କର୍ତ୍ତବ୍ୟ ପଙ୍କରେ ପଦ୍ମ ପରି ଗୋଟେ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲା ଅନୁ ଶୈଶବରୁ ଭାରି ଶାନ୍ତ ଆଉ ସରଳ ସ୍ଵଭାଵର ଝିଅ ଥିଲା | ତାର ସମସ୍ତଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି ତାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରୁଥିଲା | ଧୀରେ ଧୀରେ ଅନୁ ବଡ଼ ହେବାକୁ ଲାଗିଲା ତାର
Read More
ମୁଁ କଙ୍କି ଛୋଟିଆ ଶରୀର ଭାରି ମୁଁ ନିରୀହ ପବନରେ ଉଡୁଥାଏ. ଆକାଶ ଛାତିରେ କଳା ଯାଇ ପରି ଦୁରୁରୁ ମୁଁ ଦିଶୁଥାଏ. ବରଷା ଆସିବା ଆଗରୁ ସୂଚାଏ ସୁକ୍ଷ୍ମ ଡେଣା ମୋର ଝାଡ଼ି. ଛୁଆଙ୍କୁ ଲାଗେ ମୁଁ ଖେଳଣା ପରିକା ବାନ୍ଧନ୍ତି ମୋ ଦେହେ ଡୋରି. ଉଡ଼ାଜାହାଜ ମୋ ଦେହର ଆକୃତି ଫୁଙ୍କି ଦେଲେ ଯାଏ ଉଡି.
Read More
କଇଁ ଆଉ ମାମୁନି ସକାଳ ପ୍ରହର ଶୀତଳ ପବନ ସୁନା ରଙ୍ଗ ଖରା ଛୁଇଁ କଅଁଳ କୋମଳ ନିଷ୍ପାପ କଇଁଟି ପାଖୁଡା ଦେଲା ମେଲାଇ. ବାଟେ ଯାଉଥିଲା ନିରୀହ ମାମୁନି ଚିନ୍ତାରେ ମୁଁହ ଫୁଲେଇ କୁଆଁର ପୁନେଇଁ କେମିତି କରିବ ଘରେ ତ ଟଙ୍କାଟେ ନାହିଁ. ଭାବି ଭାବି ଚାହିଁ ଦେଲା ହିଡ଼ କଡେ ଫୁଟିଛି ଅନେକ କଇଁ
Read More
ତୁ ଖାଲି ମୋର ମନ ଖୋଜେ ଯେବେ ମନକୁ ତୋର ସ୍ମୃତି ମିଳେ ମେଞ୍ଚେ ଖାଲି ତୋହର ମରିଗଲା ସ୍ୱପ୍ନ ଆଖିରୁ ମୋର ଯେବେ କଲୁ ନିଦ ମୋ ଛାରଖାର ଭାଙ୍ଗିଦେଲୁ ଆମ ସ୍ୱପ୍ନର ଘର ଯାହା ଗଢ଼ିଥିଲେ ଯତ୍ନ ସହକାର ଦଣ୍ଡ ଦେଇଦେଲୁ ବିନା ଦୋଷର ଏକା ହେଇଗଲା ହୃଦୟ ମୋର କାହିଁକି ହେଲୁରେ ଏତେ ନିଷ୍ଠୁର
Read More
ସମୟ ନିଶ୍ୱାସକୁ ପରା ବିଶ୍ୱାସ ନିଅଣ୍ଟ ସମୟ ହାତରେ ଡୋରି ଗୋଟିଏ ଘଡ଼ିରେ ଯୁଗ ସରିଯାଏ ଏକ ରୁ ବାର ସେ ଘୁରି. ଜୀବନ ମରଣ ସତ୍ୟ ସଂସାରରେ ସମୟ ଯା ରୁହେ ସାକ୍ଷୀ ସମୟ ଆଗରୁ କର୍ମ ସରେନାହିଁ ଫଳ ଭି ରୁହେନି ବାକି. ଅଭିପସା ଧଳ….. ✍️ ତୁଳସୀ କ୍ଷେତ୍ର (ପଟାମୁଣ୍ଡାଇ ) କେନ୍ଦ୍ରାପଡ଼ା
