March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Apr
2022
13

“କିଛି ଦୃଦୟର ଭାବନା –ତପନ କୁମାର ସ୍ୱାଇଁ*

🌹“କିଛି ଦୃଦୟର ଭାବନା”🌹 ମୁଁ ପ୍ରଶ୍ନ ତ ପଚାରିନି ….. ହେଲେ କାହିଁକି ଉତ୍ତର ଅପେକ୍ଷାରେ ଅଛି ??? ତୁମେ କିଛି କହୁନ କେବଳ ନେତ୍ରରେ ଫୁଟୁଛି ଫୁଲ ମୋର ହୃଦୟର କୋଣ ଅନୁକୋଣରେ ତୁମର ସେଇ ଚିତ୍ର ଛବି ନୀଳ ଉର୍ମି ପରି ଭାସମାନ ହେଉଛି।ଯେତେ ବେଳେ ପଲକ ଆରାମ କରିଥାଏ।ମୁଁ ପଲକ ଉଠାଏ ଯେବେ ତୁମେ

Loading

Apr
2022
12

*ସେବିକା–ସୁଭଦ୍ରା ସିଂହ*

-:ସେବିକା :- ********** ସୁନ୍ଦର ଏକ ଅପରାହ୍ନ ର ସୂର୍ଯ୍ୟାସ୍ତ କୁ ଉପଭୋଗ କରୁଥାଏ ମୁଁ | ଅଚିରାତ କର୍ଣ୍ଣ ପଟ୍ଟ କୁ ସ୍ପର୍ଶ କରିଲା ମୋ ମା ର ସ୍ନେହଭରା ଡାକ -“ଆରେ ମା ‘ଲକ୍ଷ୍ମୀ ର ଫୋନ ଆସିଛି |” ‘ଲଷ୍ମୀ ‘ମୋ ସାନ ମାଉସୀ ଙ୍କ ଝିଅ, ସ୍ୱାସ୍ଥ୍ୟକର୍ମୀ ଭାବେ ରାଜଧାନୀର ଏକ ସ୍ୱାସ୍ଥ୍ୟ

Loading

Apr
2022
12

*ବିଷାଦୀ ସନ୍ଧ୍ୟା ର ଉପହାର–ସୁଭଦ୍ରା ସିଂହ*

-: ବିଷାଦୀ ସନ୍ଧ୍ୟା ର ଉପହାର :- ************************ ଧରିତ୍ରୀ ମାଆ ର ଶୃଙ୍ଗାର କରିବା ଦାୟିତ୍ୱ ନିବହନ କରିଥାନ୍ତି ଋତୁ ଶ୍ରେଷ୍ଠ ବସନ୍ତ। ତାଙ୍କର ପ୍ରଭାବରେ ପ୍ରକୃତି ର ଶୋଭା ରେ ଭରୁଥାଏ ନୂତନତା। ଏହି ଅବସରରେ ପ୍ରାଣୀ ଙ୍କ ମନରେ ମଧ୍ୟ ଫୁଟି ଉଠୁଥାଏ ରୋମାଞ୍ଚ ଭରି ଲାଳସା, ପ୍ରକୃତି ର ନବ କଳେବର କୁ

Loading

Nov
2021
20

*ପ୍ରେମ–ବନସ୍ମିତା ପଣ୍ଡା*

ପ୍ରେମ * ————– ପ୍ରେମ କଣ ଜାଣେ ଜାତି ଅଜାତି? ପ୍ରେମ ଖାଲି ଜାଣେ ସମର୍ପଣ l ଏହି ଭାବ ନେଇ ବୋଧେ ସେମାନେ ଜୀବନସାଥୀ ହେବାର ସ୍ବପ୍ନ ଦେଖିଥିଲେ ଆମ ଗାଁ ବ୍ରାହ୍ମଣ ଘର ବଡ଼ ସାଆନ୍ତେ ଙ୍କ ପୁଅ ସାଗର ଏବଂ କଣ୍ଡରା ଘର ସନିଆର ଝିଅ ଶାମୁକା l ……….. ଶୈଶବର ବାଲିଖେଳ ,

