April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
31

ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ

ସ୍ବାର୍ଥୀମଣିଷ   ମଣିଷ କୂଳରେ ଯେତକ ଜନ୍ମିଲେ ସଭିଏଁ ହୋଇଲେ ସ୍ଵାର୍ଥୀ ପରଧନ ଦେଖି ଇର୍ଷାରେ ଡୁବିଣ ହରାଇଲେ ଭାଵ ପ୍ରିତୀ। କର୍ମଠ ହେବାକୁ ମନ ନ ବଳାଇ ରଚିଲେ କୁଟିଳ ପନ୍ଥା ଇର୍ଷା ଅଂହଙ୍କାର ଶୋଷଣ ଲୁଣ୍ଠନ ଗୋଟେସାଥେ ଗୋଟେ ଗୁନ୍ଥା। ସହନଶୀଳତା ନାହିଁ କାହା ପାଖେ ପରସେବା ମନୋବୃତ୍ତି ଲୋକ ଦେଖାଣିଆ ସଂସ୍କାର ନିତୀରେ ବଖାଣନ୍ତି

Loading

Jan
2023
19

ମକର ସଂକ୍ରାନ୍ତି – ସରୋଜ କୁମାର ସାହୁ

ମକର ସଂକ୍ରାନ୍ତି   କର୍କଟ କ୍ରାନ୍ତି ରୁ ମକର କ୍ରାନ୍ତି କୁ ସୂର୍ଯ୍ୟଙ୍କ ହୋଇବ ଗତି ଦିବସର ଆୟୁ ବଢି ଧିରେଧିରେ ଛୋଟ ହୋଇବ ଏ ରାତି। ଉତ୍ତରାୟଣ ଗତିରେ ସୁରୁଜ ବଢାଇବେ ତାଙ୍କ ତେଜ ପ୍ରକୃତିର ଏଇ ଋତୁଚକ୍ର ପରେ ବିଳମ୍ବିତ ହେବ ସଞ୍ଜ। ସ୍ବଛ ମନନେଇ ପୂଣ୍ୟ ତିଥିରେ ଦାନଧର୍ମ କଲେ ବ୍ୟକ୍ତି ଅକାଳ ମୃତ୍ୟ

Loading

Jan
2023
16

ସୁହାଗିନୀ – ସରୋଜ କୁମାର ସାହୁ

ସୁହାଗିନୀ   କେବେ ଭରିଦେବ ମଥାରେ ସିନ୍ଦୁର ସୁହାଗ ହୋଇକି ମୋର ତୁମ ଏରୁଣ୍ତି ମୁଁ ଡେଇଁ ଯିବି ଯେବେ ନିଜର ହୋଇବ ଘର। ଶଙ୍ଖା ସିନ୍ଦୁର ମୋ ହେବ ପୂଜାମନ୍ତ୍ର ହୋଇବି ମୁ଼ଁ ପୂଜାରିଣୀ ଛାଇଟିଏ ପରି ତୁମ ଚଲାପଥେ ଫୁଲଶେଜ ଦେବି ବୁଣି। ଶାଶୂ ଶଶୂରଙ୍କ ହୃଦୟକୁ ଜିଣି ହୋଇବି ମୁଁ ତାଙ୍କ ଝିଅ ସକାଳ

Loading

Jan
2023
9

ପଡୁଅଛି ମନେ- ସରୋଜ କୁମାର ସାହୁ

ପଡୁଅଛି ମନେ   ଆଜିକାହିଁ ଭାରି ପଡୁଅଛି ମନେ ଜହ୍ନ ଦେଖି ଦେଲା ପରେ ତୁମେ ତ ରହିଛ ପୁଅଙ୍କ ଭିଡରେ ଅବା କାହିଁ କେତେ ଦୂରେ। କାହାସାଥେ ପୁଣି ଦେବି ମୁଁ ଖବର କହିବ ସେ ପାଶେ ଯାଇ ପ୍ରେମିକା ରଖିଛି ସାଇତି ତୁମକୁ ମନେ ମନେ ଭଲ ପାଇ। କଳ୍ପନାରେ ସବୁ ଗଢି ସେ ଦେଇଛି

