April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jul
2021
21

*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*

ଆତ୍ମା ଯେବେ ଗାଏ ଗୀତ ପ୍ରଶାନ୍ତମୟୀ ରଥ   ++++++++++++++++ ପ୍ରାଣ ଉତଫୁଲ୍ଲିତ,ଚିତ୍ତ ବିମୋହିତ ହୃଦୟୁ ସ୍ଫୁରିତ ଆବେଗ ରେ ସୃଷ୍ଟ ଭାବ ଆବେଗ ରେ ଶବ୍ଦ ଝଙ୍କୃତ ଆତ୍ମା ଯେବେ ଗାଏ ସେ ମଧୁର ଗୀତ ।   କେବେ ତୋଳିଥାଏ ମିଳନ ସଙ୍ଗୀତ ମୋହନ ବଂଶୀର ପ୍ରେମେ ପୁଲକିତ ଅନ୍ତରୁ ଗାୟନ ସେ ପରମ ସତ୍ୟ

Loading

Jul
2021
21

*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*

ଆତ୍ମା ଯେବେ ଗାଏ ଗୀତ    ଚୁମ୍କି ଦାଶ *****************************   ଦୁଃଖ ଭୁଲି ଆତ୍ମା ଯେବେ ଗାଇଥାଏ ଗୀତ, ପ୍ରେମରେ ହେଉ ଅଥବା ଆନନ୍ଦେ ସଙ୍ଗୀତ।।   ସନ୍ତୋଷ ଲଭଇ ପ୍ରାଣ ପ୍ରଫୁଲ୍ଲ ଅନ୍ତର ସମ୍ଭାବନା ସୃଷ୍ଟି ହୁଏ ନିରାଶା ମନର।।   ମନ ଆକାଶରେ ଶୁଭେ ରାଗିଣୀର ତାନ ତା ସାଥିରେ ମିଶି ଗାଏ ହୃଦୟ

Loading

Jul
2021
21

*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*

ଆତ୍ମା ଯେବେ ଗାଏ ଗୀତ   ଗୌରୀ ବେହେରା “”””””””””””””””””””””””””””””””””” ଆତ୍ମା ଯେବେ ଗାଏ ଭକ୍ତିର ଗୀତ ଭକ୍ତର ପ୍ରାଣ ହୁଏ ଆହ୍ଲାଦିତ ଆତ୍ମା ସହ ପରମାତ୍ମା ର ହୁଏ ମିଳନ ଯୁଗ ଯୁଗର ସ୍ଵପ୍ନ ତାର ହୁଏ ପୂରଣ ।   ଆତ୍ମା ଯେବେ ଗାଏ ପ୍ରେମ ର ଗୀତ ଦୁଇ ମନ ଓ ପ୍ରାଣ ହୁଏ

Loading

Jul
2021
21

*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*

ଆତ୍ମା ଯେବେ ଗାଏ ଗୀତ ନିତ୍ୟାନନ୍ଦ ସିଂହ ************************* ମାନବ ଅୟୁଷ ଯେବେ ହୁଏ ଶେଷ ଦେହୁ ଯାଏ ଆତ୍ମା ଚାଲି ,, ଅମର ଆତ୍ମାଟି ଗୀତ ଗାଏ ନିତି ପ୍ରଭଞ୍ଜନ ସହ ମିଳି ।।   ବନ ଉପବନେ କୁସୁମ କାନନେ ଆତ୍ମା ଯେବେ ଗାଏ ଗୀତ ,, ଶୁଖିଲା ପାଦପେ ପତ୍ର ଉଠେ ଆପେ ମୃତ

