May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
9

ସମୟ ଚକ୍ର-ମମତା ବାରିକ୍

ସମୟ ଚକ୍ର ************* ଇସାରାରେ ତୋର ଚାଲେ ଏ ଜଗତ ସମସ୍ତେ ତୋହର ଦାସ, କୀଟ ଠାରୁ ବ୍ରହ୍ମ ଦେବତା ବି ନିଜେ ହୁଅନ୍ତି ତୋହର ବସ । ତୋର ଚକତଳେ ବୟସ ସହିତ ଧୀରେ ଧୀରେ ଘୁରିଗଲି, ଶୈଶବ କୈଶୋର ଯୌବନକୁ ଡେଇଁ ବୃଦ୍ଧାବସ୍ଥା ପ୍ରାପ୍ତ ହେଲି । ଆପଣାରେ ଯେତେ ପର କରିଦେଲେ ଭାବିଣ ମତେ

Loading

Jan
2023
9

ସକାଳର ଅର୍ଘ୍ୟ – ସୁଜାତା ରାଉତ,

ସକାଳର ଅର୍ଘ୍ୟ ହେ ବିଶ୍ଵପିତା ଘେନ ନିବେଦନ ହୃଦୟରୁ ଆଜି କହେ, ମଣିଷଟେ କରି ପଠେଇଲ ମତେ ମୁଁ କିନ୍ତୁ ମଣିଷ ନୁହେଁ l ମୋ’ରି ମାଧ୍ୟମେ ବିଶ୍ୱର ମଙ୍ଗଳ ହେଉବୋଲି ତୁମେ ଚାହଁ, ପାଶୋରୀ ଦେଇଛି ତୁମରି ଇଛାକୁ ଆଚ୍ଛନ୍ନ କରିଛି ମୋହ l ପଞ୍ଚଭୂତେ ଗଢ଼ା ଶରୀର ଟି ମୋର ପଞ୍ଚଭୂତେ ହେବ ଲୀନ, ସଜେଇ

Loading

Jan
2023
9

ତୁମେ ମୋ ଆଖିର ସତ ସପନ- ସଂଯୁକ୍ତା ସାହୁ

ତୁମେ ମୋ ଆଖିର ସତ ସପନ   ହେ ଚକାନୟନ ଦୀନ ଦୁଃଖ ନାଶନ ତୁମେ ମୋ ଆଖିର ସତ ସପନ । ଅଖିଳ ନିଦାନ ରଙ୍କନିଧି ହେ ବିଶ୍ୱମୋହନ ଗୋପପୁର ମଣି ହେ ଯଶୋଦାର ଧନ । ତୁହି ପରା ସତ୍ୟ,ଶିବ,ସୁନ୍ଦର ଜନାର୍ଦ୍ଦନ କାଇଞ୍ଚମାଳିଆ ହେ ନନ୍ଦ ନନ୍ଦ ନନ୍ଦନ । ବ୍ୟାପ୍ତ ଚରାଚାର ହେ ବ୍ରଜ

Loading

Jan
2023
9

ଆରାଧନା – ମିନତି ଦାଶ

ଆରାଧନା   ଆରାଧନା କିବା ପୂଜା ଅରଚନା ଉପାସନା ନୀରାଜନା, କୋରାନ ଆଜାନ ଗୁରୁବାଣୀ ତତ୍ତ୍ୱ ଗୁଞ୍ଜିତ ଭୂମି ରୁ ଭୁମା. ଓଁକାର ନିନାଦ ବେଦ ମନ୍ତ୍ର ଧ୍ୱନି ପ୍ରାର୍ଥନା ବନ୍ଦନା ସ୍ତୋତ୍ର, ହୋମ ଯଞ୍ଜ ବ୍ରତ ଧୂପ ଦୀପ ଦାନ ପରିଧାନ ଶୁଦ୍ଧ ବସ୍ତ୍ର. ପଞ୍ଚଭୂତେ ଗଢା ମାନବ ଶରୀର ପାଞ୍ଚଭୂତ ର ସଂସାର, କୀଟ ଠାରୁ

