April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
29

ଶୁଭ ସକାଳ — ହେମନ୍ତ କୁମାର ସାହୁ

“ଶୁଭ ସକାଳ”   ମୋର ପ୍ରିୟ ଭାଇ ଭଉଣୀ କହୁଛି ଶୁଣ ଥରେ ମୋର ବାଣୀ ଆଜି ଗୁରୁବାର ଲକ୍ଷ୍ମୀଙ୍କର ବାର ସଅଳ ଉଠ ହେ ପୁଣି ।। ମାଆଙ୍କୁ ସୁମରି ଉଠିଆସି ବନ୍ଧୁ ଧର ପିତାମାତା ପାଦ ଆଶିଷ ଲଭିଣ ନିତ୍ୟ କର୍ମ ସାରି କରିଯିବା ନିଜ କାର୍ଯ୍ୟ ।। ହିଂସା ଆଚରଣ କରିବା ନାହିଁଟି ଅହିଂସାରେ

Loading

Sep
2022
29

ସତରେ  କ’ଣ ପାହିଛି ରାତି? — ସୀମାଞ୍ଚଳ ପଣ୍ଡା                               

ସତରେ  କ’ଣ ପାହିଛି ରାତି?       ମୁକତିର     ସୂର୍ଯ୍ୟ    ଅଧାସରା କାର୍ଯ୍ୟ ରଖି ଦେଇ ଗଲେ  ଅମର ପୁରେ, ଅଭାବରେ     ଦିନ    ହୁଏ    ଅବସାନ ଅନ୍ଧାରେ  ବୁଡ଼ଇ ଭାରତ ଧୀରେ।   ନ ଦିଶିଲା    ବାଟ   କର୍ମରେ   ବିଭ୍ରାଟ ପାହି  ନାହିଁ  ରାତି  ବଢ଼େ ଅନୀତି,   

Loading

Sep
2022
29

ଅଲିଖିତ ଚୁକ୍ତିନାମା — ମମତା ଶତପଥୀ

ଅଲିଖିତ ଚୁକ୍ତିନାମା   କୋହରେ ଲୁହରେ ବତୁରୁଥିଲା ଅନିନ୍ଦିତା।ବିଚରା ତକିଆଟା ତା’ର ଲୁହ,ସିଙ୍ଗାଣୀରେ ଜୁଡୁବୁଡୁ।ବାପା, ବୋଉ ସାରା ପରିବାରର ଇଛା ବିରୁଦ୍ଧରେ ଯାଇ ସେ ପ୍ରେମବିଦାହ କରିଥିଲା। ବିବାହ !!ନା ବିବାହ କହିବା ଭୁଲ୍ ହେବ।ସେ କୋର୍ଟରେ ସାକ୍ଷୀ ପ୍ରମାଣ ସହିତ ରେଜେଷ୍ଟ୍ରି ମ୍ୟାରେଜ୍ କରିଥିଲା।ବେଦୀରେ ବସି ପବିତ୍ର ହୋମଅଗ୍ନିକୁ ସାକ୍ଷୀ ରଖି ପ୍ରିୟ ପରିଜନଙ୍କ ମେଳରେ ଆନନ୍ଦ

Loading

Sep
2022
29

ପୂଜା — ଜୁମର ନାଥ ପାତ୍ର

ପୂଜା   ଆସିଗଲା ଆସିଗଲା ଆପଣଙ୍କ ସହରକୁ ଫୁଲ୍ ପୂଜା ବନଞ୍ଜା ପୁରୁଣା ବଦଳେଇ ନୂଆ ନିଅନ୍ତୁ ସହଜ କିସ୍ତିରେ ନିଅନ୍ତୁ… ସେଲ୍ ଲାଗିଛି ସେଲ୍ ଲାଗିଛି ଆଉ ମାତ୍ର ଅଳ୍ପଦିନ…ଆସନ୍ତୂ ଆସନ୍ତୂ ମନ ପସନ୍ଦର କିଣି ନିଅନ୍ତୁ ଅଫର ମାତ୍ର ଏଇ ପୂଜା ଉପଲକ୍ଷେ…   ଓହୋ…କାନ ତଡ଼ା କରିଦେବେ ଏମାନେ ଲୁନା ରେ ବିଜ୍ଞାପନ ଛାପ

