Jul
2021
21
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
#ସୂର୍ଯ୍ଯୋଦୟ_ପାକ୍ଷିକ_ପ୍ରତିଯୋଗିତା_କ୍ରମାଙ୍କ_୧୩ କବିତା-ଆତ୍ମା ଯେବେ ଗାଏ ଗୀତ *************************************** କାୟାରୁ ପରାଣ ହୁଏ ସିନା ଛିନ୍ନ ଆତ୍ମାର ନାହିଁ ମରଣ ଶରୀରୁ ଶରୀର ହୁଏ ଗତି ତା’ର ଶୂନ୍ୟେ କରେ ବିଚରଣ ।୧। ତୃପତ ଆତ୍ମାର ସଂଗୀତ ମଧୁର ନ ଥାଏ ମିଥ୍ୟା,କପଟ ଧର୍ମ ସୁର ସୁରେ କର୍ମ ତାଳ ତାଳେ ସତ୍ୟ ଲୟେ ଗାଏ ଗୀତ ।୨। ସଂଗୀତେ