Loading

Nov
2021
20

*ଏକାନ୍ତ– ବନସ୍ମିତା ପଣ୍ଡା*

.ଏକାନ୍ତ ⏮️ ପ୍ରତିଦିନ ରାତିରେ ମୋତେ ନିଜ ଖଟ ଉପରେ ପାଇ ଅନେକ କଥା ଭାବୁଥିଲା ମା l ବାପାଙ୍କ ଯିବାର ମାସେ ଉପରେ ହେଲାଣି, ଆଉ ସବୁ ରାତିରେ ମୋତେ ବହୁତ ନିଃସଙ୍ଗତା ବୋଧ ହୁଏ l ମା ଶୋଇବା କୋଠରୀ ଆଡକୁ ପାଦ ଆପେ ଆପେ ଚାଲିଯାଏ, ଦେଖେ ସେ ମଧ୍ୟ୍ୟ ଶୋଇ ନଥାଏ l

Loading

Nov
2021
20

*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*

#ପରିଚୟ # #ଭାଗ-ଏକ# #ଗୋଟେନୂଆଆରମ୍ଭ# ବନସ୍ମିତା ପଣ୍ଡା……. …….ସତରେ କେତେ ଶାନ୍ତି ଏଇ ଖପର ଛାତ ବିଶିଷ୍ଟ ଘରେ l ଦୁଇ ବଖରାରେ କେନ୍ଦ୍ରିତ ଏ ଘର କିଛି ମହଲ ଠାରୁ କମ୍ ନଥିଲା ନନ୍ଦିନୀ ପାଇଁ l ଆଜି ଶେଷ ନିଶ୍ୱାସ ପୂର୍ବରୁ ବୋଧେ ପୁରା ହୋଇଛି ତାର ନିଜ ଛାତ ତଳେ ଛିଡା ହେବାର ଇଚ୍ଛା

Loading

Oct
2021
23

*ସ୍ବାର୍ଥପର ବାନ୍ଧବୀ – କଳ୍ପନା ରାୟ*

ସ୍ବାର୍ଥପର ବାନ୍ଧବୀ କଳ୍ପନା ରାୟ ଆକାଶ ପାତାଳ ଭାବୁଥିଲା କାମିନୀ। ଜୀବନରେ କାମନା ନ ଥିଲା ହାରାହାରି । କେବଳ ତାର ନୁହେଁ, ତା ପରିବାରର ସମସ୍ତଙ୍କ ଜୀବନ ଅନ୍ୟ ପାଇଁ ଉତ୍ସର୍ଗୀକୃତ ଥିଲା ଯେମିତି । ବାପା ଛୋଟ ଏକ କ୍ଲର୍କ ଚାକିରି କରୁଥିଲେ ଅବଶ୍ୟ ସରକାରୀ । ଦୁଇ ବଖୁରିକିଆ ଭଡ଼ାଘରେ ପାଞ୍ଚ ପିଲା ଓ

Loading

Oct
2021
23

*ବାବାଜୀ-ମମତା ଶତପଥୀ*

*(ସତ୍ୟ ଘଟଣା ଉପରେ ଆଧାରିତ)* 🖌️🖌️ବାବାଜୀ🖌️🖌️ ମମତା ଶତପଥୀ 🖌️🖌️🖌️🖌️🖌️🖌️ ଶ୍ୟାମଘନ ମିଶ୍ର ସଉଦା ତାଲିକା, ବ୍ୟାଗ୍ ଓ ଟଙ୍କା ନେଇ ଘରୁ ବାହାରି,ତ ଯାଆନ୍ତି, କିନ୍ତୁ ଫେରନ୍ତି ଅଳ୍ପ କିଛି ସଉଦା ସହିତ।ଯାହାକି ନିହାତି ଆବଶ୍ୟକ ଥାଏ।ଅନ୍ୟ ସଉଦା ବିଷୟରେ ପଚାରିଲେ କହନ୍ତି,”ଦୋକାନ ବଜାର କ’ଣ ଦୂରରେ ? ଦିନେ ଦୁଇ ଦିନ ଭିତରେ ନେଇ ଆସିବିନି

