January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ସଂଜ୍ଞାହୀନ ଜୀବନ – ସ୍ରୋତସ୍ବିନୀ ପରିଡା*

//ସଂଜ୍ଞାହୀନ ଜୀବନ//

ସ୍ରୋତସ୍ବିନୀ ପରିଡା

ଥରେ କେବେ ବିଞ୍ଚି ଦିଅନା

ଆଶା ସବୁକୁ , ମନ ଅଗଣାରେ

କେତେ ସ୍ଥାନ ଅଧିକାର କରୁଛି

ଟିପିରଖ ତା’ର କ୍ଷେତ୍ରଫଳ

ମନ କଲମ, ଆଉ ହୃଦୟ କାଗଜରେ।

 

ଦରପୋଡା ସ୍ମୃତି ସବୁ

ଜୀଵନ ଚୁଲିର ଅସ୍ତବ୍ୟସ୍ତ ନିଆଁ ରେ

ଆଜି ବି ଅସିଝା

ଟିକେ ଲେଉଟେଇ ଦିଅନା ତାକୁ ପାଉ ଟିକିଏ ଉତ୍ତାପ।

 

ତେଜି କି ଉଠିବ ଆଉ ସାୟାହ୍ନରେ ଜୀଵନ

ମଫସଲି ଲଣ୍ଠନର ଧିମା ଆଲୁଅ ପରି

ଯାହା ମିଞ୍ଜି ମିଞ୍ଜି ଜଳୁଅଛି

ବହୁ କଷ୍ଟରେ କୁହୁଳା ନିଆଁ ପରି,

ନା ସେ,

ଆଉ ବୋଧେ ତେଜିବନି!

 

ଆକାଂକ୍ଷା ଟା ବାରମାସି ଭାରି ଫୁଲେଇ

ଦୁଆର ମୁହଁରେ ସେମିତି ବସିଛି ମନମାରି

ଇଚ୍ଛା ହେଲେ କାନ୍ଦୁଛି

ଆଉ ପୁଣି ଟିକିଏ ହସୁଛି

ସେ ସତରେ ଗୋଟିଏ ଅଲାଜୁକି

ତାହା ନୁହେଁ ତ ଆଉ କଣ।

 

ଛାତିକୁ ପଥର କରିବା

ମନରେ ମହମ ଭରି ଜଳିବା

ପବନ ଆସିଲେ ଜକେଇ ପଡିବା

ଏସବୁ କଉଠୁ ଶିଖିଲା କେଜାଣି…

 

ସହି ସହି ଦିହ ଶୋହା ହୋଇଗଲାଣୀ ତା’ର

ତାକୁ କିଛି ବାଧୁନି ମ

ଡର,ଭୟ ଛାଡି ସେ ଅଣ୍ଟା କୁ ଭିଡ଼ି

ଚାଲିଛି ଶେଷ ତୃଷ୍ଣା ପାଇଁ

ମୃତ୍ୟୁ ର ସେହି ନୀଳ ଦରିଆ କୂଳେ କୂଳେ।

 

ସ୍ରୋତସ୍ବିନୀ ପରିଡା

 418 total views,  1 views today

7 thoughts on “*ସଂଜ୍ଞାହୀନ ଜୀବନ – ସ୍ରୋତସ୍ବିନୀ ପରିଡା*

  1. Aw, this was a very good post. Taking a few minutes and actual effort to create a good
    article… but what can I say… I hesitate a whole lot and never manage
    to get nearly anything done.

  2. I have been exploring for a little for any high-quality articles or
    blog posts on this sort of space . Exploring in Yahoo I finally
    stumbled upon this website. Reading this information So i am satisfied to show that I have
    an incredibly just right uncanny feeling I came upon just what I
    needed. I so much definitely will make sure to don?t overlook this website and give it
    a glance regularly.

  3. I know this site offers quality depending articles
    or reviews and extra information, is there any other web site which
    offers these information in quality?

Leave a Reply

Your email address will not be published. Required fields are marked *