🖌️🖌️*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ* 🖌️🖌️ 🖌️🖌️🖌️🖌️🖌️🖌️ ♾️♾️♾️♾️♾️♾️♾️ ଜେଜେମା ଶ୍ରଦ୍ଧାରେ ନାତୁଣୀର ମୁଣ୍ଡ ଆଉଁସି ଦେଇ କହେ “ଏଡିକି ଟିକି ମୁଣ୍ଡରେ ତୋର ଏତେ କଥା ଖେଳୁଛି ! ନିରିମାଖିଟି ତୁ।ବଡ ହୋଇ ଦେଶ ଦୁନିଆରେ ନାଁ କର।ଠାକୁରଙ୍କ କଥା କହିଲୁ ଯେ ଠାକୁର ସିନା ଆମକୁ ଜୀବନ ଦାନ ଦିଅନ୍ତି କିନ୍ତୁ
Read More
🖌️🖌️ରେଣୁ ଅପା🖌️🖌️ (ପଞ୍ଚମ ଭାଗ) ଜେଜେମା, ବାପା, ପୃଥିବୀ ଓ ରଜ ପର୍ବ ରେଣୁକୁ ମାଟିମନସ୍କ କରିଦେଲେ।ରଜ ପାଗର ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଥାଏ।ଖରା ନଥାଏ କି ବର୍ଷା ନଥାଏ। ମେଘ ମାଟିକୁ ଛୁଇଁବା ନିଶାରେ ଆବେଗରେ ଉତ୍ ଫୁଲ୍ଲିତ ଆନନ୍ଦ ଅଧୀର ହେଲାବେଳକୁ ମାଟି ମଧ୍ୟ ସଲ୍ଲଜ କଣେଇ ଚାହାଣୀରେ ନୀରବ ସମ୍ମତି ଜଣାଇଦିଏ। ମେଘ ଓ
Read More
➖ରେଣୁ ଅପା➖ (ଚତୁର୍ଥ ଭାଗ) 🖌️🖌️🖌️🖌️🖌️ ବିଛଣାରେ ଉଠି ବସି କଇଁ କଇଁ କାନ୍ଦୁଥିଲା ରେଣୁ।ରେଣୁକୁ ଗଣ୍ଠିଧନ କରିଥିବା ଜେଜେମା, ରେଣୁର କାନ୍ଦ ଶୁଣୂ ଶୁଣୁ ଧଡପଡ ହୋଇ ଉଠିବସିଲା। ନିଜ ଚମ ଧୁଡୁଧୁଡୁ ଟାଉଁସିଆ ହାତରେ ରେଣୁ ଲୁହ ପୋଛି ଦେଇ ପଚାରିଲା,”କ’ଣ ହେଲା ମୋ ରାଣୀ ? ବୋଉକୁ ସପନରେ ଦେଖିଲୁ କି ?” ତା
Read More
➖ରେଣୁ ଅପା➖ ଧାରାବାହିକ ଉପନ୍ୟାସ ➖(ତୃତୀୟ ଭାଗ) 🖌️🖌️🖌️🖌️🖌️🖌️🖌️ ପୂର୍ବରୁ ପଢିଥିଲେ (ରେଣୁ ସିନା ଭିତରକୁ ଗଲା,ମନଟା ତା’ର ରହି ଯାଇଥିଲା ଘର ବାହାରେ।–ସାରା ସ୍ବର୍ଗ ରାଜ୍ୟ ତା ହାତମୁଠାରେ ଥିବା ଭଳି ଜଣାପଡୁଥିଲା।) ପୃଥିବୀର ଅନିର୍ବଚନୀୟ ଶୋଭାରେ ବିମୋହିତା ହେଉଥିଲା ରେଣୁ।ପକ୍ଷୀରାଜ ତା ମନ ଜାଣି କେତେବେଳେ ସାଗରର ଉତ୍ତାଳ ଫେନିଳ ଲହରୀ ମାଳାକୁ ଛୁଇଁ ଛୁଇଁ