Loading

Sep
2021
15

*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*

**ଅଭାଗିନୀ ** ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ   ” ମାଡାମ୍, ମି. ସାମନ୍ତରାୟ ଙ୍କର ଚେତା ଫେରିଆସିଛି ” ନର୍ସ ର ଏକ‌ଥା ଶୁଣି କ୍ଷଣକ ପାଇଁ ଡ଼କ୍ଟର ସାଗରିକା ଆନନ୍ଦ ହେଲେ, ପରବର୍ତ୍ତୀ ମୂହୁର୍ତ୍ତ ରେ ଗମ୍ଭୀର ହୋଇ କହିଲେ, ” ଠିକ୍ ଅଛି, ତୁମେ ଯାଅ,ମୁଁ ଆସୁଛି”। ‌ ଡ଼ଃ ସାଗରିକା ଆମେରିକାନ୍ କଲେଜ ଅଫ୍

Loading

Sep
2021
15

*ରିକ୍ସାବାଲା – ତପନ ସାହୁ*

_କ୍ଷୁଦ୍ରଗଳ୍ପ:-_ ♦️ *ରିକ୍ସାବାଲା* ♦️   ତପନ ସାହୁ ************************** ମୁଠାଏ ପଖାଳ ଓ ବେଲାଏ ବାସି ତୋରାଣି, ଏଇତକ ହିଁ ମନୁଆ ବୁଢାର ସମ୍ବଳ।ମାଳତୀ ଆଣି ବୁଢା ଆଗରେ ଥୋଇଦେଲା ପଖାଳ କଂସା,ମନୁଆ ବୁଢା ବଲବଲ କରି ଚାହିଁଲା ତା’ ସ୍ତ୍ରୀ ମାଳତୀ ମୁହଁକୁ,ପଚାରିଲା ଆଉ କିଛି ଭଲ ଦରବ ନାହିଁ ?ଅନେକ ଦିନ ହେଲାଣି ଆଇଁଷ

Loading

Aug
2021
8

*ଏକା ଏକା ଚନ୍ଦ୍ରମୁଖୀ – ଅନିରୁଦ୍ଧ ତିଆଡ଼ି*

।।ଏକା ଏକା ଚନ୍ଦ୍ରମୁଖୀ।।   ଅନିରୁଦ୍ଧ ତିଆଡ଼ି ————–+++++++++++++++++++++++—————- ନାରଣପୁର ଗାଁ ରେ ଗୋଟିଏ ଘର ଥିଲା । ଆଉ ସେହି ଘରେ ରହୁଥିଲା ଚନ୍ଦ୍ରମୁଖୀ ବୋଲି ଗୋଟିଏ ପଚିଶି ବର୍ଷର ଝିଅ ଆଉ ତା ବାପା ମା । ଏହି ତିନି ଜଣଙ୍କୁ ନେଇ ତାଙ୍କର ଏକ ଛୁଟ ସଂସାର ଥିଲା । ସେମାନେ ବହୁତ୍ ଗରିବ

Loading

Jul
2021
13

*କଳଙ୍କିନୀ ଶ୍ରାବଣୀର କାହାଣୀ(ଗଳ୍ପ)–କୁମାର ମୃତ୍ୟୁଞ୍ଜୟ*

##ଗଳ୍ପ## *କଳଙ୍କିନୀ ଶ୍ରାବଣୀର କାହାଣୀ* ଏକ ସନ୍ଧ୍ୟା, କିନ୍ତୁ ନା ଅଛି ଆକାଶରେ ତାରା ନା ପଡୁଛି ଚନ୍ଦ୍ର କିରଣ. ଦ୍ଵିତୀୟା ଚନ୍ଦ୍ରର ଶାନ୍ତ ପୁଲକ ଯେଉଁଠି ଅଗଣାରେ ବିଚ୍ଛୁରିତ ହୋଇପଡିବା କଥା, ସେଠି ଆଜି ଶ୍ରାବଣ ର ମେଘମାଳା ଅନାୟାସେ ବୁଲୁଛି. ବେଳେବେଳେ ଘୋ ଘୋ ପବନ ପୁଣି କେତେବେଳେ ଚକଚକ ବିଜୁଳି ସହ ଘଡଘଡି. ନୀରବ