Loading

Jan
2023
7

ଅସହଜ-ସରୋଜ କୁମାର ସାହୁ

କ୍ଷୁଦ୍ରଗଳ୍ପ ଅସହଜ କଲେଜରେ ଗୋଟିଏ କ୍ଲାସ୍ ରେ ପଢିଲା ବେଳେ ମୋ ଆଖିରେ ଥରୁଟିଏ ବି ଆଖି ମିଶାଇ ପାରୁ ନଥିଲା ପ୍ରିୟା।ଶହେ ମିଟର ଦୂରରୁ ବି ତା ନଜର ପଡିବା କ୍ଷଣୀ ସେ ସଯତ୍ନରେ ସଜାଡି ନେଉଥିଲା ତାର ଅନବ୍ୟସ୍ତ କେଶ ହାଲକା ଓଢଣୀକୁ।ପାଦକୁ ଚିପିଚିପି ଭାରୀ ନମ୍ର ଭାବରେ ଲାଜ ଜରଜର ଆଖିରେ ମୋତେ ଅତିକ୍ରାନ୍ତ

Loading

Jan
2023
5

ମନର ମଣିଷ-ସରୋଜ କୁମାର ସାହୁ

ମନର ମଣିଷ ………….. ଭଲପାଅ ଯଦି ସତରେ ଆଜିବି ଆସିବ ଗୋ ତୁମେ ଫେରି ସେଦିନ ଯେମିତି ମନ ହୃଦୟକୁ କରି ନେଇଥିଲ ଚୋରି। ବାନ୍ଧିଥିଲ ବେଣୀ ତାସାଥେ ଗଜରା କରି ପ୍ରେମ ନିବେଦନ ଭୁଲି ଯିବନାହିଁ ଦେଇଥିଲ ରାଣ ସାଇତିବ ଚିର ଦିନ। ଭୁଲିକି ପାରୁଛି ସେଇ ମୁହୂର୍ତ୍ତ କୁ ନିରୋଳାରେ ଥିଲେ ବସି ଆଖି ପଲକରେ

Loading

Nov
2022
15

ପ୍ରେମଚିଠି — ସରୋଜ କୁମାର ସାହୁ

ପ୍ରେମଚିଠି   ସରୋଜ କୁମାର ସାହୁ   ଗୋପନେ ଲେଖିଛି ଗହନ ବନର ଚୋରା ପୀରତିର କଥା, ସଙ୍ଗିନୀ ମେଳରେ ପଢିବ ଯଦିଓ ମନରେ ଲାଗିବ ବ୍ୟଥା।   ଅକ୍ଷର ଦେହରେ ଭିଜେଇ ଦେଇଛି ମୋ ପ୍ରେମର ସବୁ ଭାବ, ପଢୁଥିବ ଯେତେ ଭିଜୁଥିବ ସେତେ ଆଖି ଓଠ ସାକ୍ଷୀ ଥିବ।   ଚିଠି ମଧ୍ୟେ ପୁଣି ମାଗିଛି

Loading

Nov
2022
6

ଫୁଲ ବଗିଚା — ସରୋଜ କୁମାର ସାହୁ

ଫୁଲ ବଗିଚା …………… ଘର ଅଗଣାର ପାଚେରୀ ମଧ୍ୟରେ ରହିଛି ସୁନ୍ଦର ଫୁଲ ବଗିଚା ସୁରୁଜ ଉଇଁଲେ ସକାଳ ପ୍ରହରୁ ଫୁଲ ଫୁଟିଥାଏ ଗୋଛାକୁ ଗୋଛା। ଦେଖିଲେ ଥରୁଟେ ଲାଖିଯାଏ ଆଖି କ୍ଷଣିକେ ହୃଦୟ ମୋହି ସେ ନିଏ ଯେତେ ଦୂରେ ଥିଲେ ଚତୁର ଭ୍ରମର ନିତି ଆସି ତାକୁ ଘଡିଏ ଛୁଏଁ। ଛନଛନ ବେଶ କଅଁଳ ବୟସ

