Sep
2022
21
ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ
ଶ୍ରୀ ଗଣେଶ ଚତୁର୍ଥୀ ସକଳ କର୍ମେ ଅଗ୍ରପୂଜ୍ୟ କୋଟି ସୂର୍ଯ୍ୟ ଠୁ ବଳି ତେଜ ବିଘ୍ନରାଜ ବିନାୟକ ବିଘ୍ନରାଜ ବିନାୟକ ପ୍ରମଥଗଣଙ୍କ ନାୟକ। ଗଳାରେ ଲମ୍ବେ ପୁଷ୍ପମାଲ୍ୟ ରୁଦ୍ରାକ୍ଷ ସାଥେ ଦୂବାଦଳ ଭାଲପଟରେ ଚନ୍ଦ୍ର ଶୋହେ ଜଗତ ଜନ ମନ ମୋହେ। ସ୍କନ୍ଦରେ ବାସୁକି ପାଇତା ଅଭୟବର ବିଦ୍ୟାଦାତା ସ୍ମରଣ ମାତ୍ରେ ମୋର ନାମ