ପ୍ରିୟତମା ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ସଂଜ ହେଲେ ପ୍ରିୟତମା ମନେ ପଡ ବେଶୀ ରାତି ହେଲେ ମିଠା ମିଠା ସ୍ବପ୍ନ ନେଇ କଦମ୍ବ ମୂଳକୁ ଆସ ରାଧା ପରି ଶୁଣିବାକୁ ବିରହର ବଂଶୀ। ପ୍ରିୟତମା ତୁମେ ମୋର ମୁଖଶାଳା ମୋ ‘ ହୃଦୟ ଭଗ୍ନ କୋଣାର୍କର ତୁମେ ମୋର ଚନ୍ଦ୍ରଭାଗା ଚାରୁ ତଟ, ଅକୁହା ସାଗର
Read More
ନୀରବ ରାତ୍ରିର ଶୋକ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ କେଉଁ ଏକ ଅନ୍ଧାରୀ ସୁଡଙ୍ଗରେ ଲୁଚିଗଲା ପରେ କ୍ଳାନ୍ତ ସୂର୍ଯ୍ୟ ତମ୍ବାଳିଆ ହିରଣ୍ମୟ ତାଜୁବ୍ ପିଠିରେ ରତ ରତ ସଂଜ ଆସେ ବାରି ଅଗଣାକୁ ଜହ୍ନି ଫୁଲର ରୋଷଣୀ ଜାଳି ସ୍ଵପ୍ନ – ଗର୍ଭା ରାତ୍ରି। କେଉଁ ଏକ ଦରପୋଡା ସ୍ମୃତି ନେଇ ଝରିପଡୁଥିବ ଗଛରୁ ପତ୍ରଟେ,
Read More
ଜୀବନ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ବିଜୟର ଶୋଭାଯାତ୍ରାରେ ମିଲେଇ ଯାଉଛି ଗ୍ଲାନିର ରୋଷଣୀ ବିପର୍ଯ୍ୟୟର ଦୋ ‘ ଛକିରୁ ଲମ୍ବି ଆସେ ହତାଶିଆ ଦୁଇ କଳା ବେଣୀ, କୁହେଳୀର ମାୟାବର୍ତ୍ତରେ ଇନ୍ଦ୍ରଜାଲର ଛମ୍ ଛମ ନୀଳ ପୁଷ୍କରିଣୀ। ସମୟକୁ ପଚାରନା କିଛି ମୃତ୍ୟୁ – ପରୱାନା ନେଇ ପତଙ୍ଗ ଉଡୁଛି ଏବେ ଦୀପଶିଖା ପରେ ବୃନ୍ତଚ୍ୟୁତ
Read More
ବିଶ୍ଵାସର ପ୍ରତିବିମ୍ବ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଏକ ପାଦ ଭୂମି ମାଗିଲେ ଚାପି ହୋଇଯିବ ସବୁ ମାଟି ପାଦ ତଳେ ଏକ ହାତ ଜାଗା ମାଗିଲେ ଆବୋରି ଯିବ ସମଗ୍ର ଆକାଶ ବିଶ୍ଵାସର ପ୍ରତିବିମ୍ବ ଲୁଚିଯିବ ଆପଣା ଛାଇରେ। ମାଗିବାକୁ କଣ ବାକି ଅଛି ମାଗ ଖୋଲା ଅଛି ଛାତି ଆଉ ପାଦ ମୁକୁଳା ମୋ
Read More
ଝୁଲୁଥିବା ଜହ୍ନ ଓ ଆଖି ବୁଜିଥିବା ମଣିଷ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଅବସର ଗ୍ରହଣ କରିବା ପରେ ରଧାରମଣ ବାବୁ ନିଜପାଇଁ ଯେତିକି ଚିନ୍ତିତ ନୁହଁନ୍ତି, ନିଜର ବାଟବଣା ପୁଅ ପାଇଁ ସେତିକି ବ୍ୟତିବ୍ୟସ୍ତ। ନିଜର ଅଭାବିତ ଜୀବନ ଭିତରେ ମଧ୍ୟ ଏକମାତ୍ର ପୁଅ ବିପ୍ଳବର ସୁନେଲୀ ଭବିଷ୍ୟତ ଗଢି ତୋଳିବାକୁ ଯତ୍ ପରୋନାସ୍ତି ଚେଷ୍ଟିତ।
Read More