Loading

Oct
2022
11

ଭାବଗ୍ରାହୀ — ସରୋଜ କୁମାର ସାହୁ

ଭାବଗ୍ରାହୀ   ଭକତ ଭାବକୁ ବୁଝିପାରୁ ବୋଲି ନାଁ ତୋର ଭାବଗ୍ରାହୀ ସେହିଭାବ ନେଇ ଦେଖୁଛୁ ଜଗତ ରତନ ବେଦୀରେ ରହି। ନ ମାଗିଲେ ପରା ଯାଚିକରି ଦେଉ ଦୁଃଖରୁ ସୁଖକୁ ବାଛି ତୋତେ ଝୁରିଝୁରି ହେଲିଣି ଆତୁର ମୋ ଭାଗ୍ୟରେ ନାହିଁ କିଛି। ଧନଜନ ନୁହେଁ ମାଗୁଛି ତୋତେ ଦରଶନ ଟିକେ ମିଳୁ ସେହି ଦରଶନ ପାଇଁ

Loading

Oct
2022
7

ନୂଆଚୂଡା — ସରୋଜ କୁମାର ସାହୁ

    “ନୂଆଚୂଡା” ………. ନୂଆଁଖାଇ ପରଠୁ ବଜାରକୁ ଆସୁଥିବା ନୂଆଚୂଡାକୁ ନେଇ ଢେର୍ ଉତ୍କଣ୍ଠା ଥାଏ ମନରେ।କେବେ ଚାଖିବ ଏ ପାଟି ଆଉ ମେଣ୍ଟିବ ତାର ଆଶା।ଥରୁଟିଏ ନ ଚାଖିଲା ଯାଏଁ ତାର ଆଗ୍ରହ ଭରେନି।ଯେମିତିକି ନୂଆ ଘର ନୂଆ ପଡୋଶୀ ନୂଆ ଫଳ ନୂଆ ବୋହୂ ନୂଆ ଜାମାକୁ ନେଇ ସମସ୍ତଙ୍କର ଆକର୍ଷଣ।ସାନମାନେ ଟିକେ ଅଧିକ

Loading

Aug
2022
23

ସବୁଜ ହୀରା — ସରୋଜ କୁମାର ସାହୁ

ଗଳ୍ପ:- “ସବୁଜ ହୀରା” ଜୀବନର ଅପରାହ୍ନ ଆସି ଉପନୀତ । ୭୮ବର୍ଷରେ ବି ଶ୍ରୀହର୍ଷ ବାବୁଙ୍କ ଚେହେରା ଏବଂ ଦେହର ଚମଡ଼ା ଚିକ୍କଣ ଆଉ ସତେଜ । ତାଙ୍କ ସୁସ୍ଥ ଶରୀରର ରହସ୍ୟ ହେଲା ପରିଶ୍ରମ କରିବା ଓ ସତେଜ ପନିପରିବା ଖାଇବା । ସେଥିପାଇଁ ସେ ଖୁବ୍ ଯତ୍ନରେ ତାଙ୍କ ବିଶାଳ ବାଡ଼ି ଔଷଧ ଗଛରେ ପରିପୂର୍ଣ୍ଣ

Loading

Jun
2022
30

ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ

ବିଷୟ:- ବୁନ୍ଦାଏ ଲୁହ     ପ୍ରାପ୍ତ କରିବାର ଦୁର୍ବାର ପ୍ରୟାସ ତଥାପି ଏ ମନ ହାରେ, ଝୁଣ୍ଟି ସମ୍ଭାଳିବା ଆଗକୁ ବଢ଼ିବା ମହାଶିକ୍ଷା ସଂସାରରେ ।।   ଦୁଃଖ ଯେବେ ଆସେ ମନ ବି ବୁଝେନା ଆପେ ଆସି ଯାଏ କୋହ, ମନ ଦହନରେ ନେତ୍ର ପଥ ଦେଇ ଝରେ ଦୁଇ ବୁନ୍ଦା ଲୁହ ।।  