Loading

Jul
2021
21

*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *

ଆତ୍ମା ଯେବେ ଗାଏ ଗୀତ💓🙏    -ଅନୀତା ଦାଶ  *********************************** ଅନ୍ତର୍ମନ ତଳୁ ଆତ୍ମା ଗୀତି ହେଲେ ଅନୁରଣିତ, ମଧୁର ଝଙ୍କାରେ ତମାମ ହୃଦ ହୁଏ ପ୍ରକମ୍ପିତ।   ପ୍ରସନ୍ନ-ସୁଧାର ନିର୍ଝରରେ ଭିଜେ ବିମୁଗ୍ଧ ପ୍ରାଣ, ଶାଶ୍ବତ-ସତ୍ୟର ଅବତାରଣେ ଉଦ୍ବେଳିତ ମନ।   ଇନ୍ଦ୍ରିୟ ଲାଳସା ତେଜି ସିଏ ଅତିନ୍ଦ୍ରିୟତା ଖୋଜେ, ଆତ୍ମ ସନ୍ତୋଷେ ଉତ୍ଫୁଲିତ ହୋଇ ଭୂମାନନ୍ଦେ

Loading

Jul
2021
21

*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*

#ସୂର୍ଯ୍ଯୋଦୟ_ପାକ୍ଷିକ_ପ୍ରତିଯୋଗିତା_କ୍ରମାଙ୍କ_୧୩ କବିତା-ଆତ୍ମା ଯେବେ ଗାଏ ଗୀତ *************************************** କାୟାରୁ ପରାଣ ହୁଏ ସିନା ଛିନ୍ନ ଆତ୍ମାର ନାହିଁ ମରଣ ଶରୀରୁ ଶରୀର ହୁଏ ଗତି ତା’ର ଶୂନ୍ୟେ କରେ ବିଚରଣ ।୧। ତୃପତ ଆତ୍ମାର ସଂଗୀତ ମଧୁର ନ ଥାଏ ମିଥ୍ୟା,କପଟ ଧର୍ମ ସୁର ସୁରେ କର୍ମ ତାଳ ତାଳେ ସତ୍ୟ ଲୟେ ଗାଏ ଗୀତ ।୨। ସଂଗୀତେ

Loading

Jul
2021
20

*”ଜହ୍ନରାତି”–ଝରଣା ନାୟକ*

–“ଜହ୍ନରାତି” ରାତିକୁ ସାଥି କରି ତୁମେ, ହସିବାଟା ସତ୍ଯ ଆଉ, ଆସିବାଟା ନିହାତି ଧାର୍ଯ୍ୟ  । ହେଲେ ଅନ୍ତର ତମୁକୁ ଦେଖି ନିର୍ବାକେ ବୁଝିଯିବାକୁ ବି ସଂମ୍ପୂର୍ଣ୍ଣ ବାଧ୍ଯ । ପ୍ରେମୀକ ତୁମଠି କଳ୍ପେ ପ୍ରେମୀକାର ସହାସ୍ୟ ରୌପ୍ୟ ସମ୍ମୁଖ । ସର୍ବ ଉପମାକୁ ହାର୍ ମନାଏ ତୁଳନା ତୁଳିର ସେ କଳ୍ପିତ ଚନ୍ଦ୍ର ବଦନ । ତୁମେ

Loading

Jul
2021
20

*ବଦମାସ୍ ପ୍ରେମିକ – ସ୍ରୋତସ୍ବିନୀ ପରିଡା*

✨ବଦମାସ୍ ପ୍ରେମିକ ✨   ସ୍ରୋତସ୍ବିନୀ ପରିଡା   ******************************   ତୁମେ ତ ସେଇ ଯାହା ପାଇଁ ଧକ୍କା ହୁଏ ଭାବନାର ସୌଧ ସହ ବାରମ୍ବାର,ପ୍ରତିଥର ଆଉ ପ୍ରତି ମୁହୂର୍ତ୍ତରେ।   ତୁମେ ତ ସେଇ ନଈ ଯାହାର ବିସ୍ତୀର୍ଣ୍ଣ ବାଲି ଲମ୍ବିଛି ବହୁଦୂର ଅସୀମ ବିସ୍ତାର ରୁ ମୁଁ ପାଇଛି ବାସ୍ କାଣିଚାଏ।   ତୁମେ