Loading

Sep
2022
28

କାଶ କୁସୁମ — ଡଃ ପ୍ରିୟମ୍ବଦା ସାମଲ

କାଶ କୁସୁମ (ରାଗ – ବଙ୍ଗଳା ଶ୍ରୀ)   ଶରତ ଋତୁର ନିର୍ମଳ ଆକାଶେ ସଫେଦ ଚାନ୍ଦ ଯେ ହସେ ଶାରଦୀୟ ମୟ ଶୁଭ୍ରତାର ଚିହ୍ନ କାଶ କୁସୁମ ସେ ଭାଷେ। ନିର୍ମଳ ମନର ମଧୁର ବଚନ ସ୍ବଛ ଚିନ୍ତା ତନୁ ମନ ଜୀବନର ଗାଥା ଗାଇଥାଏ ସଦା କାଶତଣ୍ଡୀର ବଚନ। ଦୁଗ୍ଦ ରଂଗ ନେଇ ତରଙ୍ଗ ଖେଳାଇ

Loading

Sep
2022
28

ବଣ ଓ ବଣି

ବଣ ଓ ବଣି   ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି, ଝଡୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି ।   ଡାକିଲା କୁନା କିଆଁଲୋ ବଣି ଘସୁଛୁ ଥଣ୍ଟ ଡାଳେ ? ଆ’ ମୋ’ ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ ।   ସୁନାର ଏକ ପଞ୍ଜୁରି ଗଢ଼ି

Loading

Sep
2022
28

ନାଲି ସିନ୍ଦୂର — ଡଃ ପ୍ରିୟମ୍ବଦା ସାମଲ

ନାଲି ସିନ୍ଦୂର   ପ୍ରତ୍ୟୁଷ ରଙ୍ଗାୟିତ କରେ ତପନ ଉଦିତ ପ୍ରାଚୀ ଗଗନେ ସିନ୍ଦୂର ମଣ୍ଡିତ ଉଷା ପ୍ରତିଭାତ ସ୍ୱର୍ଣ୍ଣପ୍ରଭା ବିକିରଣେ। ଅଂଶୁମାଳୀ ସପ୍ତ ବର୍ଣ୍ଣର ବିଭାରୁ ନାଲି ରଙ୍ଗକୁ ସିନ୍ଦୂର ଉଷାଦେବୀ ପ୍ରାତଃ ସିନାନ ସାରିଣ ଧରାକୁ କରେ ସୁନ୍ଦର। କୁମାରୀର ସଜ ସପନର ରଙ୍ଗ ନାଲି ସିନ୍ଦୂରର ବିନ୍ଦୁ ଦୁଇଟି ମନକୁ ବାନ୍ଧି ଦେଇଥାଏ ସମ୍ପର୍କର

Loading

Sep
2022
28

ତୁମେ ଅଛ ବୋଲି ତ —  ସଂଘମିତ୍ରା କବି

  ତୁମେ ଅଛ ବୋଲି ତ      ଦୁଃଖ ଅଛି ବୋଲି ତ ସୁଖର ଏତେ ଗୁରୁତ୍ୱ !!   ହସ ଅଛି ବୋଲି ତ ଲୁହର ଏତେ ମହତ୍ୱ !!   ଅଜ୍ଞାନ ଅଛି ବୋଲି ତ ଜ୍ଞନର ଏତେ କୃତିତ୍ୱ !!   ଶତ୍ରୁତା ଅଛି ବୋଲି ତ ମିତ୍ରର ଏତେ ବନ୍ଧୁତ୍ୱ !!