Loading

May
2022
26

ପ୍ରେମ ହିଁ କେବଲମ୍ — ସରୋଜ କୁମାର ସାହୁ

    ବିଷୟ:- ପ୍ରେମ ହିଁ କେବଳମ୍     ସମୟ ବଦଳେ ସ୍ଥିତି ବି ବଦଳେ ବଦଳଇ ରାତି ଦିନ, ମନ ତ ବଦଳେ ଲକ୍ଷ୍ୟ ବଦଳିଲେ ବଦଳି ଯାଏ ଜୀବନ ।।   ଦୁର୍ଲଭ ଜୀବନେ ନୈସର୍ଗିକ ପ୍ରେମ ପ୍ରାପ୍ତିକୁ ନରଖେ ଆଶା, ପ୍ରେମେ ପ୍ରଭାବିତ କଠୋର ହୃଦୟ ଦୁଃଖର କରେ ମୀମାଂସା ।।  

Loading

May
2022
21

ମାଟିଚୁଲି — ସରୋଜ କୁମାର ସାହୁ

ମାଟିଚୁଲି ମାଟିର ଦେହେ ହୋଇବି ଗଢା ସୁନ୍ଦର ଦିଶେ ଭାରି ଧନୀ ଗରିବ ସ୍ନେହ ଆଦର ସଭିଁଙ୍କ ଅଛି ପୁରି । ରାନ୍ଧେ ଦରବ ସହଜେ ନିତି କାଠ ଘସିରେ ଜଳି ବାସନା ସାଥେ ସୁଆଦ ପରା ସଭିଁଙ୍କୁ ଯାଏ ବଳି । ଭାତ ତିଅଣ ପିଠାପଣା ର ସୁଆଦ ଆଗ ଚାଖେ ଜଳାଏ ଯାହା ଚୁଲି ଭିତରେ

Loading

Apr
2022
26

ବସନ୍ତର ଆଗମନେ — ସରୋଜ କୁମାର ସାହୁ

ବସନ୍ତର ଆଗମନେ   ଯାଉଥିବ ପୁଣି ଆସୁଥିବ ଦିନ ନୂଆଁ ନୂଆଁ ଆଶା ନେଇ ଆଗତ ଦିନକୁ ଅନ୍ତରୁ ସ୍ଵାଗତ ଆନନ୍ଦେ ବଞ୍ଚିବା ପାଇଁ ।।   ପ୍ରକୃତି ସାଙ୍ଗରେ ଆମର ଜୀବନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଖରା,ବର୍ଷା,ଶୀତ,ଶରତ,ହେମନ୍ତ ଋତୁ ରାଜ ଯେ ବସନ୍ତ ।।   ପ୍ରେମର ପୀୟୂଷ ବାଣ୍ଟି ଦିଏ ସିଏ ହତାଶ ଆମ ଜୀବନେ

Loading

Apr
2022
26

ଅସୁମାରୀ ଇଚ୍ଛା — ସରୋଜ କୁମାର ସାହୁ

ଅସୁମାରୀ ଇଚ୍ଛା    ତୁମରି ପାଇିଁକି ଅସୁମାରୀ ଇଚ୍ଛା ଜାଗିଥିଲା ଏଇ ମନରେ ପାଇଲିନି ଖୋଜି ତୁମେଗଲ ହଜି କେଉଁ ଅପାନ୍ତରା ବନରେ । ହସ ଖୁସି ମୋର ଯାହା ପାଇଥିଲି ଧିରେଧିରେ ଦେଲି ହଜେଇ କ୍ଷଣିକ ଭେଟରେ ସାଉଁଟି ନପାରି ମନକୁ ପାରେନା ବୁଝେଇ । ସବୁତ ଲାଗଇ ମରୀଚିକା ପରି ଫୁଲକୁ ପାଖରେ ଦେଖିବି ପାଏନା

