Sep
2022
28
ତୁମେ ଅଛ ବୋଲି ତ — ସଂଘମିତ୍ରା କବି
ତୁମେ ଅଛ ବୋଲି ତ ଦୁଃଖ ଅଛି ବୋଲି ତ ସୁଖର ଏତେ ଗୁରୁତ୍ୱ !! ହସ ଅଛି ବୋଲି ତ ଲୁହର ଏତେ ମହତ୍ୱ !! ଅଜ୍ଞାନ ଅଛି ବୋଲି ତ ଜ୍ଞନର ଏତେ କୃତିତ୍ୱ !! ଶତ୍ରୁତା ଅଛି ବୋଲି ତ ମିତ୍ରର ଏତେ ବନ୍ଧୁତ୍ୱ !!
ତୁମେ ଅଛ ବୋଲି ତ ଦୁଃଖ ଅଛି ବୋଲି ତ ସୁଖର ଏତେ ଗୁରୁତ୍ୱ !! ହସ ଅଛି ବୋଲି ତ ଲୁହର ଏତେ ମହତ୍ୱ !! ଅଜ୍ଞାନ ଅଛି ବୋଲି ତ ଜ୍ଞନର ଏତେ କୃତିତ୍ୱ !! ଶତ୍ରୁତା ଅଛି ବୋଲି ତ ମିତ୍ରର ଏତେ ବନ୍ଧୁତ୍ୱ !!
ଶେଷକୃତ୍ୟ ସଂଘମିତ୍ରା କବି କାଳିଅ ଦଳନ ଆହେ ଜଗଦିଶ ଗୁହାରି ସୁଣ ମୋ ବାରେ ! ଶେଷକୃତ୍ୟ ମୋର ହେଉ ପୁରିଠାରେ କାଳିଅ ସର୍ପ ମୁଖରେ !! ସଭିଙ୍କର ବଞ୍ଚା ସ୍ୱର୍ଗଦ୍ୱାର ଯିବା ଶେଷଦାହ ସେହିଠାରେ ! ପରନ୍ତୁ ମୋ ଇଛା ଶୀରୀକ୍ଷେତ୍ର ଯିବି ମୃତ୍ୟୁ ସାଗର ମଧ୍ୟରେ !! ସଭିଏଁ