Loading

Jan
2023
9

ହିସାବ ନିକାଶ – ଭାସ୍କର ରାଉତ

 ହିସାବ ନିକାଶ   ଦୁର୍ଲଭ ଜନମ ହେବ ଅକାରଣ ସମୟ ଦେଉଛୁ ସାରି କେତେ ଅରଜିଲୁ କେତେ ହରାଇଲୁ କହ ତୁ ସମୀକ୍ଷା କରି। କେତେ ତୋ ସୁ କର୍ମ କେତେ ତୋ କୁ କର୍ମ କହରେ ତାହା ବିଚାରି ଆଜିତ ବରଷ ହେଉଅଛି ଶେଷ ହିସାବ ଦେଏ ତୋ ସାରି। ଲାଭ କ୍ଷତି କେତେ କରିଲୁ ଜଗତେ

Loading

Jan
2023
9

ଜନ୍ମ ଓ ମୃତ୍ୟୁ- ଅଶୋକ କୁମାର ପତି,

ଜନ୍ମ ଓ ମୃତ୍ୟୁ   ଆରେ ଗୋପାଳ, ମିଛ ଟାରେ କାହିଁ ହେଉ ବ୍ୟାକୁଳ, ଜନମ ମରଣ , ଲାଗିଛି ସଂସାରେ ସଂସାରଟା ଜନ୍ମ ମୃତ୍ୟୁର ଖେଳ ।0   ଜନ୍ମ କାଳେ ପରିଵାରେ ଵଢେ ହରଷ, ମିଷ୍ଟାନ୍ନ ବଣ୍ଟନେ ମନ କରନ୍ତି ତୋଷ, ଜନମ ଲଭିଲା ,କୁଆଁ ରାବ ଦେଲା ଆତ୍ମା ପରମାତ୍ମା କରନ୍ତି ରୋଳ।1  

Loading

Jan
2023
9

ଜୀବନ ଗୁଡ଼ି – ହେମନ୍ତ କୁମାର ସାହୁ

ଜୀବନ ଗୁଡ଼ି   ଗୁଡିଟି କିଣିଲି ବଜାରରୁ ମୁହିଁ ତହିଁରେ ସୂତା ଲଗାଇ ଲଟେଇରେ ସୂତା ଗୁଡ଼ାଇ ଦେଇ ମୁଁ ଛାତ ଉପରକୁ ଯାଇ ।। ଦେଖିଲି ଅନେକ ଗୁଡି ଉଡୁଅଛି ଦିଶୁଅଛି କେଡେ ସୁନ୍ଦର ପୁଣି ଦେଖିଲି ମୁଁ ଗୋଟେ ଗୁଡି କଟି ପଡ଼ିଲା ଭୂମିର ଉପର ।। ମନରେ ଭାବିଲି ଏଇ ତ ଜୀବନ ଗୁଡିର

Loading

Jan
2023
9

ପଡୁଅଛି ମନେ- ସରୋଜ କୁମାର ସାହୁ

ପଡୁଅଛି ମନେ   ଆଜିକାହିଁ ଭାରି ପଡୁଅଛି ମନେ ଜହ୍ନ ଦେଖି ଦେଲା ପରେ ତୁମେ ତ ରହିଛ ପୁଅଙ୍କ ଭିଡରେ ଅବା କାହିଁ କେତେ ଦୂରେ। କାହାସାଥେ ପୁଣି ଦେବି ମୁଁ ଖବର କହିବ ସେ ପାଶେ ଯାଇ ପ୍ରେମିକା ରଖିଛି ସାଇତି ତୁମକୁ ମନେ ମନେ ଭଲ ପାଇ। କଳ୍ପନାରେ ସବୁ ଗଢି ସେ ଦେଇଛି

