ଇଚ୍ଛା ପତ୍ର ଯେବେ ବାହାରିବ ମୋ ଶବାଧାର ହେ ଶବ୍ଦ ତୁମେ ବିଚ୍ଛୁରିତ ହେବ ମୋ କବିତା ଗୁଚ୍ଛରୁ ପୁଣି ପୁଲକିତ ହେବାକୁ କେଉଁ ଓଠରୁ କେଉଁ କଲମ ମୁନରୁ କାଳ କାଳ ପାଇଁ ଅମର ହେବାକୁ । ତୁମକୁ ତୋଳି ଆଣିଥିଲି କେଉଁ ପାଦର ନୁପୁର ଶବ୍ଦରୁ କେଉଁ ମାଦକଭରା ଚାହାଣୀରୁ କେଉଁ ଗୋଲାପି
Read More
ଦାଦନର ପଦଯାତ୍ରା ବରଗଛ ଓହଳ ଭଳି ସେମାନଙ୍କ ଭାଗ୍ୟ ଶୂନ୍ୟ ରେ ଓହଳି ଛନ୍ତି ମାଟି କାମୁଡି ଥିବା ଚେର ନିସ୍ତେଜ ଅସହାୟ ଛତ୍ରଛାୟାରେ ଆଶ୍ରୟ ନେଇ ସିଂହାସନ ଆରୋହଣ କରିଥିବା ମଣିଷ ଭୁଲିଛି ସେମାନଙ୍କୁ ଜୀବନ ଓ ଦାଦନ, ଏଇତ ସେମାନଙ୍କ ଜୀବନ । ମେଞ୍ଚା ମେଞ୍ଚା ସ୍ଵପ୍ନ ଓ ଫନ୍ଦିଫିକର ମଧ୍ୟରେ ହଜିଛି
Read More
ତୁମେ ହେଲୋ କିଏ କହୁଛନ୍ତି ନିର୍ବାକ ଥିଲି ମୁଁ ଅନେକ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ପୁଣି ଆଉ ଏକ ପ୍ରଶ୍ନ କଣ ଚିହ୍ନି ପାରିଲନି କଣ୍ଠ ସ୍ବର ଚିହ୍ନା ଚିହ୍ନା ଲାଗୁଥିଲା ଏକ ଅସମାଧିତ ପ୍ରଶ୍ନର ବାରମ୍ବାର କମ୍ପନ ଓ ମୋର ନୀରବତା ମଧ୍ୟରେ, ସାମାନ୍ୟ ସ୍ମୃତିହାସ୍ୟ, ହେଉ ହେଲାର ଆଶ୍ଵସ୍ତି ମୁଁ ……..,
Read More
ମାଟି ସେତ ମାଟି ମାଁ, ତା କୋଳରେ ମୋର ଜନ୍ମ ତା ସହିତ ଜନ୍ମଜନ୍ମାନ୍ତର ସମ୍ପର୍କ ଏଇ ବଣ ପାହାଡ ଘେରା ମୋ ଅଗଣା କିଏ ପୁଣି ଟାଣିଛି, ଏଠି ଗାର ଟିଏ ଖଣ୍ଡ ଖଣ୍ଡ କରିବା ପାଇଁ ରକ୍ତ ବୁହାଇ ତାକୁ ଅକ୍ତିଆର କରିବା ପାଇଁ ଆଃ, କି ଶାନ୍ତି ର ପ୍ରଲେପ ଯେବେ ମାଟିର
Read More
ବେଳ କାହିଁ ଜୀବନ ଏଠି ଜୀବନ୍ତ ମରିବା ପାଇଁ ବେଳ କାହିଁ ଖୋଜା ଚାଲିଛି ନିତି ବାହନା ହେଲେ ହଜିବା ପାଇଁ ବେଳ କାହିଁ ନିଦ ହଜାଏ ଭାବନା ଏଠି ସ୍ବପ୍ନ ପାଇଁ ରାତି କାହିଁ ଖୋଜା ପଡେ ଏଠି ଆୟୂଷ ହେଲେ ସ୍ପନ୍ଦନ ପାଇଁ ହୃଦୟ କାହିଁ ଆକାଶ ଏଠି ବାଦଲ ଆଢୁଆଳେ
Read More