Loading

Jul
2021
18

*ମାଆ–ଗାୟତ୍ରୀ ଦାଶ*

ମାଆ ସଂସାର ର ଭାର କୁ ବୋହି ନେଇ ଆଗେଇ ଚାଲିଥିବା ନାରୀ ଟିଏ ହିଁ ମାଆ ଦୀପ ର ସଳିତା ପରି ଜଳିଜଳି ଜଗତ କୁ ଆଲୋକ ପ୍ରଦାନ କରିଥିବା ନାରୀ ଟିଏ ହିଁ ମାଆ ମାଆ ର ସଂଜ୍ଞା ନିରୁପଣ କରି ହୁଏ ନା ତ୍ୟାଗ ତପସ୍ୟା ର ସ୍ନେହ ମମତା ର ପ୍ରତିଛବି ହିଁ

Loading

Jul
2021
18

*ଚିରା କାଗଜର କବିତା–ଅଂଶୁମାନ ସାହୁ*

. #ଚିରା_କାଗଜର_କବିତା ଆଜିକାଲି ବେଳ ଅବେଳରେ ଖୋଲି ବସେ ସେ ପୁରୁଣା ଡାଇରି, ଯେଉଁଠି ଆଜି ବି ଗୁମୁରି କାନ୍ଦେ ସେ ଶେଷ ଗୋଲାପ ; ଯାହାକୁ ଫେରେଇ ଦେଇ ଫେରି ଯାଇଛି ମୋ ମିଠା ବଇରୀ…. ଏବେ ବି ମୋ ପେନ୍ ଷ୍ଟାଣ୍ଡରେ ଶୋଭାପାଏ ସେ ଦାମୀ କଲମର ଉପହାର, ଧାଡିଏ ବି ଲେଖିନି ତା ସ୍ୟାହି

Loading

Jul
2021
17

*ମୃତ୍ୟୁ – ଅର୍ଚ୍ଚନା ତ୍ରିପାଠୀ*

(ମୃତ୍ୟୁ ) ଅର୍ଚ୍ଚନା ତ୍ରିପାଠୀ *************************************** ମୃତ୍ୟୁ ଜୀବନର ବିପରୀତ ଏବଂ ଚିରନ୍ତନ ସତ୍ୟ ବିଧାତା ଦେଇ ଲିଖିତ ଜୀବନର ଶେଷ ସୀମାନ୍ତ … କେତେବେଳେ କାହାକୁ ନିଜ କୋଳକୁ ଟାଣିନିଏ ନିଷ୍ଠୁର ପରି ହୁଏ ପ୍ରତୀତ …. ନା ଆଗ ପଛ ଦେଖେ ନା ସାନ ବଡ ଦୁଃଖ ବାରିଧିରେ ଭସାଇ ସଭିଙ୍କୁ କ୍ଷଣିକ ମଧ୍ୟରେ କରେ

Loading

Jul
2021
15

*ALLUSION OF SILENCE & Its translations – Manoj Kumar Panda*

  ALLUSION_OF_SILENCE Manoj Kumar Panda In the world of echoes, only silence screams, In the shadows only the moon is clear. Who can ask heaven for roses When thorns only lacerate. Only a sleepless mad man imagines the sun at night. Maybe

Loading

Jul
2021
13

*ଭାବନାର ଅବର୍ତ୍ତମାନେ–ଶତରୂପା ମିଶ୍ର*

ଭାବନାର ଅବର୍ତ୍ତମାନେ —————————- ଭାବନା ସାଗରରେ ଘନଘନ ଭଟ୍ଟା ପଡୁଛି, ନିଃସ୍ଵ କବୀ ର କବିପଣ ନିଜକୁ ଧିକ୍କାର କରୁଛି, ଆଉ ନିଶୁନ୍ ବେଳାଭୂମିରେ କ୍ଳାନ୍ତ ଝର କଲମ ଖାଲି ପେଟରେ ଗଡ଼ୁଛି.. ଆବେଗର ଗଣ୍ଡ ଭିତରେ ବୁଡି ନ ମରିଲେ ଜୀବନ୍ତ କବିତା ଟେ ଉତୁରେଇ ହୁଏ କି ?? ମୁଁ ତ ପାରେନା… କିମ୍ଭୂତ କିମ୍ଭାକାର