Loading

Sep
2022
28

ବାପାଙ୍କୁ ଚିଠି ଟି ଏ — କଳ୍ପନା ରାୟ

ବାପାଙ୍କୁ ଚିଠିଟି ଏ  (୧୧)   ପୂଜ୍ୟପୂଜା ବାପା, ଅୟୁତ ଅୟୁତ ଦଣ୍ଡବତ । ସେଠାରେ ଥିବା ମାନ୍ୟଗଣ୍ୟ ବ୍ୟକ୍ତି ଓ ଗୁରୁଜନଙ୍କୁ ମୋର ଭକ୍ତିପୂତ ପ୍ରଣାମ ଜଣାଇ ଦେବ ।   ସନ୍ଧ୍ୟା ଆସିଛି କି ଘନ କଳା ନିଶିଥିନୀଙ୍କ ପ୍ରବେଶ ହେଲାଣି ମୁଁ ବୁଝିପାରୁ ନାହିଁ ବାପା । ସନ୍ଧ୍ୟା କଥା କାହିଁକି କହିଲି ତାପରେ

Loading

Sep
2022
28

ହଳ ଲଙ୍ଗଳ — ବନଲକ୍ଷ୍ମୀ ମହାନ୍ତି

ହଳ ଲଙ୍ଗଳ   ହଳ ଲଙ୍ଗଳ ଲୋଡା ହୋଇଥାଏ କ୍ଷେତକୁ ଚଷିବା ପାଇଁ ବଳଦ କାନ୍ଧରେ ଜୁଆଳି ପକାଇ ଚାଷୀ ହଳ କରୁଥାଇ।।   ଲଙ୍ଗଳ ଲୁହାକୁ କମାର ଶାଳରେ ପକାଇ ସେ ଆଣିଥାଏ ବଳଦକୁ କୁଣ୍ଡା ତୋରାଣି ପେଇ ସେ ବିଲକୁ ବାହାରି ଯାଏ।।   ଲଙ୍ଗଳ କଣ୍ଟିକୁ ମାଡି ଧରେ ଚାଷୀ ବଳଦ ଟାଣି ନିଅନ୍ତି

Loading

Sep
2022
28

ପ୍ରକୃତି ଆମର ପ୍ରକୃତ ବନ୍ଧୁ — ମୁକ୍ତିରାଣୀ ଦେବତା

ପ୍ରକୃତି ଆମର ପ୍ରକୃତ ବନ୍ଧୁ (ପ୍ରବନ୍ଧ)   ଜୀବନର ପ୍ରକୃତ ବନ୍ଧୁ ଓ ସହୋଦରଟେ ପରି ପ୍ରକୃତି ସଦାସର୍ବଦା ଆମର ବହୁ ହିତସାଧନ କରିଥାଏ। ପରିବେଶର ସନ୍ତୁଳନକୁ ବଜାୟ ରଖିବା ନିମନ୍ତେ ପ୍ରକୃତିର ରକ୍ଷଣାବେକ୍ଷଣ କରିବା ଅନିବାର୍ଯ୍ୟ ଅଟେ। ପ୍ରକୃତି ଏବଂ ମନୁଷ୍ୟ ପରସ୍ପର ପରିପୂରକ ଓ ଅଙ୍ଗାଙ୍ଗୀ ଭାବେ ଜଡିତ। ବାସ୍ତବପକ୍ଷେ ପ୍ରକୃତି ବିନା ମନୁଷ୍ୟର ଅସ୍ତିତ୍ବ

Loading

Sep
2022
25

ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି 

ସିନ୍ଦୂର    ହିନ୍ଦୁ ସଂସ୍କୃତିର ପବିତ୍ର ବନ୍ଧନ ଅଟେ ଦାମ୍ପତ୍ୟ ଜୀବନ ନାରୀଟି ମଥାରେ ସିନ୍ଦୁର ପିନ୍ଧିଣ ଆରମ୍ଭ କରେ ଜୀବନ।।   ସିନ୍ଦୂର କରଇ ବାପ ଘର ପର ପରକୁ କରେ ଆପଣା ହୃଦୟର କୋହ ହୃଦୟରେ ଚାପି ସମ୍ଭାଳେ ଘର କରଣା।।   ସିନ୍ଦୂର ପିନ୍ଧିଣ ନୂଆବୋହୂ ହୋଇ ଥିରି ଥିରି ପାଦେ ଚାଲେ ଶାଶୁ

