Jul
2021
20
*”ଜହ୍ନରାତି”–ଝରଣା ନାୟକ*
–“ଜହ୍ନରାତି” ରାତିକୁ ସାଥି କରି ତୁମେ, ହସିବାଟା ସତ୍ଯ ଆଉ, ଆସିବାଟା ନିହାତି ଧାର୍ଯ୍ୟ । ହେଲେ ଅନ୍ତର ତମୁକୁ ଦେଖି ନିର୍ବାକେ ବୁଝିଯିବାକୁ ବି ସଂମ୍ପୂର୍ଣ୍ଣ ବାଧ୍ଯ । ପ୍ରେମୀକ ତୁମଠି କଳ୍ପେ ପ୍ରେମୀକାର ସହାସ୍ୟ ରୌପ୍ୟ ସମ୍ମୁଖ । ସର୍ବ ଉପମାକୁ ହାର୍ ମନାଏ ତୁଳନା ତୁଳିର ସେ କଳ୍ପିତ ଚନ୍ଦ୍ର ବଦନ । ତୁମେ