(କଅଁଳ ଶିଶୁ କନ୍ୟାର ଜନ୍ମ ନିବେଦନ) ଝିଅ ହେଲି ବୋଲି ମୋତେ କରିଦିଅ ପର ରଖ ନାହଁ ପାଖେ ତୁମ କର କାହିଁ ଦୂର ଜନ୍ମ ଦିଅ ମା ମୋତେ ମୁଁ ତୁମ ସନ୍ତାନ ଦୁନିଆ କୁ ଆଣି ମୋତେ କରିଦିଅ ପୁର୍ଣ୍ଣ………(1) ବାପା ଙ୍କର ଆୟୁଷ ମୁଁ ତୁମର ମୁଁ ବଳ କାହିଁ କର ମୋତେ ତୁମେ
Read More
Lets talk with a budding bard and singer MS Abhipsa Dhal hails from Kendrapada, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ – ଅଭିପ୍ସା ଧଳ ପିତାଙ୍କ ନାମ– ଗଣେଶ ଧଳ
Read More
ଶିଶୁ ଦିବସ ସୁନ୍ଦର ଭାରତ ପରିକଳ୍ପନାର ଆଖିଏ ସପନ ନେଇ ଶୈଶବ ବେଳରୁ ଶିକ୍ଷା ଓ ଆଦର୍ଶ ସବୁ ଦେଲେ ସେ ଶିଖେଇ. ଚାଚା ନେହେରୁ ଙ୍କ ଜନମ ଦିବସ ମନେ ଦିଏ ତ ପକେଇ. ନଭେମ୍ବର ମାସ ୧୪ ତାରିଖ ଶିଶୁ ଦିବସ ଅଟଇ. କଅଁଳ ଶିଶୁର ଖିଲି ଖିଲି ହସ ଦୁଃଖ
Read More
ହେମନ୍ତ ଋତୁ ……………………. ହେମନ୍ତ ଋତୁରେ ଶୀତଳ ପବନ ଦେହେ ଶୀହରଣ ଖେଳାଏ. ଅନ୍ଧାର ରାତ୍ରିରେ ପିମ୍ପେଇ ଆଲୋକ ସାରା ଦୁନିଆ କୁ ସଜାଏ………! ହେମନ୍ତ ଋତୁରେ ପ୍ରତ୍ୟେକ ସକାଳ ଦେହେ ଶୀହରଣ ଖେଳାଏ. ପଞ୍ଚୁକ ରେ ସ୍ନାନ ହୋଇ ଯାଏ ଭିନ୍ନ ପାପୁ ମୁକ୍ତି ପଥ ଦେଖାଏ……..!
Read More
କଅଁଳ ଶିଶୁ କନ୍ୟାର ଜନ୍ମ ନିବେଦନ ଝିଅ ହେଲି ବୋଲି ମୋତେ କରିଦିଅ ପର ରଖ ନାହଁ ପାଖେ ତୁମ କର କାହିଁ ଦୂର. ଜନ୍ମ ଦିଅ ମା ମୋତେ ମୁଁ ତୁମ ସନ୍ତାନ ଦୁନିଆ କୁ ଆଣି ମୋତେ କରିଦିଅ ପୁର୍ଣ୍ଣ…..(1) ବାପା ଙ୍କର ଆୟୁଷ ମୁଁ ତୁମର ମୁଁ ବଳ କାହିଁ
Read More
ନାରୀ ର ଜୀବନ ନାରୀ ନୁହେଁ କାହା ହାତର ଖେଳନା ଖେଳି ତାକୁ ଭାଙ୍ଗି ଦେବ. ନାରୀ ସହ ଲାଗି ନର ର ଶରୀର ଅକାଳରେ ଜଳି ଯିବ…….(1) ନାରୀ କେବେ ଶାନ୍ତ କେବେ ସେ ସରଳ କେବେ ନିଏ କାଳି ରୂପ. ନାରୀ ଠାରୁ ପୁରା ସଂସାର ଆରମ୍ଭ ସୃଷ୍ଟି ର
Read More