Loading

Jan
2023
9

ହାରିଲି କେତେ ଜିତିଲି କେତେ – ଭାସ୍କର ରାଉତ                      

ହାରିଲି କେତେ ଜିତିଲି କେତେ   ଖେଳାଳି ହୋଇ ଖେଳୁଛି ରହି ଖେଳାଉଥାଏ ଜଣେ ସବୁ ଖେଳକୁ ଖେଳାଏ ତାକୁ ନେଇ ବିଭିନ୍ନ ସ୍ଥାନେ। ଖେଳ ପଡ଼ିଆ ଲାଗେ ବଢ଼ିଆ ଖେଳଇ ତହିଁ ଯାଇ କେବେ ପଡ଼ଇ କେବେ ଉଠଇ ଆଗକୁ ଧାଉଁଥାଇ। ଆଣ୍ଠୁ ଛିଡ଼ଇ ଗଣ୍ଠି ଛିଡ଼ଇ ଥୋମଣି ଫାଟି ଯାଇ ତଥାପି ମୋତେ ନଛାଡ଼େ ସତେ

Loading

Jan
2023
8

ଆଜିର ଏ ଅପରାହ୍ଣେ-ରୁଦ୍ର ନାରାୟଣ ଦାଶ

ଆଜିର ଏ ଅପରାହ୍ଣେ ଆଜିର ଏ ଅପରାହ୍ଣଟାରେ ସମୟର ନଳୀ ପିନ୍ଧି ତମାମ ଶୁଦ୍ଧ ଅମ୍ଳଜାନକୁ ସେ ଶୋଷାଡି ନିଏ ଆଉ କିଛି ଦିନ ବଞ୍ଚିବା ଆଶାରେ ପୁଣି ଭାବିନିଏ ଘରୁ ବେଘର ହେବା ପରେ ବଞ୍ଚିବାର ଲାଭ ବା କ’ଣ? କାଲି ର ଅପରାହ୍ଣରେ ଯେ ଲାଭର ଅଙ୍କ କଷୁନଥିଲା ଆଜି ସେ ବଞ୍ଚିବା ପାଇଁ ଅଙ୍କ

Loading

Jan
2023
8

ବୟସ ର ଅପରାହ୍ନ-ନିର୍ମାଲ୍ୟ ବାରିକ୍

ବୟସ ର ଅପରାହ୍ନ ଆହତ ଅପରାହ୍ନ ରେ ଆଖିରୁ ଲୁହ ଯେତେବେଳେ ବହିଥାଏ, ନିର୍ଲଜ ଦିବାସ୍ଵପ୍ନ ର ପ୍ରହାର ରେ ବ୍ୟର୍ଥତା ର ଶେଫାଳୀ ହୋଇ, ମାଟି ତଳେ ପୋତି ହେଇ ରହିଥିବା ମଞ୍ଜି ସବୁ ଗଜରି ଉଠନ୍ତି, ମଧ୍ୟାହ୍ନ ର ଗୁଞ୍ଜରଣ ରେ ଯେବେ ବୟସ ରେ ଅପରାହ୍ନ ଆସେ, ସେତେବେଳେ ଅଳିଆ ଲାଗିଯାଏ ଏଇ ହୃଦୟ

Loading

Jan
2023
8

ସମୟ ଏକ ଔଷଧ-ଜୀବନ ପ୍ରଦୀପ ପ୍ରଧାନ

ସମୟ ଏକ ଔଷଧ ସବୁ ଦୁଃଖର ଆରମ୍ଭ ଥାଏ କିନ୍ତୁ ନଥାଏ ଅନ୍ତ ତଥାପି ଦୁଃଖ ସରିଯାଏ ଅବା ଅପସରି ଯାଏ ସମୟର ଢେ଼ଉରେ।। ସମୟ ହିଁ ସାହା ହୁଏ ଅସହାୟର ସମୟ ହିଁ ଦୁଃଖ ହଜାଏ ଦୁଃଖି ମଣିଷର।। ସମୟ ହାତରେ ନଥାଏ ସବୁ କିଛି ସଜାଡି ଦେବାର ପ୍ରତିଶ୍ରୁତି କିନ୍ତୁ ଥାଏ ସଜାଡି ଦେବାର ସମ୍ଭାବନା