Read More
➖➖ରେଣୁଅପା➖➖ (ପ୍ରଥମ ଭାଗ) (ଧାରାବାହିକ ଉପନ୍ୟାସ) 🖌️🖌️🖌️🖌️🖌️🖌️ ରେଣୁ ଫଟାକପାଳୀ।ଜନ୍ମ ରୁ ମାଛେଉଣ୍ଡ।ବାପା ମଦୁଆ।ଏଇ ଫଗୁଣରେ ରେଣୁକୁ ଷୋହଳ ଛୁଇଁଲା।ସେ ଏବେ ଢଳ ଢଳ ଦରଫୁଟା କଳୀ୍।ଯାହାକୁ ଗାଁ ଲୋକେ ସାଇ ମାଇପେ ‘ଘଇତା ଖାଇ’ କହି ନିନ୍ଦା ଅପବାଦ ଦିଅନ୍ତି, ସେହି ଜେଜେମାର ତତ୍ତ୍ବାବଧାନରେ ରେଣୁ ଉତିଆଣି ଛୁଆରୁ ଷୋହଳ ବର୍ଷର କିଶୋରୀ।ରେଣୁର ବାପା ରବି ମାତ୍ର
Read More
🦀👣ସାଗର 👣🦀 ଶ୍ରୀମତୀ ମମତା ଶତପଥୀ 🖌️🖌️🖌️🖌️🖌️🖌️ ଆଗୋ ବେଳାଭୂମି ପ୍ରେୟସୀ ମୋର ଦୁଃଖେ କିଆଁ ହୁଅ ଅଧୀର? କିପରି ସହିବ ତୁମ ଦୁଃଖ ସତେ ପ୍ରିୟତମ ତୁମ ସାଗର!! ଆମ ପ୍ରେମ ଦେଖି ଜଳୁଛି ଜଗତ ଜାଣନାକି ପ୍ରାଣସହୀ? ଜଳୁ ଏଜଗତ ଆମର କିଯାଏ ମୁଁ ଯେ ଝୁରେ ତୁମ ପାଇଁ ପ୍ରକ୍ଷାଳଇ ତବ
Read More
🧜♀️🕸️ମନ -ନଈ🕸️🧜♀️ ଶ୍ରୀମତୀ ମମତା ଶତପଥୀ 🖌️🖌️🖌️🖌️🖌️🖌️ ଏ ମନ ନଈ ଯାଏ ସଦା ବହି କେତେବେଳେ କାହିଁ ଯାଏ ଠିକଣା ତା ନାହିଁ ମାଟିରୁ ଅନ୍ତରୀକ୍ଷ ପାତାଳୁ ସ୍ୱର୍ଗଲୋକ ଭ୍ରମୁଥାଏ ଅନୁକ୍ଷଣ କେବେ ଲୋଡିନାହିଁ ତିଳେହେଁ ବିରାମ ଆଲୋକୁ ପ୍ରଖର ବେଗ ଅଟେ ତାର ପବନ ବି ହାରିଯାଏ ଦେଇ ପାରେ ନାହିଁ ତା ସଙ୍ଗେ
Read More
💧ଆଖି💧 🖌️🖌️🖌️🖌️ ସୋମା ଆଖି ଉପରୁ ଡାକ୍ତର ପଟ୍ଟନାୟକ ଧୀରେ ଧୀରେ ବ୍ୟାଣ୍ଡେଜ୍ ଖୋଲିଲେ।ଆଖି ଉପରୁ ତୁଳା ବାହାର କରିଦେଲେ।”ମା, ଏବେ ଧୀରେ ଧୀରେ ଆଖି ଖୋଲ।ତୁମର ସମସ୍ତ ପ୍ରିୟଜନ ମାନେ ଏଇଠି ଅଛନ୍ତି।କାହାକୁ ପ୍ରଥମେ ଦେଖବାକୁ ଚାହୁଁଛ?” ଡାକ୍ତର ପଟ୍ଟନାୟକଙ୍କ କଣ୍ଠରୁ ମା ଡାକ ଶୁଣୁ ଣୁଣୁ ସୋମାର ତା ବାପାଙ୍କ କଥା ମନେ ପଡିଗଲା।ସେ ସ୍ବପ୍ନରେ
Read More