May 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
10

ମେଘମଲ୍ହାର-ଶ୍ରୀମତୀ କୃଷ୍ଣା ଦାସ

ମେଘମଲ୍ହାର ବିଜୁଳିର ଜଲସାରେ ମୁଁ ମେଘମଲ୍ହାର କେଉଁ ଏକ ଦରଦୀର ମୁଁ କରୁଣ ସୁର ମୁଁ ଗଲାପରେ ଯେଉଁ ସନ୍ଧ୍ୟା ଆସିବ ମୋକଥା ଜହ୍ନଆଉ ଆକାଶକହିବ… ମୁଁଥିଲି ମରୀଚିକା ତୁମ ସବୁଜ ସ୍ବପ୍ନର ମୁଁଶୁଷ୍କତରଙ୍ଗିଣୀ ତୁମ ସାଗର ବୁକୁର ମୁଁ ଗଲାପରେ ଯେଉଁ ଲହରୀ ଉଠିବ ମୋକଥା ବେଳାଆଉଶାମୁକା କହିବ. ବୟସର ଶିତ୍କାର ମୁଁ ପହିଲି ସ୍ପର୍ଷର ସମୟ

Loading

Jan
2023
10

ନିଆରା ମଣିଷ-ଶ୍ରୀମତୀ କୃଷ୍ଣା ଦାସ

🌺ନିଆରା ମଣିଷ 🌺 ମୁଁ ଯେ ନିଆରା ମଣିଷଟିଏ ଅତ୍ମୀୟତା ଭରା ସୁକ୍ଷ୍ମ ସ୍ରୋତଖିଏ ସଭିଙ୍କୁ ଭିଜାଇ ନିଜେ ଭିଜିଯାଇ ଅଳ୍ପକେ ସନ୍ତୁଷ୍ଟ ଥାଏ. 🌺 ମୁଁ ଯେ ଖିଆଲି ମଳୟ ଟିଏ କିଛି ଚାହେଁ ନାହିଁ ଟିକେ ସ୍ବପ୍ନ ନେଇ ପିଆସି ଓଠରେ ପୁଲକ ଜଗାଇ ସହଜେ ସଞ୍ଚରି ଯାଏ. 🌺 ମୁଁ ଯେ ଅଲିଭା ସଳିତା

Loading

Jan
2023
10

ପରଶମଣି-ଶ୍ରୀମତୀ କୃଷ୍ଣା ଦାସ

🌷ପରଶମଣି🌷 ହେ ମୃତ୍ୟୁ, ତୁମଠାରେ ସତରେ ସମସ୍ତେ ଋଣୀ, ତୁମ ସ୍ପର୍ଶେ ଲିଭିଯାଏ ଦୁଃଖ, ଶୋକ ଅମାପ ଯନ୍ତ୍ରଣା ତେଣୁ ତୁମେ ସତରେ ପରଶମଣି🌹 ଶୁଣି ତୁମ ନାମ ଥରିଉଠେ ହୃଦୟ ସବୁରି, ହେଲେ ମୁଁ କହିବି ତୁମପରି ସ୍ନିଗ୍ଧ, ଶୀତଳ ସ୍ନେହଶିକ୍ତ କୋଳ ଆଉ ନାହିଁ ଟି କାହାରି.🌹 ହେ ମୃତ୍ୟୁ, ତୁମ ପାଇଁ ଚାଖିହୁଏ ନୂତନ

Loading

Jan
2023
10

ଲଷ୍ମୀ ପୂଜା-ଶ୍ରୀମତୀ କୃଷ୍ଣା ଦାସ

🙏🌹ଲଷ୍ମୀ ପୂଜା 🌹🙏 ହେମନ୍ତ ବାସରେ ଅଳପ ଶୀତରେ କୁସୁମ ଚାଦର ଢାଙ୍କି, ଆସେ “ମା “ମୋର ତେଜି ସ୍ବର୍ଗପୁର ପଦ୍ମପାଦ ଝୋଟି ଦେଖି.👣 ମାସ ମଧ୍ୟେ ସାର ଅଟେ ମାର୍ଗଶିର ପ୍ରିୟ ବିଷ୍ନୁପ୍ରିୟାଙ୍କର, ପଡି ଚରଚନ୍ତି ପରା ପଡିଦାତ୍ରୀ ବୁଲିବୁଲି ସବୁ ଘର. 👣 ଏମିତି ସବୁରି ଘର ବୁଲୁବୁଲୁ ଦେଖିଥିଲେ ସେ ମର୍ତ୍ତ୍ୟରେ, ଜାତି, ଅଜାତିର