Loading

Jan
2023
8

ହେମ ହରିଣୀ – ପ୍ରସନ୍ନ କୁମାର ମେହେର

ହେମ ହରିଣୀ ପ୍ରସନ୍ନ କୁମାର ମେହେର କେଉଁ ଶିଳ୍ପୀ ହସ୍ତେ ଗଢ଼ଣ ହୋଇଛ ସୁନ୍ଦରୀ ହେମହରିଣୀ ଗୋରା ଚାହାଣୀ କୁ ନିରେଖି ଚାହିଁଲେ ମନଲାଖି ଯିବ କ୍ଷଣି ।।   ବିଧାତା ର ଖେଳ କେଡ଼େ ମନୋହର କୋଟିଏ ରେ ଗୋଟି ହୀରା ନିଶା କାଳେ ସତେ ମେଘମାଳେ ତୁମ୍ଭେ ଝଟକିବ ଜହ୍ନ ତାରା ।।   କେଉଁ

Loading

Jan
2023
8

ମୋ ଗାଁ – ମନୋଜ କୁମାର ଦାସ

ମୋ ଗାଁ   ମୋ ଗାଁ ଛୋଟ ତାର ସୀମା ପିଲାଦିନୁ ଦେଖିଛି ରୂପ, ଯୌବନ, ମାଦକତା ରଙ୍ଗ ବେରଙ୍ଗ ରେ ଦେହ ନକ୍ସାରେ ଛବିଟି ପ୍ରତୟ ଯାହା ଦେହେ ବହୁଛି ଗୋବରୀ ନଦୀର ଜଳ l ମୋ ଗାଁ ଭାରି ସୁନ୍ଦର ଲାଗେ ପାଖେ ପାଖେ ଲାଗିଛି ବିସ୍ତିର୍ଣ୍ଣ ଚାଷ ଜମିର ପସରା ସୁଜଳା ସଫଳା ମାଟିରୁ

Loading

Jan
2023
7

ନିଶା-ସୁଜାତା ରାଉତ

ନିଶା ନିଶା ତ ନିଶା ଅନେକ ନିଶା କିଛିଭଲ କିଛିମନ୍ଦ, ଭଲନିଶା ପାଇଁ ସମାଜେ ମଙ୍ଗଳ ମନ୍ଦ ସୃଷ୍ଟିକରେ ଦ୍ଵନ୍ଦ l ପଢିବା ନିଶା ଜ୍ଞାନର ଆଶା ଦେଖାଏ ନୂଆବାଟ, ଖାଇବା ନିଶା କୁମାର୍ଗେ ନିଏ ଫୁଲଏ ପରା ପେଟ l ଦେଖିବା ନିଶା ଭଲ ଦେଖିଲେ କିଛି ସମସ୍ୟା ନାହିଁ, ମନ୍ଦ ଦେଖିଲେ ଜୀବନ ବ୍ୟର୍ଥ ପ୍ରତି

Loading

Jan
2023
7

ଶିକ୍ଷା ଓ ଜ୍ଞାନ-ସଂଯୁକ୍ତା ସାହୁ

ଶିକ୍ଷା ଓ ଜ୍ଞାନ ~~~~~~~~ ଶିକ୍ଷାରୁ ମିଳଇ ସଂସ୍କାର ଆଉ ମାର୍ଜିତ ହୁଏରେ ଜୀବନ ଅମା ଅନ୍ଧକାର ଦୂର ହୁଅଇ ବଢୁଥାଏ ଯେ ଯଶ ଜ୍ଞାନ । ଶିକ୍ଷା ଦେଖାଏ ନୂତନ ରାହା ଜୀବନ ନିଶ୍ଚୟ ଧନ୍ୟ ହୁଏ ସମାଜରେ ଭଲ ମଣିଷ ଭାବେ ମୁଣ୍ଡ ଟେକି ସେ ଚାଲୁଥାଏ । ଶିକ୍ଷାରୁ ମିଳେ ସୁନ୍ଦର ସଭ୍ୟତା ଜ୍ଞାନର

