April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2022
23

*ନାରୀ – ସ୍ରୋତସ୍ବିନୀ ପରିଡା*

ନାରୀ ସ୍ରୋତସ୍ବିନୀ ପରିଡା ******************** ନାରୀ ଏକ ଶବ୍ଦ ନୁହେଁ ସେ ସହନଶୀଳତା ର ବାସ୍ତବତା ମମତାର ଗଭୀରତା ସ୍ନେହ ର ସାଗର ଆନ୍ତରିକତା ର ଛିଟା। ନାରୀ ଏକ ସୁନ୍ଦର ସୃଷ୍ଟି ଯାହାର ସମତୁଲ କେହି ନାହିଁ ଯାହାକୁ ବୁଝିବା ଅସମ୍ଭବ ଯାହା ପାଇଁ ସଂସାର ଚାଲେ ଶାନ୍ତି ଅତୁଟ ରହେ। ନାରୀ ସର୍ବଂସହା ଧରିତ୍ରୀ ପରି

Loading

Oct
2021
16

*ଧୂସର – ସ୍ରୋତସ୍ବିନୀ ପରିଡା*

//ଧୂସର// ସ୍ରୋତସ୍ବିନୀ ପରିଡା ************************ ଧରିତ୍ରୀ ଛାତିରୁ ଧୂସର ମାଟିରୁ ଗଢା ହୁଏ ମାତୃ ପ୍ରତିମା ସାରଦୀୟ ପୂଜା, ପାର୍ବଣର ଋତୁ ଗାନ କରେ ଦେବୀ ମହିମା। ପଠା କାଶତଣ୍ଡୀ ସ୍ଵାଗତ କରଇ ମହିଷମର୍ଦ୍ଦିନୀ ମର୍ତ୍ତ୍ୟରେ ପାପ ବିନାଶିନୀ,ପାପୀ ସଂହାରିଣୀ ଉପସ୍ଥିତ ଧରା ଧାମରେ। ଉଜ୍ଵଳ ଆଲୋକେ ପୁଷ୍ପର ମହକେ ଆକର୍ଷିତ ଦେବୀ ମଣ୍ଡପ ଅନ୍ଧକାର ନାଶି ସିଦ୍ଧିପ୍ରଦାୟିନୀ

Loading

Aug
2021
8

*ବର୍ଷା – ସ୍ରୋତସ୍ବିନୀ ପରିଡା*

ବର୍ଷା ସ୍ରୋତସ୍ବିନୀ ପରିଡା *************************** ଆକାଶ ଛାତିକୁ ଫଟେଇ ବିଜୁଳି ଚମକରେ ଧରା କର ସ୍ପର୍ଶ ଧରିତ୍ରୀ ହୁଏ ଆଚମ୍ବିତ ଏକ ଶୀତଳ ଛୁଆଁ ରେ। ଆଣିଦିଅ ଉନ୍ମାଦନା ହୃଦୟରେ ଅସୁମାରୀ ଭାବନା ସବୁଜିମା କୁ ଜାଗ୍ରତ କରି ତୋଳିଧର କୋଳରେ ତୁମର। ଝଟ୍, ଝିପ୍ ଶବ୍ଦ ର ଝଙ୍କାର ତ୍ରାହି ଦିଏ ଗ୍ରୀଷ୍ମ ପ୍ରକୋପରୁ ପୂରିଉଠେ ନଦୀ

Loading

Jul
2021
25

*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*

ମଣିଷ ଜାତି❗ ସ୍ରୋତସ୍ବିନୀ ପରିଡା ***************************** ଭାରି ଅଜବ ଏ ମଣିଷ ଜାତି ଯେଉଁଠି ପାଇବା କି ହରାଇବାର, ନାହିଁ ସମ୍ଭାବନା ସେଇଠି ରଖୁଛି ପ୍ରୀତି ମନରେ ତା’ର ଅନେକ ଭ୍ରାନ୍ତି।   ସେ ମିଛକୁ ଅତିଥି କରେ ଆପ୍ୟାୟିତ ହୁଏ ଠକିବାରେ ମନରେ ନାହିଁ ପଶ୍ଚାତାପ ତଥାପି ଦେଖାଏ ପ୍ରକୋପ କି ପରିସ୍ଥିତି ,ଏ କିପରି ପ୍ରଭାବ!