Loading

Sep
2022
25

ବେଳ କାହିଁ — ତଫିଜୁଲ ହୋସେନ

ବେଳ କାହିଁ   ଜୀବନ ଏଠି ଜୀବନ୍ତ ମରିବା ପାଇଁ ବେଳ କାହିଁ ଖୋଜା ଚାଲିଛି ନିତି ବାହନା ହେଲେ ହଜିବା ପାଇଁ ବେଳ କାହିଁ   ନିଦ ହଜାଏ ଭାବନା ଏଠି ସ୍ବପ୍ନ ପାଇଁ ରାତି କାହିଁ ଖୋଜା ପଡେ ଏଠି ଆୟୂଷ ହେଲେ ସ୍ପନ୍ଦନ ପାଇଁ ହୃଦୟ କାହିଁ   ଆକାଶ ଏଠି ବାଦଲ ଆଢୁଆଳେ

Loading

Sep
2022
25

ହସେ ଆମ ବଗିଚା — ମମତା ଶତପଥୀ

ହସେ ଆମ ବଗିଚା      (ଶିଶୁ କବିତା) (ରାଗ –ଶଙ୍କରାଭରଣ)   ଛୋଟ ଏକ ବଗିଚା ଆମ ଘର ଆଗରେ ନାନାଦି ଫୁଲଗଛେ ସଦା ହସୁଥାଏରେ ମିଠା ବାସ ଛୁଟୁଥାଏ ପରଜାପତି ଫୁଲରୁ ମହୁ ଲୁଟୁଥାଏ।(୧)   ପ୍ରଜାପତି ଧରିବାକୁ ଧାଏଁ ମୁଁ ଖୁସିରେ ଚଗଲା ସେ ପ୍ରଜାପତି ଉଡେ ଦୂରେଦୂରେ କି ସୁନ୍ଦର ପର ତା’ର

Loading

Sep
2022
25

ପାର୍ବଣେ ବନଦୁର୍ଗା — ମିନତି ଦାଶ

ପାର୍ବଣେ ବନଦୁର୍ଗା …………………   ଶରଦ ଶୋଭା ସମ୍ଭାର ,ଉପମା କି ଅବା ତାର ଆଦିଗନ୍ତ ସୁଷମା ମଣ୍ଡିତ, କାଶ ଆଲଟ ଚାମର ଦୋଳି ଦୃଶ୍ୟେ ମନୋହର ,ଝରିତ ଶେଫାଳୀ ସୁରଭିତ. ନୀଳାଭ ଅମ୍ବର ଶୋଭା ଯୋଛନା ବି ମନ ଲୋଭା ଲୋହିତ ପଲ୍ଲବ ବାରୁଣୀ ରେ, ଛୁରିଅନା ମହ ମହ ଶାକମ୍ୱରେ ଧରା ଦେହ କୁମୁଦ ଶୋଭଇ

Loading

Sep
2022
21

ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ 

ଶ୍ରୀ ଗଣେଶ ଚତୁର୍ଥୀ   ସକଳ କର୍ମେ ଅଗ୍ରପୂଜ୍ୟ କୋଟି ସୂର୍ଯ୍ୟ ଠୁ ବଳି ତେଜ ବିଘ୍ନରାଜ ବିନାୟକ ବିଘ୍ନରାଜ ବିନାୟକ ପ୍ରମଥଗଣଙ୍କ ନାୟକ।   ଗଳାରେ ଲମ୍ବେ ପୁଷ୍ପମାଲ୍ୟ ‌ରୁଦ୍ରାକ୍ଷ ସାଥେ ଦୂବାଦଳ ଭାଲପଟରେ ଚନ୍ଦ୍ର ଶୋହେ ଜଗତ ଜନ ମନ ମୋହେ।   ସ୍କନ୍ଦରେ ବାସୁକି ପାଇତା ଅଭୟବର ବିଦ୍ୟାଦାତା ସ୍ମରଣ ମାତ୍ରେ ମୋର ନାମ

