କି ବାସି ବିଛଣାରୁ ଆରମ୍ଭ