Loading

Jan
2023
10

ଅବଶେଷ-ଶ୍ରୀମତୀ କୃଷ୍ଣା ଦାସ

🌷ଅବଶେଷ 🌷 କିଏ ଜାଣେ କାଲି ଥିବି କି ନଥିବି ଥିବ କିନ୍ତୁ ମୋର ପାଦଚିହ୍ନ, କିଏସେ କହିବ ସ୍ମୃତି ବୋଲି ତାକୁ ଆଉ କେ କହିବ ହଜିଲା ଦିନ. 🌹 ନାଟକର ଶେଷ ଦୃଶ୍ୟ ସରିଗଲେ ପଡିବ ଜୀବନେ ଯବନିକା, ଏ ରଙ୍ଗମଞ୍ଚରୁ ଅଭିନୟ ସାରି ଫେରିବାକୁ ହେବ ଦିନେ ଏକା. 🌹 କେତେ ହରେଇଲି କେତେ

Loading

Jan
2023
10

ତୃଷ୍ଣା-ଶ୍ରୀମତୀ କୃଷ୍ଣା ଦାସ

🌷🌷ତୃଷ୍ଣା 🌷🌷 କିଏ ବା ବୁଝିବ ଝରା ବଉଳର ଅନ୍ତରର ଆର୍ତ୍ତନାଦ, କିଏ ବା କରିବ ପର୍ବତୁ ଖସିବା ଶିଳାର ମର୍ମଭେଦ? କିଏ ବା ଶୁଣିଛି ଥୁଣ୍ଟା ବରଗଛ ହୃଦୟର ଚିତ୍କାର, କିଏ ବା ଦେଖିଛି ଉଆଁସ ରାତିରେ ଚକୋରୀର ହାହାକାର ?? କିଏ ବା ମାପିଛି ଶୁଖିଲା ନଈର ସାଗରେ ମିଶିବା ତୃଷ୍ଣା, କିଏ ବା ପଢ଼ିଛି

Loading

Jan
2023
10

ପ୍ରତୀକ୍ଷା-ଶ୍ରୀମତୀ କୃଷ୍ଣା ଦାସ

🌺ପ୍ରତୀକ୍ଷା 🌺 ତିନୋଟି ଅକ୍ଷରର ସମାହାର ସିନା ହେଲେ ଅନ୍ତ ନାହିଁ ତାର, ମୁଁ ଜାଣିଛି ମୋତିଟିଏ ପାଇବା ଆଶାରେ ଶାମୁକା ସାଉଁଟୁଛି ସାଗର ବେଳାରେ, କିନ୍ତୁ ହତାଶାର ଦୀର୍ଘଶ୍ୱାସ ଟିଏ ମୋ ଛାତି ଥରାଇ ମିଶିଯାଏ ଶୂନ୍ୟରେ ମହାଶୂନ୍ୟରେ. ପ୍ରେମ ଓ ପ୍ରତାରଣାର ମଝି ବିନ୍ଦୁରେ ବସିଛି ମୁଁ ତୁମ ପ୍ରତିଶୃତି ର ଅପେକ୍ଷାରେ, ତୁମ ସ୍ମୃତି

Loading

Jan
2023
10

ଲୁହ ରେ ଲେଖୁଛି ଚିଠି-ନଳିନୀ ପ୍ରଭା ମିଶ୍ର

ଲୁହ ରେ ଲେଖୁଛି ଚିଠି ହେ! ବସନ୍ତ ତୁମେ ଫେରିଗଲା ପରେ ବିଷର୍ଣ୍ଣ ଧରଣୀ ଏଠି କାରୁଣ୍ୟତା ଭରି ଭିଜା କାଗଜରେ ଲୁହରେ ଲେଖୁଛି ଚିଠି ଲୁହରେ ଲେଖୁଛି ଚିଠି। ନାହିଁ ଏଠି ସେହି ମଳୟର ଗନ୍ଧ ଗୁଳିର ବିଷାକ୍ତ ବାଷ୍ପ ପରାହତ ଶାନ୍ତି ଯୁଦ୍ଧ ଆଣେ ଭୀତି ବଢୁଛି ମନର ତ୍ରାସ ନାହିଁ ଫୁଲ ହାଟ ନାହିଁ

