Jul
2021
21
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
ଆତ୍ମା ଯେବେ ଗାଏ ଗୀତ ପ୍ରଶାନ୍ତମୟୀ ରଥ ++++++++++++++++ ପ୍ରାଣ ଉତଫୁଲ୍ଲିତ,ଚିତ୍ତ ବିମୋହିତ ହୃଦୟୁ ସ୍ଫୁରିତ ଆବେଗ ରେ ସୃଷ୍ଟ ଭାବ ଆବେଗ ରେ ଶବ୍ଦ ଝଙ୍କୃତ ଆତ୍ମା ଯେବେ ଗାଏ ସେ ମଧୁର ଗୀତ । କେବେ ତୋଳିଥାଏ ମିଳନ ସଙ୍ଗୀତ ମୋହନ ବଂଶୀର ପ୍ରେମେ ପୁଲକିତ ଅନ୍ତରୁ ଗାୟନ ସେ ପରମ ସତ୍ୟ