Loading

Jul
2021
20

*ବଦମାସ୍ ପ୍ରେମିକ – ସ୍ରୋତସ୍ବିନୀ ପରିଡା*

✨ବଦମାସ୍ ପ୍ରେମିକ ✨   ସ୍ରୋତସ୍ବିନୀ ପରିଡା   ******************************   ତୁମେ ତ ସେଇ ଯାହା ପାଇଁ ଧକ୍କା ହୁଏ ଭାବନାର ସୌଧ ସହ ବାରମ୍ବାର,ପ୍ରତିଥର ଆଉ ପ୍ରତି ମୁହୂର୍ତ୍ତରେ।   ତୁମେ ତ ସେଇ ନଈ ଯାହାର ବିସ୍ତୀର୍ଣ୍ଣ ବାଲି ଲମ୍ବିଛି ବହୁଦୂର ଅସୀମ ବିସ୍ତାର ରୁ ମୁଁ ପାଇଛି ବାସ୍ କାଣିଚାଏ।   ତୁମେ

Loading

Jul
2021
3

*ପୂର୍ଣ୍ଣଚ୍ଛେଦ – ସ୍ରୋତସ୍ବିନୀ ପରିଡା*

। ପୂର୍ଣ୍ଣଚ୍ଛେଦ । ସ୍ରୋତସ୍ବିନୀ ପରିଡା ——————————– କେବେ ଥରେ ଟାଣିଦିଅ ମନ ମଧ୍ୟରେେ ପୂର୍ଣ୍ଣଚ୍ଛେଦ ଚାହେଁ ସେ ଟିକେ ବିଶ୍ରାମ କ୍ଳାନ୍ତ ହୋଇ ଅବଶ ପ୍ରାୟ। ଅନେକ ଥର ପ୍ରେମ ତା’ର ପଣତ ଆଉ ମୋହଭିଜା ଛତା ଧରି ଦୌଡ଼ି ଆସେ ନିକଟକୁ ହେଲେ ରାସ୍ତା ତ ସରେନି! ଆଶାର ପାଣି ବୋତଲ ଶୋଷ ମେଣ୍ଟେଇ ଦେଇ

Loading

Jun
2021
30

*ପାଲଟା ଜବାବ – ସ୍ରୋତସ୍ବିନୀ ପରିଡା*

//ପାଲଟା ଜବାବ//   ସ୍ରୋତସ୍ବିନୀ ପରିଡା   *************************   ପାଲଟା ଜବାବ ଦେବାପାଇଁ ମୋର ନା ଥିଲା ଇଚ୍ଛା ନା ସାହାସ! କେବଳ ସେଇ ପରିସ୍ଥିତି ଆଉ ଅସହ୍ୟ ଆଚରଣ ମତେ କରେଦେଲା କ୍ଷୁବ୍ଧ ଆଜି ବି ସେ ଅତୀତ କରେ କଣ୍ଠରୁଦ୍ଧ। ଲୁହ ଢାଳି କେତେ ଧୋଇ ଦେଇଛି ସେ ଦୋଷ ସବୁକୁ, ତଥାପି କିଛି