Loading

Jan
2023
7

ଖବର କାଗଜ-ବନଲକ୍ଷ୍ମୀ ମହାନ୍ତି

ଖବର କାଗଜ ଖବର କାଗଜ ସବୁ ଖବରକୁ ତା ମଧ୍ୟରେ ଧରିଥାଏ ସକାଳ ହୋଇଲେ ଖବର କାଗଜ ଖବର ବାଲାଟି ଦିଏ।। ଖବର କାଗଜେ ଦେଶ ବିଦେଶର ଖବର ଯେ ରହିଥାଏ ଘଟଣା ଦୁର୍ଘଟଣା ପର୍ବ ପର୍ବାଣୀର ସୂଚନା ପୁଣି ଜଣାଏ।। ସାହିତ୍ୟ ଓ ଜ୍ଞାନ ବିଜ୍ଞାନ ସହିତ ନୂଆ ନୂଆ କଥା କହେ ମହାପୁରୁଷଙ୍କ ଜନ୍ମ ମୃତ୍ୟୁ

Loading

Jan
2023
7

ଜୀବନ ପ୍ରଭାତେ-ସୁଜାତା ରାଉତ

ଜୀବନ ପ୍ରଭାତେ ସମସ୍ତେ ଆସନ୍ତି ସମସ୍ତେ ଯାଆନ୍ତି ଖେଳିଏଠି ପୁଣି କେତେଖେଳ କ୍ରୀଡା ମଇଦାନ ଏ ଜୀବନ କ୍ଷେତ୍ର ଜୟ ପରାଜୟ ମେଳ l ଅଭିନୟ ମଞ୍ଚେ ରାତିଟିଏ ପାଇଁ କିଏରାଜା କିଏପ୍ରଜା, କିଏ ଭିଲିୟାନ କିଏ ନୀରବରେ ପାଉଥାଏ ପୁଣିସଜା l କିଏମାରେ ଏଠି ମିଥ୍ୟା ବାହାସ୍ଫୋଟ କିଏ ରହିଥାଏ ତୁନି, ପାରିବାର ପଣ କିଏସେ ଦେଖାଏ

Loading

Jan
2023
7

ଆମରି ଚାଷୀ ଭାଇ-ବର୍ଷାରାଣୀ ମହାନ୍ତ

ଆମରି ଚାଷୀ ଭାଇ ************ ଖରା ବରଷା ଏଇ ଶୀତ କାକରେ କେବେ ସେଇ ଜହ୍ନ ମାମୁଁ ଆଲୋକରେ ଖାଇ ଯେ ଶାଗ ପଖାଳ ଯେ କରେ ଶସ୍ୟ ଅମଳ ସେ ନୁହେଁରେ ଅନ୍ୟ କେହି ସେ ଆମରି ଚାଷୀ ଭାଇ ll ମଠ ନକରି ପାହାନ୍ତି ଅନ୍ଧାରୁ ଉଠି ଜହ୍ନ ଆଲୋକେ କେତେ କଚଡ଼ା ପିଟି ଧାନ

Loading

Jan
2023
7

ମୁଁ କୃଷି-ଜୟଶ୍ରୀ ଖଟୁଆ

ମୁଁ କୃଷି ***** ଖରା ବରଷା ଶୀତ କାକର ପାସରି ଦିଏ ମୁହିଁ, ଶସ୍ୟକୁ ଯେବେ ଅମଳ କରେ ଦୁଃଖ ମୋ ଯାଏ କାହିଁ।। ବରଷ ସାରା ମୋହରି ପାଖେ ନ ଥାଏ ବିଶିରାମ, ଜଗତ ପାଇଁ କର୍ମଠ ବୀର ନିତି ଯେ କରେ ଶ୍ରମ।। ଆଖିର ଲୁହ ଛାତିର ଲହୁ ନିଗାଡି କରେ କାମ, ଟାଙ୍ଗରା କ୍ଷେତେ

Loading