*ନଈ– ଶ୍ରୀମତୀ ବାସନ୍ତୀ ଲତା ଜେନା*
*ନଈ* *ଶ୍ରୀମତୀ ବାସନ୍ତୀ ଲତା ଜେନା* ନଈଟିଏ ମୁଁ ଯେ ସ୍ରୋତସ୍ୱିନୀ ଧାର ଚଳ ଚଞ୍ଚଳ ମୋ ଗତି ବରଷା ଦିନରେ ବର୍ଷା ଜଳ ପାଇ ଫୁଲି ଉଠେ ମୋର ଛାତି l୧l ଦ୍ରୁତ ବେଗେ ମୁଁ ଯେ ଗତି ଶୀଳ ହୁଏ ବନ୍ଧ ବାଡ଼ ନ ମାନଇ ଅତ୍ୟଧିକ ଜଳ ମୋ ଗର୍ଭେ ମିଶିଲେ ନଈ ବଡି
*ନଈ* *ଶ୍ରୀମତୀ ବାସନ୍ତୀ ଲତା ଜେନା* ନଈଟିଏ ମୁଁ ଯେ ସ୍ରୋତସ୍ୱିନୀ ଧାର ଚଳ ଚଞ୍ଚଳ ମୋ ଗତି ବରଷା ଦିନରେ ବର୍ଷା ଜଳ ପାଇ ଫୁଲି ଉଠେ ମୋର ଛାତି l୧l ଦ୍ରୁତ ବେଗେ ମୁଁ ଯେ ଗତି ଶୀଳ ହୁଏ ବନ୍ଧ ବାଡ଼ ନ ମାନଇ ଅତ୍ୟଧିକ ଜଳ ମୋ ଗର୍ଭେ ମିଶିଲେ ନଈ ବଡି
*ଗଳ୍ପ : ମୋ ପରିବାର* *ବାସନ୍ତୀ ଲତା ଜେନା* ପରିବାର ସମାଜର ଏକ ସାମାଜିକ ଅନୁଷ୍ଠାନ l ମନୁଷ୍ୟ ଏକ ସାମାଜିକ ପ୍ରାଣୀ l ଏହା ପରିବାରର ରକ୍ତଗତ ସମ୍ପର୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ନିବିଡ଼ ଘନିଷ୍ଠତା ସୃଷ୍ଟି କରି ଥାଏ l ମାନବ ଶିଶୁ ଜନ୍ମରେ ଖୁବ ଅସହାୟ ଥାଏ l ଶିଶୁଟି ପରିବାରର ପିତା ମାତା
🌴ବୃକ୍ଷ ରୋପଣ🌴 ପ୍ରକୃତିର ଶୋଭା ବୃକ୍ଷ ଲତା ଅଟେ ତା ପାଇଁ ସବୁଜ ବନ ସବୁଜିମା ଦିଏ ମନରେ ସନ୍ତୋଷ ସୁଖେ କଟି ଥାଏ ଦିନ l 1l ବୃକ୍ଷ ତ ଆମର ଉପକାରୀ ବନ୍ଧୁ ତା ଦାନ ଅତୁଳନିୟ ଖାଦ୍ୟ ବସ୍ତ୍ର ବାସ ଗୃହ ଦେଇ ଥାଏ ତାର ଯତ୍ନ ନେଉ ଥାଅ l 2l ଜୀବ
*ଶ୍ରୀମଦ ଭଗବଦ ଗୀତା* ଗୀତା ଭାଗବତ ତତ୍ତ୍ୱ ଜ୍ଞାନ ସାର ଭକ୍ତି ଯୋଗ କର୍ମ ଜ୍ଞାନ ସବୁ ଶାସ୍ତ୍ର ମଧ୍ୟେ ଶ୍ରେଷ୍ଠ ଶାସ୍ତ୍ର ଅଟେ ମୁକ୍ତି ପଥରେ ନିର୍ବାଣ l୧l ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଏ ବାଣୀ ପରା ମହାଭାରତ ଯେ ଧର୍ମ ଯୁଦ୍ଧ ଥିଲା ଗୁଞ୍ଜରୀ ଉଠିଲା ଧରା l୨l ଅର୍ଜୁନଙ୍କ ରଥେ ସାରଥୀ
*ବାଘ* ( ଶିଶୁ କବିତା ) *ବାସନ୍ତୀ ଲତା ଜେନା* – + – + – + – + – + – + – ବାଘ ଅଟେ ଆମ ଜାତୀୟ ସମ୍ପଦ ରହେ ଘଞ୍ଚ ଜଙ୍ଗଲର ନର ପଶୁ ମାଂସ ଖାଇ ବଞ୍ଚି ଥାଏ ଦେଖା ଯାଏ ଭୟଙ୍କର । ପଟା ପଟା ଦାଗ