Loading

Jul
2021
13

*କଳଙ୍କିନୀ ଶ୍ରାବଣୀର କାହାଣୀ(ଗଳ୍ପ)–କୁମାର ମୃତ୍ୟୁଞ୍ଜୟ*

##ଗଳ୍ପ## *କଳଙ୍କିନୀ ଶ୍ରାବଣୀର କାହାଣୀ* ଏକ ସନ୍ଧ୍ୟା, କିନ୍ତୁ ନା ଅଛି ଆକାଶରେ ତାରା ନା ପଡୁଛି ଚନ୍ଦ୍ର କିରଣ. ଦ୍ଵିତୀୟା ଚନ୍ଦ୍ରର ଶାନ୍ତ ପୁଲକ ଯେଉଁଠି ଅଗଣାରେ ବିଚ୍ଛୁରିତ ହୋଇପଡିବା କଥା, ସେଠି ଆଜି ଶ୍ରାବଣ ର ମେଘମାଳା ଅନାୟାସେ ବୁଲୁଛି. ବେଳେବେଳେ ଘୋ ଘୋ ପବନ ପୁଣି କେତେବେଳେ ଚକଚକ ବିଜୁଳି ସହ ଘଡଘଡି. ନୀରବ

Loading

Jul
2021
13

*ମୃତ୍ୟୁ ଏକ ମୌକା ନା ଧୋକା–ସ୍ୱାତୀ ସୁଚରିତା ପ୍ରିୟଦର୍ଶିନୀ*

ମୃତ୍ୟୁ ଏକ ମୌକା ନା ଧୋକା ହେ ମୃତ୍ୟୁ ! ମୋ ଧ୍ରୁଷ୍ଟତା ପଣ ରେ , କିଛି ଜିଜ୍ଞାସା ଆଶା ରେ , ଭୟ ଆଉ ନିର୍ଭୟ ରେ , ଆବେଗ ଆଉ ଉତ୍କଣ୍ଠା ରେ ତୁମକୁ ପଚାରୁଛି… ତୁମେ କଣ ନିଷ୍ଠୁର ? ତୁମେ କଣ କ୍ରୁର ? ଅତୁବା , ତୁମେ କଣ ପାଷାଣ

Loading

Jul
2021
13

*ପିତା –ରମାକାନ୍ତ ଦାସ*

**ପିତା ** ✍️ରମାକାନ୍ତ ଦାସ ଯାହା ପାଇଁ ଆଜି ଏଇ ମୋ ଜୀବନ ଯାହା ପାଇଁ ଯଉବନ ଯାହା ପାଇଁ ଚାଲେ ମୋ ଦେହେ ପବନ ସେ ହିଁ ମୋର ଭଗବାନ ସେ ହିଁ ମୋର ଭଗବାନ,,,,,,,,,,, ଯାହା ପାଇଁ ଆଜି ଏ ଧରାପୃଷ୍ଠରେ ନେଇଛି ମୁଁ ଜନମ ତାଙ୍କ ପରିଚୟେ ବାଟ ମୁଁ ଚାଲଇ ମୋ ଜୀବନ

Loading

Jul
2021
13

*ଅସୁସ୍ଥ ପୃଥିବୀ–ଶ୍ରୀଲୋଚନ ପୁହାଣ*

🍁 ଅସୁସ୍ଥ ପୃଥିବୀ 🍁 (ଶ୍ରୀଲୋଚନ ପୁହାଣ) ଗ୍ରୀଷ୍ମ ରେ ଶ୍ରାବଣ ର ଭ୍ରମ ପୁଣି , ଶୀତ ରେ ଗ୍ରୀଷ୍ମର ତାଣ୍ଡବ, କେତେବେଳେ ଜୈବିକ ଅସ୍ତ୍ରରୂପୀ କରୋନା ତ, କେତେବେଳେ ତୁହାକୁ ତୁହା ବିପର୍ଯ୍ୟୟର ବାସ୍ନା ।। ମାତୃରୂପୀ ପୃଥିବୀ ସତରେ କ’ଣ ସୁସ୍ଥ ? ମାତୃତ୍ବ ସତରେ କଣ ଏପରି ବର୍ବରତା ଭିଆଇ ପାରେ ?

Loading