Loading

Jan
2023
10

ଦେଇଛ କି ଟିକେ ମମତା ସିଞ୍ଚି-ନଳିନୀ ପ୍ରଭା ମିଶ୍ର

ଦେଇଛ କି ଟିକେ ମମତା ସିଞ୍ଚି କରିଛ କି !କେବେ କାଣିଚେ ମମତା ସିଞ୍ଚି ଏ ମନ ପରେ ଢାଳିଛ କି! କେବେ ସାନ୍ତ୍ଵନା ପୀୟୂଷ ବିଦଗ୍ଧ ହୃଦୟରେ। ଦେଖିଛି କି! କେବେ ନୟନରେ ନିଜ ଧୂସର ଧରଣୀ ଦେହ ପୋଛିଛ କି! କେବେ ଦରଦୀ ପଣତେ ଆଖିର ନିଗିଡା ଲୁହ। ହୋଇଛ କି ଠିଆ ବନ୍ଧୁ ଦୁଆରେ

Loading

Jan
2023
10

ମୃତ୍ୟୁ-ମନସ୍ମିତା ବିଶ୍ୱାଳ

ମୃତ୍ୟୁ କାହିଁକି କେଜାଣି ମୃତ୍ୟୁ ଶବ୍ଦ ଶୁଣିଲେ ପାଦତଳୁ ମାଟି ଆସିଥାଏ ଶତ୍ରୁ ବି ଆପଣାର ହୋଇଯାଏ କାରଣ ଯାହା ବି ହେଉ କାହାର ମୃତ୍ୟୁ ଘଟିଛି ଶୁଣିଲେ ଆଖିରୁ ଆପେ ଆପେ ଲୁହ ଝରିଯାଏ। ଲୋମ ଟାଙ୍କୁରି ଉଠେ । ଏ କଥା ସମସ୍ତେ ଜାଣନ୍ତି ଯେ, ଜନ୍ମ ଅଛି ତ ମୃତ୍ୟୁ ଦିନେ ନା ଦିନେ

Loading

Jan
2023
10

ବୟସର ବେଳାଭୂମି-ମଧୁସ୍ମିତା ରାଉତ

ବୟସର ବେଳାଭୂମି ସମୁଦ୍ରର ଜୁଆର ତରଙ୍ଗ ସଦା ଚଳଚଞ୍ଚଳ ଥମେ ସିନା ମଣିଷର ଜୀବନ ତରଙ୍ଗ ବେଳ ଅବେଳ ଝଡ ଆଉ ଶାନ୍ତ ନୀରବ ପ୍ରାୟ ବୟସର ବେଳାଭୂମି ଆଉ ସେଇ ସମୟର ରଙ୍ଗ…… ତୋର କଳ୍ପନା ଆଉ ମୋ ସମୟଚାରଣ ବୟସର ତାଳମେଳ ଖାପ ଖୁଆଇବାର ବାହାନା ସତରେ ତୁ ଆରମ୍ଭର ଧାବମାନ ମାଦକତା ପ୍ରାୟ ମୁଁ

Loading

Jan
2023
10

ନିଶ୍ବାସ ପଡିଛି ବନ୍ଧା-ଜୟଶ୍ରୀ ଖଟୁଆ

ନିଶ୍ବାସ ପଡିଛି ବନ୍ଧା ବୟସ ବଢୁଛି ସମୟ ସରୁଛି ନିଶ୍ବାସ ପଡିଛି ବନ୍ଧା, ଜୀବନ ମୃତ୍ୟୁକୁ ଅନେଇ ବସିଛି ସମୟ ହାତରେ ଛନ୍ଦା।। ଅସହାୟ ଆଜି ହୋଇ ମୁଁ ପଡିଛି ଇଚ୍ଛା ନାହିଁ ବଞ୍ଚିବାକୁ, ମିଛ ପ୍ରତିଶ୍ରୃତି ଦିଅ କାହିଁ ପାଇଁ ଭୟ କରେନି ମୃତ୍ୟୁକୁ।। ସମୟ ଆସିଛି ଅପସରି ଯିବ ଜୀବନର ତାଳେ ତାଳେ, ଆଜି ଶିଶୁ