Loading

Jan
2022
13

*ବିସ୍କୁଟ – ସରୋଜ କୁମାର ସାହୁ*

        ବିସ୍କୁଟ ସରୋଜ କୁମାର ସାହୁ                    . *****//*****//***** ଜୀବନ ନିର୍ବାହେ ବସ୍ତ୍ର ବାସଗୃହ ଖାଦ୍ୟ ଅବଶ୍ୟ ଲୋଡ଼ନ୍ତି, କ୍ଷୁଧାର୍ତ୍ତ ପେଟକୁ ମିଳିଗଲେ ଅନ୍ନ ଅନ୍ତରାତ୍ମା ହୁଏ ଶାନ୍ତି ।। ପେଟ ପାଇଁ ଚିନ୍ତି ବିକଳ୍ପ ସାଧନ ସୃଷ୍ଟି ଅଟେ ନାନା

Loading

Nov
2021
14

*ଟିପେ ପୃଥିବୀର ମୋହ – ସରୋଜ କୁମାର ସାହୁ*

  ଟିପେ ପୃଥିବୀର ମୋହ ସରୋଜ କୁମାର ସାହୁ ****//****//****//****//**** ସତ୍ୟର ଆକଟ ଅସତ୍ୟର ଖେଳ ମାୟା ବନ୍ଧନର ଭାର, ଦୋଦୂଲ୍ୟମାନ ଏ ଜୀବନର ଗତି ବିବେକ କରେ ବିଚାର ।।   ସଙ୍କଟରେ ହରି ହରି ଡାକ ଛାଡେ ସ୍ୱାର୍ଥରେ ସାଉଁଟା ମନ , ସ୍ବାର୍ଥ ସରିଗଲେ କିଏ ବା କାହାର ସବୁ ମିଥ୍ୟା ପ୍ରଭଞ୍ଜନ ।।

Loading

Nov
2021
12

*ଗାଁ କୋଠଘର – ସରୋଜ କୁମାର ସାହୁ *

ଗାଁ କୋଠଘର …………….. ସରୋଜ କୁମାର ସାହୁ ***************** ଆମ ଗାଁର ମନ୍ଦିର ପାଖ ସୀମାରେ କୋଠଘର ଲାଗି ରହିଛି ହତାକୁ ତାର ବିଶାଳ ଗଛ ବର । ମନ ମୋହଇ ସଭିଁଙ୍କୁ ନିତି ଗୋଲାପ ଚମ୍ପା ଜୁଇ ଭେଟ ହୁଅନ୍ତି ସନ୍ଧ୍ୟା ପ୍ରହରେ ଗାଁ ପଡୋଶୀ ଭାଈ। ନିତୀ ନିୟମ ଶୃଙ୍ଖଳା ଜ୍ଞାନ ରହିଛି ସେଠି ଭରି

Loading

Sep
2021
24

*ପାହାନ୍ତି ସପନ–ସରୋଜ କୁମାର ସାହୁ(ଝାରସୁଗୁଡା)*

  ପାହାନ୍ତି ସପନ ଦେଖିଛି ନୟନ ପାହାନ୍ତି ସପନ ସତ ହୋଇପାରେ ଦିନେ, ବିଶ୍ଵଗୁରୁ ହୋଇ ଏ ଭାରତ ଦେଶ ରହିଛି ପ୍ରଥମ ସ୍ଥାନେ ।। ବିଜ୍ଞାନ କ୍ଷେତ୍ରରେ ରହିଛି ଆଗରେ ଇତିହାସେ ଶ୍ରେଷ୍ଠ ପଦ, ଭୌଗଳିକ ସତ୍ତା ଫେରି ପାଇଅଛି ହଟିଛି ସବୁ ବିପଦ ।। ମାତୃରୂପୀ ସେହି ନାରୀ ନାରାୟଣୀ ପାଉଛି ସମ୍ମାନ କେତେ, ଶୃଙ୍ଖଳିତ

Loading