ଟିକିଏ ଖୁସି ପାଇଁ ଥରେ ସେ ଆକ୍ୱଆରିଅମରେ ଥିବା ମାଛମାନଙ୍କୁ ଦେଖ ସେମାନେ ଖୁସିରେ ପହଁରୁଛନ୍ତି କି ? ମଣିଷ ନିଜର ଟିକିଏ ଖୁସି ପାଇଁ…. ସେମାନଙ୍କୁ ଆଣି ନିଜ ପାଖରେ ରଖିଛି । ଯଦି ସେମାନଙ୍କୁ ନେଇ ତାଙ୍କ ନିଜ ପରିବେଶରେ ରଖାଯାଏ ତେବେ ସେମାନେ କେତେ ଖୁସି ହେବେ । ସତରେ ଏ ମଣିଷ
Read More
ମୃତ୍ୟୁ କାହିଁକି କେଜାଣି ମୃତ୍ୟୁ ଶବ୍ଦ ଶୁଣିଲେ ପାଦତଳୁ ମାଟି ଆସିଥାଏ ଶତ୍ରୁ ବି ଆପଣାର ହୋଇଯାଏ କାରଣ ଯାହା ବି ହେଉ କାହାର ମୃତ୍ୟୁ ଘଟିଛି ଶୁଣିଲେ ଆଖିରୁ ଆପେ ଆପେ ଲୁହ ଝରିଯାଏ। ଲୋମ ଟାଙ୍କୁରି ଉଠେ । ଏ କଥା ସମସ୍ତେ ଜାଣନ୍ତି ଯେ, ଜନ୍ମ ଅଛି ତ ମୃତ୍ୟୁ ଦିନେ ନା ଦିନେ
Read More
ବାପା ତମକୁ କଣ କଷ୍ଟ ହୁଏନି ହେଲେ କାହିଁକି ? ତମେ ବି ତ ରକ୍ତ, ମାଂସରେ ଗଢା ମଣିଷଟିଏ ଜୀବନସାରା କର୍ତ୍ତବ୍ୟର ପାହାଡ଼କୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲିବ । ସବୁ କଷ୍ଟକୁ ଛାତିରେ ଚାପି ହସିଦେଇ ସବୁ ଚୁପଚାପ୍ ସହିଯାଅ। କେତେ ବୋଝ ଆଉ ମୁଣ୍ଡେଇ ଚାଲିଥିବ । କେବେ କରଜର ବୋଝ ।
Read More
ଆମେ ଓଡିଆ ଭାରି ବଢିଆ ଆମରି କଳା ଆମ ସଂସ୍କୃତି ଆମ ଗୌରବ ଆମ କିରତୀ କୋଣାର୍କ ମନ୍ଦିର ଦେଖିଲେ ଲାଗୁଛି ପଥର ଦେହରେ ଜୀବନ୍ତ ମୂର୍ତ୍ତି । ଆମରି କଳା…….. ଆମରି ପ୍ରଦେଶ ଓଡିଶା ମାଟିରେ ଜନ୍ମ ନେଇଥିଲେ ବୀର ସନ୍ତାନ ଏଇ ମାଟି ମାଆ ଟେକ ରଖିବାକୁ ନିଜ ଜୀବନକୁ ଦେଲେ ବଳିଦାନ ।।
Read More
ମା’ର କୋଳ ମା’ର କୋଳ ଦୁନିଆର ସବୁ ସୁଖ ଯେଉଁଠି ନିହିତ। ମା’ର ମମତା ଯେଉଁ ସ୍ନେହରେ ଟିକେ ବି ଛଳନା ନ ଥାଏ। ମା’ଡାକ ଯେଉଁ ଶବ୍ଦରେ ଥାଏ ମାଧୁର୍ଯ୍ୟ। ମା’ର ହୃଦୟ ଯାହା ଦୁନିଆରେ ସବୁଠାରୁ ବିଶାଳ। ମା’ର କଥା କରିଥାଏ ମଣିଷକୁ ସୁଯୋଗ୍ୟ। ମା’ର ହାତ ଯେଉଁ ହାତ ଧରିଲେ ପଡିବାର ଆଶଙ୍କା ନ
Read More