Loading

Sep
2022
21

ବାଟବଣା ପଥିକା — ରୋଜି ରଣା

ବାଟବଣା ପଥିକ।।      କାଳର କରାଳ ଭିତରେ ଚାଲୁଛି କେବେ ମୁଁ ଯେ ସାଥି ହୋଇ ସମୟ ଡୋରି ରେ ହୋଇ ଛନ୍ଦି କେବେ ହୋଇଯାଏ ଏକା ପୁଣି। ଜାଣିନି କେତେ ଦୂରରେ ରହିଛି ମୋ ଜୀବନ ର ଲକ୍ଷ୍ଯପଥ ତଥାପି କେବେ ମୁଁ ପଛକୁ ନ ଚାହିଁ ଚାଲୁଛି ମୋ ଚଳାପଥ। ଅଜଣା ପଥର ପଥିକ

Loading

Sep
2022
21

ଇଚ୍ଛା — ରୋଜି ରଣା

।। ଇଚ୍ଛା।।          ଏଇ ବୋଧେ ଯାତ୍ରା ଆରମ୍ଭ ହୋଇଛି ବାଟ ଅସରନ୍ତି ପ୍ରାୟ ମନରେ ରଖି କେତେ ଆଶା ସ୍ୱପ୍ନ ଧାଇଁ ଯାଏ କେତେ ବାଟ। ଆଖି ରେ ନେଇ ଯେତେ ସ୍ୱପ୍ନ ର ଲହରୀ ଚାଲୁଛି ମୋ ଚଳାପଥ ମନରେ ନେଇ ଏକ ଆତ୍ମବିଶ୍ୱାସ କରିବି ଦିନେ ମୁଁ ପୁନ୍ନ। ଛୋଟ

Loading

Sep
2022
21

କହ ଚକାଡୋଳା —କଳ୍ପନା ରାୟ                      

କହ ଚକାଡୋଳା                         କେତେ କଷ୍ଟ କରି ବାପାଙ୍କ ସଂସାର ନିଜ ସଂସାର ଭାବିଲି କହ ଚକାଡୋଳା, ରହିଲା କି ଦୋଷ ଚିନ୍ତାରେ କାଳ କାଟିଲି   ଭାଇଭଉଣୀଙ୍କ ସୁଖ ଭୋଗ ପାଇଁ ତ୍ୟାଗ କରି କରି ଯତ୍ନ କଲି ଏକାଠି ଧରିଛୁ

Loading

Sep
2022
20

ଦେବଶିଳ୍ପୀ ବିଶ୍ୱକର୍ମା — ଚିନ୍ମୟୀ ମହାପାତ୍ର 

ଦେବଶିଳ୍ପୀ ବିଶ୍ୱକର୍ମା      ସୁଖ ସମ୍ପତ୍ତି ଓ କୌଶଳ ସୃଜନ ଦେବତାରେ ତୁମେ ଗଣା, ବିଶ୍ୱର ବିନ୍ଧାଣୀ, ଶ୍ରେଷ୍ଠ କାରିଗର ସବୁ ତୁମ ହାତେ ଗଢ଼ା ll ତୁମର ସୃଜନ ପୁଷ୍ପକର ଯାନ, ଇନ୍ଦ୍ରଙ୍କର ବଜ୍ର ଅସ୍ତ୍ର, ଋଷି ଦଧିଚିଙ୍କ ହାଡରେ ତିଆରି ଶ୍ରେଷ୍ଠତା ତହିଁରେ ଜାଣ ll କୃଷ୍ଣ ଶାସନର ଦ୍ଵାରକା ନଗରୀ, ତୁମ ହାତର

Loading