March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

*ଗାଁ କୋଠଘର – ସରୋଜ କୁମାର ସାହୁ *

  • ଗାଁ କୋଠଘର
    ……………..
    ସରୋଜ କୁମାର ସାହୁ
  • *****************

ଆମ ଗାଁର ମନ୍ଦିର ପାଖ
ସୀମାରେ କୋଠଘର
ଲାଗି ରହିଛି ହତାକୁ ତାର
ବିଶାଳ ଗଛ ବର ।
ମନ ମୋହଇ ସଭିଁଙ୍କୁ ନିତି
ଗୋଲାପ ଚମ୍ପା ଜୁଇ
ଭେଟ ହୁଅନ୍ତି ସନ୍ଧ୍ୟା ପ୍ରହରେ
ଗାଁ ପଡୋଶୀ ଭାଈ।
ନିତୀ ନିୟମ ଶୃଙ୍ଖଳା ଜ୍ଞାନ
ରହିଛି ସେଠି ଭରି
ସଭିଁଙ୍କ ମନେ ବନ୍ଧୁତ୍ବ ଭାବ
ପରିବାରଟେ ପରି ।
ମାଟି ଇଟାରେ ଗଢା ସେଇଟି
ବିଶାଳ ତାର ଛାତ
ପୁରାଣ ପୋଥି ପଢା ସହିତ
ଶୁଭେ ଭଜନ ଗୀତ ।
ଢୋଲ ଖଞ୍ଜଣି ଦାସକାଠିଆ
ନାନା ରକମ ଯନ୍ତ୍ର
ଶିଖାନ୍ତି ପୁଣି ପୁରୁଖା ଲୋକେ
ବିଧି ବିଧାନେ ମନ୍ତ୍ର ।
ନାଟ ତାମସା ଖେଳ କୌଶଳ
ହୁଏ ଭଳିକି ଭଳି
ପୁନେଇ ପର୍ବେ ହୁଅଇ ପଣା
ଗଞ୍ଜେଇ ଭାଙ୍ଗ ଗୋଳି ।

ସରୋଜ କୁମାର ସାହୁ

 636 total views,  1 views today

28 thoughts on “*ଗାଁ କୋଠଘର – ସରୋଜ କୁମାର ସାହୁ *

  1. Hey There. I found your blog using msn. This is an extremely well written article.I will be sure to bookmark it and return to read more of your useful info.Thanks for the post. I will definitely comeback.

  2. Pretty great post. I simply stumbled upon your blog and wished to mention that I’ve really loved browsing your blog posts. After all I will be subscribing on your rss feed and I’m hoping you write again very soon!

  3. Hello there, just became aware of your blog through Google, and foundthat it’s truly informative. I’m going to watch out for brussels.I will appreciate if you continue this in future. Numerous people will bebenefited from your writing. Cheers!

  4. Aw, this was a really good post. Finding the time and actual effort to create a really goodarticle… but what can I say… I procrastinate a lot and don’t manage to get anything done.0mniartist asmr

  5. I haven’t checked in here for a while since I thought it was getting boring, but the last several posts are good quality so I guess I will add you back to my daily bloglist. You deserve it my friend

Leave a Reply

Your email address will not be published. Required fields are marked *