March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଅସୁସ୍ଥ ପୃଥିବୀ–ଶ୍ରୀଲୋଚନ ପୁହାଣ*

🍁 ଅସୁସ୍ଥ ପୃଥିବୀ 🍁
(ଶ୍ରୀଲୋଚନ ପୁହାଣ)

ଗ୍ରୀଷ୍ମ ରେ ଶ୍ରାବଣ ର ଭ୍ରମ
ପୁଣି , ଶୀତ ରେ ଗ୍ରୀଷ୍ମର ତାଣ୍ଡବ,
କେତେବେଳେ ଜୈବିକ ଅସ୍ତ୍ରରୂପୀ କରୋନା
ତ, କେତେବେଳେ ତୁହାକୁ ତୁହା ବିପର୍ଯ୍ୟୟର ବାସ୍ନା ।।
ମାତୃରୂପୀ ପୃଥିବୀ ସତରେ କ’ଣ ସୁସ୍ଥ ?
ମାତୃତ୍ବ ସତରେ କଣ ଏପରି ବର୍ବରତା ଭିଆଇ ପାରେ ?
କଣ ଏତେ ନିଷ୍ଠୁର ହୋଇପାରେ ତା ସନ୍ତାନ ପ୍ରତି ?
ନାଁ…. କେବେ ନୁହେଁ…..କଦାପି ନୁହେଁ….!!!!!
ନିଶ୍ଚିତ କିଛି ବ୍ୟତିକ୍ରମ ଘଟିଛି…
ବୋଧେ, ସେ ଅସୁସ୍ଥ ହୋଇପଡିଛି
ଆଉ ବଚାଳତା ପ୍ରଦର୍ଶନ କରୁଛି ।
ଉଦେଶ୍ୟ ମୂଳକ ନୁହେଁ
କିନ୍ତୁ ଶିକ୍ଷା ଦେବା ପାଇଁ ।।

ମସ୍ତକ ପ୍ରାୟ ହିମାଳୟରୁ
ଧାର ଧାର ଲୁହ ଗଡିଚାଲିଛି,
ଶରୀରରେ ତାପମାତ୍ରା ବଢିଯାଇଛି,
ସହିପାରୁନି, ସେ ଅସହ୍ୟ ଯନ୍ତ୍ରଣା କୁ
କାନ୍ଦି ଚାଲିଛି କୋହ ଭରା କଣ୍ଠ ରେ
ଆଉ ଝରେଇଚାଲିଛି ହିମ ରୂପୀ ଲୋତକ ସବୁ
ବୋଧେ ଜର ହୋଇଛି .. ହଁ….ହଁ…..ଜର ହେଇଛି ।।
ନିଜ ସନ୍ତାନ କୁ ସେ କଁ ଦୋଷ ଦେଇ ପାରିବ..??
ସେ ପରା କରୁଣା ମୟୀ, ସ୍ନେହ ମୟୀ …
କିନ୍ତୁ ତାଗିଦ କରିପାରିବ ନିଶ୍ଚୟ ।।
“ରେ ପ୍ରକୃତିର ଶ୍ରେଷ୍ଠ ଜୀଵ
ଚେତି ଯାଆ….ସୁଧୁରୀ ଯାଆ…
ଜଉ ପ୍ରକୃତି ରୁ ଜନ୍ମ ନେଇଛୁ
ତାକୁ ଆୟତ୍ତ କରିବାକୁ
ବୃଥା ଚେଷ୍ଟା କରୁଛୁ……
ସୁଧୁରୀ ଯାଆ…
ଯେତେ ଶୀଘ୍ର ପାରୁଛୁ ସୁଧୁରୀ ଯାଆ….
ନହେଲେ ଏମିତି ପରିସ୍ଥିତି ଅଣାୟତ ହେବ
ସେତେବେଳେ ନା ମୁଁ ଥିବି
ନା ଥିବ ମୋର ମାତୃତ୍ବ ।।

(ଶୈଲଙ୍ଗ, ଆନନ୍ଦପୁର, କେନ୍ଦୁଝର)

 554 total views,  1 views today

6 thoughts on “*ଅସୁସ୍ଥ ପୃଥିବୀ–ଶ୍ରୀଲୋଚନ ପୁହାଣ*

  1. I know this website offers quality depending
    content and extra information, is there any other web
    page which offers these kinds of stuff in quality?

  2. Wow, superb weblog structure! How lengthy have you been running a blog for?
    you make blogging glance easy. The total look of your site is fantastic, as
    neatly as the content!

  3. Right now it looks like BlogEngine is the best blogging platform out
    there right now. (from what I’ve read) Is that what you are using on your blog?

  4. Hi, I do believe this is an excellent website. I stumbledupon it 😉 I may return yet
    again since i have book-marked it. Money and freedom is the greatest way to change, may
    you be rich and continue to help others.

Leave a Reply

Your email address will not be published. Required fields are marked *