Loading

Jun
2021
26

*ଆଖିଏ ଲୁହ– କାହ୍ନୁ ଚରଣ ସାହୁ*

*ଆଖିଏ ଲୁହ* ରାମ ବାବୁ ନିରୀହ ଚାହାଁଣୀରେ ଅପଲକ ଚାହିଁଥାନ୍ତି ପାଣିରେ ଭାସୁଥିବା ଚାଳଘରକୁ । କେବଳ ଘର ନୁହେଁ ଭାସୁଥାଏ, ଅନେକ ଦିନରୁ ସାଇତି ଥିବା ସ୍ବପ୍ନ । କେଜାଣି କାହିଁକି ପ୍ରକୃତି ଗରିବ, ଦିନମଜୁରିଆର ସ୍ବପ୍ନ ଭାଙ୍ଗେ, ବୋଧେ ଭାଙ୍ଗିବାକୁ ଭଲଲାଗେ ତାକୁ । ହେଲେ ବୁଝି ପାରେନି କ୍ରୁର ପ୍ରକୃତି ଗରିବ ଛାତିର କୋହ,

Loading

Apr
2021
29

ଚିହ୍ନାମୁହଁ — ସରସ୍ବତୀ ନାୟକ

ଗଳ୍ପ:- ଚିହ୍ନାମୁହଁ ”’”””””’””””””””””””””””””””””””””””””‘”””””””””””” ସରସ୍ବତୀ ନାୟକ ନରଣପୁର ଗାଁ। ସେଇ ଗାଁର ଶେଷରେ ଥାଏ ନୁଆଁଣିଆ ଚାଳଘରଟିଏ । ଝାଟିମାଟିର ଗୋବରଲିପା କାନ୍ଥ। କିନ୍ତୁ ଭାରି ପରିଷ୍କାର । ଗାଁଆର ଅଧିକାଂଶ ଲୋକ ଚାଷବାସ କରି ପେଟ ପୋଷନ୍ତି। ମଙ୍ଗୁଳୁ ଦ୍ଵିତୀୟ ଶ୍ରେଣୀରେ ପଢ଼େ। ସେଇ ନୁଆଁଣିଆ ଚାଳଘର ତା’ ଶିଶୁସ୍ବପ୍ନର ଉଆସ। ଯେଉଁଠି ସେ ତାର ବୋଉ

Loading

Apr
2021
11

*ମମତାର ମୁକ ଭାଷା — ଦୀପିକା ଦାଶ*

#ମମତାର_ମୁକ_ଭାଷା କୁନି ଛୁଆଟିର ଆଖିରେ ଅନେକ ଲୁହ । ତା’ ମା, ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିର ଦାୟିତ୍ୱହୀନ ଓ ଅସାଵଧାନତାର ଶିକାର ହୋଇ କାର ତଳେ ଚାପି ପ୍ରାଣ ହରାଇଦେଲା । ମୋ ବୋଉ ମନ୍ଦିର ଯିବାବେଳେ ଦେଖିଲା ରାସ୍ତା କଡରେ ଛୁଆଟି ନିଜ ମା’ ମୃତଦେହ ପାଖେ ବସି ଅସହାୟ ବିକଳ ହୋଇ କାନ୍ଦୁଥିଲା । ବୋଧହୁଏ

Loading

Apr
2021
11

*ଅନ୍ଧାରର ଲୁହ–ଦୀପିକା ଦାଶ*

*ଅନ୍ଧାରର ଲୁହ* ******** ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି ମନ୍ଥି ସିଏ ଡ୍ର’ ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା ଦେଖି ତାଙ୍କ