ବର୍ଷା – ୩ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଆସିବ ଆସିବ ବୋଲି ପାଦେ ମୋର ବାନ୍ଧିଲି ନୂପୂର ନିଜ ବେଣୁ ସ୍ଵନେ ଏବେ ନିଜେ ଥରହର। ଘରେ ମୋ’ ଜଳୁଛି ନିଆଁ ଝର୍କା ପାଖେ ସୂର୍ଯ୍ୟଙ୍କ ତାଣ୍ଡବ ଅଂଶୁଘାତ, ପାଦ ଦୁଇ ଟଳମଳ ଛଳ ଛଳ ଆଖି ପତା ଚର୍ମ – ଘର୍ମେ ଅବସନ୍ନ ପ୍ରାଣ
Read More
ପାପ ପୂଣ୍ୟ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ହେ ବନ୍ଧୁ, ଅନ୍ଧାରକୁ ଦେଖ! କଜ୍ଜ୍ଵଳ- କଳା ବାଦଲ ଛାଇରେ ରୁନ୍ଧି ହୋଇ ପଡ଼ୁଛି ରାତ୍ରିର ଆୟୁଷ, ନା ଚକୋର – ଚାକୋରୀର ଲୁହରେ ବହି ଯାଉଛି ଶବ୍ଦଙ୍କର ନଈ। ହେ ବନ୍ଧୁ, ନଈଟିକୁ ଦେଖ! କୁଢ଼ କୁଢ଼ ସଢା ଶବର ଉଦ୍ ବେଳିତ ଆବର୍ଜନାରେ ଚହଲୁଛି ଜଳ,
Read More
ଜଣେ ବେକାର ସମ୍ପର୍କରେ (ସୌଜନ୍ୟ – ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର) ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଶେଷ ଶ୍ରାବଣର ଆକାଶକୁ ଚାହିଁ କିଛି ଲାଭନାହିଁ। ଭରା ବଦଳରେ ଭର୍ତ୍ତି ଆକାଶ। ଝିପି ଝିପି ଝୁଳନ୍ତ ବର୍ଷା ଦୋଳି ଖେଳୁଛି ଏପଟରୁ ସେପଟକୁ। ଚାରିଆଡେ ଖାଲି ବର୍ଷା ଆଉ ବର୍ଷାର ପ୍ରାବଲ୍ୟ। ସବୁଠି ଯେମିତି ଅନିଚ୍ଛାକୃତ ନିସ୍ତବ୍ଧତାର ଗାଢ଼
Read More
ପ୍ରତୀକ୍ଷା ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ସମ୍ମୁଖରେ ଗୋପାଳପୁରସ୍ଥ ଉର୍ମିଅଧୀରା ରୂପସୀ ବଙ୍ଗୋପସାଗର। ଦିଗନ୍ତପ୍ରସାରୀ ଘନନୀଳ ଜଳ ଅପରାହ୍ନର ସୁନେଲୀ ବାଲୁକା ଶଯ୍ୟାରେ କ୍ରୀଡାରତା। ସେପଟେ କାଜୁ ଆଉ ଝାଉଁ ବଣ।ଏପଟେ ନୋଳିଆ ବସ୍ତି। ବଡ଼ ବଡ଼ ମାଛ ଧାରା ଡ଼ଙ୍ଗା ଆଉ ଜାଲରେ ଭର୍ତ୍ତି। ପର୍ଯ୍ୟଟକଙ୍କ କୋଳାହଳରେ ଶବ୍ଦମୟ ହୋଇ ଉଠୁଛି ସାମୁଦ୍ରିକ ପରିବେଶ। ପୁଣି
Read More
ସ୍ମୃତି ତୁମେ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ତୁ ମୋ’ ମନ ଆକାଶରେ ଜହ୍ନଟିଏ ହୋଇ ଉଇଁଲେ କାହିଁକି ମାଗିବି ମୁଠାଏ ଜୋଛନା ତୁ ମୋ’ ମନ କୁଞ୍ଜରେ ଥରେ ମଧୁମାଳତୀ ହୋଇ ଫୁଟିଲେ ଫଗୁଣକୁ ମାଗିବି କାହିଁକି ତୋ’ ଘର ଠିକଣା। ତୁ ଯମୁନାର ନୀଳ ଜଳ ହୋଇ ମନ ଅଗଣାରେ ମୋର ବହିଗଲେ ଥରେ
Read More
ସ୍ମୃତିଝରା ଜହ୍ନ ରାତି ଓ ଇଛାମତୀ ରାଜକନ୍ୟା ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ଆକାଶରେ ତୋଫା ଜହ୍ନ, ଜ୍ୟୋତ୍ସ୍ନା ଝରା ରାତ୍ରି। ମୋ’ ସ୍ମୃତି – ସାଗରର ଶାନ୍ତ ସଲୀଳ – ମୁକୁରରେ ଆଶାର ହସ ହସ ବିସ୍ମୃତ ଚିତ୍ରପଟ ଆକାଶର ସଫେଦ ମାର୍ବଲ ଜହ୍ନ ଭଳି ଖିଲ୍ ଖିଲ ହସୁଛି। ଅନେକ ଦିନ ପରେ ଆଶା