Loading

Jan
2023
10

ଅଭିଶପ୍ତ ବାର୍ଦ୍ଧକ୍ଯ-ପଦ୍ମାବତୀ ସ୍ଵାଇଁ

ଅଭିଶପ୍ତ ବାର୍ଦ୍ଧକ୍ଯ ସମୟ ସୁଅରେ ଦିନ ବିତିଗଲା ରଖିନି ହିସାବ କେବେ ବାର୍ଦ୍ଧକ୍ଯ ର ଏଇ ଅଦିନିଆ ଝଡ କେବେ ଆସିଗଲା ଭାବେ ।। ମଧୁ ବସନ୍ତ ର ସ୍ବପ୍ନ ସବୁ ମୋର ଦିଗ ହରା ବାଟ ବଣା ଅନ୍ଧାରି ରାଇଜେ ନିଜ ଅଜାଣତେ ଖୋଜନ୍ତି ନିଜ ଠିକଣା ।। କଳା ବଉଦ ର ଅମାବାସ୍ୟା ରାତ୍ରେ ବାର୍ଦ୍ଧକ୍ଯ

Loading

Jan
2023
10

ମଣିଷ ସମୟର ଦାସ-ସୁଭ୍ରାନ୍ତ ବେହେରା

🙏ମଣିଷ ସମୟର ଦାସ 🙏 ******************** ସମୟ ଆମର ନିଜ ନୁହେଁ ସେ ତ ରହେ ଖାଲି ଆମ ସାଥିରେ ମଣିଷ ସହିତ ଯୋଡ଼ି ହେଇ ରହେ ଦୁଃଖ ହଉ ଅବା ସୁଖରେ ll ସମୟାନୁକ୍ରମେ ମାଆ ର ଗର୍ଭରୁ ବିହି ଦେଇଥାନ୍ତି ଜନମ ଭାଲପଟରେ ସେ ଭାଗ୍ୟ ଲେଖିଥାନ୍ତି ଦେଇ ନଥାନ୍ତି ସେ କରମ ll ଛୋଟ

Loading

Jan
2023
10

ସମୟ-ଅଭିପସା ଧଳ

ସମୟ ନିଶ୍ୱାସକୁ ପରା ବିଶ୍ୱାସ ନିଅଣ୍ଟ ସମୟ ହାତରେ ଡୋରି ଗୋଟିଏ ଘଡ଼ିରେ ଯୁଗ ସରିଯାଏ ଏକ ରୁ ବାର ସେ ଘୁରି. ଜୀବନ ମରଣ ସତ୍ୟ ସଂସାରରେ ସମୟ ଯା ରୁହେ ସାକ୍ଷୀ ସମୟ ଆଗରୁ କର୍ମ ସରେନାହିଁ ଫଳ ଭି ରୁହେନି ବାକି. ଅଭିପସା ଧଳ….. ✍️ ତୁଳସୀ କ୍ଷେତ୍ର (ପଟାମୁଣ୍ଡାଇ ) କେନ୍ଦ୍ରାପଡ଼ା

Loading

Jan
2023
10

ସମୟର ଅନ୍ତରାଳେ-ଲକ୍ଷ୍ମୀପ୍ରିୟା ସେଠୀ

ସମୟର ଅନ୍ତରାଳେ *************** କାହାରି ପାଇଁ ସେ ରହିଯାଏ ନାହିଁ କରେନା କାହା ଅପେକ୍ଷା , ନିୟମରେ ବନ୍ଧା ତା’ର ଦୁଇ ହାତ ଚାଲୁଥାଏ ହୋଇ ଏକା ।। ଜୀବନର ପଥ କଣ୍ଟକରେ ଭରା ଅଧା ଛାଇ ଅଧା ଖରା , ଅଟକି ନ ଯାଇ ଚାଲୁଥାଅ ନିତି ଏହା ହିଁ ଜୀବନ ଧାରା ।। ଶୈଶବ କୈଶୋର

