ସମୟ-ଅଭିପସା ଧଳ ସମୟ ନିଶ୍ୱାସକୁ ପରା ବିଶ୍ୱାସ ନିଅଣ୍ଟ ସମୟ ହାତରେ ଡୋରି ଗୋଟିଏ ଘଡ଼ିରେ ଯୁଗ ସରିଯାଏ ଏକ ରୁ ବାର ସେ ଘୁରି. ଜୀବନ ମରଣ ସତ୍ୟ ସଂସାରରେ ସମୟ ଯା ରୁହେ ସାକ୍ଷୀ ସମୟ ଆଗରୁ କର୍ମ ସରେନାହିଁ ଫଳ ଭି ରୁହେନି ବାକି. ଅଭିପସା ଧଳ….. ✍️ ତୁଳସୀ କ୍ଷେତ୍ର (ପଟାମୁଣ୍ଡାଇ ) କେନ୍ଦ୍ରାପଡ଼ା