Aug
2021
3
*ଚାଲ ଯିବା କ୍ଷେତ ଆଡେ – ଅନୀତା ଦାଶ *
ଚାଲ ଯିବା କ୍ଷେତ ଆଡେ ଅନୀତା ଦାଶ ************************ ଉଗ୍ର ଆଧୁନିକ ସପନଠୁ ଦୂରେ ଆଳସ୍ୟ-ବିଳାସ ଠାରୁ ଦୂରେ ଦୂରେ ସହରି ସଭ୍ୟତା ଚାକଚକ୍ୟ ଭୂଲି କଂକ୍ରିଟ୍ ଜଙ୍ଗଲ କୋଳାହଳ ଠେଲି ଭିଟାମାଟି ସହ ମମତା ଜଡେଇ ଦେଶୀ ମଦ ଜୁଆ ଖେଳକୁ ଆଡେଇ ଚାଲ ଯିବା କ୍ଷେତ ଆଡେ। (୧) ଆପଣା ବାସରେ କେତେତୁ