ତୁ – ହେମନ୍ତ କୁମାର ସାହୁ
ତୁ ତୁ ତୁ କରି ଡାକିଲି ମୁହିଁ ଦଉଡି ଆସିଲୁ କୁକୁର ତୁହି ଖାଇବାକୁ ଦେବି ମୁଁ ମାଛ ଭାତ ଘର ଜଗିବୁ ତୁ ଅଟୁ ବିଶ୍ଵସ୍ତ ।। ତୁ କହିଥିଲୁ ଆସିବୁ ବୋଲି ଫାଙ୍କି ଦେଇ ତୁହି ଗଲୁରେ ଚାଲି ବିଶ୍ବାସରେ ମୋର ତୁ ବିଷ ଦେଲୁ ମଣିଷ ହୋଇକି ଏମିତି କଲୁ ?
ତୁ ତୁ ତୁ କରି ଡାକିଲି ମୁହିଁ ଦଉଡି ଆସିଲୁ କୁକୁର ତୁହି ଖାଇବାକୁ ଦେବି ମୁଁ ମାଛ ଭାତ ଘର ଜଗିବୁ ତୁ ଅଟୁ ବିଶ୍ଵସ୍ତ ।। ତୁ କହିଥିଲୁ ଆସିବୁ ବୋଲି ଫାଙ୍କି ଦେଇ ତୁହି ଗଲୁରେ ଚାଲି ବିଶ୍ବାସରେ ମୋର ତୁ ବିଷ ଦେଲୁ ମଣିଷ ହୋଇକି ଏମିତି କଲୁ ?
ହସି ହସାଇବା ଜଗତ ଜନେ କରମ ପଥରେ ଧରମ ରଖିବା ମିଛ ପୋଛି ସତ ଥୋଇ କୁଭାଷାକୁ ଛାଡି ସୁଭାଷା କହିବା ସ୍ନେହ ମମତାକୁ ଦେଇ ।। କୁପଥକୁ ତେଜି ସୁପଥେ ଚାଲିବା ଖଳ ଜନ ଦୂର କରି ନିଶା ଦ୍ରବ୍ୟ ତ୍ୟାଗ କରିଣ ଚଳିବା ଭଲ ସାଙ୍ଗ ସଙ୍ଗେ ଧରି ।। ଦେଶ ହିତ ପାଇଁ
ହେ ଜଗନ୍ନାଥ କେଉଁଠି ହେ ପ୍ରଭୁ ଦେଖି ଯାଅ ଥରେ ଏ ମର୍ତ୍ତ ପୁରୀର ଘଟଣା ଦିନୁଦିନ ଦେଖ ବଢ଼ି ଚାଲୁଅଛି ଖୋଜିଲେ ପାଉନି ଠିକଣା ।। ହତାଶାର ଛାପ ସର୍ବଦା ଜାଗଇ ମନେ ଭରା ସଦା ଅଶାନ୍ତି ମଣିଷ ଜୀବନ ଏଡେ ହିନିମାନ କଲବଲ କରି ମାରୁଛି !!! ସବୁ ଦିଗେ ଦେଖେ ଅନ୍ଧକାର ମୟ
ଶୁଭ ସକାଳ ଉଠ ଉଠ ଭାଇ ଭଉଣୀ ଆସି ପାହିଲା ରାତି ପିତା ମାତା ପାଦେ ପଡ଼ିବ ତୁମ ମନେ ଅଛିଟି ? ଲକ୍ଷ୍ମୀଙ୍କର ବାର ଆଜିଟି ଶଯ୍ୟା ତ୍ୟାଗ ସଅଳ ଲକ୍ଷ୍ମୀ ମାତା କୋପ କରିବେ ହୋଇବ ଅମଙ୍ଗଳ।। ସୁନ୍ଦର ଦୁନିଆ ଦେଇଛି ଆମକୁ ଯେ ଈଶ୍ବର ସୁନ୍ଦରତା ରଖି ଚଳିବା କରତବ୍ୟ ଆମର ।।
ଜୀବନ ଗୁଡ଼ି ଗୁଡିଟି କିଣିଲି ବଜାରରୁ ମୁହିଁ ତହିଁରେ ସୂତା ଲଗାଇ ଲଟେଇରେ ସୂତା ଗୁଡ଼ାଇ ଦେଇ ମୁଁ ଛାତ ଉପରକୁ ଯାଇ ।। ଦେଖିଲି ଅନେକ ଗୁଡି ଉଡୁଅଛି ଦିଶୁଅଛି କେଡେ ସୁନ୍ଦର ପୁଣି ଦେଖିଲି ମୁଁ ଗୋଟେ ଗୁଡି କଟି ପଡ଼ିଲା ଭୂମିର ଉପର ।। ମନରେ ଭାବିଲି ଏଇ ତ ଜୀବନ ଗୁଡିର