Loading

Jun
2021
29

*ସଂନ୍ଧ୍ୟା ତାରା – ସ୍ରୋତସ୍ବିନୀ ପରିଡା*

✨ସଂନ୍ଧ୍ୟା ତାରା ✨   ସ୍ରୋତସ୍ବିନୀ ପରିଡା ****************************   ଦୂର ଆକାଶରେ ସଂନ୍ଧ୍ୟା ତାରା ମିଞ୍ଜି ମିଞ୍ଜି ଆଲୁଅର ବତୀ ଜାଳୁଛି କହୁଛି ଏ ଅନ୍ଧାର ବହୁତ ଗାଢ଼ ଚତୁର୍ଦ୍ଦିଗ କାଳିମା ପୂର୍ଣ୍ଣ ତଥାପି ସେ ହସୁଛି ଥିରି ଥିରି ଓଠଚାପି ମନରେ ତିଳେ ଦୁଃଖ ନାହିଁ। ସେ ଜାଣିଛି ଏ ସଞ୍ଜକୁ ପରଖି ପାରିଛି ଏ

Loading

Jun
2021
27

*ବେପରୁଆ ମନ – ସ୍ରୋତସ୍ବିନୀ ପରିଡା*

/ ବେପରୁଆ ମନ /   – ସ୍ରୋତସ୍ବିନୀ ପରିଡା   ଆଷାଢ଼ର ବର୍ଷା ସରିନି ତଥାପି ପ୍ରଖର ତାତି ଶୀତଳ ସ୍ପର୍ଶ ଅତୀତ ସାଜିଛି ଚାରିଆଡେ ଖାଲି ଗ୍ରୀଷ୍ମ ଦାଉ।   ଅନ୍ତର ଆତ୍ମାକୁ ଅଣସର ଘରେ କବାଟ କିଳି ଶୋଇଛି ମନ ମୌସୁମି ଧରା ଦଉନି ସେ ଏବେ ଆନମନା।   ଭୁଲି ସାରିଛି ଠିକଣା

Loading

Jun
2021
27

*ରୂପସୀ ରାଇ – ସ୍ରୋତସ୍ବିନୀ ପରିଡା*

ରୂପସୀ ରାଇ  ସ୍ରୋତସ୍ବିନୀ ପରିଡ଼ା **************************************** ଅଳସୀ ବୟସେ କଳସୀ ଧରି ଯାଉଛି ରୂପସୀ ଥିରି ଥିରି।   ଲେପିଦେଇ ମୁହେଁ ଚନ୍ଦନ ଟୋପା ପାଦଟା ହୋଇଛି ଅଳତା ଲିପା   ହାତରେ କଙ୍କଣ ପାଦେ ପାଉଁଜି ଲମ୍ବା ଲମ୍ବା କେଶ ଅଣ୍ଟା ଛୁଉଁଛି।   ଆଖି ଯୋଡ଼ିକ ଭାରି ସୁନ୍ଦର ଦିଶୁଛି ଭାରି ସେ ମନୋହର।  

Loading

Jun
2021
27

*ଚୋରା ପ୍ରୀତି – ସ୍ରୋତସ୍ବିନୀ ପରିଡା*

ଚୋରା ପ୍ରୀତି💖 ସ୍ରୋତସ୍ବିନୀ ପରିଡା ……………………………………………….. ଆସକ୍ତି, ଆଶଙ୍କା ଅପାଶୋରା ପ୍ରେମ ହୃଦୟକୁ ଦୁଃଖ ଦିଏ ତୁମ ଚୋରା ପ୍ରୀତି ଅଦିନ ଅତିଥି ମନତଳେ ଲୁଚି ଥାଏ ମନେପଡ ଯେବେ ଲୁହ ଆସେ ବୋହି ଓଠେ ଭରିଯାଏ ହସ ଏମିତି ସମୟ ବିତିଯିବ ଦିନେ ରହିବନି ଅବଶୋଷ କିଛି କିଛି କ୍ଷଣ ଉନ୍ମାଦ ଭରାଇ ଥରାଇ ଦିଏ ସେ

