ମାଆ
ସଂସାର ର ଭାର କୁ ବୋହି ନେଇ
ଆଗେଇ ଚାଲିଥିବା
ନାରୀ ଟିଏ ହିଁ ମାଆ
ଦୀପ ର ସଳିତା ପରି ଜଳିଜଳି
ଜଗତ କୁ ଆଲୋକ
ପ୍ରଦାନ କରିଥିବା
ନାରୀ ଟିଏ ହିଁ ମାଆ
ମାଆ ର ସଂଜ୍ଞା ନିରୁପଣ କରି ହୁଏ ନା
ତ୍ୟାଗ ତପସ୍ୟା ର
ସ୍ନେହ ମମତା ର
ପ୍ରତିଛବି ହିଁ ମାଆ
ଦୟା ଧର୍ମ ର ବାସ୍ତବ
ପ୍ରତିରୂପ ହିଁ ମାଆ।
ଗାୟତ୍ରୀ ଦାଶ, ସିମୁଳିଆ , ବାଲେଶ୍ଵର
871 total views, 1 views today
Such a nice details to check out. I love the method you write.
Perfect!