Read More
ସମ୍ପର୍କର ଖିଅଟିଏ ଯୋଡିବା ବେଳେ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ କଲମରୁ କାଳିତକ ସରିଗଲା ତଥାପି ତ ଲେଖା ସରିଲାନି ଭାବିଥିଲି ଯାହାସବୁ ଲେଖିଯିବି ଭାବନାରେ ରହିଗଲା କ୍ଷୁଦ୍ର ଏକ ହତାଶାର ବନ୍ଧନୀ ଭିତରେ। ଆଖି ବୁଜିଦେଲେ ସବୁକିଛି ଦେଖିହୁଏ ଅନୁଭବ କରିହୁଏ ଆଖି ସାମନାର ସାପ ଖୋଳପା ଭିତର ରାଜକୁମାରୀକୁ। ଭାବିଥିଲି ଚିଠିଟିଏ ଦେବି; ଲମ୍ବା
Read More
ସମୟ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ବିଜୟର ଶୋଭାଯାତ୍ରାରେ ମିଳେଇ ଯାଇଛି ଗ୍ଲାନିର ରୋଷଣୀ ବିପର୍ଯୟର ଦୋଛକିରୁ ଲମ୍ବି ଆସୁଛି ହତାଶିଆ ଦୁଇ କଳା ବେଣୀ, କୁହେଳୀର ମାୟାବର୍ତ୍ତରେ ଇନ୍ଦ୍ରଜାଲର ଛମ୍ ଛମ୍ ନୀଳ – ପୁଷ୍କରିଣୀ। ସମୟକୁ ପଚାରାନା କିଛି ମୃତ୍ୟୁର ପରୱାନା ନେଇ ପତଙ୍ଗ ଉଡୁଛି ଏବେ ଦୀପ ଶିଖାପରେ ବୃନ୍ତଚ୍ୟୁତ ହେଲା ପରେ
Read More
ତୁମେ ଆଉ ମୁଁ ଡ଼.ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ତୁମେ, ପହିଲି ଶୀତର ପୁଲକ ମତୁଆଲା ସକାଳର ଶୁଭ୍ର ଜଳ ବିନ୍ଦୁ ସ୍ନିଗ୍ଧ ଓ ସତେଜ ପ୍ରେମ, ପ୍ରଣୟର ଅବୁଝା ପାଣ୍ଡୁଲିପି ରାସ – ରସ – ରଙ୍ଗ – ରୂପର ସମ୍ମୋହିତ ମୂର୍ତ୍ତିଟିଏ ଚିର କାଳ ଏ ଧରା ଵୁକୁରେ। ମୁଁ, ନିର୍ମୋକାଛାଦିତ ନିର୍ବୋଧ ସନ୍ୟାସୀ ବିଖରିତ
Read More
ମନ ପକ୍ଷୀ ଡ଼. ଅଶୋକ କୁମାର ଷଡଙ୍ଗୀ, ପ୍ରାଧ୍ୟାପକ ଜହ୍ନି – ଫୁଲ – ରାତ୍ରି ଢାଳେ ଜହ୍ନର ରୋଷଣୀ ନଈ ପଠା, ଆମ୍ବ ତୋଟା, ସବୁଜ ବନାନୀ ଛୁଇଁ ଦେଲା ଲାଜକୁଳୀ ଶେଷ ଫଗୁଣର ହାତ ନିଶାସକ୍ତ ସମୟ ଗାଉଛି କେଉଁ ଜୀବନ ସଙ୍ଗୀତ। ପର କଲମରେ ଲେଖି ମନର କାଳିରେ ଭସେଇ ଦେଲି ମୋ ‘
Read More
କାଚଘର ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ ତାରୁଣ୍ୟର ଲାଲ୍ କୃଷ୍ଣଚୂଡ଼ା ବୟସର କାଉଁରୀ ସ୍ପର୍ଶରେ ମୂର୍ତ୍ତିମନ୍ତ, ଛଳ ଛଳ ନୀଳ ସ୍ବପ୍ନ ପ୍ରେମମୟ କବିତାର ପ୍ରଥମ ପାଖୁଡ଼ା ଅନନ୍ତ ଆଶାର ଦୀପାଳିରେ କାମନାର ସହସ୍ର ସଳିତା ଜାଳି ପ୍ରେମର ନଈ ତୁଠରେ ଦିନ ସବୁ ସରିଆସେ ଚାହୁଁ ଚାହୁଁ ବୟସର ଅର୍ଗଳିରେ ଲମ୍ବିଯାଏ ବେକ ଶୀତଳ ମୃତ୍ୟୁ
Read More