*ପ୍ରଥମାଷ୍ଟମୀ* *ବାସନ୍ତୀ ଲତା ଜେନା* ପ୍ରଥମାଷ୍ଟମୀ ମାର୍ଗଶିର ମାସେ କୃଷ୍ଣ ପକ୍ଷରେ ପଡଇ ଓଡ଼ିଶାର ପର୍ବ ପଢ଼ୁଆଁ ଅଷ୍ଟମୀ ପ୍ରଥମ ସନ୍ତାନ ପାଇଁ l୧l ପୁଅ ହୋଇଥାଉ ଅବା ଝିଅ ହେଉ ନୂଆ ବସ୍ତ୍ର ପିନ୍ଧି ଥାନ୍ତି ପିଢାରେ ବସାଇ ଧୂପ ଦୀପ ଜାଳି ଜନନୀ ବନ୍ଦାଇ ଥାନ୍ତି l୨l ହଳଦୀ ଚାଉଳ ମସ୍ତକେ ପକାନ୍ତି ଶୁଭ ମନାସିଣ
*ମୁଁ ଏକ ନାଉରୀ* *ବାସନ୍ତୀ ଲତା ଜେନା* ଏହି ଭବ ସିନ୍ଧୁ ଅଥଳ ସାଗର ଜୀବନ ନାଆଟି ମୋର ବିଭୁ ପାଦ ତଳେ ପ୍ରଣତି ଜଣାଇ କାତ ବାହେ ନିରନ୍ତର l୧ଲ ସକାଳରୁ ସଞ୍ଜ ନାଆ ବାହି ନିଏ ପରିବାର ଭୋକ ପାଇଁ ଭଲ ମନ୍ଦ ସବୁ ତୋତେ
କିଏ ପାଣି କିଏ ପଥର କିଏ ପାଣି କିଏ ପଥର ଏଇଠି ଭାବିଲେ ସବୁ ନିଜର, ଦୁଇ ଜଣ ଯାକ ଅତି ଆପଣାର କାର୍ଯ୍ୟ କରେ ପ୍ରାଣୀଙ୍କର। ପଞ୍ଚ ତତ୍ତ୍ୱ ମଧ୍ୟେ ଦୁଇ ଉପାଦାନ ସେ ଦୁହେଁ ଆମ ଜୀବନ, ପଥର ଦିଅଇ ବାଲି ରେଣୁ ମାଟି ପାଣି ଦିଏ ଜୀବ ଦାନ। ନିଃସ୍ଵାର୍ଥର ସେବା ପାଣି ପଥରର
ଆଶ୍ୱାସନା ଦରଦୀ ପ୍ରାଣରେ ମିଠା ଭରି ଯାଏ ଆଶ୍ୱାସନା ଟିକେ ଥିଲେ, ଛଳନା କପଟ ଦୂର ହୋଇ ଗଲେ ସ୍ୱଚ୍ଛତା ପରଶ ମିଳେ। ଦୁଃଖୀ ମନ ଆତ୍ମା ଅଶାନ୍ତ ବଳୟେ ଚକ୍ରବୁହ୍ୟ ମଧ୍ୟେ ଥାଏ, ସାନ୍ତ୍ବନା ମଲମ ଟିକେ ମିଳି ଗଲେ ଦୁଃଖ ଲାଘବ ଯେ ହୁଏ। ବନ୍ଧୁ ଦେଇଥାଏ ଆଶ୍ଵାସନା ପୁଣି ଦେଇଥାଏ ଧୈର୍ଯ୍ୟ ଶକ୍ତି, ସେନେହ
ବାଲ୍ମୀକି ରତ୍ନାକର ନାମେ ଦୁଷ୍ଟ ଲୋକ ଥିଲା ଅନ୍ୟାୟ ଅନୀତି କାମ, ଚୋରି ଡକାୟତି ବେଉସା ତାହାର ସାକ୍ଷାତ ସେ ଅଟେ ଯମ । ଜଙ୍ଗଲ ରାସ୍ତାରେ ବୃକ୍ଷେ ଲୁଚି ଥାଏ ଭୟ ଭୀତ ବାଟୋଇକୁ, ଧନ ରତ୍ନ ସବୁ ଛଡ଼ାଇଣ ନିଏ ପରିବାର ପୋଷିବାକୁ। ନାରଦ ମୁନି ଯେ ପ୍ରଶ୍ନକଲେ ତାଙ୍କୁ ମଣିଷ ମାରୁ କାହିଁକି ,
*ଲୋକ ଗୀତରେ ପଲ୍ଲୀ ବଧୂର* *ଜୀଵନ* ସୃଷ୍ଟି ନିୟନ୍ତାଙ୍କ ଅପୂର୍ବ ସରଂଚନାରେ ପଲ୍ଲୀ ବଧୂର ଜୀଵନ ଅତ୍ୟନ୍ତ ମନୋରମ ଓ ସରଳ l ତାର ହୃଦୟ କୋମଳତାର ପରିପୂର୍ଣ୍ଣ l ଖୁବ କମରେ ସେ ସନ୍ତୁଷ୍ଟ ହୋଇ ଥାଏ l ସ୍ନେହ, ପ୍ରେମରେ ସେ ସମସ୍ତଙ୍କୁ ଆପଣାର କରି ନିଏ l ଘରର ଚାରି କାନ୍ଥ ମଧ୍ୟରେ ଶଙ୍ଖା
ଅନୁଭୁତିରେ ଶ୍ରୀ ଜଗନ୍ନାଥ ବହୁ ଦିନ ତଳର କଥା , ପ୍ରାୟ ଦଶ ବର୍ଷ ହୋଇଯିବ ମୁଁ, ମୋର ବଡ଼ ପୁଅ ସନ୍ଦୀପ, ମୋର ସାନ ମଝିଆ ଭଉଣୀ, ତାର ସ୍ୱାମୀ ଏବଂ ତାର ପୁଅ ଗୁଗୁଲ , ଆମେ ସମସ୍ତେ ପୁରୀ ଧାମରେ ସକଳ ସାଢେ ୭ଟା ବେଳେ ପହଂଚିଲୁ । ଆଜି କାଲି ପରି ସେତେ