Loading

Jan
2023
9

ବାର୍ଦ୍ଧକ୍ଯର କ୍ଲେଶ-ମୁକ୍ତିରାଣୀ ଦେବତା

ବାର୍ଦ୍ଧକ୍ଯର କ୍ଲେଶ ବୟସର ଅପରାହ୍ନେ ଅବତୀର୍ଣ୍ଣ ଜୀବନ ରୁଗ୍ଣ ଚକ୍ଷୁ ଯୁଗଳେ ମୋ ନାହିଁ କିଛି ସପନ ନୈରାଶ୍ୟକୁ ପୁଞ୍ଜିକରି ବିତୁଥାଏ ଦିନ ଆତ୍ମୀୟ ସ୍ବଜନ ଗଣ ବୁଝନ୍ତିନି ମନ ।। ମୂଲ୍ଯହୀନ ବସ୍ତୁ ପରି ନାହିଁ ମୋର ମୂଲ୍ଯ ମଣନ୍ତି ସଭିଁଏ ମନେ ମୋତେ ହୀନ ତୁଲ୍ଯ ମୋର ଅବଦାନ ଆଜି ବିସ୍ମରନ୍ତି ସର୍ବେ ଯୌବନର ପ୍ରଭାବରେ

Loading

Jan
2023
9

ସମୟ ଭିତରେ ମଣିଷ-ଦୀପାଳି ମେହେର

ସମୟ ଭିତରେ ମଣିଷ ଦୁନିଆଁ ପାଇଁ ସମୟ ସମୟ ପାଇଁ ମଣିଷ ସମୟ ସାଥିରେ ଚାଲିଥାଏ ଏଇ ମଣିଷ ଜୀବନ, କେତେବେଳେ ସେ ଜ୍ୱରରେ ପଡ଼େ ପୁଣି ହୁଏ ମେଡିସିନ। ସମୟ ଆସିଲେ ସେ ଏଇ ଦୁନିଆଟିକୁ ଦେଖାଏ, ସମୟ ଆସିଲେ ପୁଣି ଏଇ ଦୁନିଆରୁ ଦୁରେଇ ନିଏ। ମଣିଷ ଜୀବନ ହିଁ ସମୟ ସମୟ କ୍ରମେ ଚାଲିଥାଏ,

Loading

Jan
2023
9

ସମୟ ଓ ନିଃଶ୍ୱାସ-ମମତା ସାଉ

ସମୟ ଓ ନିଃଶ୍ୱାସ ************ ଜୀବନ ର ଏଇ ବିକାଳ ବେଳା ରେ ବିତି ବିତି ଯାଏ ଦିନ ସମଚକ୍ରରେ ସବୁ ଗଡି ଯାଏ ରହିଯାଏ ଖାଲି ଚିହ୍ନ ନିଶ୍ୱାସ ଚାଲଇ ସମୟ ତାଳରେ ରହି ରହି ପ୍ରତି କ୍ଷଣ ଆସିଯିବ କେବେ ଅନ୍ଧକାର ରାତି ଜୀବନର ଶେଷ ବେଳ। ମନ ସିନ୍ଦୁକରେ ଅଜଣା ଆତଙ୍କ… ହୃଦୟ ରେ

Loading

Jan
2023
9

ମୁଁ ଅପେକ୍ଷିତ ପ୍ରେମିକ-ଅଙ୍କିତ କୁମାର ସ୍ୱାଇଁ

-: ମୁଁ ଅପେକ୍ଷିତ ପ୍ରେମିକ :- ~~~~~~~~~~~~~~~~~~ ଅପେକ୍ଷା ଓ ଉପେକ୍ଷାର ମହାମିଳନ ବୋଧେ , ଏହି ସମୟ ପାଖରେ ହୁଏ ପରିବର୍ତ୍ତନ, ବଢିଯାଏ ବୟସ, କମିଯାଏ ଆୟୁଷ ତଥାପି ! ଭାଙ୍ଗେନି ଏ ମନ, କହୁଥାଏ ଅପେକ୍ଷା କରିବାକୁ ସାରାଜୀବନ ଆଶାଥାଏ,ତମେ ନିଶ୍ଚୟ ଆସିବ…….. ପ୍ରିୟତମା,ତମେ ନିଶ୍ଚୟ ଆସିବ…..| ତମ ବାହୁବନ୍ଧନରେ ମତେ ଆଲିଙ୍ଗନ କରିବ ବତୁରା

Loading