Loading

Apr
2021
11

*ଶେଷ ନିଷ୍ପତ୍ତି–ଦୀପିକା ଦାଶ*

  *ଶେଷ ନିଷ୍ପତ୍ତି* ◆◆◆◆◆◆◆ ~ ଦୀପିକା ଦାଶ ରାତ୍ରୀ ପ୍ରାୟ ବାରଟା ବାଜିଲାଣି । ସବୁଦିନ ପରି ସେଦିନ ବି ଦୀପ୍ତି ଘରର ନିତିଦିନିଆ କାମ ସାରି, ବାଲକୋନୀର ଝରକା, କବାଟ ବନ୍ଦ କରି ନିଜ ରୁମକୁ ଆସିଲା । ସାରାଦିନ ସଂସାରିକ ଜଞ୍ଜାଳରେ ଜୁଝି ହୋଇ ସେ ଯେମିତି ଗୋଟିଏ ଶବ ପାଲଟି ଯାଇଥିଲା ।

Loading

Apr
2021
11

*ଦୋଛକି//ଫରକ–ଅଂଶୁମାନ୍ ସାହୁ*

. #ଦୋଛକି #ଫରକ ପୁଷ୍ପ କଥା ଘରେ କେମିତି କହିବି ଭାବିଭାବି ଘରେ ଆସି ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା l ମୋ ନନା ଆମ ବ୍ରାହ୍ଣଣ ଶାସନର ମୁଖିଆ ଲୋକ, ସଭିଏଁ ତାଙ୍କୁ ସମ୍ମାନ, ଆଦର କରନ୍ତି l ଆମ ପଂଚାୟତ ହାଇସ୍କୁଲର ସେ ପ୍ରଧାନ ଶିକ୍ଷକ l ଶିକ୍ଷିତ ବ୍ୟକ୍ତି ଭାବରେ ସେ କଣ ଏ ଜାତିଫାତିରେ

Loading

Apr
2021
11

*ପରଚର୍ଚ୍ଚା– ଅଂଶୁମାନ ସାହୁ*

. #ପର_ଚର୍ଚ୍ଚା ବଡଗଡ ବ୍ରିଟ୍ କଲୋନୀ ; କୋଠା ନମ୍ଵର୍ ଇ-୨୫ର ସୁରମ୍ୟ ବାଲକୋନୀରେ ବସିଥାନ୍ତି ମହାନ୍ତି ଦମ୍ପତ୍ତି l “ଜାଣିଛ, ସେପଟ ଲେନ୍ ର ସାମଲ ବାବୁ ଆଉ ତାଙ୍କ ସ୍ତ୍ରୀ ଏତେ ବିରକ୍ତିକର ଯେ, ସବୁବେଳେ ପରଚର୍ଚ୍ଚାରେ ମାତିଥିବେ l ସେଦିନ ଯେଉଁ ମାର୍କେଟରେ ପରିଡା ବାବୁଙ୍କ ଝଗଡ଼ା ହେଲା, ସେକଥା ତିନିଦିନ କାଳ ସନ୍ଧ୍ୟାରେ

Loading

Apr
2021
11

*ବୁଢ଼ୀ ଆଉ ଫେରିବନି– ଲକ୍ଷ୍ମୀପ୍ରିୟା ମହାନ୍ତି*

#ବୁଢ଼ୀ ଆଉ ଫେରିବନି# ସହର ରେ ୨ ବର୍ଷ ର ରହଣି ପରେ ଆଜି ଗାଁ କୁ ଫେରିଛି ମୋହନ | ତା ସହ ତାର ସହଧର୍ମିଣୀ ଶ୍ଵେତା ଆଉ ଗୋଟେ ବୋଲି ଅଲିଅଳି ଝିଅ ସାଇନି ବି ଆସିଛି | ହେଲେ ଗାଁ ରେ ଯିଏ ପାଛୋଟି ନେବା କୁ ଅପେକ୍ଷା କରିଛି ସେ ହଉଛି ମୋହନ

Loading