ସମୟ — ରୋଜି ରଣା
।। ସମୟ।। ସମୟ ଦେଖାଏ ଅଙ୍କାବଙ୍କା ରାସ୍ତା ଉଠାଣି ଗଡାଣି କେତେ ଚାଲିବାକୁ ହେବ ଏକା ଏକା ଆଜି ପଡିଉଠି ସ୍ମୃତି ପଥେ।। କାଲି ଯେ ଥିଲା ମୋ ପାଇଁ ସବୁକିଛି ଆଜି ହୋଇଯାଏ ପର ସମୟ ସ୍ରୋତ ରେ ବହିଯାଏ ମୁଁ ଯେ ନ ହାରି କି ବାର ବାର।। ସମୟ ଶିଖାଇ ଦିଏ ପୁଣି ଏଠି

।। ଜୀବନ୍।। ଜୀବନ୍ ତ ଗୁଟେ ପାଏନ୍ ଫଟକା କେତେବେଳେ ଯିବା ଫାଟି ଆଏଜ୍ ଅଛେ କାଏଲ୍ କେ ନାଇନ ଇ ଜୀବନ୍ ର ଟିକେ ବି ତାହାର କିଛି ଗେରେଣ୍ଟି।। ସେଥିର୍ ଲାଗି ମନେ କେଭେ ନି ରଖି ରାଗ୍ ରୁଷା ଅଭିମାନ୍ ଯେତେଦିନ୍ ଅଛୁଁ ସମ୍ କୁ ହସି ହସେଇ କରି କାଟିନେମା ବାକିତକର୍ ଇ
।। ଦୁହିତା।। ଦୁଇ କୂଳ କୁ ହିତା ବୋଲି ହୋଇଛି ନାମ ଯେ ତାହାର ଦୁହିତା, ଜନମ ହୋଇଥିବା ଘରକୁ ଛାଡି ଅନ୍ୟ କୂଳେ ବାନ୍ଧେ ବସା।। ଭାଇ ର ସୁନା ଭଉଣୀ ବାପାଙ୍କର ଥାଏ ପୁଣି ସେ ଜୀବନ, କେତେ ସେନେହରେ ବଢିଥାଏ ସେତ ନ ପାଇ ଟିକେ କଷଣ।। ଝିଅ ନୁହଁ ତୁ ଘର
ବାଟବଣା ପଥିକ।। କାଳର କରାଳ ଭିତରେ ଚାଲୁଛି କେବେ ମୁଁ ଯେ ସାଥି ହୋଇ ସମୟ ଡୋରି ରେ ହୋଇ ଛନ୍ଦି କେବେ ହୋଇଯାଏ ଏକା ପୁଣି। ଜାଣିନି କେତେ ଦୂରରେ ରହିଛି ମୋ ଜୀବନ ର ଲକ୍ଷ୍ଯପଥ ତଥାପି କେବେ ମୁଁ ପଛକୁ ନ ଚାହିଁ ଚାଲୁଛି ମୋ ଚଳାପଥ। ଅଜଣା ପଥର ପଥିକ
।। ଇଚ୍ଛା।। ଏଇ ବୋଧେ ଯାତ୍ରା ଆରମ୍ଭ ହୋଇଛି ବାଟ ଅସରନ୍ତି ପ୍ରାୟ ମନରେ ରଖି କେତେ ଆଶା ସ୍ୱପ୍ନ ଧାଇଁ ଯାଏ କେତେ ବାଟ। ଆଖି ରେ ନେଇ ଯେତେ ସ୍ୱପ୍ନ ର ଲହରୀ ଚାଲୁଛି ମୋ ଚଳାପଥ ମନରେ ନେଇ ଏକ ଆତ୍ମବିଶ୍ୱାସ କରିବି ଦିନେ ମୁଁ ପୁନ୍ନ। ଛୋଟ