Loading

Jun
2021
26

*ସଂଜ୍ଞାହୀନ ଜୀବନ – ସ୍ରୋତସ୍ବିନୀ ପରିଡା*

//ସଂଜ୍ଞାହୀନ ଜୀବନ// –ସ୍ରୋତସ୍ବିନୀ ପରିଡା ଥରେ କେବେ ବିଞ୍ଚି ଦିଅନା ଆଶା ସବୁକୁ , ମନ ଅଗଣାରେ କେତେ ସ୍ଥାନ ଅଧିକାର କରୁଛି ଟିପିରଖ ତା’ର କ୍ଷେତ୍ରଫଳ ମନ କଲମ, ଆଉ ହୃଦୟ କାଗଜରେ।   ଦରପୋଡା ସ୍ମୃତି ସବୁ ଜୀଵନ ଚୁଲିର ଅସ୍ତବ୍ୟସ୍ତ ନିଆଁ ରେ ଆଜି ବି ଅସିଝା ଟିକେ ଲେଉଟେଇ ଦିଅନା ତାକୁ ପାଉ

Loading

Jun
2021
26

*ସେ ସ୍ବପ୍ନ – ସ୍ରୋତସ୍ବିନୀ ପରିଡା*

//ସେ ସ୍ବପ୍ନ// ସ୍ରୋତସ୍ବିନୀ ପରିଡା   ତୁମ ଛାତିରେ ମଥା ରଖି ଶୋଇବାର ଇଚ୍ଛା ମନରେ ଉଙ୍କି ମାରୁଥିବା କିଛି ଅଜବ ପ୍ରଶ୍ନ ଛାତିକୁ ଥରାଉ ଥିବା ଅବିରତ ସ୍ପନ୍ଦନର ଗତି ଆଉ ନିଛାଟିଆ ରାତିର ନିର୍ଜନ ଅନ୍ଧକାରରେ ମୁଁ ଆବିଷ୍କାର କରେ କିଛି ନୂତନ ଅନୁଭୂତି ଅଶେଷ ଅନୁଭବ ଆଉ ଅସଂଖ୍ୟ ଖୁସି ବେଖିଆଲି ମନ ଧୋକା

Loading

Jun
2021
26

*କଥା ଦେଉଛି – ସ୍ରୋତସ୍ବିନୀ ପରିଡା*

✨କଥା ଦେଉଛି✨ ସ୍ରୋତସ୍ବିନୀ ପରିଡା ମୁଁ ଫୁଲଟିଏ ତୁମେ ଭଅଁର ମୁଁ ଶୀତ ହେଲେ ତୁମେ ଚାଦର। ମୁଁ ସଞ୍ଜ ହେଲେ ତୁମେ ସଳିତା ମୁଁ ପାଦ ହେଲେ ତୁମେ ଅଳତା। ମୁଁ ନଈଟିଏ ତୁମେ ନାଉରୀ ମୁଁ ସ୍ରୋତ ହେଲେ ତୁମେ ଭଉଁରୀ। ମୁଁ ନିଦ ହେଲେ ତୁମେ ସପନ ମୁଁ ଦେହ ହେଲେ ତୁମେ ଜୀବନ।

Loading

Jun
2021
22

*ସଙ୍ଗିନୀ – ସ୍ରୋତସ୍ବିନୀ ପରିଡା*

      // ସଙ୍ଗିନୀ // – ସ୍ରୋତସ୍ବିନୀ ପରିଡା ଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽ ତୁମେ ମନ କାଗଜରେ ଅବୁଝା ଗପଟିଏ ଗାଁ ପୋଖରୀର ଚଗଲା କଇଁଟିଏ ଫୁଲ ବଣରେ ଉଡିବୁଲୁଥିବା ପ୍ରଜାପତି ଟିଏ ମେଘ ଆକାଶର ଭସା ବାଦଲ ଟିଏ ବେଳାଭୂମିକୁ ଧକ୍କା ଦେଉଥିବା ଉର୍ମୀତୁମେ, ତଥାପି ଏ ବେଳାଭୂମି ତୁମ ପ୍ରତୀକ୍ଷାରେ ତୁମ ପ୍ରେମ ର ଢେଉକୁ

Loading